‘ଭାରତ-ଆମେରିକା’ର ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ’
ଓ୍ବାଶିଂଟନ,୨୨ା୧୦: ଆମେରିକାରେ ଭାରତର ରାଷ୍ଟ୍ରଦୂତ ତରଣଜିତ୍ ସିଂ ସାନ୍ଧୁ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ଆଧାର ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏହା କ୍ରମାଗତ ଭାବେ ବଢୁଛି। କଂଗ୍ରେସର ବରିଷ୍ଠ କର୍ମଚାରୀଙ୍କ ପାଇଁ ଇଣ୍ଡିଆ ହାଉସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…
ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ କରୋନା ଟିକା
ଭୁବନେଶ୍ବର,୨୨।୧୦(ବ୍ୟୁରୋ): ବିନା ଛୁଞ୍ଚିରେ ଟିକା ନେବେ ଶିଶୁ । କରୋନାର ଜାଇପର ଡି’ ଟିକା ବିନା ଛୁଞ୍ଚିରେ ଶିଶୁମାନଙ୍କୁ ଦେବାକୁ ପରାମର୍ଶ ଦିଆଯାଇଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଶୁକ୍ରବାର ସୂଚନା ଦେଇଛନ୍ତି । ୧୨ ବର୍ଷରୁ ୧୮…
ପ୍ରଦୀପ ସେବା ନୁହେଁ, ହେବା ଲାଗି ଦଳ ଛାଡ଼ିଛନ୍ତି: ନିରଞ୍ଜନ
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ନବରଙ୍ଗପୁର ପୂର୍ବତନ ଏମ୍ପି ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି କ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସେବା ନୁହେଁ, ହେବା…
ଆକାଶଛୁଆଁ ତୈଳଦର; ଆଜି ପୁଣି ବଢ଼ିଲା…
ନୂଆଦିଲ୍ଲୀ,୨୨।୧୦: ତୈଳଦର ବୃଦ୍ଧିରେ ଲାଗୁନି ଲଗାମ। ଶୁକ୍ରବାର ପୁଣି ୩୫ ପଇସା ବଢ଼ିଛି ପେଟ୍ରୋଲ-ଡିଜେଲ ଦର। ଏହାପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୬.୮୯ ଟଙ୍କା, ମୁମ୍ବାଇରେ ୧୧୨.୭୮ ଟଙ୍କାରେ ପହଞ୍ଚିଛି। ସେହିଭଳି ଦିଲ୍ଲୀରେ ଡିଜେଲ ଲିଟର ପିଛା ୯୫.୬୨ ଟଙ୍କା…
ମନୀଷ ମୃତ୍ୟୁ ମାମଲା: କନଷ୍ଟେବଳ ନିଲମ୍ବିତ
ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରିଛନ୍ତି କମିଶନରେଟ ପୋଲିସ। ପ୍ରସନ୍ନ ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଳ ସଂଘର ସମ୍ପାଦକ ଥିବା ସୂଚନା…
ଆଇପିଏଲ୍ ଦଳ କିଣିବେ ଦୀପିକା-ରଣବୀର!
ବଲିଉଡ ତାରକା ଏବଂ କ୍ରିକେଟର ଅତି ଘନିଷ୍ଠ ସମ୍ପର୍କ ଅଛି। ଅନେକ ବଲିଉଡ୍ ସେଲିବ୍ରିଟି କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି। ଅନେକ ସେଲିବ୍ରିଟିଙ୍କ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଅଂଶଧନ ରହିଛି। ପ୍ରୀତି ଜିଣ୍ଟା, ଶାହରୁଖ ଖାନ ଏବଂ…
ଏକୁଟିଆ ଲଢିବ କଂଗ୍ରେସ
ପାଟନା,୨୨।୧୦: ବିବାହରରେ ମହାମେଣ୍ଟର ବ୍ରେକ ଅପ ଖବର ସାମ୍ନାକୁ ଆସିଛି।ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଏହି ପ୍ରସଙ୍ଗରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ ପାଟନାରେ ପହଞ୍ଚିବା ମାତ୍ରେ କହିଛନ୍ତି, ମହାମେଣ୍ଟ ଭାଙ୍ଗିବା ପାଇଁ କେବଳ ଆନୁଷ୍ଠାନିକ…
ଶାଢ଼ି ପିନ୍ଧି ଫଟୋ ଶୁଟ୍ କଲେ ଏହି ଅଭିନେତ୍ରୀ,ପ୍ରଶଂସକ କହିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଅନେକ ସମୟରେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ଶ୍ରଦ୍ଧାଙ୍କ ସୌନ୍ଦର୍ଯ୍ୟରେ ପାଗଳ। ନିକଟରେ ସେ…
ପାକିସ୍ତାନ ଟିମ୍ ପାଖରେ ହରାଇବାକୁ କିଛି ନାହିଁ, କିନ୍ତୁ ଟିମ୍ ଇଣ୍ଡିଆର ସ୍ଥିତି ଖରାପ: ଶୋଏବ
ନୂଆଦିଲ୍ଲୀ,୨୨।୧୦: ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୪ରେ ଟି-୨୦ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଖେଳିବ ଭାରତ। ଏହି ମୁକାବିଲାକୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି। ଗୋଟିଏ ପଟେ ଦୁଇଟିଯାକ ଅଭ୍ୟାସ ମ୍ୟାଚ୍ରେ ବିଜେତା ହୋଇ ଭାରତର ମନୋବଳ ଦୃଢ଼ ରହିଥିବା…
ଅମିତାଭଙ୍କ ଘରେ ଭଡ଼ାରେ ରହିବେ ଏହି ଅଭିନେତ୍ରୀ
ବମ୍ବେ: ଘର ଖୋଜୁଥିଲେ ବଲିଉଡ୍ ଅଭିନେତ୍ରୀ କ୍ରିତି ସେନନ। ଚାରିଆଡେ ଖୋଜି ଖୋଜି ଥକି ଯାଇଥିଲେ ହେଁ ମନଲାଖି ଘର ଖଣ୍ଡିଏ ମିଳୁ ନ ଥିଲା। ଶେଷରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଏକ ନୂଆ ଡୁପ୍ଲେକ୍ସକୁ ଘରଭଡ଼ାରେ ନେଇଛନ୍ତି କ୍ରିତି। ଯେଉଁ…
ଅର୍ଥାଭାବ, ସ୍ତ୍ରୀସ୍ବାମୀ ଭିତରେ ଝଗଡ଼ା ଲାଗି ରହୁଛି କି? କର୍ପୂରକୁ ଏଭଳି ବ୍ୟବହାର କରି ଦେଖନ୍ତୁ ପରିଣାମ…
ସାଧାରଣତଃ କର୍ପୂରର ବ୍ୟବହାର ପୂଜା ସମୟରେ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ କର୍ପୂର ଘରେ ଥିବା ନକରାତ୍ମକ ଶକ୍ତିକୁ ଶେଷ କରିଥାଏ। ଏହାଦ୍ୱାରା ପରିବାରରେ ହସଖୁସିର ପରିବେଶ ଥାଏ। କେବଳ ଏତିକି ନୁହେଁ କର୍ପୂର ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ କାରିଗର…
ପରିବାର ବଢ଼ାଇବା ପାଇଁ ଏହି ସହରରେ ମାଗଣାରେ ମିଳୁଛି ଜମି, ରହିଛି ଏଭଳି ସର୍ତ୍ତ
କାନବେରା,୨୨ା୧୦: ଭାରତର ଜନସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। କିନ୍ତୁ କିଛି ଦେଶ ଅଛି ଯେଉଁଠି ଏହାର ବିପରୀତ। ସମ୍ପ୍ରତି ଅଷ୍ଟ୍ରେଲିଆର କ୍ୱିଲିପ୍ ସହରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜନସଂଖ୍ୟା ବହୁତ କମ୍ ଅଟେ। ପରିସଂଖ୍ୟାନ ଅନୁଯାୟୀ,…
Archives


