ଏଇଠୁ ଆରମ୍ଭ, ଏଇଠି ଶେଷ
ନୂଆଦିଲ୍ଲୀ,୨୬।୧୨: କ୍ରିକେଟର ସମସ୍ତ ଫର୍ମାଟରୁ ଶୁକ୍ରବାର ସନ୍ୟାସ ଘୋଷଣା କରିଥିଲେ ହରଭଜନ ସିଂହ। ସେ ଶେଷଥର ପାଇଁ ୫ ବର୍ଷ ପୂର୍ବେ ଭାରତୀୟ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିଲେ। ତେବେ ଅବସର ନେଇ ଘୋଷଣା କରିବା ପରେ ହରଭଜନ ଶନିବାର ଜଳନ୍ଧରର…
‘ଆଫସ୍ପା’ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ
କୋହିମା,୨୬।୧୨: ନାଗାଲାଣ୍ଡରେ ବିବାଦୀୟ ଆଇନ ତଥା ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ (ଆଫସ୍ପା)କୁ ପ୍ରତ୍ୟାହାର ପାଇଁ ରବିବାର ଏକ କମିଟି ଗଠନ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା ପରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ନେଇଫ୍ୟୁ ରିଓ…
ସାପ କାମୁଡ଼ିବା ପରେ ଏବେ ଏମିତି ଅଛନ୍ତି ସଲମାନ
ମୁମ୍ବାଇ: ଭାଇଜାନ ତଥା ସଲମାନ ଖାନ୍ଙ୍କୁ ତାଙ୍କ ପାନଭେଲସ୍ଥିତ ଫାର୍ମ ହାଉସରେ ସାପ କାମୁଡ଼ିଥିଲା। ବିଳମ୍ବିତ ରାତିରେ ତାଙ୍କୁ କାମୋଥେ ଏମ୍ଜିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସାପ ବିଷାକ୍ତ ନ ଥିବାରୁ ତାଙ୍କ ଅବସ୍ଥା ସ୍ଥିର ରହିଛି। ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ…
ବଡ଼ ରେକର୍ଡ ହାସଲ କଲେ ବିରାଟ କୋହଲି
ସେଞ୍ଚୁରିଅନ,୨୬।୧୨: ସେଞ୍ଚୁରିଅନ ଟେଷ୍ଟରେ ପ୍ରବେଶ କରିବା ମାତ୍ରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏକ ବଡ଼ ରେକର୍ଡ କରିଛନ୍ତି। ସେ କୌଣସି ବଲ ନ ଖେଳି ଟେଷ୍ଟ ମ୍ୟାଚରେ ଏହି ରେକର୍ଡ ହାସଲ କରିଥିଲେ। ତିନି ଟେଷ୍ଟ ସିରିଜର ପ୍ରଥମ…
ବଢ଼ିଲା ପୁଅ ସମ୍ମୁଖରେ ମଲାଇକା ପିନ୍ଧିଲେ ଏଭଳି ପୋଷାକ; ରାଗିକରି କ୍ଲାସ୍ ନେଇଗଲେ…
ବମ୍ବେ: ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା। ଏଠାରେ ସେ ପ୍ରଶଂସକଙ୍କୁ ଫ୍ୟାଶନଠାରୁ ଆରମ୍ଭ କରି ଫିଟ୍ନେସ୍ ପର୍ଯ୍ୟନ୍ତ ସବୁକିଛିକୁ ନେଇ ଟିପ୍ସ ଦେଇଥାନ୍ତି। ତାଙ୍କର ଫ୍ୟାଶନ ସେନ୍ସକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ। ହେଲେ କେବେକେବେ…
କଳା ଫିତା ପିନ୍ଧି ପଡିଆକୁ ଓହ୍ଳାଇଲେ ଦକ୍ଷିଣ ଆଫ୍ରିକା ଖେଳାଳି
ସେଞ୍ଚୁରିଆନ୍,୨୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନର ସୁପରସପୋର୍ଟ ପାର୍କରେ ଖେଳାଯାଉଛି। ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମ୍ୟାଚର ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ…
ମୋବାଇଲ୍ ଧରୁଥିବା ଝିଅ ନୁହନ୍ତି, ୪୦-୫୦ ବର୍ଷୀୟ ମହିଳା ମୋଦିଙ୍କ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି: ଦିଗ୍ବିଜୟ
ଭୋପାଳ,୨୬।୧୨: କଂଗ୍ରେସ ନେତା ଦିଗ୍ବିଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ଜିନ୍ସ ପିନ୍ଧୁଥିବା ଏବଂ ମୋବାଇଲ୍ ଧରୁଥିବା ଝିଅ ନୁହେଁ…
ଖରାପ ରେକର୍ଡ ହାସଲ କଲା ଇଂଲଣ୍ଡ
ମେଲବୋର୍ନ,୨୬।୧୨: ଇଂଲଣ୍ଡ ଦଳ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ସେଠାରେ ୫ ମ୍ୟାଚ ଆଶେସ ସିରିଜ ଖେଳାଯାଉଛି। ତୃତୀୟ ଟେଷ୍ଟ ରବିବାର ଠାରୁ ଆରମ୍ଭ ହୋଇଛି। ଆୟୋଜକ ଅଷ୍ଟ୍ରେଲିଆ ଦଳ ଏବେ ସିରିଜରେ ୨-୦ ଆଗରେ ଅଛି। ତୃତୀୟ ଟେଷ୍ଟର ପ୍ରଥମ…
ଆମେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଏଇଥିପାଇଁ ନିର୍ମାଣ କରୁଛୁ, ବିଶ୍ୱର କୌଣସି ଦେଶ ଆମକୁ ଶତ୍ରୁ ଭାବେ ନ ଦେଖୁ: ରାଜନାଥ
ଲକ୍ଷ୍ନୌ,୨୬ ।୧୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରବିବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ବ୍ରହ୍ମୋସ ଏଇଥିପାଇଁ ନିର୍ମାଣ କରାଯାଉଛି, ଯେ ବିଶ୍ୱର କୌଣସି ବି ଦେଶ ଭାରତକୁ…
ନୋବେଲ ଶାନ୍ତି ପୁରସ୍କାର ବିଜେତା ଦେସମଣ୍ଡ ଟୁଟୁଙ୍କ ପରଲୋକ…
ଜୋହାନ୍ସବର୍ଗ, ୨୬।୧୨: ବର୍ଣ୍ଣବୈଷମ୍ୟ ବିରୋଧ ଏବଂ ଅଧିକାର ଲାଗି ସଂଗ୍ରାମ ଜାରି ରଖିଥିବା କେପଟାଉନର ଅବସରପ୍ରାପ୍ତ ଆଙ୍ଗଲିକାନ ଆର୍କବିଶପ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଡେସମଣ୍ଡ ଟୁଟୁଙ୍କର ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ଟୁଟୁଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ…
କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ, ବୁଷ୍ଟର ଡୋଜ ମଧ୍ୟରେ ରହିବ ୯-୧୨ ମାସର ବ୍ୟବଧାନ!
ନୂଆଦିଲ୍ଲୀ,୨୬ ।୧୨: ଦେଶରେ କୋଭିଡ ୧୯ ବୁଷ୍ଟର ଡୋଜ ଦେବାଲାଗି ଅନୁମତି ମିଳିଯାଇଛି । ଏହା ପ୍ରଥମେ ଫ୍ରଣ୍ଟଲାଇନ୍ ୱାର୍କର୍ସ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ । ଏହାସହ ଯେଉଁମାନେ କୌଣସି ବଡ ଧରଣର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ସେମାନଙ୍କୁ ମଧ୍ୟ…
ନ୍ୟାୟପାଳିକା ଉପରେ ବଢୁଛି ଆକ୍ରମଣ…
ବିଜୟଓ୍ବାଡା, ୨୬।୧୨: ଦେଶରେ ନ୍ୟାୟପାଳିକା ଉପରେ କ୍ରମାଗତ ଭାବେ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ଏକ ନିରାପଦ ପରିବେଶ ସୃଷ୍ଟି କରିବାକୁ ସରକାରଙ୍କ ପକ୍ଷରୁ ନ୍ୟାୟପାଳିକା ଉପରେ ହୋଇଥିବା ଆକ୍ରମଣର ପ୍ରଭାବଶାଳୀ ମୁକାବିଲା ପାଇଁ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକର ଆବଶ୍ୟକତା ରହିଛି…
Archives


