ହୃଦୟ ଜିତିଲେ କୋହଲି
ଦୁବାଇ,୬।୧୧: ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୧ରେ ଶୁକ୍ରବାର ଭାରତ-ସ୍କଟଲ୍ୟାଣ୍ଡ ମଧ୍ୟରେ ମୁକାବିଲା ଥିଲା। ଏଥିରେ ଭାରତ ବଡ଼ ବ୍ୟବଧାନରେ ବିଜେତା ହୋଇଥିଲା। ମ୍ୟାଚ୍ ପରେ ଅଧିନାୟକ ବିରାଟ କୋହଲିଙ୍କ ବ୍ୟବହାର ସମସ୍ତଙ୍କ ମନ ଜିଣିଛି। କାରଣ କୋହଲି ଖେଳ ଭାବନାକୁ ପ୍ରକାଶ…
ଶଙ୍ଖ ଧରିଲେ ପ୍ରଦୀପ ମାଝି
ଭୁବନେଶ୍ୱର,୬ା୧୧(ବ୍ୟୁରୋ): କଂଗ୍ରେସରୁ ଇସ୍ତଫା ଦେଇଥିବା ନବରଙ୍ଗପୁରର ପୂର୍ବତନ ଏମ୍ପି ପ୍ରଦୀପ ମାଝି ଶନିବାର ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ଏମ୍ପି ରମେଶ ମାଝି, ବିଜେଡିର ନବରଙ୍ଗପୁର ଜିଲା ପ୍ରଭାରୀ ତଥା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା…
ମଡେଲଙ୍କୁ ଅଶ୍ଳିଳ ମେସେଜ୍ ପଠାଇ ହୋଟେଲ ରୁମ୍ରେ ଭେଟିବାକୁ କହୁଥିଲେ ଏହି କ୍ରିକେଟର, ଏବେ..
ନୂଆଦିଲ୍ଲୀ,୬।୧୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଶେନ ୱାର୍ନ ବେଶ ବିବାଦୀୟ। ୫୨ ବର୍ଷୀୟ ଏହି କ୍ରିକେଟରଙ୍କ ନାମ ଅନେକ ମହିଳାଙ୍କ ସହ ଯୋଡ଼ା ଯାଇଛି। ଏହାକୁ ନେଇ ସେ ଅଧିକାଂଶଙ୍କ ସମୟରେ ବିବାଦରେ ରହି ଆସିଛନ୍ତି। ଏହି କ୍ରମରେ ଯୋଡ଼ି ହୋଇଛି…
ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ପ୍ରଚାର କଲେ ଆଲିଆ
ଚଣ୍ଡିଗଡ଼,୬ା୧୧: ଅଭିନେତ୍ରୀ ଆଲିଆ ଭଟ୍ଟ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ଏହି କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ହରିୟାଣା ରାଜ୍ୟର କଂଗ୍ରେସ ସେବାଦଳର ଅଧିକାରିକ ଟୁଇଟର ପେଜ୍ରେ ଶେୟାର କରାଯାଇଛି। ଭିଡିଓରେ ଆଲିଆଙ୍କ ସହ ଅଭିନେତା…
କେକ୍ ସଜାଇଲେ ଧୋନୀ, ସାଥୀ ଖେଳାଳି କଲେ ଏଭଳି ଅବସ୍ଥା ଯେ…
ଦୁବାଇ,୬।୧୧: ନିଜ ଜନ୍ମ ଦିନରେ ଭାରତକୁ ବିଜୟ ଭେଟି ଦେଇଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ପ୍ରଥମେ ଟସ୍ ଜିତିବା ପରେ ଏକତରଫା ଭାବେ ସ୍କଟଲ୍ୟାଣ୍ଡକୁ ହରାଇଥିଲା ଦଳ। ମ୍ୟାଚ୍ ପରେ ଡ୍ରେସିଂ ରୁମ୍ରେ ବିରାଟ ଟିମ୍ର ଅନ୍ୟ ସଦସ୍ୟଙ୍କ…
ପେଟ୍ରୋଲଠାରୁ ଚିନି ହେଲାଣି ମହଙ୍ଗା, ଜାଣନ୍ତୁ କେଉଁଠି
ଇସଲାମାବାଦ,୬ା୧୧: ଋଣକୁ ନେଇ ଏହାର ଆବଶ୍ୟକତା ପୂରଣ କରୁଥିବା ପାକିସ୍ତାନରେ ମୁଦ୍ରାସ୍ଫୀତି ଚରମ ସୀମାରେ ପହଞ୍ଚିଛି। ଫଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସତେ ଯେପରି ଖାଦ୍ୟ ସାମଗ୍ରୀରେ ନିଆଁ ଲାଗିଛି। ଏଠାରେ ଚିନିର ମୂଲ୍ୟ ଆକାଶଛୁଆଁ ହୋଇଛି। ଏପରିକି ଏହା…
ଏହି ଦେଶରେ ରହିଛି ବିଶ୍ୱପ୍ରସିଦ୍ଧ ହିନ୍ଦୁ ମନ୍ଦିର, ମାତ୍ର ଏଠାରେ ଜଣେ ହେଲେ ନାହାନ୍ତି ହିନ୍ଦୁ
ବିଶ୍ୱର ଅନେକ ଦେଶରେ ହିନ୍ଦୁ ମନ୍ଦିର ରହିଛି। ମାତ୍ର ଏପରି ଏକ ଦେଶ ଅଛି, ଯେଉଁଠି ବିଶ୍ୱର ସର୍ବ ବୃହତ ହିନ୍ଦୁ ମନ୍ଦିର ଅଛି, ହେଲେ ଜଣେ ବି ହିନ୍ଦୁ ଲୋକ ନାହାନ୍ତି। ଅଙ୍ଗୋକର ଓ୍ବାଟ୍ ମନ୍ଦିର ହେଉଛି ବିଶ୍ୱର ସବୁଠାରୁ…
ବିଶିଷ୍ଟ କୋଚ୍ ତାରକ ସିହ୍ନା ଆଉ ନାହାନ୍ତି
ନୂଆଦିଲ୍ଲୀ,୬।୧୧: ଭାରତୀୟ ଦଳକୁ ଅନେକ ବଡ଼ବଡ଼ ଖେଳାଳି ଭେଟି ଦେଇଥିବା ବିଶିଷ୍ଟ କୋଚ୍ ତାରକ ସିହ୍ନାଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଶନିବାର ଭୋର ୩ଟାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…
ଦୀପାବଳିରୁ ହଜିଛି, ଏଯାଏ ମିଳିନି
ବମ୍ବେ: ଚିନ୍ତାରେ ଅଛନ୍ତି ବିଗ୍ବସ୍ ପ୍ରତିଯୋଗୀ ତଥା ଅଭିନେତା କୁଶାଲ ଟଣ୍ଡନ। କାରଣ ଦୀପାବଳିଠାରୁ ତାଙ୍କ ପୋଷା କୁକୁର ହଜିଯାଇଛି। ଖୋଜି ଖୋଜି ଥକିଥିଲେ ହେଁ ତାର ପତ୍ତା ମିଳିପାରୁନାହିଁ। ଏନେଇ କୁଶାଲ ସୋସିଆଲ ପୃଷ୍ଠାରେ କୁକୁର ସହ ନିଜର ଏକ…
ପ୍ଲେନ୍ କ୍ରାସ୍ରେ ଚାଲିଗଲା ଲୋକପ୍ରିୟ ଗାୟିକାଙ୍କ ଜୀବନ
ବ୍ରାଜିଲର ପ୍ରସିଦ୍ଧ ଗାୟିକା ମାରିଲିଆ ମେଣ୍ଡୋନ୍କାଙ୍କ ପ୍ରଶଂସକଙ୍କ ପାଇଁ ଶୁଭ ନ ଥିଲା ଶୁକ୍ରବାର। ଏକ ପ୍ଲେନ୍ କ୍ରାସରେ ଗାୟିକା ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ଏହି ଖବର ଜଣାପଡ଼ିବା ପରେ ବ୍ରାଜିଲର ସଙ୍ଗୀତଜଗତରେ…
ହଲିଉଡ୍ରେ ଏଣ୍ଟ୍ରି କରିବେ ଆଲିଆ
ମୁମ୍ବାଇ: ବଲିଉଡ୍ର ସବୁଠୁ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ହେଉଛନ୍ତି ଜଣେ। ସେ ଫିଲ୍ମ ‘ରାଜି’, ‘ଡିଅର ଜିନ୍ଦେଗୀ’, ‘କପୁର ଆଣ୍ଡ୍ ସନ୍ସ’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ରଣବୀର କପୁରଙ୍କ ସହ ବିବାହକୁ ନେଇ ବି ସେ ଚର୍ଚ୍ଚାରେ…
ଆଉ କିଛି ବର୍ଷ ମଧ୍ୟରେ ପାଣିରେ ବୁଡ଼ିଯିବ ଭାରତର ଏହି ବଡ଼ ସହର
ବିଶ୍ୱ ତାପମାତ୍ରା ଯୋଗୁ ବଢୁଥିବା ବିପଦ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଛି କ୍ଲାଇମେଟ୍ ସେଣ୍ଟ୍ରାଲ ନାମକ ଏକ ପ୍ରୋଜେକ୍ଟ । ଏହି ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ କଥା କୁହାଯାଇଛି। ରିପୋର୍ଟ ଅନୁଯାୟୀ, ସମୁଦ୍ର ପତ୍ତନ ବୃଦ୍ଧି ଏବଂ ବନ୍ୟା ଯୋଗୁ…
Archives


