Home

‘ପରୀକ୍ଷା ପେ ଚର୍ଚ୍ଚା ୨୦୨୨’ ପାଇଁ ଆଜିଠାରୁ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୨୮ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ବାର୍ଷିକ ପରୀକ୍ଷା ପୂର୍ବରୁ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଆଲୋଚନା କରିବେ । ଏଥିପାଇଁ ମଙ୍ଗଳବାରଠାରୁ ରେଜିଷ୍ଟ୍ରେଶନ ଆରମ୍ଭ କରାଯାଇଛି । ପରୀକ୍ଷା ପେ ଚର୍ଚ୍ଚା ସମୟରେ ମୋଦି…

ଓମିକ୍ରନ୍ ଯୋଗୁ ସ୍ଥିତି ହୋଇପାରେ ଅସମ୍ଭାଳ, କଡା ନିୟମ ପାଳନ କରିବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୮ ।୧୨: କରୋନାର ନୂଆ ଭାରିଏଣ୍ଟ ଏବେ ସାରା ବିଶ୍ୱକୁ ବ୍ୟାପି ଚାଲିଛି । ଦେଶର ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପହଞ୍ଚି ସାରିଥିବା ବେଳେ ଏବେ ଓମିକ୍ରନରେ ୬୦୦ରୁ ଅଧିକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି…

ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ରେ ସଦସ୍ୟ ଆପତ୍ତିଜନକ ପୋଷ୍ଟ୍‌ କଲେ ଦାୟୀ ନୁହନ୍ତି ଆଡମିନିଷ୍ଟ୍ରେଟର, ହାଇକୋର୍ଟ…

ଚେନ୍ନାଇ, ୨୭।୧୨: ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ରେ ସଦସ୍ୟଙ୍କ ଦ୍ୱାରା କରାଯାଉଥିବା ଆପତ୍ତିଜନକ ପୋଷ୍ଟ୍‌ ପାଇଁ ଆଡମିନିଷ୍ଟ୍ରେଟର ଦାୟୀ ହେବେ ନାହିଁ। ମାଡ୍ରାସ୍‌ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ବିଚାରପତି ଜି.ଆର୍‌. ସ୍ବାମୀନାଥନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ…

କଳିଯୁଗର ପୁଅ: ବୀମା ରାଶି ପାଇବାକୁ ବାପାଙ୍କୁ ପିଟିପିଟି କଲେ ହତ୍ୟା

ଭରତପୁର,୨୭।୧୨: ରାଜସ୍ଥାନର ଭରତପୁର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଭରତପୁରର ଡିଗ ପୋଲିସ ଷ୍ଟେଶନ ଅଞ୍ଚଳରେ ଜଣେ ପୁଅ ଦୁର୍ଘଟଣା ବୀମା ରାଶି ପାଇବାକୁ ତାଙ୍କର ଦୁଇ ସହଯୋଗୀଙ୍କ ସହ ମିଶି ବାପାଙ୍କୁ ଅତି ନିର୍ମମ ଭାବରେ ହତ୍ୟା…

ପଶ୍ଚିମବଙ୍ଗ ଭାଜପାରେ ସଙ୍କଟ: ୫ ବିଧାୟକ ଦଳ ଛାଡିବା ଦେଇ ଦାବି କଲେ ବାବୁଲ ସୁପ୍ରିୟୋ

କୋଲକତା,୨୭।୧୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ଭାଜପାରେ ସଙ୍କଟ ଥିବା କହିଛନ୍ତି। ସେ ଏହା ମଧ୍ୟ ଦାବି କରିଚନ୍ତି କି ଭାଜପାର ୫ ବିଧାୟକ ଖୁବ୍‌ଶୀଘ୍ର ଦଳ ଛାଡିବେ। ଏହି ୫ ବିଧାୟକ…

ବରଫରେ ଖାଲକୁ ଖସିଲା କାର୍‌, ଭିଡିଓ ଦେଖିଲେ…

ଶ୍ରୀନଗର,୨୭ା୧୨: ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏହି ସମୟରେ କଶ୍ମୀରର ଚାରିଆଡ଼େ ବରଫ ପଡ଼ିଛି। ଯଦିଓ ଶୀତଋତୁରେ କଶ୍ମୀର ସବୁଠାରୁ ସୁନ୍ଦର ଦେଖାଯାଏ, କିନ୍ତୁ ଅସୁବିଧା ମଧ୍ୟ ସୃଷ୍ଟି ହୋଇଥାଏ। ନିକଟରେ ଜମ୍ମୁ କାଶ୍ମୀରର ଗୁଲମର୍ଗରୁ…

ପଞ୍ଜାବରେ ପରିବର୍ତ୍ତନର ସଙ୍କେତ ଦେଲା ଏଏପି

ଚଣ୍ଡିଗଡ,୨୭।୧୨: ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ପ୍ରଥମ ଥର ପାଇଁ ଆମ ଆଦମୀ ପାର୍ଟି ଚମତ୍କାର ବିଜୟ ହାସଲ କରିଛି। ଦଳ ୩୫ଟି ସିଟ ମଧ୍ୟରୁ ୧୪ଟି ଜିତିଛି। ଭାଜପା ୧୨ଟି ଆସନ ଏବଂ କଂଗ୍ରେସ ୮ଟି ସିଟ ଜିତିଛି। ଶିରୋମଣି…

ବଳାତ୍କାର ସମୟରେ ପୀଡ଼ିତାଙ୍କର ବିରୋଧ ନ କରିବା ସହମତି ନୁହେଁ, ହାଇକୋର୍ଟ…

ଚେନ୍ନାଇ, ୨୭।୧୨: ବଳାତ୍କାର ମାମଲାରେ ପୀଡ଼ିତା ବିରୋଧ କରି ନ ଥିଲେ ବି ଏହାକୁ ବଳାତ୍କାର ଭାବେ ଗ୍ରହଣ କରାଯିବ। ସେ ଏହାର ବିରୋଧ ନ କରିବା ଅର୍ଥ ତାଙ୍କର ଏଥିରେ ସହମତି ଥିବା କୁହାଯାଇ ପାରିବ ନାହିଁ। ଏକ ମାମଲାର…

ଦ୍ୱିତୀୟ ଦିନ ଖେଳରେ ବାଧା ସାଜିଛି ବର୍ଷା

ସେଞ୍ଚୁରିୟନ,୨୭।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଉଛି। ସୋମବାର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ, କିନ୍ତୁ ଏଠାରେ ପାଗ ଖରାପ ହେବାରୁ ଖେଳ ଆରମ୍ଭ ମଧ୍ୟ ବିଳମ୍ବ ହେଉଛି। ଆଜି ସକାଳୁ ସେଞ୍ଚୁରିୟନରେ ପ୍ରବଳ ବର୍ଷା…

କେତେ ପାଠ ପଢ଼ିଛନ୍ତି ସଲମାନ୍‌

ମୁମ୍ବାଇ: ୧୯୬୫ ଡିସେମ୍ବର ୨୭ ଅର୍ଥାତ୍‌ ଆଜିର ଦିନରେ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ ଲୋକପ୍ରିୟ ଅଭିନେତା ସଲମାନ ଖାନ୍‌। ଆଜି ହେଉଛି ସଲମାନଙ୍କ ଜନ୍ମଦିନ। ଏହି ସ୍ବତନ୍ତ୍ର ଦିବସ ଅବସରରେ ତାଙ୍କ ବିଷୟରେ ଜାଣନ୍ତୁ କିଛି କଥା… ବରିଷ୍ଠ ଲେଖକ…

ସଲମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କ୍ୟାଟ୍ରିନା କହିଲେ…

ଦବଙ୍ଗ ଷ୍ଟାର୍‌ ସଲମାନ ଖାନ ଆଜି ୫୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ପ୍ରଶଂସକଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ପ୍ରଶଂସକମାନେ ତାଙ୍କ ପୂର୍ବତନ ପ୍ରେମିକା ତଥା ନିକଟରେ ବିବାହ ବନ୍ଧନରେ ଆବଦ୍ଧ…

ଶ୍ରୀଶ୍ରୀ ବାବାଇଦା ହେଲେ ସତ୍‌ସଙ୍ଗର ଆଚାର୍ଯ୍ୟଦେବ

ଦେଓଘର/ଭୁବନେଶ୍ୱର,୨୭ା୧୨: ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ମହାପ୍ରୟାଣ ପରେ ‘ସତ୍‌ସଙ୍ଗ’ର ନୂତନ ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହୋଇଛନ୍ତି ଶ୍ରୀଶ୍ରୀ ବାବାଇଦା (ଶ୍ରୀ ଅର୍କଦ୍ୟୁତି ଚକ୍ରବର୍ତ୍ତୀ)। ରବିବାର ଶ୍ରୀଶ୍ରୀ ଦାଦାଙ୍କ ଏକାଦଶ ଦିବସରେ ‘ସତ୍‌ସଙ୍ଗ’ର ସଭାପତି ଡ. ଅଲୋକ ଚକ୍ରବର୍ତ୍ତୀ (ପୂଜ୍ୟପାଦ ମେଜଦା)ଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri