ସିଦ୍ଧାର୍ଥଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ଶେହନାଜ; ବାପା କହିଲେ…
ବମ୍ବେ: ବିଗ୍ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପ୍ରିୟ ବନ୍ଧୁ ତଥା କଥିତ ପ୍ରେମିକା ଶେହନାଜ ଗିଲ। କାନ୍ଦି କାନ୍ଦି ତାଙ୍କ ଅବସ୍ଥା ଖରାପ ଥିବା ଶେହନାଜଙ୍କ ବାପା କହିଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ସେ ସଙ୍ଗେ…
୬ରେ ଆସୁଛି ଆଉ ଏକ ଲଘୁଚାପ
ନୂଆଦିଲ୍ଲୀ,୨।୯: ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା ୬ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର କୁହାଯାଇଛି। ଏଥର ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧିପାରିବ ବୋଲି…
କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି; କିଛି ଏପରି ରହିଛି କାରଣ…
ଲଣ୍ଡନ,୨।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓଭାଲଷଣ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଛି। ତେବେ ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଖେଳାଳିମାନେ କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଥିବା…
ଆଫଗାନ ମାଟି ଆତଙ୍କବାଦ ପାଇଁ ବ୍ୟବହାର ନ ହେଉ: ବୈଦେଶିକ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨ ।୯: କତରର ରାଜଧାନୀ ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ଦିପକ ମିତ୍ତଲଙ୍କ ସହ ତାଲିବାନ ନେତା ଶେର ମହମ୍ମଦ ଅବ୍ୱାସ ଷ୍ଟାନେକଜଇଙ୍କର କଥାବାର୍ତ୍ତା ହୋଇଥିଲା । ଏବେ ଏହାକୁ ନେଇ ପ୍ରଶ୍ନ ଉଠୁଛି । ଏହାପରେ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା…
୪୦ ବର୍ଷରେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇସାରିଥିଲେ ସିଦ୍ଧାର୍ଥ; ଆଗକୁ ହାତରେ ଥିଲା…
ବମ୍ବେ: ବୟସ ବା କେତେ। ମାତ୍ର ୪୦ ବର୍ଷ। ସେ କ୍ୟାରିୟରର ଏଭଳି ସମୟରେ ଥିଲେ ତାଙ୍କୁ ବିଭିନ୍ନ କାମ ପାଇଁ ଅଫର୍ ମିଳୁଥିଲା। ଏପରିକି ଆଗାମୀ ଦିନରେ କରିବା ପାଇଁ ହାତରେ ଏକରୁ ବଳି ଆରେକ ପ୍ରୋଜେକ୍ଟ ଥିଲା। ହେଲେ…
ପୁଣି ଡ୍ରଗ୍ସ କବଳରେ ସିଦ୍ଧାର୍ଥ; ଖରାପ ଅବସ୍ଥାରେ ଉଦ୍ଧାର କଲା ପୋଲିସ
ବମ୍ବେ: ପୁଣି ଡ୍ରଗ୍ସ କବଳରେ କମେଡିଆନ ସିଦ୍ଧାର୍ଥ ସାଗର। ତାଙ୍କୁ ଏବେ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୂର୍ବରୁ ମଧ୍ୟ ସିଦ୍ଧାର୍ଥ ନିଶା ସେବନ କରୁଥିଲେ। ବହୁ କଷ୍ଟରେ ସେଥିରୁ ମୁକୁଳିଥିଲେ। ଏବେ ତାଙ୍କର ବାଇପୋଲାର ଡିସ୍ଅଡର୍ ପାଇଁ ମଧ୍ୟ ଚିକିତ୍ସା…
‘ମୁଁ ସବୁକିଛି ଠିକ୍ ଅଛି ବୋଲି କହିପାରିବି ନାହିଁ’
ଚଣ୍ଡିଗଡ଼,୨।୯: ପଞ୍ଜାବ କଂଗ୍ରେସରେ ଏବେ ବି ସବୁ ଠିକ ଚାଲିନାହିଁ। ଦଳର ପଞ୍ଜାବର ଦାୟିତ୍ୱରେ ଥିବା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏହା ପ୍ରମାଣ କରିଛନ୍ତି। ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦର ସମାଧାନ କାର୍ଯ୍ୟ ଚାଲିଛି ବୋଲି ରାୱତ…
ମୋଦିଙ୍କ ଜନ୍ମଦିନରେ ଏହି କାର୍ଯ୍ୟ ଆରମ୍ଭ କରିବେ ସ୍ମୃତି ଇରାନୀ
ଆମେଠି,୨।୯: ଟୋକିଓ ଅଲିମ୍ପିକ୍ସ ଏବଂ ପାରା ଅଲିମ୍ପିକ୍ସରେ ଭାରତର ଚମତ୍କାର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆମେଠିରେ କୁସ୍ତି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ୨୦୨୨ ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ତଥା ଏମ୍ପି ସ୍ମୃତି ଇରାନୀ ଏକ…
ସୀମାନ୍ତରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ସିଆରପିଏଫ୍ ଯବାନ ଆହତ
ମାଲକାନଗିରି,୨ା୯(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ବିଜାପୁର ଜିଲା ତିମାପୁରଠାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟି ଜଣେ ଯବାନ ଆହତ ହୋଇଛନ୍ତି। ତିମାପୁରଠାରେ ରାସ୍ତା କାର୍ଯ୍ୟ ଚାଲୁଥିବାରୁ ସୁରକ୍ଷା ଦେବା ପାଇଁ ଏହି ଯବାନମାନେ ବାହାରିଥିଲେ। ତେବେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ହୋଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ…
ରାଗ କଣ୍ଟ୍ରୋଲ କରିବାକୁ ସିଦ୍ଧାର୍ଥଙ୍କୁ ଏହି ଟିପ୍ସ ଦେଉଥିଲେ ସଲମାନ୍, ଟୁଇଟ୍ କରି ଏମିତି କହିଲେ
ମୁମ୍ବାଇ: ବିଗ୍ବସ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ସିଦ୍ଧାର୍ଥଙ୍କ ମୃତ୍ୟୁ ନେଇ ଜଣଙ୍କ ପରେ ଜଣେ ପ୍ରତିକ୍ରିୟା ଦେଉଛନ୍ତି। ସିଦ୍ଧାର୍ଥ ବିଗ୍ବସ୍-୧୩ର ବିଜେତା ଥିଲେ। ଏହି ବିଗ୍ବସର ହୋଷ୍ଟ ଥିବା…
ସରକାରୀ ବାବୁ-ମନ୍ତ୍ରୀ ବ୍ୟବହାର କରିପାରିବେ ଦାମିକା ମୋବାଇଲ,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…
ରାଞ୍ଚି,୨।୯: ଏବେ ସରକାରୀ ବାବୁ ଏବଂ ମନ୍ତ୍ରୀମାନେ ଦାମିକା ମୋବାଇଲ ବ୍ୟବହାର କରିପାରିବେ। ଏନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ସରକାରଙ୍କ ପକ୍ଷରୁ ଏନେଇ ସୀମା ଧାର୍ଯ୍ୟ କରାଯାଇଛି। ମନ୍ତ୍ରୀ ଏବଂ ସରକାରୀ…
ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ
ଖୋର୍ଦ୍ଧା ଅଫିସ୍,୨।୯: ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ହତ୍ୟା ଉଦ୍ୟମ ଓ ଧମକ ଦେବା ଆଦି ଅଭିଯୋଗରେ ତାଙ୍କୁ ତାଙ୍କ ଘରୁ ଉଠାଇ ନେଇଛି ଖୋର୍ଦ୍ଧା ପୋଲିସ। ମାନସ ଦାସଙ୍କ ମାନବବାଦ ସଂଗଠନଙ୍କ ନାଁରେ…
Archives


