ପ୍ରେମ ବିବାହ କରିଥାନ୍ତି ଏହି ୩ ରାଶିର ବ୍ୟକ୍ତି; ବେଶ୍ ଭାଗ୍ୟଶାଳୀ ଏମାନଙ୍କ ପାର୍ଟନର
ଆଜିକାଲିର ସମୟରେ ସମସ୍ତେ ନିଜ ପସନ୍ଦର ଜୀବନସାଥୀ ପାଇବାକୁ ଚେଷ୍ଟିତ। ଭବିଷ୍ୟତରେ ଯେପରି ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ନ କରିବାକୁ ପଡେ ସେଥିପାଇଁ ସମସ୍ତେ ଚାହାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏପରି ୩ ରାଶି ରହିଛି, ଯେଉଁମାନଙ୍କ ଭାଗ୍ୟରେ…
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆଣିଲେ ସମ୍ପର୍କୀୟ, ହସ୍ପିଟାଲ ପରିସରରେ ଉତ୍ତେଜନା
ଗଜପତି,୨୮ା୮(ଡି.ଏନ୍.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସମ୍ପର୍କୀୟମାନେ ହସ୍ପିଟାଲ ସାମ୍ନାରେ ଧାରଣାରେ ବସିବା ସହ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଶୁକ୍ରବାର ରାତିରେ ପାରଳାଖେମୁଣ୍ଡି ୫ନଂ. ଓ୍ବାର୍ଡର ସେରି…
ବିବାହର ଠିକ୍ ପୂର୍ବରୁ ଭାଙ୍ଗିଥିଲେ ନିର୍ବନ୍ଧ ! ବିବାଦ ଭିତରେ ‘ଭାବି ଜି ଘର ପେ ହୈ’ ଶୋ’ ଛାଡ଼ିଥିଲେ ଏହି ଅଭିନେତ୍ରୀ
ବମ୍ବେ: ‘ଭାବି ଜି ଘର ପେ ହେ’ ଶୋ’ରେ ଅଙ୍ଗୁରୀ ଭାବି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ଶିଳ୍ପା ସିନ୍ଦେ। ଆଜି ସେ ନିଜର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନୟ ସହ ବିବାଦକୁ ନେଇ…
ଘରକୁ ଘର ବୁଲି ଡେଙ୍ଗୁ ସଚେତନତା କଲେ ମହିଳା
ଭୁବନେଶ୍ୱର,୨୮ା୮(ବ୍ୟୁରୋ): ସତ୍ୟନଗର ଲେଡିଜ୍ ଫୋରମ୍ ଓ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେଶନର ମିଳିତ ସହଯୋଗରେ ସତ୍ୟନଗର ଦୁର୍ଗାମଣ୍ଡପ ବସ୍ତିଠାରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କର୍ପୋରେଶନ ପକ୍ଷରୁ ସମସ୍ତ ବସ୍ତିକୁ ବିଶୋଧନ କରାଯିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ…
ଟ୍ରେନ୍ରେ କଟି ରେଳ କର୍ମଚାରୀଙ୍କ ଜୀବନ ଗଲା
ବାଲେଶ୍ୱର ଅଫିସ,୨୮ା୮: ବାଲେଶ୍ୱର ଜିଲାର ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ଜଳେଶ୍ୱର ରେଳ ଷ୍ଟେଶନରେ କାର୍ଯ୍ୟ କରୁଥିବା ରେଳ କର୍ମଚାରୀ ବାବୁଲାଲ୍ ହେମ୍ରମଙ୍କର ଟ୍ରେନରେ କଟି ଜୀବନ ଯାଇଛି। ବାବୁଲାଲ ସିନିଅର ସେକ୍ସନ ଇଞ୍ଜିନିୟର ସିଗ୍ନାଲ ବିଭାଗ, ଜଳେଶ୍ୱର ଷ୍ଟେଶନରେ…
ଥାନାରେ ହାଜର ହେଲେ ଅଭିନେତା ବବି ମିଶ୍ର
ଭୁବନେଶ୍ୱର,୨୮ା୮(ବ୍ୟୁରୋ): ଓଲିଉଡ୍ ଅଭିନେତା ବବି ମିଶ୍ର ଏବେ ଅଡୁଆରେ ପଡ଼ିଛନ୍ତି। ଗୋଟିଏ ପରେ ଗୋଟିଏ ବିବାଦ ତାଙ୍କ ପଛକୁ ଯୋଡ଼ି ହୋଇଯାଉଛି। ଗାଡ଼ି ପାର୍କିଂକୁ ନେଇ ପଡ଼ୋଶୀଙ୍କ ସହିତ ଝଗଡ଼ା କରିଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିବାରୁ ନୟାପଲ୍ଲୀ ଥାନା ପୋଲିସ…
ଦେଶର ବିକାଶ ଗତିକୁ ବୃଦ୍ଧି କରିଛି ଜନ ଧନ ଯୋଜନା…
ନୂଆଦିଲ୍ଲୀ,୨୮।୮: ଦେଶର ବିକାଶରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏହା ବିକାଶ ଗତିକୁ ବହୁଗୁଣା ବୃଦ୍ଧି କରିବାକୁ ସକ୍ଷମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ ଧନ ଯୋଜନାର ୭ ବର୍ଷ ପୂର୍ତ୍ତିି ଅବସରରେ ଏଭଳି…
ଭାରତର ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯିବା ଅପରିହାର୍ଯ୍ୟ…
ଚେନ୍ନାଇ,୨୮।୮: ଭାରତର ସୀମାକୁ ସଶକ୍ତ କରିବା ଲାଗି ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯିବାର ଆବଶ୍ୟକତା ରହିଛି। ପୃଥିବୀରେ ଯେଉଁଭଳି ଭାବରେ ପରିବର୍ତ୍ତନ ଘଟୁଛି, ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଜରୁରୀ ହୋଇପଡ଼ିଛି। ପ୍ରତିଟି ଦେଶ ନିଜ ନିଜର ସାମରିକ ଶକ୍ତି ଆଧୁନିକୀକରଣ…
ପ୍ରେମିକାଙ୍କ ସହ ପାର୍କକୁ ଯାଇଥିଲେ ଯୁବକ, କାଠଗଣ୍ଡି ଭାବି ବସିଲା ବେଳକୁ …
ସ୍କଟ୍ଲ୍ୟାଣ୍ଡର ଗ୍ଲାସ୍ଗୋରେ ଜଣେ ଯୁବକ ପାର୍କରେ ଏକ କାଠଗଣ୍ଡି ପଡ଼ିଥିବା ଭାବି ତା’ ନିକଟକୁ ଯିବା ପରେ ଏହା ଅଜଗର ବୋଲି ଜାଣି ଭୟରେ ଦୌଡ଼ିଲେ। ଯାହାକୁ ସେ କାଠ ଗଣ୍ଡି ଭାବିଥିଲେ ତାହା ୧୪ ଫୁଟ ଲମ୍ବର ଏକ ଅଜଗର…
ମାରି ଖାଇବାକୁ ଛକିଥିଲା; ସାପ-କୁକୁଡା ମଧ୍ୟରେ ହେଲା ଜୋରଦାର ଲଢ଼େଇ; ଶେଷରେ…
ମନୁଷ୍ୟମାନଙ୍କ ମଧ୍ୟରେ ଅନେକ ଲୋକକଥା ପ୍ରଚଳିତ ରହିଛି। ସେଥିରୁ କିଛି ପଶୁମାନଙ୍କ ଉପରେ ରହିଛି। ମୁଷା-ବିରାଡି ଖେଳ, ସାପ-ନେଉଳ ମଧ୍ୟରେ ଲଢ଼େଇ ବିଷୟରେ ଶୁଣିବାକୁ ମିଳିଥାଏ। ତେବେ ସାପ ଆଉ ନେଉଳ ମଧ୍ୟରେ ଲଢ଼େଇରେ ବାଜିମାତ କରିଥାଏ ନେଉଳ। ହେଲେ ଆଜି…
ତାଲିବାନ ନିକଟରେ ଏବେ ବିଶ୍ୱର ୮୫ ପ୍ରତିଶତ ଦେଶରୁ ଅଧିକ ବ୍ଲାକ ହଙ୍କ ହେଲିକପ୍ଟର!
ନୂଆଦିଲ୍ଲୀ,୨୮ ।୮: ତାଲିବାନ କେବଳ ଯେ ଆଫଗାନିସ୍ତାନ ଉପରେ କବଜା କରିଛି ତା’ନୁହେଁ । ଏବେ ତାଲିବାନ ନିକଟରେ ବହୁ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ହେଲିକପ୍ଟର ବି ରହିଛି । ତାଲିବାନ ହାତରେ ଲାଗିଥିବା ଆମେରିକା ସେନାଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର…
ଋଷିକୂଲ୍ୟାରେ ଭାସୁଛି ପଥରରେ ବନ୍ଧା ହୋଇଥିବା ଯୁବତୀଙ୍କ ମୃତଦେହ
ଗଞ୍ଜାମ,୨୮ା୮(ଡି.ଏନ୍.ଏ.): ଗଞ୍ଜାମ ସହର ପୋତାଗଡ଼ସ୍ଥିତ ଋଷିକୂଲ୍ୟା ନଦୀପାର୍ଶରେ ପଥରରେ ବନ୍ଧା ହୋଇ ଏକ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତ ଯୁବତୀ ଜଣକ ନାଇଟ୍ ପିନ୍ଧିଥିବା ବେଳେ ଏକ ଚାଦର ଘୋଡ଼େଇ ହୋଇଥିବାରୁ ମୁହଁ ସ୍ପଷ୍ଟ ଦେଖାଯାଉନି। ଉକ୍ତ…
Archives


