Home

ତେଲ ଦର ବୃଦ୍ଧି ଟିକସ ଡକାୟତି

ନୂଆଦିଲ୍ଲୀ,୨୫।୧୦: ତେଲ ଦର ପ୍ରତିଦିନ ନୂଆ ରେକର୍ଡ ଭାଙ୍ଗୁଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ପରିବହନଜନିତ ଖର୍ଚ୍ଚ ବଢ଼ୁଥିବାରୁ ଜରୁରୀ ସାମଗ୍ରୀଗୁଡ଼ିକର ଦରଦାମ ମଧ୍ୟ ଆକାଶଛୁଆଁ ହୋଇଛି। କଂଗ୍ରେସ ଏହାକୁ କେନ୍ଦ୍ର ସରକାରଙ୍କ ଟିକସ ଡକାୟତି ବୋଲି ଆଖ୍ୟା…

ପୋଲ ଥାଇ ବି ବାଉଁଶ ଚାର ଭରସା

ବନ୍ତ,୨୫।୧୦(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ବଡ଼ମହିଷଗୋଠ ପଞ୍ଚାୟତର ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ନିର୍ମିତ ବିଜୁ ସେତୁ ଲୋକଙ୍କ କାମରେ ଆସୁନି। ଅବଧି ସରିବା ପରେ ବହୁ ବିଳମ୍ବରେ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କିନ୍ତୁ…

ଏମିତି ସ୍ମାରକୀ, ଯାହାକୁ ନିର୍ମାଣ କରିଛନ୍ତି ମହିଳା

ଅତୀତ ଦିନରେ ମହିଳାମାନେ ଆଜିର ମହିଳାଙ୍କ ପରି ଶକ୍ତିଶାଳୀ ନ ଥିଲେ। ଏବେ ତ ମହିଳାମାନେ ବାହାରେ କାମ କରୁଛନ୍ତି ଏବଂ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କାମ କରୁଛନ୍ତି। ପୂର୍ବରୁ ସେପରି ନ ଥିଲା। ଇତିହାସରେ ମଧ୍ୟ ଆମେ…

ମାସକୁ ୭୫ ହଜାର ଟଙ୍କା ରୋଜଗାର କରୁଛନ୍ତି ବର୍ଷକର ଶିଶୁ

ପ୍ରତି ମାସରେ ୭୫ ହଜାର ଟଙ୍କା ରୋଜଗାର କରୁଛନ୍ତି ମାତ୍ର ବର୍ଷକର ଶିଶୁ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି କୁନି ଶିଶୁ ସାରା ବିଶ୍ୱରେ ବୁଲାବୁଲି କରି ଟଙ୍କା ରୋଜଗାର କରୁଛନ୍ତି। ଆମେରିକାରେ ରହୁଥିବା ଲୋକେ ଏହି ଶିଶୁକୁ…

ଭୁଲବଶତଃ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇଦେଇଛନ୍ତି କି? ଆପଣାନ୍ତୁ ଏହି ଉପାୟ

ଆଜିକାଲି ଅନଲାଇନ କାରବାର ବହୁତ ସାଧାରଣ ହୋଇଗଲାଣି। କୋଟି କୋଟି ଲୋକ ଦିନସାରା ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଟଙ୍କା କାରବାର କରନ୍ତି। ବେଳେବେଳେ ଟଙ୍କା ଲେଣଦେଣ ବେଳେ ଭୁଲବଶତଃ ଅନ୍ୟର ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯାଏ। ଯଦି ଏହା ଘଟିଛି, ତେବେ…

‘୧୨-୦’ ରେକର୍ଡକୁ ଭୁଲାଇ ଦେଲା ପାକିସ୍ତାନ

ଦୁବାଇ,୨୪।୧୦: କ୍ରିକେଟ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ପାକିସ୍ତାନଠାରୁ ପରାସ୍ତ ହୋଇଛି ଭାରତ। ଏଥିପୂର୍ବରୁ ବିଶ୍ୱକପ୍‌ରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ କଦାପି ହାରି ନ ଥିଲା। ରେକର୍ଡ ୧୨-୦ ଥିଲା। ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତକୁ ୧୦…

ସାମ୍ନାରୁ ଲଢ଼ିଲେ କ୍ୟାପଟେନ କୋହଲି

ଦୁବାଇ,୨୪।୧୦: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଯାହା ଆଶା କରାଯାଉଥିଲା, ତାହା ହିଁ ଦେଖିବାକୁ ମିଳିଛି। ପାକିସ୍ତାନ ପେସରଙ୍କ ଚମତ୍କାର ବୋଲିଂ କାରଣରୁ ୩୧ ରନ୍‌ ମଧ୍ୟରେ ଟପ୍‌ ୩ ବ୍ୟାଟରଙ୍କୁ ହରାଇ ସାରିଥିଲା ଭାରତ। ଏଭଳି ସଙ୍କଟ ଜନକ ପରିସ୍ଥିତିରେ ସାମ୍ନାରୁ ଲଢ଼େଇ…

ମୋଦିଙ୍କ ହୃଦୟରେ ଅଛି ଜମ୍ମୁ-କଶ୍ମୀର: ଅମିତ ଶାହା

ଶ୍ରୀନଗର,୨୪।୧୦: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଛନ୍ତି । ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଶାହ ପ୍ରଥମଥର ପାଇଁ ରାଜ୍ୟ ଗସ୍ତ କରିଛନ୍ତି। ଭଗବତୀ ନଗର ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ…

ସ୍ତ୍ରୀଙ୍କ ପାଇଁ କରଓ୍ବାଚୌଥ ଉପବାସ କରନ୍ତି ଏହିସବୁ ସେଲିବ୍ରିଟି

୨୪ ଅକ୍ଟୋବର ଅର୍ଥାତ୍‌ ଆଜି କରଓ୍ବାଚୌଥ ବ୍ରତ ପାଳନ କରାଯାଉଛି। ଆଜି ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏକ ନିର୍ଜଳା ଉପବାସ ପାଳନ କରିବେ। ବିଶ୍ୱାସ କରାଯାଏ କରଓ୍ବାଚୌଥ ବ୍ରତ କଲେ ସ୍ବାମୀଙ୍କ ଜୀବନରେ କୌଣସି ଅସୁବିଧା ଆସି…

ଗୋଟିଏ ଦିନ ପୂର୍ବରୁ କରିଥିଲେ ଦଳ ପାଇଁ ପ୍ରଚାର, ଆଜି ଛାଡିଲେ ହାତ

ଭୋପାଳ,୨୪।୧୦: ମଧ୍ୟପ୍ରଦେଶରେ କଂଗେସକୁ ଏକ ବଡ଼ ଝଟ୍‌କା ଲାଗିଛି। ରବିବାର ବଡବାହର କଂଗ୍ରେସ ବିଧାୟକ ସଚିନ ବିର୍ଲାଙ୍କ କଂଗ୍ରେସ ବିଧାୟକ ଦଳ ଛାଡି ଭାଜପାରେ ଯୋଗ ଦେଇଛ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ସେ ବଡବାହରେ ଭାଜପାରେ ସାମିଲ ହୋଇଥିଲେ।…

ପୁରୁଣା ଫର୍ମକୁ ଫେରିଲେ ଲାଲୁ

ପାଟନା,୨୪।୧୦: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରାୟ ତିନି ବର୍ଷ ପରେ ରବିବାର ପାଟନାକୁ ଫେରୁଛନ୍ତି। ଦିଲ୍ଲୀରୁ ପାଟନା ଯିବା ପୂର୍ବରୁ ଲାଲୁ ଯାଦବ ଫୁରୁଣା ଫର୍ମରେ ନଜର ଆସିଛନ୍ତି। ବିହାରରେ କଂଗ୍ରେସ ସହ ଦଳର ମେଣ୍ଟ…

ହସ୍ପିଟାଲରେ ଲଖିମପୁର ଘଟଣାର ମୁଖ୍ୟ ଅଭିଯୁକ୍ତ

ଲକ୍ଷ୍ନୌ,୨୪।୧୦: ଲଖିମପୁର ଖେରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଆଶିଷଙ୍କୁ ଜେଲରୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଟେଷ୍ଟ ପରେରେ ଆଶିଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଜେଲର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri