ଭାଇରସ୍କୁ ପ୍ରତିହତ କରିବ ବ୍ୟାକ୍ଟେରିଆ
ଅନେକ ସମୟରେ ଆମେ ବ୍ୟାକ୍ଟେରିଆ କିମ୍ବା ଭାଇରସ୍ଜନିତ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଉ। ହେଲେ ଭାରଇସକୁ ପ୍ରତିହତ କରିବାକୁ ଡର୍ହାମ୍ ୟୁନିଭର୍ସିଟିର ବିଶେଷଜ୍ଞମାନଙ୍କ ଦ୍ୱାରା ଏକ ପ୍ରକାର ବ୍ୟାକ୍ଟେରିଆ ନିକଟରେ ଉଦ୍ଭାବିତ ହୋଇଛି। କେବଳ ସେତିକି ନୁହେଁ, ଶରୀରରେ ରୋଗ ପ୍ରତିରୋଧକ…
ଯୁବବର୍ଗ ପୁରୁଷଙ୍କ ମଧ୍ୟରେ ସଚେତନତା ଦ୍ୱାରା ମହିଳା ସଶକ୍ତି କରଣ ସମ୍ଭବ…
ନୂଆଦିଲ୍ଲୀ,୧।୧୧: ମହିଳା ସଶକ୍ତି କରଣ ଅବା ମହିଳା ଅଧିକାର ନେଇ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଯୁବବର୍ଗ ପୁରୁଷଙ୍କ ମଧ୍ୟରେ ସଚେତନତା ଦ୍ୱାରା ମହିଳା ସଶକ୍ତି କରଣ ସମ୍ଭବ ହେବା ସହିତ ସେମାନଙ୍କର ଅଧିକାର…
ନୋବେଲ ପୁରସ୍କାର-୨୦୨୧ : ରସାୟନ ବିଜ୍ଞାନ
ଦୀର୍ଘଦିନ ଧରି ରାସାୟନିକ ପ୍ରତିକ୍ରିୟାମାନଙ୍କରେ ଉତ୍ପ୍ରେରକ ରୂପେ ବ୍ୟବହୃତ ହୋଇ ଆସୁଥିଲା କେତେକ ଧାତୁ ଏବଂ ଏନ୍ଜାଇମ୍। ତେବେ ଏକ ତୃତୀୟ ଶ୍ରେଣୀର ଉତ୍ପ୍ରେରକ ଆବିଷ୍କାର କରି ଚଳିତ ବର୍ଷ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଲାଭ କରିଛନ୍ତି ଜର୍ମାନୀର ମାକର୍…
୪୮ ବର୍ଷରେ ପାଦ ଥାପିଲେ ବଲିଉଡ୍ କୁଇନ୍
ମୁମ୍ବାଇ: ଆଜି ହେଉଛି ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ଜନ୍ମଦିନ। ୧୯୭୩ ମସିହା ନଭେମ୍ବର ୧ରେ ଜନ୍ମ ଗ୍ରହଣ କରିଥିବା ଐଶ୍ୱର୍ଯ୍ୟା ୧୯୯୪ରେ ମିସ୍ ଓ୍ବାଲର୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇଥିଲେ। ୨୦୦୭ ମସିହାରେ ସେ ବିଗ୍-ବି ଅମିତାଭ…
ହାରିବାର ପ୍ରକୃତ କାରଣ କହିଲେ ବୁମ୍ରା
ଦୁବାଇ,୧।୧୧: ଆଇସିସି ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ୍ ପରାସ୍ତ ହେବା ପରେ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି। ଟି -୨୦ ବିଶ୍ୱକପ ଜିତିବା ପାଇଁ ଦୃଢ ପ୍ରତିଯୋଗୀ ଟିମ ଇଣ୍ଡିଆ ଏବେ ସେମିଫାଇନାଲ ଦୌଡ଼ରୁ ବାଦ ପଡିବା ସମ୍ଭାବନା…
ବିବାଦ ପରେ ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରିନେଲେ ସବ୍ୟସାଚୀ
ମୁମ୍ବାଇ: ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ନିଜର ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି। ବାସ୍ତବରେ ସବ୍ୟସାଚୀ ମଙ୍ଗଳସୂତ୍ରର ବିଜ୍ଞାପନ ପାଇଁ ଜଣେ ଅର୍ଦ୍ଧ ନଗ୍ନ ମଡେଲଙ୍କୁ ବ୍ୟବହାର କରିଥିଲେ। ଏହା ପରେ ମଧ୍ୟପ୍ରଦେଶ…
ରକ୍ ଅଫ୍ ପିସ୍ ଦଖଲ ପାଇଁ ଚାଇନାର ଷଡ଼ଯନ୍ତ୍ର…
ନୂଆଦିଲ୍ଲୀ,୧।୧୧: ସୀମାରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନି। ଗତ କିଛି ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ମୁହାଁମୁହିଁ ସ୍ଥିତି ରହିଛିି। ନିକଟରେ, ଚାରି ସପ୍ତାହ ପୂର୍ବରୁ ଅରୁଣାଚଳ ପ୍ରଦେଶର ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ…
ଏହି ସ୍ଥାନରେ ଆଜିଯାଏ ପହଞ୍ଚିପାରିନି କରୋନା ଭାଇରସ୍
କରୋନା ଭାଇରସ୍ ସମଗ୍ର ବିଶ୍ୱରେ ହଟଚମଟ ସୃଷ୍ଟି କରିଛି। ଏହି ମହାମାରୀ ଯୋଗୁ ବିଶ୍ୱରୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ମହାମାରୀର ମୁକାବିଲା ପାଇଁ ଦୁନିଆର ଅନେକ ଦେଶକୁ ଲକ୍ଡାଉନ୍ ବି କରାଯାଇଥିଲା। ଯେଉଁଥିପାଇଁ ଲୋକଙ୍କୁ ନିଜ ଘରେ ରହିବାକୁ…
କୋଭାକ୍ସିନ୍କୁ ଅଷ୍ଟ୍ରେଲିଆରେ ମଞ୍ଜୁରୀ…
ସିଡ୍ନୀ/ନୂଆଦିଲ୍ଲୀ,୧।୧୧: ଭାରତରେ ତିଆରି ହୋଇଥିବା କରୋନା ଟିକା କୋଭାକ୍ସିନ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦନ ମିଳିପାରିନାହିଁ। କିନ୍ତୁ ଅଷ୍ଟ୍ରେଲିଆ ସରକାର ଏହାକୁ ଅନୁମୋଦିତ ଟିକା ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ଯାତ୍ରୀଙ୍କ ଟିକାକରଣ ସ୍ଥିତି ପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ…
ଅଖିଳେଶଙ୍କ ବଡ଼ ଘୋଷଣା, ଲଢ଼ିବିନି ନିର୍ବାଚନ…
ଲକ୍ଷ୍ନୌ,୧।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ପକ୍ଷରୁ ଅଖିଳେଶ ଯାଦବ ବଡ଼ ଘୋଷଣା କରିଛନ୍ତି। ଅଖିଳେଶ କହିଛନ୍ତି ଯେ, ସେ ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବେନି। ରାଜ୍ୟର ବିଧାନସଭା ନିର୍ବାଚନରେ ସେ ନିଜକୁ ବ୍ୟସ୍ତ ରଖିବାକୁ ଚାହୁଁଥିବା କହିଛନ୍ତି।…
ସରକାରଙ୍କୁ କୃଷକ ନେତାଙ୍କ ଚେତାବନୀ
ଚଣ୍ଡିଗଡ,୧।୧୧: ମିଳିତ କୃଷକ ମୋର୍ଚ୍ଚାର ସଦସ୍ୟ ତଥା ଭାରତୀୟ କୃଷକ ସଂଘର ପ୍ରଦେଶ ଅଧ୍ୟକ୍ଷ ଗୁରନାମ ସିଂ ଚଢୁନି ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଯଦି କୃଷକଙ୍କୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରାଯାଏ ତେବେ ପ୍ରଧାନମନ୍ତ୍ରୀଙ୍କୁ ଘର ଆଗରେ ଏଥର ଦୀପାବଳି ପାଳନ…
ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତି ବିରୋଧରେ ଆମରଣ ଅନଶନ
ବରୀ,୧ା୧୧(ଡି.ଏନ୍.ଏ.): ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ଉଦୟନାଥପୁର ପ୍ରାଥମିକ ବିଦ୍ୟାଳୟର ମିଶ୍ରଣକୁ ନେଇ ଛାତ୍ରୀଛାତ୍ର, ଗ୍ରାମବାସୀ,ଅଭିଭାବକ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରସନ୍ନ ସାମଲଙ୍କ ନେତୃତ୍ୱରେ ଆଜି ବରୀ ଶିକ୍ଷା ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିବାର ଦେଖିବାକୁ ମିଳିଛି।…
Archives


