Home

ରେଡ୍‌ ହାର୍ଟ ଇମୋଜି ପଠାଇଲେ ୨୦ ଲକ୍ଷ ଜରିମାନା, ସରକାରଙ୍କ ନୂଆ ନିୟମ…

ରିୟାଦ୍‌,୧୭।୨ : ସୌଦି ଆରବର କଠୋର ନିୟମ ବିଷୟରେ ସଭିଙ୍କୁ ଜଣା। ଅପରାଧୀଙ୍କ ଲାଗି ତ କଠୋର ନିୟମ ରହିଛି। ଏହା ସହିତ ନିତି ଦିନିଆ ଜୀବନରେ କିଛି ଭୁଲ ଦ୍ୱାରା ଲୋକଙ୍କ ଉପରେ ମଧ୍ୟ ଦଣ୍ଡାଦେଶ କରାଯାଇଥାଏ। ଏହି ଭୁଲ…

ସପ୍ତାହରେ ୪ ଦିନ କାମ…

ବ୍ରୁସେଲ୍ସ୍‌,୧୭।୨ : ବେଲଜିୟମରେ ଏବେ କର୍ମଚାରୀମାନେ ସପ୍ତାହରେ ଚାରି ଦିନ କାମ କରିବେ। ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ଡି କ୍ରୁ ଶ୍ରମ ଆଇନରେ ଏଭଳି ଏକ ପ୍ରମୁଖ ପରିବର୍ତ୍ତନ କରିଥିବା ସମ୍ପର୍କରେ ଘୋଷଣା କରିଛନ୍ତି। ପରିବର୍ତ୍ତନଗୁଡିକ ବିଷୟରେ ରାତାରାତି ବାର୍ତ୍ତାଳାପ ପରେ ସେ…

ଜଳ ଜୀବନ ମିଶନରେ ୩୭ ଲକ୍ଷ ପରିବାର ଉପକୃତ

ନୂଆଦିଲ୍ଲୀ, ୧୭।୨: ଦେଶର ୩୭ ଲକ୍ଷ ପରିବାର କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଦ୍ୱାରା ଉପକୃତ ହୋଇଛନ୍ତି। ବୁଧବାର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୦୧୯ରେ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ଅଧୀନରେ ୩୪,୪୩୪୮୦ ଲକ୍ଷ…

ସ୍ତ୍ରୀ ତାଲିକା ଲମ୍ବିଲା

ଭୁବନେଶ୍ୱର, ୧୭।୨(ବ୍ୟୁରୋ):ସମ୍ପତ୍ତି ହାତେଇବା ପାଇଁ ବିଭିନ୍ନ ରାଜ୍ୟର ଏକାଧିକ ମହିଳାଙ୍କୁ ବିବାହ କରି ଜେଲରେ ଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ଗୋଟିଏ ପରେ ଗୋଟିଏ କଳାକାର୍‌ନାମା ପଦାକୁ ଆସୁଛି। ପ୍ରଥମେ ୧୪ଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଥିବାବେଳେ…

ରାଣା କପୁରଙ୍କୁ ଜାମିନ

ମୁମ୍ବାଇ,୧୭ା୨: ଋଣ ହେରଫେର ମାମଲାରେ ଜେଲରେ ଥିବା ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଜାମିନ ପାଇଛନ୍ତି। ମୁମ୍ବାଇର ଏକ ପିଏମ୍‌ଏଲ୍‌ଏ କୋର୍ଟ ସ୍ବତନ୍ତ୍ର ବିଚାରପତି ଏମ୍‌.ଜି. ଦେଶପାଣ୍ଡେ ବୁଧବାର ରାଣା, ଅବନ୍ଥା ଗ୍ରୁପ୍‌ର ଗୌତମ ଥାପର ଓ ଅନ୍ୟ ୭…

ଡାକ୍ତରଙ୍କ ଘରୁ ନଗଦ ୧.୧ କୋଟି ଜବତ

ନିମାପଡ଼ା(ଡି.ଏନ୍‌.ଏ.)/ଭୁବନେଶ୍ୱର, ୧୭।୨(ବ୍ୟୁରୋ):ପ୍ରସବ ପୂର୍ବରୁ ନେଇଥିଲେ ୫ହଜାର। ପରେ ଆଉ ୩ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଗଲେ ଡାକ୍ତର। ସେ ହେଲେ ପୁରୀ ଜିଲା ନିମାପଡ଼ା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର…

ପରଲୋକରେ ହରପ୍ରସାଦ ପରିଛା ପଟନାୟକ

ଭୁବନେଶ୍ୱର, ୧୭।୨(ବ୍ୟୁରୋ):ବିଶିଷ୍ଟ କବି, ସମାଲୋଚକ, ସମ୍ପାଦକ ତଥା ଶିକ୍ଷାବିତ୍‌ ଡ. ହରପ୍ରସାଦ ପରିଛା ପଟନାୟକଙ୍କ ବୁଧବାର ପରଲୋକ ଘଟିଛି। ଦେଢ଼ ମାସେ ତଳେ ତାଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। ଏହାପରେ ସେ ପାରାଲିସିସ୍‌ରେ ଆକ୍ରାନ୍ତ ହୋଇଥିବାବେଳେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଧୀରେ…

ଜି. ଅଶୋକ କୁମାର ପ୍ରଥମ ଏନ୍‌ଏମ୍‌ଏସ୍‌ସି

ନୂଆଦିଲ୍ଳୀ, ୧୭।୨: ପୂର୍ବତନ ନୌସେନା ଉପମୁଖ୍ୟ ଜି. ଅଶୋକ କୁମାରଙ୍କୁ କେନ୍ଦ୍ର ସରକାର ଦେଶର ପ୍ରଥମ ଜାତୀୟ ସାମୁଦ୍ରିକ ନିରାପତ୍ତା ସଂଯୋଜକ (ଏନ୍‌ଏମ୍‌ଏସ୍‌ସି)ଭାବେ ନିଯୁକ୍ତି ଦେଇଛନ୍ତିି। ୧୯୮୨ରେ ସେ ନୌସେନାରେ ଯୋଗଦେଇଥିଲେ। ୩୯ ବର୍ଷ କାର୍ଯ୍ୟ କରିବା ପରେ ସେ ଗତବର୍ଷ…

ଓଆର୍‌ଓପି: କେନ୍ଦ୍ରର ଘୋଷଣା ବାସ୍ତବତାଠାରୁ ଭିନ୍ନ

ନୂଆଦିଲ୍ଲୀ, ୧୭ା୨: କେନ୍ଦ୍ରର ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେନସନ୍‌ (ଓଆର୍‌ଓପି) ନୀତି ଅନୁସାରେ ପୂର୍ବତନ ସେନା କର୍ମଚାରୀଙ୍କୁ ଭତ୍ତା ମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର ପ୍ରଶ୍ନ ଉଠାଇଛନ୍ତି। ପେନ୍‌ସନ୍‌ ସ୍ବତଃ ବୃଦ୍ଧି ନିଷ୍ପତ୍ତି କଥା କେନ୍ଦ୍ର ସରକାର ଭୁଲି ଯାଇଛନ୍ତି କି…

ଜିଲା ପରିଷଦ ସଭାପତି ନିର୍ବାଚନ ପାଇଁ ନୂଆ ନିୟମ

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨୦୨୨ ଜାନୁୟାରୀ ୭ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା ୫୯୩ ଅନୁସାରେ ରାଜ୍ୟ ସରକାର ଓଡ଼ିଶା ଜିଲା ପରିଷଦ ନିର୍ବାଚନ ଆଇନ-୧୯୯୪କୁ ପରିବର୍ତ୍ତନ କରି ସେଥିରେ ଅଧିନିୟମ ୫୧ (କ) ଯୋଗ କରିଛନ୍ତି ା…

ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ଚଳିତ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର କାର୍ଯ୍ୟ ବୁଧବାର ଶେଷ ହୋଇଛି। ନିର୍ବାଚନ ହେବାକୁ ଥିବା ଅଞ୍ଚଳରୁ ପ୍ରଚାର କାର୍ଯ୍ୟରେ ଯୋଗ ଦେଇଥିବା ନେତା ଓ କର୍ମୀମାନଙ୍କୁ ସନ୍ଧ୍ୟା ୭ଟା ସୁଦ୍ଧା ସମ୍ପୃକ୍ତ ଅଞ୍ଚଳ ଛାଡ଼ିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ…

ନିର୍ବାଚନ କମିଶନଙ୍କୁ ଭେଟିଲେ ଭାଜପା, ବିଜେଡି

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ଶାସକ ଦଳର ଗୁଣ୍ଡାଗର୍ଦ୍ଦି ଜରିଆରେ ଭୋଟ ହାତେଇବାର ହୀନ ଉଦ୍ଦେଶ୍ୟ ସାମ୍ନାକୁ ଆସିଛି ା ଶାସକ ଦଳର ପ୍ରତ୍ୟକ୍ଷ ପ୍ରରୋଚନାରେ ପ୍ରିଜାଇଡିଂ ଅଫିସରମାନେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ କାର୍ଯ୍ୟ କରୁଛନ୍ତି। ଜୋରଜବରଦସ୍ତ ସେମାନଙ୍କ ପାଇଁ ଭୋଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri