Home

ଚେତାବନୀ ଦେଲା ଅଫଗାନିସ୍ତାନ

ଶାରଜା,୨୬।୧୦: ଟି-୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଏବଂ ସ୍କଟଲ୍ୟାଣ୍ଡ ଭଳି ଦେଶକୁ ଅନେକ ଲୋକ ଭାବନ୍ତି ଯେ ଏହି ଦୁଇଜଣ ଛୋଟ ଏବଂ ଦୁର୍ବଳ ଦଳ। କିନ୍ତୁ ଉଭୟ ଦଳ ଚଳିତ ବିଶ୍ୱକପ୍‌ରେ ଏହି ୨ ଦିନ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଆଫଗାନିସ୍ତାନ…

ଭାଜପା ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ରାଜ୍ୟପାଳ…

ଶିଂଲ,୨୬।୧୦: ଭାଜପା ସରକାରଙ୍କ ବିରୋଧରେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଗୋଆରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।…

ଭାରତ ପାଇଁ ସହଜ ନୁହେଁ ସେମିଫାଇନାଲ ରାସ୍ତା: ଜାଣନ୍ତୁ କ’ଣ ରହିଛି ସମୀକରଣ

ଦୁବାଇ,୨୬।୧୦: ଟି -୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଭାରତୀୟ ଦଳ ଚିନ୍ତାରେ ପଡିଯାଇଛି। ଏହି ପରାଜୟ କେବଳ ଟିମ ଇଣ୍ଡିଆର ମନୋବଳକୁ ପ୍ରଭାବିତ କରିବ ନାହିଁ, ବରଂ ସେମିଫାଇନାଲରେ ପହଞ୍ଚିବା ପାଇଁ ଦଳକୁ ବହୁ କଷ୍ଟ…

୨୩୮ ଦିନ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୨ ହଜାର ୪୨୮ରେ ପହଞ୍ଚିଛି। ୨୩୮ ଦିନ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ…

‘ଆଶ୍ରମ’ ଓ୍ବେବ୍‌ ସିରିଜ୍‌ ନାଁ ବଦଳାଇବାକୁ ଦାବି

ଭୋପାଳ, ୨୬।୧୦: ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ ଓ୍ବେବ୍‌ ସିରିଜ୍‌ ‘ଆଶ୍ରମ’ର ନାମ ପରିବର୍ତ୍ତନ ଦାବି ଜୋର୍‌ ଧରିଛି। ରବିବାର ବଜରଙ୍ଗ ଦଳ କର୍ମୀମାନେ ଶୁଟିଂ ସେଟ୍‌ରେ ଆକ୍ରମଣ କରି ଭଙ୍ଗାରୁଜା କରିବା ପରେ ସୋମବାର ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସେମାନଙ୍କ…

ରାଜା ଅବଦୁଲାଙ୍କୁ ହତ୍ୟା ଯୋଜନା କରିଥିଲେ କ୍ରାଉନ୍‌ ପ୍ରିନ୍ସ

ରିୟାଧ, ୨୬।୧୦: ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ(ଏମ୍‌ବିଏସ୍‌) ୨୦୧୪ରେ ତତ୍କାଳୀନ ରାଜା ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏକ ବିଷଯୁକ୍ତ ରିଙ୍ଗ୍‌ ସହାୟତାରେ ମାରିବା ପାଇଁ ଏମ୍‌ବିଏସ୍‌ କଥା ହେଉଥିଲେ। ଏହି ଯୋଜନା ସମ୍ପର୍କରେ ସାଉଦି ଆରବର…

ସାକ୍ଷୀଙ୍କୁ ହତ୍ୟା ଆଶଙ୍କା

ମୁମ୍ବାଇ,୨୬।୧୦: ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କ ଗିରଫ ଘଟଣାରେ ନୂଆ ମୋଡ଼ ଆଣିଛି ଏକ ସତ୍ୟପାଠ। ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ମୁମ୍ବାଇ ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖଡ଼େଙ୍କୁ ୮ କୋଟି ଟଙ୍କା ଦିଆଯିବ ବୋଲି ନିଖୋଜ…

ନଭେମ୍ବରରେ ଆସିବ କର୍ବେଭାକ୍ସ

ହାଇଦ୍ରାବାଦ, ୨୬।୧୦(ଆଇଏଏନ୍‌ଏସ୍‌): ନଭେମ୍ବର ଶେଷ ସୁଦ୍ଧା ହାଇଦ୍ରାବାଦର ଟିକା ଉତ୍ପାଦନକାରୀ କମ୍ପାନୀ ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋଭିଡ୍‌ ଭାକ୍ସିନ ‘କର୍ବେଭାକ୍ସ’ ବଜାରକୁ ଆସିବ ବୋଲି ଆଶା କରାଯାଉଛି। ପ୍ରଥମ ଦିନରେ କମ୍ପାନୀ ପାଖାପାଖି ୧୦ କୋଟି ଡୋଜ୍‌ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ…

ପୁଣି ନିକଟତର ହେଉଛନ୍ତି କି ଉର୍ବଶୀ-ପନ୍ତ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ଏହା ସହିତ ଅକ୍ଷୟ କୁମାର, ମୌନି ରୟଙ୍କ ସମେତ ଅନେକ ଭାରତୀୟ ସେଲିବ୍ରିଟି ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ହୋଇଥିଲେ। କିନ୍ତୁ, ଏସବୁ…

ୟୁପିରେ ସରେଣ୍ଡର କରିବାକୁ ଉଦ୍ୟମ..

ନୂଆଦିଲ୍ଲୀ,୨୬।୧୦: ଲୁକ୍‌ଆଉଟ୍‌ ଜାରି ହେବାର ଅନେକ ଦିନ ପରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଗିରଫ ମାମଲାରେ ଏନ୍‌ସିବିର ସ୍ବାଧୀନ ସାକ୍ଷୀ କିରନ ଗୋସାବି ସାମ୍ନାକୁ ଆସିଛନ୍ତି। ଠକେଇ ମାମଲାରେ ମହାରାଷ୍ଟ୍ର ପୋଲିସ ତାଙ୍କୁ ଖୋଜୁ ଥିବା ବେଳେ ସେ ଉତ୍ତର…

‘ସମନ ଆସିନି, କାମରେ ଆସିଛି’

ନୂଆଦିଲ୍ଲୀ,୨୬।୧୦: “କିଛି କାମ ପାଇଁ ଜାତୀୟ ରାଜଧାନୀ ଆସିଛି। ମୁଁ ମୋ ତଦନ୍ତ ସହ ଏବେ ବି ଏକମତ। ମୋତେ ଏପର୍ଯ୍ୟନ୍ତ ଏଜେନ୍ସି ପକ୍ଷରୁ ସମନ ଜାରି କରାଯାଇ ନାହିଁ”। ଡ୍ରଗ୍ସ ଜବତ ଘଟଣାରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନଙ୍କ ପୁଅ…

ଆର୍ଯ୍ୟନଙ୍କ ମାମଲାରେ ଭିଜିଲାନ୍ସ ତଦନ୍ତ

ନୂଆଦିଲ୍ଲୀ,୨୫।୧୦: ଡ୍ରାଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କୁ ଛାଡ଼ିବା ପାଇଁ ଶାହରୁଖ ଖାନଙ୍କ ଠାରୁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଆଞ୍ଚଳିକ ମୁଖ୍ୟ ସମୀର ଓ୍ବାଙ୍ଖଡେ ୨୫ କୋଟି ଟଙ୍କା ମାଗିଥିଲେ। ଚଢ଼ାଉ ବେଳେ କ୍ରୁଜ ଜାହାଜରେ ଉପସ୍ଥିତ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri