Posted inଜାତୀୟ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କରୋନା

ନୂଆଦିଲ୍ଲୀ,୧୨।୧: କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ମଙ୍ଗଳବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି । ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଥିବାରୁ ସେ ଘରେ ଆଇସୋଲେଶନରେ ଅଛନ୍ତି ।

ନୀତିନ ଟୁଇଟ୍‌ କରି କହିଛନ୍ତି ‘ମୁଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବାରୁ ମୁଁ ସମସ୍ତ ପ୍ରୋଟୋକଲ ମାନିବା ସହ ଆଇସୋଲେଶନରେ ରହିଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନାର ପରୀକ୍ଷା କରିବା ସହ ନିଜକୁ ଆଇସୋଲେଶନରେ ରଖିବାକୁ ଅନୁରୋଧ କରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯଜ୍ଞରେ ଆହୁତି ଦେଲେ ମୁସଲମାନ୍‌ ମହିଳା ସରପଞ୍ଚ

ଭୋପାଳ, ୨୭।୨: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ଥିବାବେଳେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ମନ୍ଦିରରେ ଆୟୋଜିତ ଏକ ଯଜ୍ଞରେ ଆହୁତି...

ଉଦ୍ଧବ ହେବେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ: ସଞ୍ଜୟ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ରାଜନୀତିର ଡ୍ରାମା ଏବେ ନୂଆ ମୋଡ ନେଇଛି। ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌ସିପି ନେତା ଅଜିତ...

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡିଗଡ଼,୧୪।୭: କ୍ରିକେଟରରୁ ରାଜନେତା ହୋଇଥିବା କଂଗ୍ରେସର ନବଜୋତ ସିଂ ସିଦ୍ଧୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ରବିବାର ଟୁଇଟ୍‌ କରି ସେ ଏହି ସୂଚନା ଦେଇଛନ୍ତି। ପୂର୍ବତନ...

ଭାଜପା ମମତାଙ୍କୁ ହତ୍ୟା କରିପାରେ: ଟିଏମ୍‌ସି

ଭାଙ୍ଗର୍‌,୧୪।୧୨: ଭାଜପା ନିର୍ବାଚନ ଜିତିବାରେ ବିଫଳ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିପାରେ ବୋଲି ବରିଷ୍ଠ ଟିଏମ୍‌ସି ନେତା...

ହସ୍ପିଟାଲ ବିଲ୍‌ ନ ଦେଇ ପାରିବାରୁ ବରିଷ୍ଠ ନାଗରିକଙ୍କୁ ବେଡ୍‌ରେ ବାନ୍ଧି ଦିଆଗଲା

ଭୋପାଳ,୭।୬: କରୋନା ସଙ୍କଟ ସମୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଆଗଧାଡିର ଯୋଦ୍ଧା ସାଜିଥିବା ବେଳେ ଜୀବନକୁ ବାଜି ଲଗାଇ ଏମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା...

ମମତାଙ୍କ ସରକାରକୁ ପୁଣି ଝଟ୍‌କା: ଲକ୍ଷ୍ମୀ ରତନ ମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

କୋଲକାତା,୫।୧: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ମଙ୍ଗଳବାର ପୁଣି ଏକ ଝଟ୍‌କା ଲାଗିଛି। ମନ୍ତ୍ରୀ ପଦରୁ ତୃଣମୂଳ କଂଗ୍ରେସ ନେତା ଲକ୍ଷ୍ମୀ ରତନ ଶୁକ୍ଳା...

ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଖଟ୍ଟର

ଚଣ୍ଡିଗଡ଼,୨୭।୧୦: ହରିୟାଣା ବିଧାନସଭାର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଲାଗି ଶପଥ ଗ୍ରହଣ କରଛନ୍ତି ଭାଜପା ନେତା ମନୋହର ଲାଲ ଖଟ୍ଟର। ରବିବାର ରାଜଭବନରେ ରାଜ୍ୟପାଳ...

ପ୍ରଥମଥର ପାଇଁ ଭୋଟ ମାଗିଲେ ଶହୀଦ ଭଗତ ସିଂଙ୍କ ପରିବାର ସଦସ୍ୟ

ପୁଣେ,୧୦।୧୦:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋର ଚାଲିଛି। ରାଜ୍ୟରେ ଭାଜପା-ଶିବସେନା ଏବଂ କଂଗ୍ରେସ-ଏନସିପି ମେଣ୍ଟ ମଧ୍ୟରେ ଟକ୍କର ହେବାକୁ ଯାଉଛି। ଏଥର ପ୍ରଚାର ମୈଦାନକୁ...

Advertisement
Archives

Model This Week