ଆର୍ଯ୍ୟନଙ୍କ ମାମଲାରେ ଭିଜିଲାନ୍ସ ତଦନ୍ତ
ନୂଆଦିଲ୍ଲୀ,୨୫।୧୦: ଡ୍ରାଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କୁ ଛାଡ଼ିବା ପାଇଁ ଶାହରୁଖ ଖାନଙ୍କ ଠାରୁ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)ର ଆଞ୍ଚଳିକ ମୁଖ୍ୟ ସମୀର ଓ୍ବାଙ୍ଖଡେ ୨୫ କୋଟି ଟଙ୍କା ମାଗିଥିଲେ। ଚଢ଼ାଉ ବେଳେ କ୍ରୁଜ ଜାହାଜରେ ଉପସ୍ଥିତ ଥିବା…
ଟିକାକରଣ ଉପରେ ସନ୍ଦେହ କରାଯିବା ଅନୁଚିତ, ଦେଶ ପାଇଁ ଏହା ସୁରକ୍ଷା କବଚ…
ନୂଆଦିଲ୍ଲୀ,୨୫।୧୦: ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନ ଉପରେ ସନ୍ଦେହ କରିବା ଅନୁଚିତ। ଏହା ଦେଶର ଜନସଂଖ୍ୟା ପାଇଁ ସୁରକ୍ଷା କବଚ ପାଲଟିଛି। ଏଭଳି କହି ସୋମବାର କ୍ଲିନିକାଲ ପରୀକ୍ଷା ପର୍ଯ୍ୟନ୍ତ ଟିକାକରଣ ବନ୍ଦ କରିବାକୁ କରାଯାଇଥିବା ଏକ ଆବେଦନକଚ ସୁପ୍ରିମକୋର୍ଟ…
ସାଧାରଣ ନାଗରିକଙ୍କୁ ନିଜ ଫୋନ୍ ନମ୍ବର ଦେଲେ ଶାହା
ଜମ୍ମୁ,୨୫।୧୦: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଥିଲା। ଶାହା ତାଙ୍କର ତିନି ଦିନିଆ ଗସ୍ତର ଦ୍ୱିତୀୟ ଦିନରେ ସେ ଆରଏସପୁରା ସେକ୍ଟରରେ…
ଖୁସି ନାହାନ୍ତି ପାକିସ୍ତାନ ଅଧିନାୟକ
ଦୁବାଇ,୨୫।୧୦: ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଆଇସିସି ଟି -୨୦ ବିଶ୍ୱ ମ୍ୟାଚରେ ପାକିସ୍ତାନ ଭାରତକୁ ୧୦ ଉଇକେଟରେ ପରାସ୍ତ କରିଛି। ଟି -୨୦ ବିଶ୍ୱକପରେ ଭାରତ ଉପରେ ଏହା ପାକିସ୍ତାନର ପ୍ରଥମ ବିଜୟ। ବିଶ୍ୱକପ ପରି ଏକ ଟୁର୍ନାମେଣ୍ଟରେ ୨୯…
ଏୟାରପୋର୍ଟରେ ସୁରକ୍ଷା କର୍ମୀଙ୍କୁ ଦେଖି ସାଲ୍ୟୁଟ୍ କଲେ କୁନି ଶିଶୁ, ଭାଇରାଲ ହେଉଛି ଭିଡିଓ
ବେଙ୍ଗାଲୁରୁ,୨୫ା୧୦: ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହାକୁ ଦେଖିଲେ ମନ ଖୁସିରେ ଭରିଉଠେ। ଏବେ ସେମିତି ଏକ ଭିଡିଓ ବେଙ୍ଗାଲୁରୁ ଏୟାରପୋର୍ଟରୁ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଭାବୁକ ହୋଇଉଠିବେ। ଏୟାରପୋର୍ଟର ସୁରକ୍ଷା ପାଇଁ…
ଧୋନୀଙ୍କ ଭବିଷ୍ୟବାଣୀ ହେଲା ସତ
ନୂଆଦିଲ୍ଲୀ,୨୮।୧୦: ଟି -୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ପରାଜୟ ପରେ ଟିମ ଇଣ୍ଡିଆର ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। ଏହି ସମୟରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଦଳର ବର୍ତ୍ତମାନର ପରାମର୍ଶଦାତା ମହେନ୍ଦ୍ର ସିଂ ଧୋନୀଙ୍କ ଏକ ପୁରୁଣା ଭିଡିଓ…
ପୁଣି ଆତଙ୍କ, ଭାରତରେ ନୂଆ ଭାରିଆଣ୍ଟ୍ ଡେଲ୍ଟା ପ୍ଲସ୍-ଏଓ୍ବାଇ.୪.୨
ନୂଆଦିଲ୍ଲୀ,୨୫।୧୦: ଭାରତରେ କରୋନା ମହାମାରୀର ଏକ ନୂତନ ଭାରିଆଣ୍ଟ୍ ଡେଲଟା ପ୍ଲସ- ଏଓ୍ବାଇ.୪.୨ ଚିହ୍ନଟ ହୋଇଛି। ଏହା ବ୍ରିଟେନରେ ତାଣ୍ଡବ ରଚିସାରିଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ସାର୍ସ କୋଭ୍-୨ର ଡେଲଟା ଭାରିଆଣ୍ଟର ସବ୍ଲାଇନ ମାମଲା ଚିହ୍ନଟ ହେବା ପରେ ଭାରତର କରୋନା…
କୋହଲିଙ୍କ ନାଁରେ ଲଜ୍ଜାଜନକ ରେଡର୍କ
ଦୁବାଇ,୨୫।୧୦: ଯଦି ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ହୁଏ ତେବେ ଟିମ ଇଣ୍ଡିଆ ସର୍ବଦା ବିଜୟର ଗ୍ୟାରେଣ୍ଟି ପାଇଥାଏ। କିନ୍ତୁ ରବିବାର ଇତିହାସ ବଦଳିଥିଲା। ୨୯ ବର୍ଷ ପରେ ପାକିସ୍ତାନ ଦଳ ବିଶ୍ୱକପ ମ୍ୟାଚରେ ଭାରତକୁ ପରାସ୍ତ କରିବାରେ ସଫଳ ହୋଇଥିଲା।…
ଗୌରୀଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖି ଭାଙ୍ଗିଯାଇଥିଲା ଶାହରୁଖଙ୍କ ହୃଦୟ
ଅଭିନେତା ଶାହରୁଖ ଖାନ ଏବଂ ଗୌରୀଙ୍କ ଆଜି ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଉଭୟଙ୍କ ବିବାହକୁ ୩୦ ବର୍ଷ ପୂରିଛି। ଏଥର ଉଭୟ ବିବାହ ବାର୍ଷିକୀ ପାଳନ କରିବେ ନାହିଁ। ସେମାନଙ୍କ ଜୀବନର କଠିନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। କ୍ରୁଜ…
ସଞ୍ଜୀବନୀର ସନ୍ଧାନ, ମୃତଦେହ ପୁଣି ବଞ୍ଚିବ !…
ଓ୍ବାଶିଂଟନ,୨୫।୧୦: ମାନବ ଇତିହାସରେ, ବହୁ ଲୋକ ଅମରତ୍ୱ ପାଇଁ ଇଚ୍ଛା କରିଥିବାର ଉଦାହରଣ ରହିଛି। କିନ୍ତୁ, ବିଜ୍ଞାନର ଜଟିଳତା ହେତୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରି ନ ଥିଲା। ତେବେ ବର୍ତ୍ତମାନ ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ ମଣିଷର ଅମରତ୍ୱର ସ୍ବପ୍ନ…
ଚନ୍ଦ୍ରରେ ସୁପର ହାଇଓ୍ବେ ତିଆରି କରିବ ଆମେରିକା ସୈନ୍ୟ ବାହିନୀ…
ଓ୍ବାଶିଂଟନ,୨୫।୧୦: ମହାକାଶରେ ଭିତ୍ତି ଭୂମି ବିକାଶ ପାଇଁ ଏବେ ବିଭିନ୍ନ ଦେଶ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଚାଇନା ମହାକାଶ ଅଭିଯାନ ଜାରି ରଖିଥିବାବେଳେ ଆମେରିକା ସୈନ୍ୟ ବାହିନୀ ଚନ୍ଦ୍ର ଯାତ୍ରାକୁ ସହଜ କରିବା ଲାଗି ସୁପର ହାଇଓ୍ବେ ନିର୍ମାଣ ପାଇଁ…
ଚିକେନ ପକୋଡ଼ା ଖାଇଲେ ମିଳିବ ୧ ଲକ୍ଷ ଟଙ୍କାର ଚାକିରି, ଅଫର ଦେଇଛି ଏହି କମ୍ପାନୀ
ବ୍ରିଟେନର ଏକ କମ୍ପାନୀ ଚିକେନ ପକୋଡ଼ା ଖାଇଲେ ୧ ଲକ୍ଷ ଟଙ୍କାର ଦରମା ମିଳିବ ବୋଲି ଘୋଷଣା କରିଛି। ଚିକେନ ପକୋଡ଼ା ଖାଇବା ପରେ ଏଠାକାର ଏକ ଫୁଡ୍ କମ୍ପାନୀ ଏହି ଅଫର ଦେଇଛି। ଏଥିପାଇଁ କମ୍ପାନୀ ପକ୍ଷରୁ ବିଜ୍ଞାପନ ମଧ୍ୟ…
Archives


