‘ଇଣ୍ଡିଆନ୍ ମହାରାଜ’ର ନେତୃତ୍ୱ ନେବେ ସେହ୍ବାଗ
ମସ୍କାଟ,୧୯।୧: ପୂର୍ବତନ ବିସ୍ଫୋରକ ଓପନର୍ ବିରେନ୍ଦ୍ର ସେହ୍ବାଗ ଗୁରୁବାରଠାରୁ କିମ୍ବଦନ୍ତୀ ଲିଗ୍ କ୍ରିକେଟ (ଏଲ୍ଏଲ୍ସିି) ଟି-୨୦ ଟୁର୍ନାମେଣ୍ଟରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଟିମ୍ ‘ଇଣ୍ଡିଆନ ମହାରାଜ’ର ନେତୃତ୍ୱ ନେବେ। ସେହିଭଳି ମହମ୍ମଦ କୈଫ୍ ଉପ-ଅଧିନାୟକ ଏବଂ ଅଷ୍ଟ୍ରେଲିଆର ବିଶ୍ୱକପ୍ ବିଜେତା ପ୍ରଶିକ୍ଷକ…
ଏମିତି ବ୍ରିଜ୍, ଯେଉଁଠୁ ଡେଇଁ କୁକୁରମାନେ କରନ୍ତି ଆତ୍ମହତ୍ୟା
ସାଧାରଣତଃ ଦୁନିଆର କିଛି ଲୋକ ଚାପଗ୍ରସ୍ତ, ଉଦାସୀନତା ଯୋଗୁ ଆତ୍ମହତ୍ୟା ପରି ପଦକ୍ଷେପ ଗ୍ରହଣ କରୁଥିବା ନଜିର ରହିଛି। ମାତ୍ର କୁକୁରମାନେ ଯେ, ଆତ୍ମହତ୍ୟା କରନ୍ତି ଏ କଥା ଶୁଣିବାକୁ ଟିକେ ଅଡୁଆ ଲାଗୁଛି। କିନ୍ତୁ ଏହା ସତ। ଦୁନିଆରେ ଏପରି…
ଚାରି ମାସରେ ବଦଳିଗଲା ଭାଗ୍ୟ! ଆଇପିଏଲ-ଟି ୨୦ ପରେ ଏବେ ଜାତୀୟ ଦଳରେ ଡେବ୍ୟୁ କଲେ ଏହି ଧୂରନ୍ଧର
ପର୍ଲ,୧୯।୧: ମଧ୍ୟପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳି ଆସୁଥିବା ଭେଙ୍କଟେଶ ଆୟାରଙ୍କ ଭାଗ୍ୟ ବଦଳିଛି। ଗତ ବର୍ଷ ୟୁଏଇରେ ଆୟୋଜିତ ହୋଇଥିବା ଆଇପିଏଲ୍-୧୪ର ଦ୍ୱିତୀୟ ସଂସ୍କରଣ ପୂର୍ବରୁ ତାଙ୍କୁ କେହି ଚିହ୍ନି ବି ନ ଥିଲେ। ହେଲେ ଏବେ ଜାତୀୟ ଦିନିକିଆ…
ଜନ୍ମନେଲା ୪ ହାତ, ୪ ପାଦ ଥିବା ଶିଶୁ, ଲୋକେ କହୁଛନ୍ତି…
ପାଟଣା,୧୯ା୧: ବିହାରର କଟିହାରରେ ୪ ହାତ, ୪ ପାଦ ଥିବା ଏକ ଶିଶୁ ଜନ୍ମ ନେଇଛି। ଏହି ଖବର ଆଖପାଖ ଅଞ୍ଚଳରେ ପ୍ରଚାରିତ ହେବା ପରେ ଲୋକେ ହସ୍ପିଟାଲରେ ଭିଡ଼ ଜମାଇଥିଲେ। ସୋସିଆଲ ମିଡିଆରେ ଶିଶୁଟିର ଫଟୋ ଏବେ ଭାଇରାଲ ହେବାରେ…
ଶାଶୁ-ଶ୍ୱଶୁରଙ୍କ ବିବାହ କରାଇଲେ ଜ୍ୱାଇଁ; ୬୦ ବର୍ଷ ପରେ ବାଜିଲା…
ଶାଶୁ-ଶ୍ୱଶୁରଙ୍କ ବିବାହ କରାଇଲେ ଜ୍ୱାଇଁ। ରାଜସ୍ଥାନର ବାନ୍ସଓ୍ବାଡା ଜିଲା ଅନ୍ତର୍ଗତ ଭାଡଲିପଡ଼ା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ଏବେ ଚର୍ଚ୍ଚାରେ। ଘଟଣାର ଭିଡିଓ ଭାଇରାଲ ହେଉଥିବା ବେଳେ ଲୋକମାନେ ଜ୍ୱାଇଁଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ପୁରା ଘଟଣାଟି…
ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେବେନି ବିଦେଶୀ ଅତିଥି…
ନୂଆଦିଲ୍ଲୀ, ୧୯।୧ : ଚଳିତ ବର୍ଷ ଜାନୁୟାରୀ ୨୬ରେ ଦିଲ୍ଲୀର ରାଜପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ଅତିଥି ଯୋଗ ଦେବେ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। କୌଣସି ବିଦେଶୀ…
ଦୁଇ ମହିଳା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
ଗଞ୍ଜାମ,୧୯ା୧(ଡି.ଏନ୍.ଏ.): ଗଞ୍ଜାମ ବ୍ଲକର କାଇଁଚପୁର ପଞ୍ଚାୟତର ଦୁଇ ମହିଳା ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ବଡ଼ କାଇଁଚପୁରର ସରପଞ୍ଚ ପ୍ରାର୍ଥତ୍ନୀ କେ.ପୁନମ ରେଡ୍ଡୀ ଓ ମାଳିଜଗନ୍ନାଥପୁର ଗ୍ରାମର ମଞ୍ଜୁ ମହାପାତ୍ର ସମିତିସଭ୍ୟା ପ୍ରାର୍ଥିନୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି।…
ପିତାଙ୍କ ଅନ୍ତେ ଝିଅଙ୍କୁ ବି ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି, ହାଇକୋର୍ଟଙ୍କ ରାୟ…
ଜୟପୁର, ୧୯।୧ : ପରିବାରରେ ଝିଅ ଏବଂ ପୁଅଙ୍କ ମଧ୍ୟରେ ଭେଦଭାବ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ। ସେମାନେ ବିବାହ କରିଥାନ୍ତୁ ଅବା ଅବିବାହିତ ରହିଥାନ୍ତୁ, ସେମାନଙ୍କର ଅଧିକାର ପିତାଙ୍କ ସମ୍ପତ୍ତି ଉପରେ ରହିବ। ଜଣେ ମୃତ ବ୍ୟକ୍ତିଙ୍କ ବିବାହିତା ଝିଅଙ୍କୁ ଅନୁକମ୍ପାମୂଳକ…
ଅଧିନାୟକ ଭାବେ କୋହଲି ଥିଲେ ଏମିତି, ରାହୁଲ ଦେଲେ ବଡ଼ ବୟାନ
ପର୍ଲ,୧୯।୧: ବୁଧବାରଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ର ପ୍ରଥମ ମୁକାବିଲା ଖେଳାଯିବ। ଏଥିରେ ଜଣେ ଅଧିନାୟକ ଭାବେ ନୁହେଁ, ବରଂ ଜଣେ ବ୍ୟାଟର ଭାବେ ପଡ଼ିଆକୁ ଓହ୍ଲାଇବେ ବିରାଟ କୋହଲି। ଲୋକେଶ ରାହୁଲଙ୍କ ଅଧିନାୟକତ୍ୱରେ…
ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ
କର୍ଲାମୁଣ୍ଡା,୧୯ା୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମୋଟ୍ ୨ଟି ଜିଲା ପରିଷଦ ଆସନ ପାଇଁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରି ନ ଥିଲେ ହେଁ ଏହି ବ୍ଲକର ‘ଖ’ ଜୋନ୍ ପାଇଁ କଂଗ୍ରେସ ପ୍ରାର୍ଥୀ…
ଏକୁଟିଆ ଥିବାବେଳେ ଝିଅମାନେ ଗୁଗୁଲର ଏସବୁ ସାଇଟ୍ ଅଧିକ ସର୍ଚ୍ଚ କରନ୍ତି, ସର୍ଭେରୁ ଜଣାପଡ଼ିଲା…
ନୂଆଦିଲ୍ଲୀ, ୧୯।୧ : ସମ୍ପ୍ରତି ଗୁଗୁଲ ଏପରି ଏକ ପ୍ଲାଟଫର୍ମରେ ପରିଣତ ହୋଇଛି ଯାହା ଉପରେ ୟୁଜର ଯେ କୌଣସି କାମ ପାଇଁ ନିର୍ଭର କରୁଛନ୍ତି। କିଛିି ସମସ୍ୟାର ସମ୍ମୁଖୀନ ହେଲେ ଏବେ ୟୁଜରଙ୍କ ହାତ ତୁରନ୍ତ ଗୁଗୁଲ ଆଡକୁ ପଳାଉଛି।…
୩୦ ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ କଲା ଭାଜପା…
ନୂଆଦିଲ୍ଲୀ, ୧୯।୧ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ତେବେ କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଏବଂ ଏମ୍ପି ବରୁଣ ଗାନ୍ଧୀଙ୍କ ନାମ ଏହି ତାଲିକାରେ ନାହିଁ। ଏହି ତାଲିକାରେ ପ୍ରଧାନମନ୍ତ୍ରୀ…
Archives


