Home

କୃଷିମନ୍ତ୍ରୀଙ୍କ ଟୁଇଟ୍‌, ଫେରିବନି କୃଷି ଆଇନ…

ନୂଆଦିଲ୍ଲୀ, ୨୬।୧୨: କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଦୁଇଦିନ ତଳେ ତିନି କୃଷି ଆଇନକୁ ପୁଣି ନୂଆ ରୂପରେ ଫେରାଇ ଅଣାଯିବ ବୋଲି ମହାରାଷ୍ଟ୍ରର ନାଗପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତବ୍ୟ ଦେଇଥିଲେ। ସରକାର ପ୍ରତ୍ୟାହାର କରି ନେଇଥିବା…

ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ

ଲେଫ୍ରିପଡ଼ା,୨୬ା୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ରେଞ୍ଜ ଅନ୍ତର୍ଗତ ଦଲକି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ସେହି ଗ୍ରାମର ସୁରଜ ବାର୍ଲା(୪୫) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ…

କେନ୍ଦୁଝରରେ ପ୍ରଥମ କୁହୁଡ଼ି

କେନ୍ଦୁଝର,୨୬ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଚଳିତ ଶୀତ ଋତୁର ପ୍ରଥମ କୁହୁଡି ରବିବାର ସକାଳେ ଦେଖିବାକୁ ମିଳିଛି। ସକାଳ ୯ଟା ପର୍ଯ୍ୟନ୍ତ ଏହି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ସକାଳ ହୋଇଯାଇଥିବା ସତ୍ତ୍ୱେ ମୁଖ୍ୟ ରାସ୍ତାରେ ଲାଇଟ୍‌ ବନ୍ଦ ହୋଇଯାଇଥିବା ବେଳେ ଶହେ…

ଟସ୍‌ ଜିତିଲା ଭାରତ

ସେଞ୍ଚୁରିଆନ୍‌,୨୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନ ଗ୍ରାଉଣ୍ଡରେ ଖେଳାଯାଉଛି। ଭାରତ ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକା ଦଳ ବୋଲିଂ…

ପ୍ରଥମ ଦରମା ଟଙ୍କାରେ ଗରିବ ପିଲାଙ୍କ ପାଇଁ ପାଠ୍ୟ ଉପକରଣ କିଣିଥିଲି: ଭବାନୀ ଭୂୟାଁ

ପିଲାଦିନେ ବେଳେ ବେଳେ ଭାବେ ଚାକିରୀ କରିବି । ବାପା, ମାଆଙ୍କୁ ଆଣି ପାଖରେ ରଖିବି କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଚିନ୍ତାଧାରା ବି ପରିବର୍ତ୍ତିତ ହେବାକୁ ଲାଗିଲା । ମୁଁ ମୋର ପ୍ରଥମ ରାଜନୈତିକ କର୍ମକ୍ଷେତ୍ରରୁ (ବାଲିଆପାଳରୁ…

ନୁଡଲ୍ସ ଫ୍ୟାକ୍ଟ୍ରିରେ ଫାଟିଲା ବଏଲର, ୬ ମୃତ-୧୨ରୁ ଅଧିକ ଆହତ…

ମୁଜାଫରପୁର, ୨୬।୧୨: ବିହାରର ମୁଜାଫରପୁରଠାରେ ଥିବା ନୁଡଲ୍ସ୍‌ ଫ୍ୟାକ୍ଟ୍ରିରେ ଥିବା ବଏଲରରେ ଫାଟିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ବଏଲର ପ୍ରଚଣ୍ଡ ବିସ୍ଫୋରଣ କରି ଫାଟି ଯାଇଥିଲା। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ଭିର୍ତ୍ତିିରେ…

ସେନାଙ୍କ ଗାଁ ବିଲିପଡ଼ା

ପବିତ୍ର ଦେଶ ମାତୃକାର ସେବା କରିବା ପାଇଁ ଅନେକ ଯୁବତୀଯୁବକ ସୈନ୍ୟବାହିନୀରେ ଯୋଗଦେଇଥାନ୍ତି। ସେମାନଙ୍କ ତ୍ୟାଗ ଓ ଦେଶପ୍ରେମ ସେମାନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥାଏ। ତେବେ ଓଡ଼ିଶାର ଏମିତି ଏକ ଗାଁ ଅଛି ଯେଉଁଠି ଏକାଧିକ ଯୁବକ ସୈନ୍ୟବାହିନୀରେ ଯୋଗଦେଇ ଗାଁକୁ…

ଜଗନ୍ନାଥଙ୍କ ଦର୍ଶନରେ ହୁଏ ନୂଆବର୍ଷର ଆରମ୍ଭ: ଅଭିନେତ୍ରୀ ଶୀତଲ ପାତ୍ର

‘ଶ୍ରୀ ଜଗନ୍ନାଥ’ ଆଧ୍ୟାତ୍ମିକ ସିରିୟଲର ‘କେତକୀ’ ଚରିତ୍ରରୁ ‘ଚୋରଣୀ’ ଚଳଚ୍ଚିତ୍ରରେ ଜଣେ ଚୋରଣୀ ଭୂମିକା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଚରିତ୍ରକୁ ବେଶ୍‌ ଦକ୍ଷତାର ସହ ତୁଲାଇଥିବା ଗ୍ଲାମର୍ସ ଅଭିନେତ୍ରୀ ଶୀତଲ ପାତ୍ର ଅଛନ୍ତି ଏଥରର ସେଲିବ୍ରିଟି ସିକ୍ରେଟ୍‌ରେ… ନୃତ୍ୟରୁ ହୋଷ୍ଟିଂ, ତା’ପରେ…

ଭାଇଜାନ୍‌ ସଲମାନ୍‌ଙ୍କୁ କାମୁଡ଼ିଲା ସାପ, ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ହସ୍ପିଟାଲରେ…

ମୁମ୍ବାଇ, ୨୬।୧୨: ଭାଇଜାନ୍‌ ସଲମାନ୍‌ ଖାଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପନଓ୍ବେଲ ସ୍ଥିତ ଫାର୍ମ ହାଉସ୍‌ରେ ତାଙ୍କୁ ସାପ କାମୁଡ଼ିବାରୁ ଭୋର୍‌ ୩ଟାରେ ଚିକିତ୍ସା ଲାଗି ତାଙ୍କୁ ମୁମ୍ବାଇର କାମୋଠେ ସ୍ଥିତ ଏମ୍ଜିଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ…

ନିଜ ଖୁସି ନିଜ ହାତରେ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରକୁ ଯେ କେବଳ କିଛି ନୂଆ ଜିନିଷ କିଣି ଆଣିଲେ କିମ୍ବା କିଛି ନୂଆ ଉପାୟ ଅବଲମ୍ବନ କଲେ ନୂଆବର୍ଷର ଖୁସି ବଢିଯିବ, ତାହା ଭାବିବା ଠିକ୍‌ ନୁହେଁ। ଏଥିପାଇଁ ନିଜକୁ ବି କିଛି ହାଲ୍‌କା ପରିଶ୍ରମ କରିବାକୁ…

ପୁଣି ବାପା ହେବେ କି ପାଣ୍ଡ୍ୟା!

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ବାପା ହେବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଖ୍ରୀଷ୍ଟମାସ ଅବସରରେ ପାଣ୍ଡ୍ୟାଙ୍କ ସ୍ତ୍ରୀ ତଥା ସର୍ବିଆ ମଡେଲ ନତାଶା ଷ୍ଟାନକୋଭିକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ…

ଯିଏ ପକାଇଥିଲେ ଏସିଡ୍‌, ତାଙ୍କୁ ହେଲେ ବାହା

ତୁର୍କୀ,୨୬ା୧୨: ତୁର୍କୀର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଉଦାରତା ଏବେ ଚର୍ଚ୍ଚାରେ ରହିଛିି। ଯେଉଁ ଯୁବକ ତାଙ୍କ ମୁହଁକୁ ଏସିଡ୍‌ ପକାଇଥିଲେ ସେହି ଯୁବକଙ୍କୁ ବିବାହ କରିଛନ୍ତି ଯୁବତୀ। ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri