Home

ଜମ୍ମୁ-କଶ୍ମୀରର ୬୦ ଯୁବକ ନିଖୋଜ, ଆତଙ୍କବାଦୀ ସଂଗଠନ ଯୋଗାଯୋଗରେ ଥିବା ସନ୍ଦେହ !…

ନୂଆଦିଲ୍ଲୀ,୩୧।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ କ୍ଷମତା ଦଖଲ କରିବା ପରେ ଏହାର ପ୍ରଭାବ ଜମ୍ମୁ-କଶ୍ମୀରରେ ଅନୁଭୁତ ହେବାରେ ଲାଗଛି ବୋଲି ଖବର ପ୍ରକାଶ ପାଇଛି। ଇତିମଧ୍ୟରେ ୬ ଆତଙ୍କବାଦୀ ସଂଗଠନର ସଦସ୍ୟ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିଥିବା ଏଥିରେ ଉଲ୍ଲେଖ କରାଯାଇଛି।…

ଆଇପିଏଲ୍‌ ପୂର୍ବରୁ ଆହତ ହେଲେ ଏହି ଖେଳାଳି, ୩ ଦଳର ବଢିଲା ଚିନ୍ତା

ଲଣ୍ଡନ,୩୧।୮: ନିକଟରେ ଦି ହଣ୍ଡ୍ରେଡ ଲିଗରେ ୨୭ ଟି ଛକା ଓ ୨୨ ଚୌକା ସହ ୩୫୮ ରନ ସ୍କୋର କରିଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଲିଆମ ଲିଭିଙ୍ଗଷ୍ଟୋନ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଆଘାତ ଇଂଲଣ୍ଡ ଦଳ, କାଉଣ୍ଟି ଦଳ ଲାଙ୍କଶେୟାର…

ଭଙ୍ଗାଯିବ ୪୦ ମହଲା କୋଠା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୋଏଡା,୩୧।୮: ଏକ ୪୦ ମହଲା କୋଠା ଭଙ୍ଗାଯିବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ରିୟଲ ଇଷ୍ଟେଟ୍‌ କମ୍ପାନୀ ସୁପରଟେକ୍‌ ଦ୍ୱାରା ନିର୍ମାଣ କରାଯାଇଥିବା ଏହି କୋଠାକୁ ଶୀଘ୍ର ମାଟିରେ ମିଶାଇବାକୁ କୋର୍ଟ କହିଛନ୍ତି। ସମ୍ପୃକ୍ତ କମ୍ପାନୀ ଏବଂ ଉତ୍ତରପ୍ରଦେଶର କେତେକ…

ସେପ୍ଟେମ୍ବର ୧ରୁ ଖୋଲିବନି ସ୍କୁଲ, ହାଇକୋର୍ଟ ଲଗାଇଲେ ରୋକ…

ହାଇଦ୍ରାବାଦ୍‌,୩୧।୮: ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ତେଲେଙ୍ଗାନା ହାଇକୋର୍ଟ ରୋକ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ସରକାର ସ୍କୁଲ କଲେଜ ସହିତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଘୋଷଣା କରିଥିଲେ। ତେବେ ରାଜ୍ୟରେ ମହାମାରୀର ସାମ୍ପ୍ରତିକ କରୋନା…

ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ ପରେ ବଢିଥିଲା କ୍ରିକେଟ୍‌ ନିଶା; ପଡ଼ିଆରେ କରିଥିଲେ ଅନେକ ରେକର୍ଡ

କ୍ରୀଡା ଏବଂ ଅଧ୍ୟୟନର ମିଳନ କ୍ୱଚିତ୍‌ ଦେଖାଯାଏ, କିନ୍ତୁ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଭଲ ଅଧ୍ୟୟନ କରିବା ପରେ ଖେଳକୁ ନିଜର କ୍ୟାରିଅର୍‌ କରିଥିଲେ। ଏହିପରି ଜଣେ କ୍ରିକେଟର ହେଉଛନ୍ତି ଜଭଗଲ ଶ୍ରୀନାଥ, ଯିଏ ଇଞ୍ଜିନିୟରିଂ କରିଥିଲେ ଏବଂ ପରେ…

ତାଲିବାନକୁ ବଡ଼ ଝଟ୍‌କା, ଦେଶ ଛାଡ଼ିବା ପୂର୍ବରୁ ବିମାନ-ରକେଟ ଡିଫେନ୍ସ୍‌ ସିଷ୍ଟମ୍‌ ଅକାମୀ କଲା ଆମେରିକା…

କାବୁଲ/ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଏହା ପୂର୍ବରୁ ସୈନ୍ୟବାହିନୀ ଆଫଗାନିସ୍ତାନରେ ଥିବା ଆମେରିକାର ବହୁ ବିମାନ ଏବଂ ରକେଟ ଡିଫେନ୍ସ୍‌ ସିଷ୍ଟମ୍‌କୁ ଅକାମୀ କରି ଦେଇଛନ୍ତି। ଏହା ସହିତ ଅସ୍ତ୍ରଶସ୍ତ୍ର ବୋଝେଇ ଯାନଗୁଡ଼ିକୁ ମଧ୍ୟ ଖରାପ କରି…

ମାଲାମାଲ ହେବ ବିସିସିଆଇ

ନୂଆଦିଲ୍ଲୀ,୩୧।୮: ଘରୋଇ ଟି-୨୦ ଲିଗ ଆଇପିଏଲ ପାଇଁ ବିସିସିଆଇ ବଡ ପ୍ରସ୍ତୁତି କରୁଛି। ଆଇପିଏଲ୍‌ର ପରବର୍ତ୍ତୀ ସିଜିନରୁ ୮ ଟିମ୍‌ ବଦଳରେ ୧୦ଟି ଟିମ୍‌ ଭାଗ ନେବେ। ବୋର୍ଡ ଏକ ଦଳର ମୂଳ ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା…

କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ତୃତୀୟ ଲହରର ଲକ୍ଷଣ: ଆଇସିଏମଆର୍‌

ନୂଆଦିଲ୍ଲୀ,୩୧।୮: ଦେଶରେ କରୋନା ଭାଇରସ ସଂକ୍ରମଣର ପ୍ରତିଦିନ କ୍ରମାଗତ ଭାବରେ ଉତ୍‌ଥାନ-ପତନ ଦେଇ ଗତି କରୁଛି। ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୯୪୧ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ସହିତ କେତେକ…

ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଦୁର୍ବଳ ମାନସିକତାର ପରିଚୟ, ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ କହିଲେ ଟ୍ରମ୍ପ୍‌…

ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିଛନ୍ତି। ଏବେ ଏହାକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। ସେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆମେରିକା ଇତିହାସରେ ଏଭଳି ଲଜ୍ୟା ଜନକ ଘଟଣା…

୧୬୭ ଲକ୍ଷ କୋଟି ଖର୍ଚ୍ଚ ପରେ ବି ଆମେରିକା ଖାଲିହାତରେ ଫେରିଲା…

କାବୁଲ/ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିଛନ୍ତି। ଅଗଷ୍ଟ ୩୧ର ଡେଡ୍‌ଲାଇନ୍‌ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ସୈନ୍ୟବାହିନୀଙ୍କୁ ପ୍ରତ୍ୟାବର୍ତ୍ତନ କରାଇଛନ୍ତି। ଫଳରେ ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନର ଶାସନ ପୁଣି ଫେରିଛି। ଆମେରିକା ପକ୍ଷରୁ ଏଠାରେ ସୈନ୍ୟବାହିନୀ ମୁତୟନ…

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ: ୯ ବିଚାରପତି ନେଲେ ଶପଥ

ନୂଆଦିଲ୍ଲୀ,୩୧।୮: ମଙ୍ଗଳବାର ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ ଏକ ଘଟଣା ଘଟିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମଣ ସୁପ୍ରିମକୋର୍ଟର ବିଚାରପତି ଭାବରେ ତିନିଜଣ ମହିଳା ବିଚାରପତିଙ୍କ ସମେତ ନଅ ଜଣ ନୂତନ ବିଚାରପତିଙ୍କୁ ଶପଥ ଗ୍ରହଣ କରିଛନ୍ତି। ସର୍ବୋଚ୍ଚ…

ଜଣେ ଝିଅ ପାଇଁ ୨୫ ପୁଅଙ୍କଠାରୁ ମାଡ ଖାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନେତା ରାଜକୁମାର ରାଓ ଆଜି ବଲିଉଡରେ ଜଣେ ଜଣାଶୁଣା ଚେହେରା ପାଲଟିଛନ୍ତି। ରାଜକୁମାର ରାଓ ନିଜର କଠିନ ପରିଶ୍ରମ ସହିତ ଇଣ୍ଡଷ୍ଟ୍ରିରେ ଉଚ୍ଚ ସ୍ଥାନ ହାସଲ କରିଛନ୍ତ। ଆଜି ରାଜକୁମାର ରାଓଙ୍କ ଜନ୍ମଦିନ। ସେ ୩୧ ଅଗଷ୍ଟ ୧୯୮୪ ରେ ହରିୟାଣାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri