Home

‘ତୁମର ଖରାପ ଦିନ ଖୁବ୍‌ ଶୀଘ୍ର ଆସିବି’

ନୂଆଦିଲ୍ଲୀ, ୨୦।୧୨ : ‘ତୁମମାନଙ୍କ ଖରାପ ଦିନ ଆସିବ। ମୁଁ ତୁମକୁ ଅଭିଶାପ ଦେଉଛି ’। ଏଭଳି ଶବ୍ଦରେ ରାଜ୍ୟ ସଭାରେ ଶାସକ ଭାଜପା ଉପରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ। ସୋମବାର ରାଜ୍ୟ ସଭାରେ ନାର୍କୋଟିକ୍‌ ଡ୍ରଗ୍ସ…

ମାଲ୍ୟା, ଚୋକ୍‌ସି, ନିରବଙ୍କଠାରୁ ଆଦାୟ ହୋଇଛି ୧୩ ହଜାର କୋଟି

ନୂଆଦିଲ୍ଲୀ,୨୦।୧୨: ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଭଳି ପଳାତକଙ୍କଠାରୁ ୧୩,୧୦୯.୧୭ କୋଟି ଟଙ୍କା ଆଦାୟ କରିଛି। ଏ ନେଇ ସୋମବାର ଲୋକସଭାରେ କହିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସିଥାରମଣ। ବିରୋଧୀଙ୍କ ହଟ୍ଟଗୋଳରେ ଲୋକସଭାରେ ଅତିରିକ୍ତ ଖର୍ଚ୍ଚ ଦାବି…

କେନ୍ଦୁଝରରେ ତାପମାତ୍ରା ୭.୨ ଡିଗ୍ରୀକୁ ଖସିଲା

କେନ୍ଦୁଝର,୨୦ା୧୨(ସ୍ବ.ପ୍ର.): ଜିଲାରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ରେକର୍ଡ ହୋଇଛି। ରାତିରେ ତାପମାତ୍ରା ହ୍ରାସ ପାଉଥିବାରୁ ଲୋକମାନେ ବହୁ ଅସୁବିଧା ଭୋଗୁଛନ୍ତି। ଆସନ୍ତାକାଲି ତାପମାତ୍ରା ଆହୁରି ତଳକୁ ଖସି ଆସିବା ସମ୍ଭାବନା ରହିଛି। ଗତ ଦୁଇଦିନ ହେଲା ତାପମାତ୍ରା ୧୦…

ନିର୍ବାଚନ ଆଇନ ସଂଶୋଧନ ବିଲ, ୨୦୨୧ ଲୋକ ସଭାରେ ଆଗତ

ନୂଆଦିଲ୍ଲୀ,୨୦।୧୨: ନିର୍ବାଚନ ଆଇନ (ସଂଶୋଧନ) ବିଲ,୨୦୨୧ ଲୋକ ସଭାରେ ଆଗତ କରାଯାଇଛି। ଏହି ବିଲରେ ଭୋଟର କାର୍ଡକୁ ଆଧାର କାର୍ଡ ସହିତ ଯୋଡିବା ପାଇଁ ଏକ ବ୍ୟବସ୍ଥା କରାଯାଇଛି। ଏହାପୂର୍ବରୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଏଆଇଏମଆଇଏମ, ଆରଏସପି, ବିଏସପି ଭଳି ଦଳ…

୫ ବର୍ଷ ଗର୍ଭଧାରଣ ପରେ ଛୁଆ ଦେଇଥାଏ ଏହି ମାଛ

ଦୁନିଆରେ ଅନେକ ରହସ୍ୟମୟ ଜୀବ ଅଛନ୍ତି। ଏଥିମଧ୍ୟରୁ ଏକ ମାଛ ରହିଛି, ଯାହାକୁ ଜୀବନ୍ତ ଜୀବାଶ୍ମ ମଧ୍ୟ କୁହାଯାଏ। ଏହି ମାଛର ନାମ ହେଉଛି ‘କୋଏଲାକାନ୍ଥ୍‌’। ଯାହା ଡାଇନୋସର ସମୟରୁ ପୃଥିବୀରେ ରହିଛି। କୁହାଯାଏ, ଏହି ମାଛର ବୟସ ୧୦୦ ବର୍ଷ…

ମା’ଙ୍କ ଗୋଟିଏ ଛୋଟ ଭୁଲ୍‌ ଯୋଗୁ, ପୁଅର ୩୦୦୦ କୋଟି ଟଙ୍କା କ୍ଷତି

ସାଧାରଣତଃ ମା’ବାପା ନିଜ ସନ୍ତାନର ସର୍ବଦା ଉନ୍ନତି ଚାହାନ୍ତି। ପୁଅ ହେଉ କିମ୍ବା ଝିଅ, ଉଚ୍ଚ ସୋପାନରେ ପହଞ୍ଚତ୍ଲେ ସେମାନେ ଖୁସି ହୁଅନ୍ତି। କିନ୍ତୁ ନିକଟରେ ଜଣେ ମା’ ଗୋଟିଏ ଛୋଟ ଭୁଲ୍‌ କରି ନିଜ ପୁଅର ୩୦୦୦ କୋଟି ଟଙ୍କା…

ରୁଷିଆ-ଚାଇନା ସମ୍ପର୍କକୁ ନେଇ ଚିନ୍ତାରେ ଭାରତ

ମସ୍କୋ,୨୦ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗଙ୍କ ନିକଟତର ହେବା ଭାରତ ପାଇଁ ଚିନ୍ତାର ବିଷୟ। ସମ୍ପ୍ରତି ଦୁଇ ନେତାଙ୍କ ଭର୍ଚୁଆଲ ବୈଠକ ପରେ ରୁଷିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ ଏକ ବିବୃତ୍ତି ଜାରି କରି…

ପନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ କଲେ ଭିଡିଓ କଲ୍‌

ଡେରାଡୁନ,୨୦।୧୨: ଭାରତୀୟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହା ଘୋଷଣା କରିଛନ୍ତି। ଏହା ପରେ ପନ୍ତ କହିଛନ୍ତି ଯେ, ତାଙ୍କ ରାଜ୍ୟରେ କ୍ରୀଡା ଏବଂ ସ୍ବାସ୍ଥ୍ୟକୁ…

ଡ୍ରେନ୍‌ରେ ପଶିଗଲା କାର୍‌

ଗଞ୍ଜାମ,୨୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ସହରର ମୁଖ୍ୟ ଡ୍ରେନ୍‌ରେ ସୋମବାର ଗୋଟିଏ କାର୍‌ ପଶି ଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏହି କାର୍‌ରେ ତିନି ମହିଳା ଓ ଜଣେ ଶିଶୁ ଥିଲେ l ଜଣେ ମହିଳାଙ୍କ ହାତରେ ଆଘାତ ଲାଗିଥିବା ବେଳେ ଅନ୍ୟମାନେ…

ବିଶ୍ୱରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ଆଡିଲେଡ,୨୦।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆଡିଲେଡରେ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନ ଏକ ନିଆରା ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଟେଷ୍ଟ କ୍ରିକେଟରେ ଦୁନିଆର କୌଣସି…

ଜିଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମହୁତି ଉଦ୍ୟମ

ବରଗଡ଼ ଅଫିସ,୨୦ା୧୨: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ଗତମାସ ୬ ତାରିଖରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲେଖି ଜଣାଇଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଉ ନ ଥିବା ବଡ଼…

ଓମିକ୍ରନକୁ ନେଇ ତତ୍ପର କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୦।୧୧: ଦିଲ୍ଲୀରେ ଓମିକ୍ରନର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ସୋମବାର କ୍ୟାବିନେଟ ଏବଂ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଓମିକ୍ରନର ବିପଦକୁ ମୁକାବିଲା କରିବା ପାଇଁ ଦିଲ୍ଲୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri