ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ନିଜ ହାତରେ ରୋଷେଇ କରି ଖୁଆଇବେ ମୁଖ୍ୟମନ୍ତ୍ରୀ
ଜଳନ୍ଧର,୮।୯: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରାଜ୍ୟର ଅଲିମ୍ପିକ ପଦକ ବିଜେତାମାନଙ୍କୁ ବୁଧବାର ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। ରାତ୍ରୀ ଭୋଜନ ପାଇଁ ପଟିଆଲାର ପାରମ୍ପାରିକ ଖାଦ୍ୟ ପୁଲାଓ, ମେଣ୍ଢା ମାଂସ, ଚିକେନ, ଆଳୁ ଏବଂ ମିଠା ପୁଲାଓ…
୨୦୨୨ ନିର୍ବାଚନ ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା, ଧର୍ମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ…
ନୂଆଦିଲ୍ଲୀ,୮।୯: ଆସନ୍ତା ବର୍ଷ ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ରାଜ୍ୟ ପ୍ରଭାରୀ ଘୋଷଣା କରାଯାଇଛି। କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶ…
ଜଙ୍ଗଲରୁ ଗଛପତ୍ର ଖାଇ ବର୍ଷା ପାଣି ପିଇ ଜୀବନ ରକ୍ଷା କରିଥିଲେ ଏହି ବୃଦ୍ଧ, କାରଣ ଜାଣିଲେ…
ସାଧାରଣତଃ ଭୟାନକ ଜଙ୍ଗଲରେ ସାପ, ଜୀବଜନ୍ତୁ ଆଦି ବାସ କରନ୍ତି। ଜଙ୍ଗଲରେ ଗୋଟିଏ ଦିନ ବିତାଇବା କଷ୍ଟକର। ମାତ୍ର ଜଣେ ବୃଦ୍ଧ ଏକ ଜଙ୍ଗଲରେ ୩ ରାତି କଟାଇଥିଲେ। ବ୍ରିଟେନର ଲିଓନାର୍ଡ ବ୍ୟାରି ଓ୍ବେଲର ନାମକ ଜଣେ ୭୨ ବର୍ଷୀୟ ବୃଦ୍ଧ…
ଦିଦିଙ୍କ ମଜା ଉଡାଇଲେ ଶୁଭେନ୍ଦୁ
କୋଲକତା,୮।୯:ପଶ୍ଚିମବଙ୍ଗରେ ହେବାକୁ ଥିବା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବନୀପୁରରୁ ଲଢିବେ। ସେ ବୁଧବାର ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ସବୁଠାରୁ ବଡ…
ବଢୁଛି ଜଳକା ନଦୀର ପାଣି
ବାଲେଶ୍ୱର ଅଫିସ,୮ା୯: ବାଲେଶ୍ୱର ଜିଲାର ପ୍ରଭାବିତ ଜଳକା ନଦୀର ଜଳସ୍ତର ବଢ଼ିବାର ଲାଗିଛି। ଗତ କିଛି ଦିନ ହେବ ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ନଦୀରେ ଜଳସ୍ତର ବଢୁଥିବା ଜଣାପଡ଼ିଛି। ବର୍ଷା ପାଣି ପାଇଁ ନଦୀର ଜଳସ୍ତର ଏବେ…
ପ୍ରିୟ ଖେଳାଳିଙ୍କ ହୃଦୟ ଭାଙ୍ଗିବେ କୋହଲି!
ଲଣ୍ଡନ,୮।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଏହି ସିରିଜରେ ଟିମ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ଦୁଇ ଦଳ ମଧ୍ୟରେ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ୧୦ ସେପ୍ଟେମ୍ବରରୁ ମଞ୍ଚେଷ୍ଟରରେ ଖେଳାଯିବ।…
୨୦୨୪ ନିର୍ବାଚନରେ କଂଗ୍ରେସ ପାଇଁ ପିକେ ଭରସା, ପ୍ରସ୍ତୁତ ହେବ ସ୍ବତନ୍ତ୍ର ରଣନୀତି…
ନୂଆଦିଲ୍ଲୀ,୮।୯: ନିର୍ବାଚନ ରଣନୀତିଜ୍ଞ ଭାବରେ ପରିଚିତି ହାସଲ କରିଥିବା ପ୍ରଶାନ୍ତ କିଶୋର(ପିକେ)ଙ୍କୁ କଂଗ୍ରେସରେ ସାମିଲ କରିବା ପାଇଁ ଦଳରେ ଆଲୋଚନା ଚାଲିଛି। ୨୦୨୪ ନିର୍ବାଚନରେ କଂଗ୍ରେସ ପାଇଁ ପିକେ ଭରସା ସାଜିବେ। ଯଦି ତାଙ୍କ ପ୍ରବେଶକୁ ସହମତି ମିଳେ, ତେବେ ତାଙ୍କୁ…
ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡିଲେ ଅକ୍ଷୟ
ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି। ବୁଧବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ଦୁଃଖଦ ଖବର ବିଷୟରେ ଅକ୍ଷୟ କୁମାର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବରୁ ତାଙ୍କ…
କୋହଲି- ନୀରଜଙ୍କ ମଧ୍ୟରେ ମୁକାବିଲା!
ନୂଆଦିଲ୍ଲୀ,୮।୯:ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରା ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଏକ ତୀବ୍ର ପ୍ରତିଯୋଗିତା ଚାଲିଛି ଏବଂ ଏହି ପ୍ରତିଯୋଗିତା ଖେଳ ପଡ଼ିଆରେ ନୁହେଁ, ବରଂ ବିଜ୍ଞାପନ ଆଧାରରେ ଚାଲିଛି। ଟୋକିଓ…
ଶାଶୁଘରର ୧୮ ଲକ୍ଷ ସୋଫା ଉପରେ ଅଭିନେତ୍ରୀ କଲେ ଫଟୋଶୁଟ୍; ସ୍ବାମୀ ଦେଖିବା ପରେ…
ବମ୍ବେ: ନିକଟରେ ବଲିଉଡ୍ର ଫ୍ୟାଶନ୍ ଡିଭା ସୋନମ କପୁର ଏକ ମାଗାଜିନ୍ର କଭର୍ରେ ନଜର ଆସିଛନ୍ତି। ଏହାର କିଛି ଫଟୋ ନିଜର ସୋସିଆଲ ପୃଷ୍ଠାରେ ଶେୟାର କରିବା ପରେ ଚର୍ଚ୍ଚାରେ ଅଛନ୍ତି ସେ। କାରଣଟି ହେଲା ସେ ଛିଡ଼ା ହୋଇ ପୋଜ୍…
ଭାଜପା ଏମ୍ପିଙ୍କ ଘର ସମ୍ମୁଖରେ ବୋମା ବିସ୍ଫୋରଣ..
କୋଲକାତା,୮।୯: ପଶ୍ଚିମବଙ୍ଗରେ ଭାଜପା ଏମ୍ପି ଅର୍ଜୁନ ସିଂଙ୍କ ଘର ସମ୍ମୁଖରେ ବୋମା ବିସ୍ଫୋରଣ ଘଟିଛି। ବୁଧବାର ସକାଳେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାରୁ ଆଖପାଖ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ରାଜ୍ୟପାଳ ଜଗଦୀପ୍ ଧନଖର ଏସମ୍ପର୍କରେ ଟୁଇଟ୍ କରି ସୂଚନା ଦେବା ସହିତ…
ଥରିଲା ମେକ୍ସିକୋ, ସୁନାମି ଆଶଙ୍କା ଯୋଗୁ ଲୋକେ ଆତଙ୍କିତ…
ମେକ୍ସିକୋ ସିଟି,୮।୯: ମେକ୍ସିକୋ ସିଟିରେ ମଙ୍ଗଳବାର-ବୁଧବାର ବିଳମ୍ବିତ ରାତ୍ରରେ ଭୂକମ୍ପ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁସାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ରହିଛି। ଗୁରେରୋ ଠାରୁ ୧୧ କିଲୋମିଟର ଦୂରରେ ଥିବା ଆକାପୁଲକୋଠାରେ ଭୂକମ୍ପର କେନ୍ଦ୍ର ରହିଛି।…
Archives


