ଭାରତର ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯିବା ଅପରିହାର୍ଯ୍ୟ…
ଚେନ୍ନାଇ,୨୮।୮: ଭାରତର ସୀମାକୁ ସଶକ୍ତ କରିବା ଲାଗି ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯିବାର ଆବଶ୍ୟକତା ରହିଛି। ପୃଥିବୀରେ ଯେଉଁଭଳି ଭାବରେ ପରିବର୍ତ୍ତନ ଘଟୁଛି, ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଜରୁରୀ ହୋଇପଡ଼ିଛି। ପ୍ରତିଟି ଦେଶ ନିଜ ନିଜର ସାମରିକ ଶକ୍ତି ଆଧୁନିକୀକରଣ…
ପ୍ରେମିକାଙ୍କ ସହ ପାର୍କକୁ ଯାଇଥିଲେ ଯୁବକ, କାଠଗଣ୍ଡି ଭାବି ବସିଲା ବେଳକୁ …
ସ୍କଟ୍ଲ୍ୟାଣ୍ଡର ଗ୍ଲାସ୍ଗୋରେ ଜଣେ ଯୁବକ ପାର୍କରେ ଏକ କାଠଗଣ୍ଡି ପଡ଼ିଥିବା ଭାବି ତା’ ନିକଟକୁ ଯିବା ପରେ ଏହା ଅଜଗର ବୋଲି ଜାଣି ଭୟରେ ଦୌଡ଼ିଲେ। ଯାହାକୁ ସେ କାଠ ଗଣ୍ଡି ଭାବିଥିଲେ ତାହା ୧୪ ଫୁଟ ଲମ୍ବର ଏକ ଅଜଗର…
ମାରି ଖାଇବାକୁ ଛକିଥିଲା; ସାପ-କୁକୁଡା ମଧ୍ୟରେ ହେଲା ଜୋରଦାର ଲଢ଼େଇ; ଶେଷରେ…
ମନୁଷ୍ୟମାନଙ୍କ ମଧ୍ୟରେ ଅନେକ ଲୋକକଥା ପ୍ରଚଳିତ ରହିଛି। ସେଥିରୁ କିଛି ପଶୁମାନଙ୍କ ଉପରେ ରହିଛି। ମୁଷା-ବିରାଡି ଖେଳ, ସାପ-ନେଉଳ ମଧ୍ୟରେ ଲଢ଼େଇ ବିଷୟରେ ଶୁଣିବାକୁ ମିଳିଥାଏ। ତେବେ ସାପ ଆଉ ନେଉଳ ମଧ୍ୟରେ ଲଢ଼େଇରେ ବାଜିମାତ କରିଥାଏ ନେଉଳ। ହେଲେ ଆଜି…
ତାଲିବାନ ନିକଟରେ ଏବେ ବିଶ୍ୱର ୮୫ ପ୍ରତିଶତ ଦେଶରୁ ଅଧିକ ବ୍ଲାକ ହଙ୍କ ହେଲିକପ୍ଟର!
ନୂଆଦିଲ୍ଲୀ,୨୮ ।୮: ତାଲିବାନ କେବଳ ଯେ ଆଫଗାନିସ୍ତାନ ଉପରେ କବଜା କରିଛି ତା’ନୁହେଁ । ଏବେ ତାଲିବାନ ନିକଟରେ ବହୁ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ହେଲିକପ୍ଟର ବି ରହିଛି । ତାଲିବାନ ହାତରେ ଲାଗିଥିବା ଆମେରିକା ସେନାଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର…
ଋଷିକୂଲ୍ୟାରେ ଭାସୁଛି ପଥରରେ ବନ୍ଧା ହୋଇଥିବା ଯୁବତୀଙ୍କ ମୃତଦେହ
ଗଞ୍ଜାମ,୨୮ା୮(ଡି.ଏନ୍.ଏ.): ଗଞ୍ଜାମ ସହର ପୋତାଗଡ଼ସ୍ଥିତ ଋଷିକୂଲ୍ୟା ନଦୀପାର୍ଶରେ ପଥରରେ ବନ୍ଧା ହୋଇ ଏକ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତ ଯୁବତୀ ଜଣକ ନାଇଟ୍ ପିନ୍ଧିଥିବା ବେଳେ ଏକ ଚାଦର ଘୋଡ଼େଇ ହୋଇଥିବାରୁ ମୁହଁ ସ୍ପଷ୍ଟ ଦେଖାଯାଉନି। ଉକ୍ତ…
କୃଷି ଆଇନ ବିରୋଧୀ ପ୍ରସ୍ତାବ ଆଣିଲେ ଷ୍ଟାଲିନ୍, ଭାଜପା କଲା ଗୃହତ୍ୟାଗ…
ଚେନ୍ନାଇ,୨୮।୮: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ବିଧାନସଭା ଆଗତ ହେବା ପରେ ଦ୍ୱନିମତରେ ପାରିତ ହୋଇଛି। ଏହାକୁ ନେଇ ଭାଜପା ସଦସ୍ୟମାନେ ଗୃହତ୍ୟାଗ କରିଛନ୍ତି। ଷ୍ଟାଲିନଙ୍କ ସରକାରଙ୍କ ପକ୍ଷରୁ…
ହରିଣକୁ କରୋନା…
ଓ୍ବାଶିଂଟନ,୨୮।୮: ଆମେରିକାରେ କୁକୁର, ବିଲେଇ, ସିଂହ, ଚିତା, ଗୋରିଲା ପରି ପ୍ରାଣୀମାନଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଏବେ ଏହା ହରିଣକୁ ବ୍ୟାପିଛି। କରୋନାର ପ୍ରଥମ ମାମଲା ହରିଣଠାରେ ଚିହ୍ନଟ ହୋଇଥିବା ଆମେରିକାର କୃଷି ବିଭାଗ ପକ୍ଷରୁ ସୂଚନା ପ୍ରଦାନ…
ଏହି ୪ ରାଶିର ଯୁବକ-ଯୁବତୀଙ୍କୁ ୩୦ ବର୍ଷ ଯାଏ କରିବାକୁ ପଡ଼ିଥାଏ ସଂଘର୍ଷ; ପରେ ପାଦ ଚୁମେ ସଫଳତା
ସଫଳତା ପାଇବାକୁ ହେଲେ ପ୍ରତ୍ୟେକ ମଣିଷକୁ ସଂଘର୍ଷ କରିବାକୁ ପଡ଼ିଥାଏ। ଏଥିପାଇଁ କାହାକୁ କମ୍ ତ କାହାକୁ ଅଧିକ ସମୟ ଲାଗିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କାହାକୁ କେତେବେଳେ ଏବଂ କେମିତି ସଫଳତା ମିଳିବ ତାହା ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଉପରେ ନିର୍ଭର…
ମହିଳାଙ୍କ ଅଜବ ସଉକ: ଚୁଟିରେ ସାପ ଗୁଡ଼ାଇ ଶପିଂ କରିବାକୁ ବାହାରିଲେ; ଭିଡିଓ ଦେଖିଲେ…
କଥାରେ ଅଛି ସଉକ ବଡ଼ ଜିନିଷ। କେହି କେହି ବୁଲିବାକୁ ଭଲପାଆନ୍ତି ତ କେହି କେହି ପୋଷାକକୁ ଭଲ ପାଆନ୍ତି। କାହାକୁ ଖାଇବାକୁ ଭଲ ଲାଗିଥାଏ ତ ଆଉ କାହାକୁ ଟଙ୍କା ରୋଜଗାର କରିବା ପସନ୍ଦ। ହେଲେ ଦୁନିଆରେ ଏଭଳି କିଛି…
ବଦଳୁଛି କଶ୍ମୀରର ରଙ୍ଗ, ଭିଟାମାଟିକୁ ଫେରୁଛନ୍ତି କଶ୍ମୀର ପଣ୍ଡିତ…
ଶ୍ରୀନଗର,୨୮।୮: କଶ୍ମୀରର ରଙ୍ଗ ବଦଳିବାକୁ ଆରମ୍ଭ କରିଛି। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୩,୮୦୦ରୁ ଅଧିକ ପଣ୍ଡିତ ନିଜ ଭିଟାମାଟିକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୁନର୍ବାସ ପ୍ୟାକେଜ ଅନ୍ତର୍ଗତ ୩,୮୪୧ କଶ୍ମୀରୀ ପଣ୍ଡିତ ଜମ୍ମୁ-କଶ୍ମୀରୀକୁ ବାହୁଡ଼ିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ…
ପ୍ରତିଶୋଧ ନେଲା ଆମେରିକା, ଆଇଏସ୍ ଗଡ଼ରେ ବୋମାମାଡ଼…
ଓ୍ବାଶିଂଟନ/କାବୁଲ,୨୮।୮: ଆଫଗାନିସ୍ତାନର ଆଇଏସ୍ ଗଡ଼ରେ ଆମେରିକା ପକ୍ଷରୁ ବୋମାମାଡ଼ କରାଯାଇଛି। ଏପରି କରି ଆମେରିକା କାବୁଲ ଆକ୍ରମଣର ପ୍ରତିଶୋଧ ନେଇଛି। କାବୁଲରେ ଆଇଏସ୍ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆମେରିକାର ୧୩ ସୈନ୍ୟଙ୍କ ମୃତ୍ୟୁ ଘଟିବାର କିଛି ଘଣ୍ଟା ମଧ୍ୟରେ ଏଭଳି…
କୋର୍ଟଙ୍କର ଅବମାନନା କଲେ ଆଉ ଛାଡ଼ ପାଇବେନି ନେତା…
ନୂଆଦିଲ୍ଲୀ,୨୮।୮: ନେତାମାନେ କୋର୍ଟଙ୍କର ଅବମାନନା କଲେ ସେମାନଙ୍କଉ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୁପ୍ରିମ୍କୋର୍ଟ (ଏସ୍ସି)ଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ଆୟୋଗ (ଇସି)ଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟ ପୂର୍ବରୁ ରାଜନୈତିକ ଦଳମାନଙ୍କୁ…
Archives


