ପୂଜାଙ୍କ ପ୍ରେମରେ ପ୍ରଭାସ !

ବମ୍ବେ: ପୂଜାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ପ୍ରଭାସ। କିଛି ଏଭଳି ଦୃଶ୍ୟ ଅଭିନେତାଙ୍କ ଅପକମିଂ ଚଳଚ୍ଚିତ୍ର ‘ରାଧେ ଶ୍ୟାମ’ରେ ଦେଖିବାକୁ ମିଳିବ। ଶୁକ୍ରବାର ଏହାର ଏକ ଗୀତ ‘ଜାନ ହୈ ମେରି’ ରିଲିଜ ହୋଇଛି। ଗୀତରେ ରୋମାଣ୍ଟିକ ବଏ ଲୁକ୍‌ରେ ନଜର ଆସିଛନ୍ତି ପ୍ରଭାସ।

ଦିନକ ପୂର୍ବରୁ ନିର୍ମାତାମାନେ ଏହାର ଟିଜର ଛାଡ଼ି ୨୫ ଫେବୃୟାରୀରେ ଗୀତ ରିଲିଜ ହେବ ବୋଲି କହିଥିଲେ। ଗୀତଟିରେ କଣ୍ଠଦାନ କରିଛନ୍ତି ଅରମାନ ମଲିକ। ରଶ୍ମୀ ବିରାଗ ଏହାକୁ ଲେଖିଛନ୍ତି। ହେଲେ ରିଲିଜର ଘଣ୍ଟାଏ ମଧ୍ୟରେ ଗୀତକୁ ୭ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ମୋଟାମୋଟି କହିବାକୁ ଗଲେ ଉଭୟଙ୍କ କେମେଷ୍ଟ୍ରୀ ପ୍ରଶଂସକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି।

ଚଳଚ୍ଚିତ୍ରରେ ସୁପରଷ୍ଟାର ପ୍ରଭାସ ଏବଂ ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଅଛନ୍ତି। ଜାନୁୟାରୀ ୧୪ରେ ଏହା ମୁକ୍ତିଲାଭ କରିଥାନ୍ତା। ହେଲେ କରୋନା ଯୋଗୁ ଏହାର ରିଲିଜକୁ ଟାଳି ଦିଆଯାଇଥିଲା। ଏବେ ମାର୍ଚ୍ଚ ୧୧ରେ ଏହା ବଡ଼ ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଥରେ ପିତା ହେଲେ କମେଡି କିଙ୍ଗ୍‌, ଟୁଇଟ୍‌ କରି ଦେଲେ ସୂଚନା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ଫ୍ୟାନ୍‌ମାନଙ୍କୁ ଖୁସି ଖବର ଦେଇଛନ୍ତି। ଏହି ଖୁସିଟି ହେଲା କପିଲ ପୁଣି ଥରେ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ...

‘ଦ କଶ୍ମୀର ଫାଇଲ୍ସ’ ବିବାଦ ମଧ୍ୟରେ ସିଦ୍ଧି ବିନାୟକ ମନ୍ଦିର ପହଞ୍ଚିଲେ ଅନୁପମ ଖେର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର ସବୁବେଳେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ନିଜର ମନ୍ତବ୍ୟକୁ ନେଇ ବିଭିନ୍ନ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ...

କରିନାଙ୍କ ପାଇଁ ହାତ କାଟି ଦେଇଥିଲେ ସୈଫ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ..

ବମ୍ବେ: ଆଜି ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ହାପି ବର୍ଥ ଡେ। ପଟୌଦୀ ପରିବାରର ଦଶମ ନବାବ ସୈଫ ୧୯୯୨ରେ ଫିଲ୍ମ ‘ବେଖୁଦି’ରୁ ନିଜ ଅଭିନୟ...

କେରଳ ଅଭିନେତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

କୋଝିକୋଡ୍‌,୧୪।୫: କେରଳ ମଡେଲ ତଥା ଅଭିନେତ୍ରୀ ଶାହାନା (୨୦)ଙ୍କର ମୃତଦେହ ତାଙ୍କ କୋଝିକୋଡ୍‌ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଗୁରୁବାର ରାତିରେ ଝରକା ରେଲିଂରୁ ମୃତଦେହ...

ଇର୍‌ଫାନଙ୍କୁ ମନେ ପକାଇ ଭାବୁକ ହେଲେ ନୀଲ ନୀତିନ୍‌ ମୁକେଶ

ମୁମ୍ବାଇ: ବଲିଉଡ୍‌ରେ ପ୍ରତିବର୍ଷ ଫିଲ୍ମ ରିଲିଜ୍‌ ହୋଇଥାଏ। ଏହି ଫିଲ୍ମଗୁଡ଼ିକ ମଧ୍ୟରୁ କିଛି ଫିଲ୍ମ ଏଥିରେ ଅଭିନୟ କରିଥିବା ଷ୍ଟାର୍‌ମାନଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। କାରଣ...

ଆରମ୍ଭ ହେଲା ‘ଓ ମାଇ ଗଡ ୨’ର ଶୁଟିଂ

ମୁମ୍ବାଇ: ମଧ୍ୟପ୍ରଦେଶର ଧର୍ମ ନଗରୀ ଉଜ୍ଜୟିନୀରେ ବଲିଉଡ୍ ମୁଭି ‘ଓ ମାଇ ଗଡ ୨’ ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଅକ୍ଷୟ...

ସଂସ୍କୃତ ରାଷ୍ଟ୍ରୀୟ ଭାଷା ହେବା ଉଚିତ: କଙ୍ଗନା

ବମ୍ବେ: ବିଗତ କିଛି ଦିନ ଧରି ହିନ୍ଦୀ ଭାଷାକୁ ନେଇ ବିତର୍କ ଜାରି ରହିଛି। ଏହି ପ୍ରସଙ୍ଗରେ ଅଭିନେତା ଅଜୟ ଦେବଗନ ଏବଂ କିଚା ସୁଦୀପ...

ର‌୍ୟୁମର୍ଡ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଜାହ୍ନବୀ

ମୁମ୍ବାଇ: ‘ମିଲି’ ଆକ୍ଟ୍ରେସ୍ ଜାହ୍ନବୀ କପୁର ସବୁବେଳେ ଲାଇମ ଲାଇଟରେ ଛାଇ ହୋଇ ରହିଥାଆନ୍ତି । ଫିଲହାଲ ଆକ୍ଟ୍ରେସ ତାଙ୍କ ପର୍ସନାଲ ଲାଇଫକୁ ନେଇ ଏବେ...

Advertisement
Archives

Model This Week