Home

ବଜାରକୁ ଆସିଲା ମୋନଲୁପିରାଭିର୍‌

ମୁମ୍ବାଇ, ୫ା୧: ନିକଟରେ ଜରୁରିକାଳୀନ ବ୍ୟବହାର ନିମନ୍ତେ ଅନୁମତି ପାଇଥିବା ସିପ୍‌ଲାର କୋଭିଡ୍‌ ଔଷଧ ମୋନଲୁପିରାଭିର୍‌ ସୋମବାର ଭାରତରେ ଲଞ୍ଚ ହୋଇଛି। ୫ ଦିନିଆ କୋର୍ସ ବିଶିଷ୍ଟ ଏହି କ୍ୟାପ୍‌ସୁଲ ଦାମ୍‌ ୧୩୯୯ ଟଙ୍କା ରହିଛି। ସାମାନ୍ୟରୁ ମଧ୍ୟମ ଧରଣର କରୋନା…

ଏହି ଦ୍ୱୀପରେ ବାସ କରନ୍ତି ଆଦିବାସୀ, ବାହ୍ୟ ଜଗତ ସହ ଏମାନଙ୍କର ନାହିଁ କୌଣସି ସମ୍ପର୍କ

ସମଗ୍ର ବିଶ୍ୱ ରହସ୍ୟରେ ପରିପୂର୍ଣ୍ଣ। ଦୁନିଆରେ ଏପରି ଅନେକ ରହସ୍ୟ ରହିଛି, ଯାହାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟର ସମାଧାନ ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି। କିଛି ସଫଳତା ପାଆନ୍ତି ତ ଆଉ କିଛି ରହସ୍ୟ…

ପ୍ରଥମଥର ପିଜ୍ଜା ଖାଇବା ପରେ ଶିଶୁର ପ୍ରତିକ୍ରିୟା ଦେଖିଲେ ଆଖି ଯିବ ଲାଖି

ସାଧାରଣତଃ ପିଲାମାନେ ଯେକୌଣସି ଜିନିଷ ପ୍ରଥମେ ଦେଖିଲେ ଖୁସି ହୋଇଯାନ୍ତି। ସେ ଖାଦ୍ୟ ହେଉ କି କୌଣସି ଜିନିଷ ପିଲାମାନେ ପ୍ରଥମେ ଦେଖିଲେ ଉତ୍ସାହିତ ହୋଇପଡନ୍ତି। ପିଲାମାନଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏପରି ଏକ ଭିଡିଓ ଏବେ…

ଅଭିନେତ୍ରୀଙ୍କ ମା’ଙ୍କୁ ହୃଦଘାତ

ବମ୍ବେ: ମା’ଙ୍କୁ ନେଇ ଚିନ୍ତାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌। ତାଙ୍କୁ ହୃଦ୍‌ଘାତ ହୋଇଛି। ଏହାପରେ ମା’ କିମ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେ ବିପଦ ମୁକ୍ତ ଥିବା କୁହାଯାଉଛି।

ତୁମ ଫୋନ୍‌ ନଂକୁ ଅପେକ୍ଷା କରି କରି ବାହା ହୋଇଗଲି: କପିଲ

ବମ୍ବେ: କପିଲ ଶର୍ମାଙ୍କ ଉପରେ ରାଗିଲେ ସନି ଲିଓନି। ସେ ବି ଫୋନ୍‌ କରୁ ନାହାନ୍ତି ବୋଲି। କିଛି ଏଭଳି ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ। ‘ଦ କପିଲ ଶର୍ମା ଶୋ’ର ଆଗାମୀ ଏପିସୋଡ୍‌ରେ ତାହା ଦେଖିବାକୁ ମିଳିବ। ସୋନି ଟିଭି…

ହନୁମା ରହିବେ, ରାହାନେ ନ ହେଲେ ପୂଜାରା ବାହାରିବେ

ନୂଆଦିଲ୍ଲୀ,୪।୧: ପିଠି ଯନ୍ତ୍ରଣା ହେତୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ସିରିଜ୍‌ର ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ଏଭଳି ସ୍ଥିତିରେ ସିରିଜର ତୃତୀୟ ଟେଷ୍ଟରେ କୋହଲି ପ୍ରତ୍ୟାବର୍ତ୍ତନ କଲେ କାହାର…

‘ପଞ୍ଜାବ ପାଇଁ ଅରବିନ୍ଦ କେଜରିଓ୍ବାଲ କରୋନା’

ମୋରିଣ୍ଡା,୪।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପଞ୍ଜାବ ପାଇଁ କରୋନା। ଆମକୁ ବାହାରୁ ଆସୁଥିବା ରୋଗକୁ ଗ୍ରହଣ କରିବା ଉଚିତ ନୁହେଁ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି। ପଞ୍ଜାବର ମୋରିଣ୍ଡାଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ସମ୍ବୋଧିତ…

୧୦ ଦିନ ମଧ୍ୟରେ ସବୁ କୋଭିଡ୍‌ ହସ୍ପିଟାଲକୁ ପ୍ରସ୍ତୁତ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୧(ବ୍ୟୁରୋ): ଓଡ଼ିଶାରେ ଦିନକୁ ଦିନ ବଢ଼ିବାରେ ଲାଗିଲାଣି କୋଭିଡ୍‌ ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ କୋଭିଡ୍‌ ହସ୍ପିଟାଲକୁ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର…

ବନ୍ଦ ହେଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୪।୧(ବ୍ୟୁରୋ): ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ ବିଲ୍ଡି। ଉଠାଦୋକାନୀଙ୍କୁ ଉଠାଇବା ଦାବିରେ ଏହାକୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି। ତେବେ ଜଣେ ଉଠାଦୋକାନୀ ମାର୍କେଟ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା।…

ରାୟକୁ ନେଇ ସନୁଷ୍ଟ ନୁହଁନ୍ତି ସୁମିତ, ହାଇକୋର୍ଟ ଯିବେ

ବ୍ରହ୍ମପୁର ଅଫିସ,୪।୧: ହାଇକୋର୍ଟ ଯିବେ ଡାକ୍ତର ସୁମିତ ସାହୁ। ତପସ୍ବିନୀ ଦାଶ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ବିବାହ ବିବାଦ ମାମଲାରେ ଜିଲା ଜଜ୍‌ କୋର୍ଟ ଦେଇଥିବା ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ସେ। ଏନେଇ ସୁମିତଙ୍କ ଓକିଲ ସୁରେନ୍ଦ୍ର…

ସଂକ୍ରମଣର ସୁନାମୀ ଆସିଲେ ବି ଆମେ ପ୍ରସ୍ତୁତ

ମୁମ୍ବାଇ,୪।୧: କୋଭିଡ୍‌-୧୯ର ତୃତୀୟ ଲହର ପାଇଁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏପରି କି ସଂକ୍ରମଣର ସୁନାମୀ ଆସିଲେ ବି ଆମେ ସଫଳତାର ସହିତ ତା’ର ସମ୍ମୁଖୀନ ହେବୁ। ଏଭଳି ଦୃଢ଼ୋକ୍ତି ଦେଇଛନ୍ତି ମୁମ୍ବାଇ ମେୟର କିଶୋରୀ ପେଡନେକର।…

ଆପଣ-ଶାଶୁ ଯେମିତି ଭଲରେ ଅଛନ୍ତି, ଆମକୁ ସେମିତି ରହିବାକୁ ଦିଅନ୍ତୁ: ତପସ୍ବିନୀ

ବ୍ରହ୍ମପୁର ଅଫିସ,୪।୧: ଯାହା ଚାହୁଁଥିଲେ ତାହା ହିଁ ହେଲା। ଦୀର୍ଘ ୪୪ ଦିନ ଧାରଣାରେ ବସିବା ପରେ ଛତ୍ରପୁର କୋର୍ଟଙ୍କ ରାୟ ତପସ୍ବିନୀ ଦାଶଙ୍କ ସପକ୍ଷରେ ଆସିଛି। ଏହା ଶୁଣିବା ପରେ ଖୁସିରେ କାନ୍ଦି ପକାଇଛନ୍ତି ସେ। ପ୍ରତିକ୍ରିୟା ଦେଇ ଧର୍ମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri