ଖଣି, ଶିଳ୍ପାଞ୍ଚଳରେ ଠିକାସଂସ୍ଥା ମାଲାମାଲ୍: ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ
ଯାଜପୁର ଅଫିସ,୧ା୧୧: ଶିଳ୍ପୋନ୍ନତ ଯାଜପୁର ଜିଲାରେ ଥିବା କମ୍ପାନୀଗୁଡିକ ସେମାନଙ୍କ ପାଇଁ ଥିବା ନୀତି ନିୟମକୁ ଉଲ୍ଲଂଘନ କରୁଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ଏମାନଙ୍କ କଳା କାରନାମା ଦେଖି ଖଣି ଓ କମ୍ପାନୀ ଅଧୀନରେ ଥିବା ଠିକାସଂସ୍ଥାଗୁଡିକ ମଧ୍ୟ ପ୍ରଶାସନକୁ ଠକି…
ସ୍ବୀକୃତି ନ ମିଳିଲେ ପରିଣାମ ଭୋଗିବ ବିଶ୍ୱ
କାବୁଲ, ୧ା୧୧: ଆଫଗାନିସ୍ତାନରେ ତାଲିବାନ୍ ସରକାରକୁ ସ୍ବୀକୃତି ଦେବାରେ ସମୟ ନଷ୍ଟ ନ କରିବାକୁ ଆମେରିକା ସମେତ ଅନ୍ୟ ବିଶ୍ୱ ଶକ୍ତିକୁ କହିଛି ଏହି ସଙ୍ଗଠନ। ଏଥିରେ ବିଫଳ ହେଲେ କେବଳ ସେହି ଦେଶ ନୁହେଁ ବରଂ ସମଗ୍ର ବିଶ୍ୱ ଏହାର…
ନୌସେନାକୁ ମିଳିଲା ପ୍ରଥମ ପି୧୫ବି ଯୁଦ୍ଧଜାହାଜ
ନୂଆଦିଲ୍ଲୀ, ୧।୧୧: ଭାରତୀୟ ନୌସେନାକୁ ଅକ୍ଟୋବର ୨୮ରେ ପ୍ରଥମ ପି୧୫ବି ଗାଇଡେଡ୍-ମିଶାଇଲ ଡେଷ୍ଟ୍ରୟର ମିଳିଛି। ମାଜଗାଁଓ ଡକ୍ ଲିମିଟେଡ୍ରେ ଉକ୍ତ ଯୁଦ୍ଧଜାହାଜ ନିର୍ମାଣ କରାଯାଉଥିଲା। ପ୍ରୋଜେକ୍ଟ ୧୫ବି’ର ୪ଟି ଯୁଦ୍ଧଜାହାଜ ପାଇଁ ୨୦୧୧ ଜାନୁୟାରୀରେ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ଭାରତୀୟ ନୌସେନାର…
୨୦୨୦ରେ ଦୈନିକ ୩୧ ପିଲାଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ, ୧।୧୧(ପି.ଟି.): ଭାରତରେ ୨୦୨୦ରେ ଦୈନିକ ହାରାହାରି ୩୧ ଜଣ ପିଲା ଆତ୍ମହତ୍ୟା କରିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। କୋଭିଡ୍ ମହାମାରୀ ଯୋଗୁ ପିଲାମାନଙ୍କ ମନସ୍ତାତ୍ତ୍ୱିକ ଆଘାତ ବୃଦ୍ଧି ପାଇଥାଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଜାତୀୟ ଅପରାଧ ରେକର୍ଡ…
ପରିବେଶ ଶିକ୍ଷାରେ ସଂସ୍କାର ଅଣାଯାଉ
ନୂଆଦିଲ୍ଲୀ, ୧।୧୧(ପି.ଟି.): ବ୍ରିଟେନର ଗ୍ଲାସ୍ଗୋଠାରେ ୨୬ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ୍୨୬) ରବିବାର ଆରମ୍ଭ ହୋଇଛି। ଏହା ପୂର୍ବରୁ ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ପ୍ରଚଳିତ ପରିବେଶଗତ ଶିକ୍ଷାରେ ସଂସ୍କାର ଆଣିବା ଲାଗି ଭାରତର ଶିକ୍ଷାବିତ୍ ଓ ପ୍ରଧାନଶିକ୍ଷକମାନେ ଦାବି ଜଣାଇଛନ୍ତି।…
ଉତ୍ପାତ କରୁଥିବା ହାତୀକୁ ଟ୍ରାଙ୍କୁଲାଇଜ କଲେ ବିଶେଷଜ୍ଞ ଟିମ୍
ମହାକାଳପଡ଼ା,୧ା୧୧ (ଡି.ଏନ୍.ଏ.): ଯାଜପୁର ଜିଲାରୁ ଆସିଥିବା ହାତୀଟି ଉତ୍ପାତ ଚଳାଇଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଗଡ଼ରୋମିତ ପଞ୍ଚାୟତର ସୋବଳାର ଗହୀର ପାଟ ଚାଷ ଜମିରେ ହାତୀଟି ରବିବାର ସକାଳେ ପହଞ୍ଚତ୍ ଥିଲା। ଶେଷରେ ସନ୍ଧ୍ୟାରେ ନନ୍ଦନକାନନର ଟ୍ରାଙ୍କୁଲାଇଜର ବିଶେଷଜ୍ଞ ଟିମ୍…
ବିଶ୍ୱତାପନ ବୃଦ୍ଧି ୧.୫ ଡିଗ୍ରୀରେ ସୀମିତ ପାଇଁ ସହମତି
ରୋମ୍, ୧।୧୧: ବିଶ୍ୱ ତାପନ ପ୍ରାକ୍ ଶିଳ୍ପାୟନ ସ୍ତରଠାରୁ ୧.୫ ଡିଗ୍ରୀ ସେଲ୍ସିୟସ୍ ଊର୍ଦ୍ଧ୍ୱରେ ସୀମିତ ରଖିବା ଆବଶ୍ୟକତା ଉପରେ ଜି-୨୦ ସମିଟ୍ରେ ୨୦ ସଦସ୍ୟ ରାଷ୍ଟ୍ର ସହମତ ହୋଇଛନ୍ତି। ୨୦୧୫ ପ୍ୟାରିସ୍ ଚୁକ୍ତିନାମାରେ ବିଶ୍ୱ ଉତ୍ତାପ ବୃଦ୍ଧିକୁ ୧.୫ ଡିଗ୍ରୀ…
ଆଜିଠୁ ୟୁଜି ପ୍ରଥମବର୍ଷ ଶ୍ରେଣୀଗୃହ ପାଠପଢ଼ା
ଭୁବନେଶ୍ୱର,୧।୧୧(ବ୍ୟୁରୋ): କରୋନା ସ୍ଥିତି ବଦଳୁଥିବାରୁ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲୁଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ୟୁଜି (ସ୍ନାତକ) ପ୍ରଥମ ବର୍ଷ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ। ତେବେ କରୋନା କଟକଣାକୁ ଠିକ୍ ଭାବେ ପାଳନ କରିବାକୁ ଉଚ୍ଚଶିକ୍ଷା ବିଭାଗ…
ପେଟ୍ରୋଲ ୩୬, ଡିଜେଲ ୩୯ ପଇସା ବୃଦ୍ଧି
ଭୁବନେଶ୍ୱର/ନୂଆଦିଲ୍ଲୀ, ୧।୧୧: କ୍ରମାଗତ ୫ମ ଦିନ ଲାଗି ସାରା ଦେଶରେ ତୈଳ ଦର ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ୩୬ ପଇସା ଏବଂ ଡିଜେଲ…
ସ୍କୁଲ ଅଧୀନକୁ ଆସିବ ଜମି
ଭୁବନେଶ୍ୱର,୧।୧୧(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ କେତେକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଜମିଗୁଡ଼ିକର ମାଲିକାନା ସ୍କୁଲ ହୋଇ ନାହିଁ। ସେହି ସ୍କୁଲଗୁଡ଼ିକର ଅବ୍ୟବସ୍ଥିତ ଜମିଗୁଡ଼ିକର ରେକର୍ଡ ଅଫ ରାଇଟ(ଆର୍ଓଆର୍) ସଂଶୋଧନ କରିବାକୁ ଗଣଶିକ୍ଷା…
ବିଲେଇ ଛୁଆକୁ ନିଜ ପିଲା ଭାବି ଗେଲ କରୁଛି କୁକୁର, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତାହା କହି ହେବ ନାହିଁ। ଏବେ ଏମିତି ଏକ କୁକୁର ଏବଂ ବିଲେଇ ଛୁଆର ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ମନ ଖୁସିରେ ଭରି ଉଠିବ। ସାଧାରଣତଃ କୁକୁରକୁ ଦେଖି ବିଲେଇ…
ଐଶ୍ୱର୍ଯ୍ୟାଙ୍କ ଏହି ଗୁଣକୁ ପସନ୍ଦ କରନ୍ତିନି ନଣନ୍ଦ ଶ୍ୱେତା
ମୁମ୍ବାଇ: ଆଜି ଅର୍ଥାତ୍ ନଭେମ୍ବର ୧ରେ ହେଉଛି ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମଦିନ। ଆଜିର ଏହି ଶୁଭଦିନରେ ଜାଣନ୍ତୁ ଅଭିନେତ୍ରୀଙ୍କ ଜୀବନର କିଛି ଖାସ୍ କଥା ସମ୍ପର୍କରେ… ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ୨୦୦୭ ଏପ୍ରିଲ ୨୦ରେ ବିଗ୍-ବି’ଙ୍କ ପୁଅ…
Archives


