ଏହି ୩ ରାଶିର ଯୁବତୀ ବହୁତ ଭାଗ୍ୟଶାଳୀ; ବିବାହ ପରେ ଚମକେ ସ୍ବାମୀଙ୍କ ଭାଗ୍ୟ…
ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ବିବାହ ପରେ କିଛି ଲୋକଙ୍କ ଭାଗ୍ୟ ଚମକି ଯାଏ। ଆସନ୍ତୁ ଜାଣିବା:-…
ଧାଓ୍ବନଙ୍କ ଧମାଲ ଜାରି: ଅରେଞ୍ଜ କ୍ୟାପ୍ ରେସ୍ରେ ରାହୁଲଙ୍କୁ ପଛରେ ପକାଇଲେ
ୟୁଏଇ,୨୩।୯: ଆଇପିଏଲ ୨୦୨୧ରେ ଶିଖର ଧାୱନଙ୍କ ଶାସନ ପୁଣି ଥରେ ଜଲଓ୍ବା ଦେଖାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୪୨ ରନର ଇନିଂସ ଖେଳି ପୁଣିଥରେ ଅରେଞ୍ଜ୍ କ୍ୟାପକୁ ନିଜ କବ୍ଜାକୁ ନେଇଛନ୍ତି। ଧାୱନ ପଞ୍ଜାବ କିଙ୍ଗ୍ସର ଅଧିନାୟକ…
ସଲମାନଙ୍କ ଭାଇ ସୋହେଲଙ୍କ ଫିଲ୍ମି ଲଭ୍ଷ୍ଟୋରୀ: ଘରୁ ପଳାଇ ଯାଇ ଆର୍ଯ୍ୟ ସମାଜ ମନ୍ଦିରରେ..
ବମ୍ବେ: ବଲିଉଡ୍ ଅଭିନେତା ସୋହେଲ ଖାନ୍ ଏବଂ ତାଙ୍କ ସ୍ତ୍ରୀ ସୀମାଙ୍କ ଲଭ୍ଷ୍ଟୋରୀ କୌଣସି ଫିଲ୍ମକାହାଣୀଠାରୁ କମ୍ ନୁହେଁ। ସୀମାଙ୍କ ପ୍ରକୃତ ନାମ ସୀମା ସଚଦେବ। ସେ ପଞ୍ଜାବୀ ହିନ୍ଦୁ ପରିବାରର। କ୍ୟାରିୟର ପାଇଁ ମୁମ୍ବାଇ ଆସିଥିବା ସମୟରେ ଶୋହେଲଙ୍କୁ ଭେଟିଥିଲେ…
କୋଭିଶିଲ୍ଡ ଟିକାର ସମୟ ବ୍ୟବଧାନ ହେବନି କମ୍, ସରକାରଙ୍କ ସୂଚନା…
ନୂଆଦିଲ୍ଲୀ,୨୩।୯: ଦେଶରେ କରୋନା ମହାମାରୀ ବିରୋଧରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ କୋଭିଶିଲ୍ଡ ଟିକାର ୨ ଡୋଜ୍ ମଧ୍ୟରେ ଥିବା ୧୨ ସପ୍ତାହ ଅର୍ଥାତ୍ ୮୪ ଦିନର ବ୍ୟବଧାନ କମାଇବା ପାଇଁ ବିଭିନ୍ନ ବର୍ଗରୁ ଦାବି କରାଯିବା ସହିତ…
ଏସବୁ କଥା ମାନିଲେ ଦାମ୍ପତ୍ୟ ଜୀବନ ହୋଇଥାଏ ସୁଖମୟ
ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ ଅନେକ ଉପାୟ ରହିଛି। ସେଗୁଡ଼ିକ ମାନି ଚଳିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ। ଜାଣନ୍ତୁ ଏହି ଉପାୟ ସମ୍ପର୍କରେ… ଦମ୍ପତିଙ୍କ ଶୟନ କକ୍ଷରେ କେବେ ବି ଦେବଦେବୀଙ୍କ ଫଟୋ ଲଗାନ୍ତୁ ନାହିଁ। ଶୋଇବା ସମୟରେ…
ଆଜି କରୋନା ନେଲା ୭ ଜୀବନ
ଭୁବନେଶ୍ୱର,୨୩।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୭ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୫୭ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଆଜି ରାଜ୍ୟରେ ୬୪୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୩।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୭୨ ଜଣ ଅଛନ୍ତି। ଏହି ୬୪୪ ଜଣଙ୍କ ମଧ୍ୟରୁ ୩୭୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୬୯ଟି…
ଏକ୍ସବୟଫ୍ରେଣ୍ଡଙ୍କୁ ଏବେ ବି ଭୁଲିନାହାନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କ ସ୍ତ୍ରୀ
ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତ ବର୍ଷ ସର୍ବିଆ ମଡେଲ ତଥା ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ। ଯଦିଓ ବହୁତ କମ ଲୋକ ଜାଣନ୍ତି ଯେ ହାର୍ଦ୍ଦିକଙ୍କ ପୂର୍ବରୁ ନତାଶା ଜଣେ ଟିଭି ଅଭିନେତାଙ୍କ…
କୁଳପତିଙ୍କୁ ବରଖାସ୍ତ କଲା ତାଲିବାନ୍, ପ୍ରତିବାଦରେ ୭୦ ଅଧ୍ୟାପକଙ୍କ ଇସ୍ତଫା..
କାବୁଲ,୨୩।୯: ଆଫଗାନିସ୍ତାନରେ ବନ୍ଧୁକ ମୁନରେ କ୍ଷମତା ଦଖଲ କରିଥିବା ତାଲିବାନ୍ ପାଇଁ ଏବେ ଗୋଟିଏ ପରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। କାବୁଲ ବିଶ୍ୱବିଦ୍ୟାଳୟର କୁଳପତି ମହମ୍ମଦ ଓସମାନ ବାବୁରିଙ୍କୁ ତାଲିବାନ ବୁଧବାର ବରଖାସ୍ତ କରିଛି। ତାଙ୍କ ସ୍ଥାନରେ…
ବର୍ଷା ପ୍ରେମରେ ଏହି ଅଭିନେତ୍ରୀ, ଖୋଲା ଆକାଶ ତଳେ କଲେ ଡ୍ୟାନ୍ସ, ଭିଡିଓ ଭାଇରାଲ
ମୁମ୍ବାଇ: ବର୍ଷା ଋତୁ କାହାକୁ ପସନ୍ଦ ନୁହେଁ କହିଲେ। ମୟୂର ମଧ୍ୟ ଆକାଶରେ କଳାହାଣ୍ଡିଆ ମେଘ ଦେଖି ଖୁସିରେ ନାଚି ଉଠେ। ଏଥିରୁ ଅଭିନେତ୍ରୀ ବା ବାଦ୍ ଯିବେ କିପରି। ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ୍ ବର୍ଷାର ମଜା ନେଇଛନ୍ତି। ସୋସିଆଲ…
ଶୋପିଆନ୍ରେ ଏନ୍କାଉଣ୍ଟର, ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…
ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଶୋପିଆନ୍ର କାଶଓ୍ବା ଚିତ୍ରାଭାମ୍ ଅଞ୍ଚଳରେ ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। କିଛି ଆତଙ୍କବାଦୀ ଲୁଚିଥିବା ଗୋଇନ୍ଦା ସୂଚନା ଆଧାରରେ ସ୍ଥାନୀୟ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀଙ୍କ…
ଉପରମୁହାଁ ଦୈନିକ ସଂକ୍ରମଣ ପାଇଁ କେରଳ ଦାୟୀ…
ନୂଆଦିଲ୍ଲୀ,୨୩।୯: କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୩୦ ହଜାର ତଳେ ରହିବା ପରେ ପୁଣି ଏହା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ…
Archives


