ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୭।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ ହେବାକୁ ଯାଉଛି। ଆମେରିକାର ସ୍ପେସ ଏଜେନ୍ସି ନାସା କହିଛି ଯେ ଏହା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ। ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ଏହା ହେବ। ଏହି ଅବସରରେ ପୃଥିବୀ ସୂର୍ଯ୍ୟ ଏବଂ ଚନ୍ଦ୍ର…
ଡବା କ୍ଷୀର ପାଇଁ ବ୍ୟଗ୍ରତା ଛାଡ଼ିବାକୁ ହେବ
ସବୁ ଅଭିଭାବକ ଚାହାନ୍ତି କିପରି ପିଲାଟି ସୁସ୍ଥ ହୋଇ ଜନ୍ମ ହେବ ଏବଂ ପରେ ତା’ର ସ୍ବାସ୍ଥ୍ୟ ଭଲ ରହିବ। ଏ ସମ୍ପର୍କରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡା. ସୁରେନ୍ଦ୍ର ନାଥ ମିଶ୍ରଙ୍କ ସହିତ ‘ଧରିତ୍ରୀ’ର ଅସମାପିକା ସାହୁଙ୍କ…
ଯୁବବର୍ଗ ଜିଲା ଛାଡ଼ିବାକୁ ପ୍ରସ୍ତୁତ
କେନ୍ଦ୍ରାପଡ଼ା ଅଫିସ,୭ା୧୧: ପାଟିରୁ ରକ୍ତ ବାହାରିଲେ ମଧ୍ୟ ଓଟ କଣ୍ଟାପତ୍ର ଖାଇବାକୁ ବାଧ୍ୟ। ସେ ଜାଣିଛି, କଣ୍ଟାପତ୍ର ନ ଖାଇଲେ ଜୀବନ ଧାରଣ ଅସମ୍ଭବ। ଠିକ୍ ସେହି ଓଟଙ୍କ ଜୀବନ ପରି କେନ୍ଦ୍ରାପଡ଼ା ଜିଲାର ଯୁବବର୍ଗ ଦୁଃଖ କଷ୍ଟ ଭୋଗୁଛନ୍ତି। କୃଷିଭିତ୍ତିକ…
ମଦମୁକ୍ତ ହେଉ ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର,୭ା୧୧(ବ୍ୟୁରୋ): ଆସନ୍ତା ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନକୁ ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଶନିବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ପଞ୍ଚାୟତ ନିର୍ବାଚନକୁ…
ରାଜ୍ୟ ସରକାର ଆଣିବେ ‘ଗୁଣ୍ଡା’ ଆଇନ
ଭୁବନେଶ୍ୱର,୭ା୧୧(ବ୍ୟୁରୋ): ଦୁର୍ଦ୍ଦାନ୍ତ ଅପରାଧୀ ସାବାଡ଼ ହେବେ। ସଂଗଠିତ ଅପରାଧ କଲେ କଡ଼ା ଶାସ୍ତି ମିଳିବ। ଗୁଜରାଟ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଭଳି ଓଡ଼ିଶା ସରକାର ଖୁବ୍ଶୀଘ୍ର ନୂଆ ଗୁଣ୍ଡା ନିରୋଧୀ ଆଇନ ଆଣିବାକୁ ଯାଉଛନ୍ତି। ଏ ନେଇ ରାଜ୍ୟ ଗୃହ…
ଭାଗବଣ୍ଟା ଛିଣ୍ଡୁନି, ପ୍ରକଳ୍ପ ବିଳମ୍ବିତ
ଯାଜପୁର ଅଫିସ, ୭ା୧୧: ଖର୍ଚ୍ଚ ଭାଗବଣ୍ଟା (କଷ୍ଟ ଶେୟାରିଂ) ସମ୍ପୂର୍ଣ୍ଣ ହୋଇପାରୁ ନ ଥିବାରୁ ଓଡ଼ିଶାର ୩ ରେଳ ପ୍ରକଳ୍ପ କାର୍ଯ୍ୟ ଠିକଭାବେ ଆଗକୁ ବଢ଼ିପାରୁନାହିଁ। ଏଥିରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର, ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ରହିଛି। ସେଥିମଧ୍ୟରୁ…
ମୋଦି ପୁଣି ଲୋକପ୍ରିୟ ତାଲିକାର ଶୀର୍ଷରେ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଶୀର୍ଷରେ ରହିଛନ୍ତି। ମର୍ନିଂ କନ୍ସଲ୍ଟ ଦ୍ୱାରା ପ୍ରକାଶିତ ଗ୍ଲୋବାଲ ଲିଡର ଆପ୍ରୁଭାଲ୍ ମୂଲ୍ୟାୟନରେ ମୋଦି ୭୦ ପ୍ରତିଶତ ଆପ୍ରୁଭାଲ ସହ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।…
ଏମିତି ବ୍ୟକ୍ତି ଯିଏ ପ୍ରତିଦିନ ପିନ୍ଧନ୍ତି ନୂଆ ଡ୍ରେସ୍, କାରଣ ଜାଣିଲେ…
ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। କେହି କେହି ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଥିବାବେଳେ ଆଉ କେହି ବିଳାସପୂର୍ଣ୍ଣ କାର୍କୁ ଭଲ ପାଆନ୍ତି। ଅନେକ ଲୋକ ଭଳିକି ଭଳି ଡ୍ରେସ୍ ପିନ୍ଧିବାକୁ ବି ଭଲ ପାଆନ୍ତି। ଏହି ବ୍ୟକ୍ତି ଜଣକ…
ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ୫ ଶହ ଟପିଲା…
ନୂଆଦିଲ୍ଲୀ,୭।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ୫ ଶହ ଟପିଛି। ଏହି ସମୟ ମଧ୍ୟରେ ଦୈନିକ ସଂକ୍ରମଣ…
୩ ରିମୋଟ୍ ସେନ୍ସିଂ ଉପଗ୍ରହ ପଠାଇଲା ଚାଇନା
ବେଜିଂ, ୭ା୧୧: ୟାଓଗାନ୍-୩୫ ଶ୍ରେଣୀର ୩ ରିମୋଟ୍ ସେନ୍ସିଂ ଉପଗ୍ରହକୁ ଚାଇନା ଶନିବାର ମହାକାଶକୁ ପ୍ରେରଣ କରିଛି। ଲଙ୍ଗ୍ ମାର୍ଚ୍ଚ-୨ଡି କ୍ୟାରିୟର ରକେଟ୍ ଯୋଗେ ଏହି ୩ ସାଟେଲାଇଟ୍କୁ ପୃଥିବୀ କକ୍ଷପଥରେ ସଫଳତାର ସହ ସ୍ଥାପନ କରାଯାଇଥିବା ବେଜିଂ ପକ୍ଷରୁ କୁହାଯାଇଛି।…
ଆଷ୍ଟରଏଡ୍କୁ ନଷ୍ଟ କରିବ ନାସା
ଓ୍ବାଶିଂଟନ, ୭ା୧୧: ପୃଥିବୀ ଉପରେ ଅନେକ ସମୟରେ ବିପଦ ହୋଇ ଉଭା ହେଉଥିବା କ୍ଷୁଦ୍ର ଗ୍ରହପିଣ୍ଡ ବା ଆଷ୍ଟରଏଡ୍କୁ ନଷ୍ଟ କରିବାକୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଯୋଜନା କରିଛି। ଏଥିଯୋଗୁ ଆମ ଗ୍ରହକୁ କ୍ଷତିଗ୍ରସ୍ତ ହେବାରୁ ବଞ୍ଚାଇବାକୁ ପ୍ରସ୍ତୁତ…
ହାରିବାନି, ହରାଇବା
କ୍ୟାନ୍ସର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ତେବେ ଏଭଳି ଶାରୀରିକ ସମସ୍ୟାରେ ସାହସ ଜରୁରୀ। କ୍ୟାନ୍ସର ଭୟରେ ପରାଜିତ ମନୋଭାବ ନ ରଖି ଏହାକୁ ହରାଇବା ଲାଗି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏହାଦ୍ୱାରା ପରବର୍ତ୍ତୀ ଜୀବନ…
Archives


