Home

ଭାରତୀୟ ଦଳର ପ୍ରଦର୍ଶନ ନେଇ ଖପ୍ପା ଏହି କ୍ରିକେଟର୍‌: କହିଲେ,ଆଇପିଏଲ-ବିଶ୍ୱକପ୍‌ ମଧ୍ୟରୁ ଗୋଟିଏ ବାଛ

ନୂଆଦିଲ୍ଲୀ,୯।୧୧: ଆଇସିସି ଟି -୨୦ ବିଶ୍ୱକପରେ ଭାରତ ଅଭିଯାନ ଶେଷ କରିଛି। ଭାରତ ଚଳିତ ବିଶ୍ୱକପ୍‌ରେ ସେମିଫାଇନାଲକୁ ଉନ୍ନୀତ ହୋଇପାରିନାହିଁ। ୨୦୧୨ ପରଠାରୁ ପ୍ରଥମ ଥର ପାଇଁ ଭାରତ ଗ୍ରୁପ ରାଉଣ୍ଡରୁ ବିଦାୟ ନେଇଛି। ପୂର୍ବତନ କ୍ରିକେଟର ମଦନ ଲାଲ ଭାରତୀୟ…

୪୦ ଜୀବନ ଯିବାପରେ ୫୬୮ ଜଣ ଗିରଫ, ମଦମୃତ୍ୟୁର ହିସାବ ୧୬ ନଭେମ୍ବରରେ ନେବେ ମୁଖ୍ୟମନ୍ତ୍ରୀ…

ପାଟନା,୯।୧୧: ବିହାରର ଗୋପାଳଗଞ୍ଜ, ବେତିୟା ଏବଂ ସମସ୍ତିପୁରରେ ବିଷାକ୍ତ ମଦ ପିଇବା ପରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ ଏବେ ପୋଲିସ କ୍ରମାଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି। ନଭେମ୍ବର ୧୬ ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…

କିଏ ହେବ ଭାରତର ଅଧିନାୟକ, କୋହଲି କଲେ ଖୁଲାସା

ଦୁବାଇ,୯।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆର ଯାତ୍ରା ସେମିଫାଇନାଲ ପୂର୍ବରୁ ଶେଷ ହୋଇଛି। ସୋମବାର ଭାରତର ଶେଷ ଲିଗ ମ୍ୟାଚ ନାମ୍ବିଆ ବିପକ୍ଷରେ ଥିଲା। ଏହି ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଜିତିଥିଲା। ଏହି ମ୍ୟାଚ ବିରାଟ କୋହଲିଙ୍କ…

୨୬୬ ଦିନ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୧୨୬ ରେ ପହଞ୍ଚିଛି। ୨୬୬ ଦିନ ପରେ ଏହା ସର୍ବନିମ୍ନ…

ତୃତୀୟ ଥର ରାଷ୍ଟ୍ରପତି ହେବେ ଜିନ୍‌ପିଙ୍ଗ୍‌

ବେଜିଂ, ୯ା୧୧: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତୃତୀୟ ଥର ପାଇଁ ଶାସନ ମୁଖ୍ୟ ମନୋନୀତ ହେବାକୁ ଯାଉଛନ୍ତି। ଏଥିପାଇଁ ଚାଇନା କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସୋମବାର ଆରମ୍ଭ ହୋଇଥିବା ୪ ଦିନିଆ ସମ୍ମିଳନୀରେ ଶାସକ ଦଳ ସିପିସି ପକ୍ଷରୁ ଐତିହାସିକ…

ପଦ୍ମ ପାଇଲେ ୧୧ ଓଡ଼ିଆ

ନୂଆଦିଲ୍ଲୀ, ୯ା୧୧: ୨୦୨୦ ଓ ୨୦୨୧ ବର୍ଷ ପାଇଁ ଭାରତର ୧୪୫ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ମିଳିଛି। ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭ଜଣଙ୍କୁ ପଦ୍ମ ବିଭୂଷଣ, ୧୬ଜଣଙ୍କୁ ପଦ୍ମ ଭୂଷଣ ଏବଂ…

ଦେଶ ବିକାଶରେ ଆଇନ ସଚେତନତା ଅପରିହାର୍ଯ୍ୟ

ଦେଶ ବିକାଶରେ ଆଇନ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ। ପ୍ରଚଳିତ ଆଇନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇ ପାରିଲେ ହିଁ ଜନସାଧାରଣ ଆବଶ୍ୟକ ଆଇନଗତ ସହାୟତା ସହଜରେ ପାଇ ପାରିବେ। ଆଉ ବିଚାର କାର୍ଯ୍ୟ ଶୀଘ୍ର ହେବା ଦ୍ୱାରା ବହୁ…

ଆଜ୍‌ମାର ଘରୋଇ ଉପଚାର

ଆଜ୍‌ମା ହେଉଛି ଏକ ଶ୍ୱାସଜନିତ ସମସ୍ୟା। ଏହା ଗୁରୁତର ଆକାର ଧାରଣ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଆଡମିଟ୍‌ ହୋଇ ଚିକିତ୍ସିତ ହେବାକୁ ପଡ଼ିଥାଏ। ତେବେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାକୁ ଅନୁସରଣ କରି ଜଣେ ବ୍ୟକ୍ତି ଏଥିରୁ…

କୋଭାକ୍ସିନ ନେଇଥିଲେ ବିନା ବାଧାରେ କରିପାରିବେ ବ୍ରିଟେନ ଯାତ୍ରା

ଲଣ୍ଡନ,୯ ।୧୧: ଭାରତ ବାୟୋଟେକର କୋଭିଡ-୧୯ ଭ୍ୟାକ୍ସିନ ‘କୋଭାକ୍ସିନ’ ନେଇଥିବା ଲୋକେ ଏଣିକି ବିନା ବାଧାରେ ବ୍ରିଟେନ ଯାତ୍ରା କରିପାରିବେ । ବ୍ରିଟିଶ ସରକାର ଘୋଷଣା କରିଛନ୍ତି କି ୨୨ ନଭେମ୍ବରରୁ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ସୂଚିରେ ସାମିଲ କରିବେ ।…

ହାର୍ଟ ପାଇଁ ଉପକାରୀ ଧନିଆ

ଧନିଆ ପତ୍ରରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ବିଶେଷ ଭାବରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଏହାକୁ ବ୍ୟବହାର କରାଯାଏ ଏବଂ ତାହା ଖାଦ୍ୟର ସ୍ବାଦ ବଢ଼ାଇଦିଏ। ତେବେ ଏହାକୁ ନିୟମିତ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା…

କମଳା ନେହେରୁ ହସ୍ପିଟାଲରେ ଲାଗିଲା ନିଆଁ: ୪ ଶିଶୁ ମୃତ, ୩୬ ସୁରକ୍ଷିତ

ଭୋପାଳ,୯ ।୧୧: ମଧ୍ୟପ୍ରଦେଶ ଭୋପାଳର ହମିଦିୟା ହସ୍ପିଟାଲ କ୍ୟାମ୍ପସରେ ଥିବା କମଳା ନେହେରୁ ହସ୍ପିଟାଲରେ ସୋମବାର ରାତିରେ ନିଆଁ ଲାଗି ଯାଇଛି । ଏହା ବିଲଡିଂର ତୃତୀୟ ମହଲାରେ ଥିବା ପେଡିଆଟ୍ରିକ ବିଭାଗରେ ଲାଗିଯିବାରୁ ୱାର୍ଡରେ ଥିବା ୪ ଜଣ ଶିଶୁଙ୍କର…

ଓଡ଼ିଆ ସମାଜସେବୀଙ୍କୁ ପ୍ରଶଂସାରେ ପୋତି ପକାଇଲେ କ୍ରିକେଟର୍‌ ଭିଭିଏସ୍‌ ଲକ୍ଷ୍ମଣ

ନୂଆଦିଲ୍ଲୀ,୯।୧୧: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳି ଭିଭିଏସ୍‌ ଲକ୍ଷ୍ମଣ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ପ୍ରାୟତଃ ସେ ନିଃସ୍ବାର୍ଥପର ଭାବେ ଲୋକଙ୍କ ସେବା କରୁଥିବା କିଛି ଅସାଧାରଣ ବ୍ୟକ୍ତିଙ୍କ କାର୍ଯ୍ୟ ଦେଖି ସୋସିଆଲ ମିଡିଆରେ ସେମାନଙ୍କୁ ପ୍ରଶଂସା କରିବାକୁ ଆଦୌ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri