୧୨ ଦିନ ଧରି ଗାଧୋଇ ନ ଥିଲେ ଏହି ଅଭିନେତା, କାରଣ…

ମୁମ୍ବାଇ: ଫରଫେକ୍ଟନିଷ୍ଟ ଅଭିନେତା ଅମିର ଖାନ ଏପରି ଜଣେ କଳାକାର, ଯିଏ କି ତାଙ୍କର ପ୍ରତ୍ୟେକ ଭୂମିକା ପାଇଁ କଠିନ ପରିଶ୍ରମ କରନ୍ତି। ଯେ କୌଣସି ଫିଲ୍ମ କରିବାବେଳେ, ସେ ସମ୍ପୂର୍ଣ୍ଣ ସିଦ୍ଧତା ସହିତ ସବୁକିଛି କରିବାକୁ ପସନ୍ଦ କରନ୍ତି। ଏହି କାରଣରୁ ଅମିରଙ୍କୁ ବଲିଉଡ୍‌ରେ ପରଫେକ୍ଟନିଷ୍ଟ କୁହାଯାଏ। ଅମୀର ବହୁତ ସତର୍କତାର ସହିତ ଫିଲ୍ମ କରନ୍ତି।ଏହି କାରଣରୁ, ସେ କମ୍‌ ଫିଲ୍ମ କରନ୍ତି କିନ୍ତୁ ପ୍ରତ୍ୟେକ ଫିଲ୍ମରେ ବେଶ୍‌ ଫିଟ୍‌ ଦେଖାଯାନ୍ତି।

ଅମିର ଦଶରୁ ବାର ଦିନ ପର୍ଯ୍ୟନ୍ତ ଗାଧୋଇ ନ ଥିଲେ। ବାସ୍ତବରେ, ‘ଗୁଲାମ୍‌’ ଫିଲ୍ମର ଏକ ଏକ ଦୃଶ୍ୟକୁ ପରଫେକ୍ଟ କରିବା ପାଇଁ ସେ ୧୨ ଦିନ ଗାଧୋଇ ନ ଥିଲେ। ଫିଲ୍ମର କ୍ଲାଇମାକ୍ସର ଏକ ଦୃଶ୍ୟ ସମୟରେ ଭିଲିଆନ ଅମୀରଙ୍କୁ ବହୁତ ମାଡ଼ ମାରିଥିଲେ। ଫଳରେ ଅମିରଙ୍କ ମୁହଁରେ ବହୁତ ମଇଳା ଜମି ଯାଇଥିଲା। କିନ୍ତୁ ପୂରା ଦୃଶ୍ୟ ଶୁଟିଂ ହୋଇ ନ ଥିଲା। ସେ ଚାହୁଁଥିଲେ ସମ୍ପୂର୍ଣ୍ଣ ସିନ୍‌ରେ ଏହିପରି ଦେଖାଯିବେ। ତାଙ୍କର ଚେହେରା ପରିବର୍ତ୍ତନ ହେବା ଉଚିତ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଉର୍ମିଳା କିଣିଲେ ୩ କୋଟି ଟଙ୍କାର ଅଫିସ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ର।।ୱତ କାହା ଉପରେ ବର୍ଷିବାକୁ ହେଲେ ସେ କିଛି ଦେଖନ୍ତି ନାହିଁ । ଏମିତିକି ସେଲିବ୍ରିଟିଠାରୁ ଆରମ୍ଭ କରି ରାଜନେତା...

ଅଂଶୁମାନ ଯାହା ଚାହୁଁଥିଲେ..

ଅଂଶୁମାନ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ରିଲିଜ ଅପେକ୍ଷାରେ ଥିବା ହରିଶ ଶର୍ମାଙ୍କ ହିନ୍ଦୀ ସିନେମା ‘ମାୟରା’ରେ ତାଙ୍କୁ ଏକ ସୁପାରିକିଲର ଭୂମିକାରେ...

ଆରପାରିରେ ଅଭିନେତା ରତନ ଚୋପ୍ରା

ପୁଣି ଜଣେ ବଲିଉଡ୍‌ କଳାକାରଙ୍କ ପରଲୋକ ଘଟିଛି। ବଲିଉଡର ବରିଷ୍ଠ ଅଭିନେତା ରତନ ଚୋପ୍ରା ୭୦ ବର୍ଷ ବୟସରେ ସମସ୍ତଙ୍କୁ ଅଲବିଦା କହିଛନ୍ତି। ରତନ ବହୁଦିନ...

ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ୧୮ ଦିନରେ ୯ ଶହ କିମି ଚାଲି ମୁମ୍ବାଇରେ ପହଞ୍ଚିଲେ ଯୁବକ: ସୋସିଆଲ୍‌ ମିଡ଼ିଆରେ ଫଟୋ ଶେୟାର

ମୁମ୍ବାଇ,୧।୯: ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ଜଣେ ଯୁବକ ୧୮ ଦିନରେ ୯ ଶହ କିଲୋମିଟର ପାଦରେ ଚାଲି ଚାଲି ମୁମ୍ବାଇ ପହଞ୍ଚିଛନ୍ତି।...

ଟ୍ରୋଲ ହେଲେ ଟ୍ୱିଙ୍କଲ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୋସିଆଲ ମଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ତାଙ୍କର କିଛି...

ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ମିଳୁଛି ଭଲ ରେସପନ୍ସ

ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। କଶ୍ମୀର...

କ୍ୟାଟ୍ରିନାଙ୍କୁ ଅଫର୍‌ ମିଳିବାରୁ ରାଗିଲେ ଶ୍ରଦ୍ଧା

ମୁମ୍ବାଇ: ଯେମିତି ସାଧାରଣ ଲୋକଙ୍କ ଜୀବନରେ ରାଗ, ରୁଷା, ଅଭିମାନ ଲାଗି ରହିଥାଏ, ବଲିଉଡ୍‌ରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥାଏ। କେତେବେଳେ ଫିଲ୍ମ ନ...

ଅମରେଶ ପୁରୀଙ୍କ ଜନ୍ମଦିନରେ ଗୁଗଲ୍‌ର ଡୁଡୁଲ: ଡିଡିଏଲ୍‌ଜେ ଲୁକ୍‌କୁ ନେଇ ଅଭିନେତାଙ୍କୁ ଜଣାଇଲା ସମ୍ମାନ

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତା ଅମରେଶ ପୁରୀଙ୍କୁ ସମ୍ମାନ ଜଣାଇଛି ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ। ଅମରେଶଙ୍କ ଅଭିନୀତ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ’ ଲୁକ୍‌କୁ ନେଇ...

Advertisement
Archives

Model This Week