ନଦୀରେ ଦୁର୍ଘଟଣା, ମିଳୁନି ଅନେକ ଯାତ୍ରୀଙ୍କ ପତ୍ତା
ଗୁଆହାଟି,୮।୯: ଆସାମର ଜୋର୍ହାଟଠାରେ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଯାତ୍ରୀବାହି ବୋଟ ମଧ୍ୟରେ ଧକ୍କା ହୋଇଛି। ଉଭୟ ବୋଟରେ ଅତିକମ୍ରେ ୧୦୦ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ରାଜଧାନୀ ଗୁଆହାଟିଠାରୁ ୩୫୦ କିମି ଦୂର ଜୋର୍ହାଟର ନିମତି…
ନିରାଡମ୍ବର ଭାବେ ଗଣେଶ ପୂଜା ପାଳିବାକୁ ସରକାରଙ୍କ ନିବେଦନ
ନୂଆଦିଲ୍ଲୀ,୮ା୯: କେରଳକୁ ବାଦ୍ ଦେଲେ ଭାରତ କରୋନା ମହାମାରୀକୁ ଆୟତ୍ତକୁ ଆଣିସାରିଛି। ତେବେ ତୃତୀୟ ଲହରର ସମ୍ଭାବନା ନେଇ କେନ୍ଦ୍ର ସରକାର ସତର୍କ ଅଛନ୍ତି। ଉତ୍ସବକୁ ଦୃଷ୍ଟିରେ ରଖି ସରକାର କିଛି ବିଶେଷ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ରରେ ନିରାଡମ୍ବର ସହ ଗଣେଶ…
ବେସରକାରୀ ଶିକ୍ଷକଙ୍କୁ ଅନ୍ଲାଇନ୍ କ୍ଲାସ ନେବାକୁ ବାରଣ
ବେଜିଂ,୮ା୯: ଚାଇନା ବୁଧବାର ବେସରକାରୀ ଶିକ୍ଷକମାନଙ୍କୁ ଅନଲାଇନ କ୍ଲାସ ନେବାକୁ ବାରଣ କରିଛି। ଆବାସିକ କୋଠା, ହୋଟେଲ ଏବଂ କଫି ଦୋକାନ ପରି ପଞ୍ଜୀକୃତ ହୋଇ ନ ଥିବା ସ୍ଥାନରେ କ୍ଲାସ ନେବା ଉପରେ ଏକ ନିଷେଧାଦେଶ ଜାରି କରିଛି। ସମସ୍ତ…
ଓଡ଼ିଶାର ସୁନା ପୁଅ ପ୍ରମୋଦଙ୍କୁ ୬ କୋଟି ସହ ଗ୍ରୁପ୍ ‘ଏ’ ଚାକିରି
ଭୁବନେଶ୍ୱର,୮।୯(ବ୍ୟୁରୋ): ଟୋକିଓ ପାରାଲିମ୍ପିକ୍ସର ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କୁ ୬ କୋଟି ଟଙ୍କା ପ୍ରଦାନ କରାଯିବା ସହ ଗ୍ରୁପ୍ ‘ଏ’ ଚାକିରି ପ୍ରଦାନ କରାଯିବ।…
ହାରୁଥିବା ବାଜି କିଭଳି ଜିତାଯାଏ, ଭାରତୀୟ ଖେଳାଳି ଜାଣନ୍ତି: ଇଂଲଣ୍ଡ କୋଚ୍
ନୂଆଦିଲ୍ଲୀ,୮।୯: ଇଂଲଣ୍ଡ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ କ୍ରିସ ସିଲଭରଉଡ୍ ଭାରତୀୟ କ୍ରିକେଟ ଟିମ୍ର ପ୍ରଶଂସା କରିଛନ୍ତି। ପ୍ରଥମ ଇନିଂସରେ ୯୯ରନ୍ରେ ପଛୁଆ ରହିବା ସତ୍ତ୍ୱେ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ। ଏହାକୁ ନେଇ ସିଲଭରଉଡ୍ କହିଛନ୍ତି, ୨୦୦ରନ୍ ଆଗୁଆ…
ଶିଖର ଧାଓ୍ବନଙ୍କ ପୂର୍ବପତ୍ନୀ ଆୟେଶା ମୁଖାର୍ଜୀ କିଏ? ଯାହାଙ୍କୁ ଛାଡ଼ପତ୍ର ଦେଇ ଚର୍ଚ୍ଚାରେ…
ନୂଆଦିଲ୍ଲୀ,୮।୯: ଚର୍ଚ୍ଚାରେ ଭାରତୀୟ ଓପନର ଶିଖର ଧାଓ୍ବନ। ଦୀର୍ଘ ୯ ବର୍ଷ ପରେ ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କୁ ସେ ଛାଡ଼ପତ୍ର ଦେଇଛନ୍ତି। ଏହାକୁ ନେଇ ଧାଓ୍ବନ କୌଣସି ବିବୃତି ଦେଇ ନ ଥିବା ବେଳେ ଲୋକମାନେ ଆୟେଶାଙ୍କ ବିଷୟରେ ଅଧିକ କିଛି…
ଯେବେ ଯାଏ ବିରାଟ କୋହଲି ଅଛନ୍ତି, ସେବେ ଯାଏ ଟେଷ୍ଟ କ୍ରିକେଟର ଭାଗ୍ୟ ଉଜ୍ଜ୍ୱଳ
ନୂଆଦିଲ୍ଲୀ,୮।୯: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଜିତି ୨-୧ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ। ଖରାପ ଆରମ୍ଭ ସତ୍ତ୍ୱେ ଦଳ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା। ଏହାକୁ ନେଇ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭୂରି ପ୍ରଶଂସା କରାଯାଉଛି।…
ଚାଷୀଙ୍କୁ ଉପହାର, ବଢ଼ିଲା ରବି ଫସଲ ଏମ୍ଏସ୍ପି…
ନୂଆଦିଲ୍ଲୀ,୮।୯: କନ୍ଦ୍ର ସରକାର ଚାଷୀଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି। ଏହା ଅନ୍ତର୍ଗତ ରବି ଫସଲରେ ସର୍ବନିମ୍ନ୍ ସହାୟକ ମୂଲ୍ୟ(ଏମ୍ଏସ୍ପି) କୁ ବୃଦ୍ଧି କରାଯାଇଛି। ଗହମର ଏମ୍ଏସ୍ପିରେ ୪୦ ଟଙ୍କା ବୃଦ୍ଧି ହୋଇଛି। ଫଳରେ ଏହା ଏବେ କ୍ୱିଣ୍ଟାଲ ପିଛା ୨୦୧୫କୁ…
ପ୍ରତିଶ୍ରୁତି ଦେଇ ରଖିଲେ ଏହି କ୍ରିକେଟର୍, କଲେ ଏମିତି କାମ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କ ‘ନାଗିନ ଡ୍ୟାନ୍ସ’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ନାଗିନ ଡ୍ୟାନ୍ସର ଭିଡିଓ ମହମ୍ମଦ କୈଫ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ପ୍ରଶଂସକମାନେ ଏହି…
ଘରୁ ୩୭ ଲକ୍ଷ ଟଙ୍କାର ସୁନା ଚୋରି କରି ଏହି କାମ କଲେ ୧୦ମ ଶ୍ରେଣୀ ଛାତ୍ରୀ
ଥିରୁଭାନନ୍ତପୁରମ୍,୮ା୯: କେରଳର ଥିରୁଭାନନ୍ତପୁରମରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଯେଉଁଠାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ନିଜ ଘରୁ ୩୭ ଲକ୍ଷ ଟଙ୍କାର ସୁନା ଚୋରି କରି ସାଙ୍ଗମାନଙ୍କୁ ବାଣ୍ଟି ଦେଇଛନ୍ତି। ସୁନା ଗାଏବ ହେବା ପରେ ଛାତ୍ରୀଙ୍କ ମା’ ପୋଲିସରେ…
ତାଲିବାନୀ ସରକାର ଗଠନ ପରେ ଭାରତର ପ୍ରଥମ ବିବୃତ୍ତି ଜାରି…
ଜେନେଭା/ନୂଆଦିଲ୍ଲୀ,୮।୯: ତାଲିବାନୀ ସରକାରଙ୍କ ଘୋଷଣା ପରେ ଭାରତ ପକ୍ଷରୁ ପ୍ରଥମ ବିବୃତ୍ତି ଅନ୍ତର୍ଜାତୀୟ ସ୍ତରରେ ଜାରି କରାଯାଇଛି। ମିଳିତ ଜାତିସଂଘ ମହାସଭାରେ ଶାନ୍ତି ଏବଂ ସଂସ୍କୃତି ସମ୍ପର୍କିତ ଏକ ବୈଠକରେ ଯୋଗଦେଇ ଭାରତୀୟ ସ୍ଥାୟୀ ମିଶନର ସଚିବ ବିଦିଶା ମୈତ୍ରା କହିଛନ୍ତି…
ମହିଳାଙ୍କୁ ଏନ୍ଡିଏ-ନାଭାଲ ଏକାଡେମୀରେ ସ୍ଥାୟୀ କମିଶନ…
ନୂଆଦିଲ୍ଲୀ,୮।୯: ଏନ୍ଡିଏ ଏବଂ ନାଭାଲ ଏକାଡେମୀରେ ମହିଳାମାନଙ୍କୁ ଏବେ ସ୍ଥାୟୀ କମିଶନ ମିଳି ପାରିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ସୂଚନା ପ୍ରଦାନ କରାଯାଇଛି। ଏସମ୍ପର୍କରେ ବିସ୍ତୃତ ବିବରଣୀ ଦେବା ଲାଗି ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ସରକାରଙ୍କୁ ୨ ସପ୍ତାହ ସମୟ…
Archives


