‘ଓମିକ୍ରନ’ ନେଇ ବଢ଼ିଲା ଚିନ୍ତା: ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ସରକାର
ଭୁବନେଶ୍ବର, ୨୧।୧୨(ବ୍ୟୁରୋ): ଓଡ଼ିଶାରେ ଦୁଇ ଓମିକ୍ରନ ଆକ୍ରାନ୍ତ ମଙ୍ଗଳବାର ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । ଏନେଇ ପ୍ରସ୍ତୁତି ସମ୍ପର୍କରେ ସରକାର ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। କିଛି ସମୟ ମଧ୍ୟରେ ଲୋକସେବା ଭବନରେ ଏହି ବୈଠକ ଆରମ୍ଭ…
ଏମ୍ପି ଦାନିଶ ଅଲିଙ୍କୁ କରୋନା: ଗୋଟିଏ ଦିନ ପୂର୍ବରୁ ଗୃହରେ ଥିଲେ ଉପସ୍ଥିତ
ନୂଆଦିଲ୍ଲୀ,୨୧।୧୨:ବହୁଜନ ସମାଜ ପାର୍ଟି ଏମ୍ପି ଦାନିଶ ଅଲି କରୋନା ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ସେ ଟୁଇଟରରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଟିକାକରଣର ଉଭୟ ଡୋଜ ପାଇବା ସତ୍ତ୍ୱେ ମୁଁ କରୋନା ପଜିଟିଭ୍ ଗତକାଲି (ସୋମବାର) ମୁଁ ସଂସଦର ପ୍ରକ୍ରିୟାରେ…
ବିବାହର ଗୋଟିଏ ଦିନ ପୂର୍ବରୁ କନ୍ୟାଙ୍କ ଏମିତି କାଣ୍ଡ: ସମସ୍ତଙ୍କ ଉଡିଲା ହୋଶ୍
ଲକ୍ଷ୍ନୌ,୨୧।୧୨: ଉତ୍ତରପ୍ରଦେଶରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମାତାପିତା ଝିଅ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ଅତିଥିମାନେ ପହଞ୍ଚିଥିଲେ, ଘର ସଜାଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କନ୍ୟା ଏପରି କାମ କରିଥିଲେ ଯେ ପରିବାର ସଦସ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ…
ସାଧାରଣ କାଶ ବି ହୋଇପାରେ ଓମିକ୍ରନ୍ ଲକ୍ଷଣ…
ଲଣ୍ଡନ/ନୂଆଦିଲ୍ଲୀ, ୨୧।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ ଆକ୍ରାନ୍ତଙ୍କୁ ବିଶ୍ଳେଷଣ କରୁଥିବା ବୈଜ୍ଞାନିକମାନେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଦକ୍ଷିଣଆଫ୍ରିକାରେ ଓମିକ୍ରନ ଆକ୍ରାନ୍ତଙ୍କଠାରେ ଦେଖାଯାଉଥିବା ଏକ…
ବାଜି ମାରିନେଲେ ଦିଦି
କୋଲକତା,୨୧।୧୨: କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (କେଏମସି) ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଏକ ବିଜୟ ଆଡକୁ ଗତି କରୁଛି। ୧୪୪ଟି ସିଟ ମଧ୍ୟରୁ ଟିଏମସି ୫୪ଟି ଜିତିଛି ଏବଂ ୭୮ରେ ଆଗୁଆ ରହିଛି। ଏଠାରେ ଭୋଟ ଗଣତି ମଧ୍ୟରେ…
ଚାଇନାର ଦାଦାଗିରି: ଏଲ୍ଏସିରେ ହେଲିପ୍ୟାଡ୍ ନିର୍ମାଣ…
ଲଦାଖ, ୨୧।୧୨: ଏଲ୍ଏସିା ଲଦାଖ ଅଞ୍ଚଳରେ ଚାଇନା ନିଜର ବେଆଇନ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଆମେରିକା ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ, ଚାଇନା ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ହେଲିପ୍ୟାଡ୍ ଏବଂ କଂକ୍ରିଣ୍ଟ୍ ନିର୍ମାଣ କାର୍ଯ୍ୟ ସହିତ ବୋଟ ମୁତୟନ କରିଛି।…
ଦେଶରେ ୨୦୦ ଛୁଇଁଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି। ନୂଆ ବର୍ଷ ଏବଂ ବଡ଼ଦିନ ନୂଆ ଅସୁବିଧା ଆଣିବାର ଆଶଙ୍କା ରହିଛି ବୋଲି ସ୍ବାସ୍ଥ୍ୟ…
ଆସନ୍ତା ୨ ମାସ ପାଇଁ ପଡ଼ିଆକୁ ଓହ୍ଲାଇବେ ନାହିଁ ପାଣ୍ଡ୍ୟା!
ନୂଆଦିଲ୍ଲୀ,୨୧।୧୨: ୨୦୨୧ ଭାରତୀୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଦୌ ଭଲ ନ ଥିଲା। ସେ ପ୍ରଥମେ ଆଇପିଏଲ ୨୦୨୧ରେ ବିଫଳ ହୋଇଥିଲେ। ତା’ପରେ ଟି -୨୦ ବିଶ୍ୱକପରେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ…
ସର୍ବବୃହତ୍ କ୍ରୁଜ୍ ଶିପ୍ରେ ୪୮ କରୋନା ଆକ୍ରାନ୍ତ, ଆତଙ୍କରେ ୬୦୦୦ ଯାତ୍ରୀ…
ମିୟାମୀ, ୨୧।୧୨: ପୃଥିବୀର ସର୍ବବୃହତ୍ କ୍ରୁଜ୍ ଶିପ୍ ରୟାଲ କାରିବିୟାନ୍ର ୪୮ ଯାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏହି ଶିପ୍ରେ ଥିବା ୬,୦୦୦ ଯାତ୍ରୀ ଏବେ ଆତଙ୍କରେ ରହିଛନ୍ତି। କଡ଼ା କଟକଣା ଏବଂ ମାର୍ଗଦର୍ଶିକା ତଥା ସୁରକ୍ଷା ବ୍ୟବସ୍ଥା…
ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ…
ଗୁରଦାସପୁର, ୨୧।୧୨: ପୂର୍ବରୁ ଜମ୍ମୁ-କଶ୍ମୀରର ଏଲଓସିରେ ପାକିସ୍ତାନ ପଟୁ ଅନୁପ୍ରବେଶ ହେଉଥିଲା। ତେବେ ଏବେ ପାକିସ୍ତାନୀ ଆତଙ୍କବାଦୀମାନେ ପଞ୍ଜାବରେ ସୀମାବାଟେ ଭାରତରେ ଅନୁପ୍ରବେଶ କରିବା ଉଦ୍ୟମ କରୁଛନ୍ତିି। ମଙ୍ଗଳବାର ଗୁରୁଦାସପୁର ସେକ୍ଟରରେ ବିଏସଏଫ ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗୁଳି କରି…
ପୁଣି ପ୍ରେମରେ ପଡିଲେ ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ
ବଲିଉଡ ଅଭିନେତା ହ୍ରିତିକ ରୋଶନ ସୁଜାନେ ଖାନଙ୍କଠାରୁ ଛାଡପତ୍ର ନେଇଛନ୍ତି। ସୁଜାନେ ଏବେ ପୁଣିଥରେ ପ୍ରେମରେ ପଡିଛନ୍ତି। ହ୍ରିତିକ୍ଙ୍କ ଠାରୁ ଅଲଗା ହେବାପରେ ସୁଜାନେ ଆଜିକାଲି ଟିଭି ଅଭିନେତା ଅଲି ଗୋନିଙ୍କ ଭାଇ ଆର୍ସଲାନ ଗୋନିଙ୍କୁ ଡେଟ୍ କରୁଛନ୍ତି। ଉଭୟଙ୍କୁ ଅନେକ…
ଟିକା ନେଇଥିବା ଲୋକ ସହଜରେ ହେଉଛନ୍ତି ଓମିକ୍ରନ୍ରେ ଆକ୍ରାନ୍ତ…
ଜେନେଭା/ନୂଆଦିଲ୍ଲୀ, ୨୧।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ପୃଥିବୀରେ ସଙ୍କଟ ବଢ଼ିବାରେ ଲାଗିଛି। ତେବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞଙ୍କ ଅନୁସାରେ ଟିକା ନେଇଥିବା ଲୋକ ସହଜରେ ଓମିକ୍ରନ୍ରେ ଆକ୍ରାନ୍ତ ହେଉଛନ୍ତି। ଏହା ସହିତ ଓମିକ୍ରନ୍ ପୂର୍ବର ସମସ୍ତ ଭାରିଆଣ୍ଟ୍…
Archives


