ଅରୁଣାଚଳରୁ ନାବାଳକଙ୍କୁ ଅପହରଣ କଲା ଚାଇନା
ନୂଆଦିଲ୍ଲୀ, ୨୦ା୧: ଚାଇନାର ପିପଲ୍ସ ଲିବରେଶନ ଆର୍ମି (ପିଏଲ୍ଏ) ଭାରତୀୟ ଭୂଖଣ୍ଡକୁ ଅନୁପ୍ରବେଶ କରି ଜଣେ ନାବାଳକଙ୍କୁ ଅପହରଣ କରିନେଇଛି। ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲାରୁ ୧୭ ବର୍ଷୀୟ ବାଳକଙ୍କୁ ପିଏଲ୍ଏ ସୈନ୍ୟମାନେ ଉଠାଇନେଇଥିବା ବୁଧବାର ସେଠାକାର ଏମ୍ପି ତାପିର…
ଆମଠୁ ଟିକସ ନିଅ
ଡାଭୋସ୍, ୨୦ା୧: କୋଭିଡ୍ ମହାମାରୀବେଳେ ବିଶ୍ୱରେ ବିତ୍ତଶାଳୀଙ୍କ ସମ୍ପତ୍ତି ବହୁଗୁଣିତ ହୋଇଥିବା ଏବଂ ସେମାନଙ୍କଠାରୁ ଅତିରିକ୍ତ ଟିକସ ଆଦାୟ କରି ତାହାକୁ ଉନ୍ନତିମୂଳକ କାର୍ଯ୍ୟରେ ଲଗାଯିବା ସମ୍ପର୍କିତ ଏକ ରିପୋର୍ଟ ନିକଟରେ ଓ୍ବାଲର୍ଡ ଇକୋନୋମିକ୍ ଫୋରମ(ଡବ୍ଲ୍ୟୁଇଏଫ୍)ରେ ଅକ୍ସଫାମ ପକ୍ଷରୁ ପ୍ରକାଶ ପାଇଥିଲା।…
ବିଶ୍ୱର ବୟସ୍କ ବ୍ୟକ୍ତିଙ୍କ ପରଲୋକ
ମାଡ୍ରିଡ୍,୨୦।୧(ବ୍ୟୁରୋ): ବିଶ୍ୱର ବୟସ୍କ ବ୍ୟକ୍ତିର ମାନ୍ୟତା ପାଇଥିବା ୧୧୨ବର୍ଷୀୟ ସ୍ପେନୀୟ ବ୍ୟକ୍ତି ସାଣ୍ଟିଆଗୋ ଡେ ଲା ଫୁଏଣ୍ଟଙ୍କ ମଙ୍ଗଳବାର ପରଲୋକ ଘଟିଛି। ଉତ୍ତରପଶ୍ଚିମ ସ୍ପେନର ନିକ ଘରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଗତ ବର୍ଷ ସେପ୍ଟେମ୍ବରରେ…
କୋଭିଡ୍ ଡେଡ୍ଲାଇନ ମାର୍ଚ୍ଚ ୧୧
ନୂଆଦିଲ୍ଲୀ, ୨୦ା୧: ଦେଶ ଏବେ କରୋନାର ତୃତୀୟ ଲହରକୁ ସାମ୍ନା କରୁଥିବାବେଳେ ଦୈନିକ ସଂକ୍ରମଣରେ ହ୍ରାସ ବୃଦ୍ଧି ଲାଗିରହିଛି। ଦିଲ୍ଲୀ, ମୁମ୍ବାଇ ଭଳି ସହରରେ କରୋନା କେସ୍ ଶୀର୍ଷରେ ପହଞ୍ଚିବା ପରେ ଏହି ସଂଖ୍ୟା ଏବେ କମୁଥିବା ଦେଖାଯାଇଛି। ଯଦି ଏହା…
ବଜାରରେ ମିଳିବ କରୋନା ଟିକା!
ନୂଆଦିଲ୍ଲୀ,୨୦ ।୧: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ)ର ସବଜେକ୍ଟ ଏକ୍ସପର୍ଟ କମିଟି(ଏସ୍ଇସି) ବୁଧବାର ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡକୁ କିଛି ସର୍ତ୍ତରେ ବଜାରରେ ବିକ୍ରି କରିବାକୁ ଅନୁମତି ପ୍ରଦାନ…
ଅନାଥଙ୍କ ଘରକୁ ଯାଇ କ୍ଷତିପୂରଣ ଦିଅ
ନୂଆଦିଲ୍ଲୀ,୨୦ା୧: କୋଭିଡ୍-୧୯ରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପାଖକୁ ଯାଇ କ୍ଷତିପୂରଣ ଦିଅ। ସେମାନେ କେବେ କ୍ଷତିପୂରଣ ଦାବିରେ ଆବେଦନ କରିବେ ତାକୁ ଅପେକ୍ଷା କରନାହିଁ ବୋଲି ବୁଧବାର ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ମହାମାରୀ…
ଭାରତରେ ୨୦୨୧ ପଞ୍ଚମ ଉତ୍ତପ୍ତ ବର୍ଷ
ଭୁବନେଶ୍ୱର,୨୦ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ବେଳକୁ ବେଳ ମହାବିପଦର ସଙ୍କେତ ଦେଲାଣି। ଜଙ୍ଗଲ ପୋଡ଼ିଠାରୁ ଆରମ୍ଭ କରି ଶିଳ୍ପ, ଜନବସତି, ଦ୍ରୁତ ସହରୀକରଣ ଓ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରତ୍ୟେକ ବର୍ଷ ହଜାର ହଜାର ହେକ୍ଟର ଘଞ୍ଚ ଜଙ୍ଗଲକୁ ନଷ୍ଟ କରାଯାଉଛି, ଯାହାକି…
ମଙ୍ଗଳରେ ମିଳିଲା କାର୍ବନ
ନୂଆଦିଲ୍ଲୀ, ୨୦ା୧: ପୃଥିବୀରେ ଜୀବନର ମୂଳ ଆଧାର କାର୍ବନର ଉପସ୍ଥିତି ଅନ୍ୟଗ୍ରହରେ ଅଛି କି ନାହିଁ ଜାଣିବା ବୈଜ୍ଞାନିକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର କ୍ୟୁରିଓସିଟି ରୋଭର ଏ ଦିଗରେ ନୂଆ ଆଶା ସଞ୍ଚାର କରିଛି।…
୫ଜି ପ୍ରଭାବ: ଆମେରିକାକୁ ବହୁ ବିମାନ ବାତିଲ
ନ୍ୟୁୟର୍କ,୨୦ା୧: ଆମେରିକାରେ ଟେଲିକମ୍ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍ ପକ୍ଷରୁ ବୁଧବାର ନୂଆ ୫ଜି ସେବା ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ବିମାନ ଚଳାଚଳ କ୍ଷେତ୍ରରେ ସଙ୍କଟ ଦେଖାଦେଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ଯାତ୍ରୀବାହୀ ଓ କାର୍ଗୋ…
ଶେଷ ହେଲା କରୋନା: ବୋରିସ ଜନସନ
ଲଣ୍ଡନ,୨୦ ।୧: ସାରା ବିଶ୍ୱରେ କରୋନା ମହାମାରୀର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ବ୍ରିଟେନରେ କରୋନାର ସମସ୍ତ କଟକଣାକୁ ହଟାଇ ଦିଆଯାଇଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଆମ ଦେଶର ବୈଜ୍ଞାନିକମାନେ…
‘ଓମିକ୍ରନ୍କୁ ହାଲୁକା ଭାବରେ ନିଅନ୍ତୁ ନାହିଁ’
ଓ୍ବାଶିଂଟନ,୧୯ା୧: କରୋନା ଭାଇରସ ବିଶେଷକରି ଓମିକ୍ରନକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନମ ଘେବ୍ରେୟେସସ୍ ପୁଣି ଥରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବିଶ୍ୱ କରୋନା ମହାମାରୀରୁ ମୁକ୍ତି ପାଇପାରିନାହିଁ। ଓମିକ୍ରନକୁ ହାଲୁକା ଭାବରେ କେବେ…
ତୃତୀୟ ଦିନରେ ୧୭୫ ନାମାଙ୍କନପତ୍ର ଦାଖଲ
କୋକସରା,୧୯ା୧(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି। ବୁଧବାର କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ଟି ପଞ୍ଚାୟତରେ ଥିବା ସମିତି ଆସନ ପାଇଁ ୧୫, ସରପଞ୍ଚ ପାଇଁ ୪୬, ଓ୍ବାର୍ଡ ସଭ୍ୟ ପାଇଁ ୧୧୪ ଜଣ…
Archives


