Home

‘୮ ମିନିଟ୍‌ରେ ୨ କିଲୋମିଟର୍‌ ଦୌଡି ନ ପାରିଲେ କଟିବ ଦରମା’

କଲମ୍ବୋ,୨୧।୧୧: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଖେଳାଳିଙ୍କ ଫିଟନେସ ଉପରେ ଜୋର ଦେଇଛି। ଏଥିପାଇଁ ଆସନ୍ତା ବର୍ଷ ଠାରୁ ଦଳର ଖେଳାଳିଙ୍କ ପାଇଁ ଚୟନ ମାନଦଣ୍ଡ ଅଧିକ କଠୋର ହେବ। ଶ୍ରୀଲଙ୍କା ବୋର୍ଡ ଏହାର ନିର୍ଦ୍ଦେଶାବଳୀ ଜାରି କରିଛି। ନୂତନ ଗାଇଡଲାଇନ ଅନୁଯାୟୀ,…

୪୭ ଜଣଙ୍କୁ ହତ୍ୟା କଲେଣି ବନ୍ଧୁକଧାରୀ

ଲାଗୋସ୍‌, ୨୧ା୧୨: ନାଇଜେରିଆର ଅଶାନ୍ତ ଉତ୍ତର-ପୂର୍ବ ଅଞ୍ଚଳରେ ବନ୍ଧୁକଧାରୀଙ୍କ ବର୍ବରତା ସୀମା ଟପିବାରେ ଲାଗିଛି। ମାତ୍ର ୩ ଦିନ ମଧ୍ୟରେ ଆତତାୟୀମାନେ ୪୭ ଜଣଙ୍କୁ ଗୁଳି କରି ହତ୍ୟା କଲେଣି। କେବଳ ରବିବାର ୩୮ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ଶୁକ୍ରବାର ୯…

ବ୍ରିଟେନରେ ଦିନକୁ ୧୨ ହଜାର ଓମିକ୍ରନ୍‌ ମାମଲା

ଲଣ୍ଡନ, ୨୧।୧୨(ପି.ଟି.): ବ୍ରିଟେନରେ ଓମିକ୍ରନ୍‌ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଛି। ସେଠାରେ ଦୈନିକ ସଂକ୍ରମଣ ୧୨,୧୩୩ରେ ପହଞ୍ଚତ୍ଛି। ତେଣୁ କଠୋର ଲକ୍‌ଡାଉନ୍‌ ଲଗାଇବା ନେଇ ସୋମବାର ବ୍ରିଟିଶ କ୍ୟାବିନେଟରେ ଆଲୋଚନା ହୋଇଛି। ଦେଶରେ ମୋଟ ଓମିକ୍ରନ୍‌ ମାମଲା ୩୭,୧୦୧ରେ ପହଞ୍ଚତ୍ଛି। ରବିବାର…

ଜମ୍ମୁ-କଶ୍ମୀରରେ ବଢ଼ିବ ବିଧାନସଭା ଆସନ

ନୂଆଦିଲ୍ଲୀ, ୨୧।୧୨(ପି.ଟି.): ଜମ୍ମୁ-କଶ୍ମୀର ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କମିଶନ ଜମ୍ମୁ ଅଞ୍ଚଳ ପାଇଁ ଅତିରିକ୍ତ ୬ ଏବଂ କଶ୍ମୀର ପାଇଁ ଗୋଟିଏ ନିର୍ବାଚନ ମଣ୍ଡଳୀ ଗଠନ ପ୍ରସ୍ତାବ ଦେଇଛନ୍ତି। ଏଥିସହିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୧୬ଟି ଆସନ…

କେଏମସି ନିର୍ବାଚନ ମତଗଣନା ଆରମ୍ଭ: ବହୁ ପଛରେ ଭାଜପା

କୋଲକାତା,୨୧।୧୨: କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (କେଏମସି) ନିର୍ବାଚନର ଫଳାଫଳ ମଙ୍ଗଳବାର ସ୍ପଷ୍ଟ ହେବ। ଏଥିପାଇଁ ସକାଳୁ ମତଗଣନା ଆରମ୍ଭ ହୋଇ ଯାଇଛି। କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ଟିଏମସି ୬୯ଟି ଆସନରେ ଆଗୁଆ ରହିଛି। ଚାରିଟି ଆସନରେ ଭାଜପା ଅଗ୍ରଣୀ ଥିବାବେଳେ…

ଭୋଟର କାର୍ଡ ସହ ଆଧାର ଲିଙ୍କ୍‌ ସ୍ବେଚ୍ଛାକୃତ

ନୂଆଦିଲ୍ଲୀ, ୨୧।୧୨: ଲୋକ ସଭାରେ ସୋମବାର ବିରୋଧୀଙ୍କ ପ୍ରତିବାଦ ଓ ହଟ୍ଟଗୋଳ ମଧ୍ୟରେ ନିର୍ବାଚନୀ ସଂସ୍କାର ବିଲ୍‌ ଗୃହୀତ ହୋଇଯାଇଛି। ଭୋଟର ପରିଚୟପତ୍ରକୁ ଆଧାର ନମ୍ବର ସହ ସଂଯୋଗ କରିବା ଲାଗି ବିଲ୍‌ରେ ପ୍ରସ୍ତାବ ରହିଛି। ତେବେ ଏହାକୁ କଂଗ୍ରେସ, ଡିଏମ୍‌କେ,…

କମ୍ପୁଛି ଉତ୍ତର ଭାରତ: ତାପମାତ୍ରା ମାଇନସ୍ ୫.୨, ବରଫ ହେଲାଣି ପାଣି

ନୂଆଦିଲ୍ଲୀ, ୨୧ ।୧୨: ଦେଶରେ ହଠାତ୍ ଶୀତର ପ୍ରକୋପ ବଢିବା ସହ ପାରଦ ହୋଇଛି ତଳମୁହାଁ । ସମଗ୍ର ଉତ୍ତର ଭାରତ ଥଣ୍ଡାରେ ଥରୁଥିବା ବେଳେ ପାହାଡ ଉପରେ ବରଫର ମୋଟା ଚାଦର ବିଛାଇ ହୋଇଗଲାଣି । ରାଜସ୍ଥାନର ଅନେକ ସ୍ଥାନରେ…

କ୍ରିକେଟ୍‌ର ‘ଡନ୍‌’ କିଏ ଜାଣନ୍ତି

କ୍ରିକେଟରେ ସାର୍‌ ଡନ ବ୍ରାଡମ୍ୟାନଙ୍କ ନାଁ ଆଜି ବି ସର୍ବଶ୍ରେଷ୍ଠ। ତାଙ୍କୁ କ୍ରିକେଟର୍‌ ‘ଡନ୍‌’ କୁହାଯାଏ। ତାଙ୍କ ପରି ଏକ ରନ ମେସିନ କ୍ରିକେଟରେ ଆସିବା କଷ୍ଟକର। ଟେଷ୍ଟରେ ହାରାହାରି ୯୯.୯୪ରେ ରନ୍‌ ସ୍କୋର କରିବା ଏହାର ପ୍ରମାଣ। ବ୍ରାଡମ୍ୟାନ ବ୍ୟାଟ…

କ୍ୟାଲୋରିକୁ ସନ୍ତୁଳିତ ରଖେ ରକ୍ତଦାନ

କଥାରେ ଅଛି ରକ୍ତଦାନ ମହାପୁଣ୍ୟ। ଅନେକେ ଏହାକୁ ଜୀବନର ଏକ ଅଙ୍ଗ ଭାବରେ ଧରିନେଇଥାଆନ୍ତି। ତେବେ ରକ୍ତଦାନ କରିବା ଦ୍ୱାରା ଆମ ଶରୀରରେ କ୍ୟାଲୋରି ପରିମାଣ ସନ୍ତୁଳିତ ରହିବ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। କାରଣ ଆମ ଶରୀରରେ କ୍ୟାଲୋରି…

ଚାଇନା-ପାକିସ୍ତାନ ତିକ୍ତତା ମଧ୍ୟରେ ପଞ୍ଜାବ ସୀମାରେ ଭାରତ ନିୟୋଜିତ କଲା ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ

ନୂଆଦିଲ୍ଲୀ,୨୧ ।୧୨: ଆକାଶ ମାର୍ଗରେ ଆକ୍ରମଣ ଆଶଙ୍କା କରି ଦେଶ ତା’ର ପ୍ରଥମ ଏୟାର ଡିଫେନ୍ସ ସିଷ୍ଟମକୁ ପଞ୍ଜାବ ସୀମାରେ ନିୟୋଜିତ କରିଛି । ଭାରତୀୟ ବାହୁସେନା ରୁଷିଆ ଠାରୁ ମିଳିଥିବା ଏସ୍‌-୪୦୦ ଏୟାର ଡିଫେନ୍ସ ମିଜାଇଲ ସିଷ୍ଟମର ପ୍ରଥମ ସ୍କାଡନକୁ…

କରୋନା ମହାମାରୀ: ନାଜାଲ ଭ୍ୟାକ୍ସିନର ତୃତୀୟ ଷ୍ଟେଜ ଟେଷ୍ଟ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ

ନୂଆଦିଲ୍ଲୀ,୨୧ ।୧୨: କରୋନା ମହାମାରୀକୁ ଦୂରେଇବା ଲାଗି ଭ୍ୟାକ୍ସିନ ଏକମାତ୍ର ଉପାୟ ହୋଇଥିବା ବେଳେ ଭାରତ ବାୟୋଟେକ ଇତିମଧ୍ୟରେ ଡ୍ରଗ୍ସ ରେଗୁଲେଟରକୁ ନାକରେ ଦିଆଯାଇପାରିବା କୋଭିଡ ଟିକାର ତୃତୀୟ ଷ୍ଟେଜ ଟେଷ୍ଟ ପାଇଁ ଅନୁମତି ମାଗିଛି । ପୂର୍ବରୁ ଦୁଇଟି ଯାକ…

ପାର୍କ ଯାଉ ଯାଉ ଗଛ ପ୍ରେମରେ ପଡିଲେ ଏହି ମହିଳା: ଆଉ ତା’ପରେ

ଇଂଲଣ୍ଡର ଜଣେ ମହିଳାଙ୍କ ବିବାହ ଆଜିକାଲି ଚର୍ଚ୍ଚାରେ ରହିଛି। ଏହି ମହିଳା ମଣିଷ କି ପଶୁ ନୁହେଁ, ଗଛକୁ ବିବାହ କରିଛନ୍ତି। ମହିଳା ଜଣକ ଗଛ ଭିତରେ ତାଙ୍କର ସର୍ବୋତ୍ତମ ବନ୍ଧୁଙ୍କୁ ଦେଖି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମହିଳା ଜଣକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri