ରାତି ଅଧରେ ଟଙ୍କା ବାଣ୍ଟୁଥିବା କର୍ମୀଙ୍କୁ ଥାନାକୁ ଆଣିବାକୁ ଯାଇ ପୋଲିସ ହଟହଟା
ପାଟଣା,୧୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ୨୧ ନମ୍ବର ଜିଲା ପରିଷଦ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ବଲାଣିପଶି ଗାଁରେ ବୁଧବାର ରାତି ଅଧରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ୨ ଜଣ ଭାଜପା କର୍ମୀଙ୍କୁ ଘରୁ ପୋଲିସ ଉଠାଇ ଆଣିବାକୁ ଯାଇ…
ବେସରକାରୀ କ୍ଷେତ୍ରରେ ନିଯୁକ୍ତିରେ ୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ, ହାଇକୋର୍ଟଙ୍କ ରୋକକୁ ହଟାଇଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୭।୨ : ବେସରକାରୀ କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗରେ ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି ମିଳିଛି। ସ୍ଥାନୀୟ ଲୋକଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷଣ ପାଇଁ ଆଇନ ଉପରେ ସୁପ୍ରିମକୋର୍ଟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ରୋକକୁ ପ୍ରତ୍ୟାହାର କରିଛନ୍ତି। ୪…
ହଠାତ୍ ଉଭେଇ ଗଲା ନଦୀ, ଶୁଖିଲାରେ ମାଛ ହେଲେ ଛଟପଟ…
ଶ୍ରୀନଗର,୧୭।୨ : ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ପ୍ରସିଦ୍ଧ ପାହାଡି ନଦୀର ନାଳ ବ୍ରେଙ୍ଗୀରେ ହଠାତ୍ ଭୂସ୍ଖଳନ ହେତୁ ଏକ ଗଭୀର ସିଙ୍କହୋଲ ସୃଷ୍ଟି ହୋଇଥିଲା। ଫଳରେ ନଦୀ ଜଳ ଏହି ଗଭୀର ସିଙ୍କହୋଲରେ ପଡ଼ିବା ଆରମ୍ଭ କଲା। ଏହି ଗଭୀର…
ବିଫଳ ବୈବାହିକ ସମ୍ପର୍କରେ ସ୍ତ୍ରୀ ଅବା ସ୍ବାମୀଙ୍କୁ ରୋକି ରଖିବା ଏକ କ୍ରୁରତା, ହାଇକୋର୍ଟଙ୍କ ରାୟ…
କୋଚି,୧୭।୨ : କୌଣସି ବିଫଳ ବୈବାହିକ ସମ୍ପର୍କରେ ଜୋର୍ ଜବରଦସ୍ତ ଯଦି ସ୍ତ୍ରୀ କିମ୍ବା ସ୍ବାମୀଙ୍କୁ ବାନ୍ଧି ରଖାଯାଏ, ତେବେ ଏହା ଏକ ପ୍ରକାର କ୍ରୁରତା ଭାବେ ବିବେଚନା କରାଯିବ। ଏକ ଛାଡପତ୍ର ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଏଭଳି…
ଆଇପିଏଲ ନିଲାମରେ ୧୦.୭୫ କୋଟି ଟଙ୍କାରେ ବିକ୍ରି ହେବା ଖୁସିରେ ୧୫ ହଜାର ଟଙ୍କାର ପିଜ୍ଜା ମଗାଇଲେ ଏହି କ୍ରିକେଟର୍
କୋଲକତା,୧୭।୨: ଆଇପିଏଲ ନିଲାମ ୨୦୨୨ରେ, ହାଇଦ୍ରାବାଦ ଦଳ ୧୦.୭୫ କୋଟି ଟଙ୍କା ଦେଇ ଓ୍ବେଷ୍ଟଇଣ୍ଡିଜ୍ର ନିକୋଲାସ ପୁରାନ କିଣିଛି। ଗତ ସିଜନରେ ପଞ୍ଜାବ ପକ୍ଷରୁ ଖେଳିଥିବା ପୁରନ ଏବେ ହାଇଦ୍ରାବାଦ ପାଇଁ ଖେଳୁଥିବାର ନଜର ଆସିବେ। ନିଲାମରେ ୧୦.୭୫ କୋଟି ପାଇବା…
ଶେଷ ଯାତ୍ରା ଆରମ୍ଭ…
ମୁମ୍ବାଇ,୧୭।୨ : ଡିସ୍କୋ କିଙ୍ଗ୍ ବାପି ଲାହିରୀଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାଙ୍କର ଶେଷ ଯାତ୍ରା ଗୁରୁବାର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇଛି। ମୁମ୍ବାଇର ଓ୍ବିଲେ ପାର୍ଲରେ ଅବସ୍ଥିତ ପୱନ ହଂସ ଶ୍ମଶାନ ଘାଟରେ ଅନୁଷ୍ଠିତ…
ଯବାନଙ୍କୁ ସଲାମ: ଆଣ୍ଠୁଏ ବରଫରେ କରୁଛନ୍ତି ପ୍ରାଟୋଲିଂ
ନୂଆଦିଲ୍ଲୀ,୧୭।୨: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର ଯବାନମାନେ ଉତ୍ତରାଖଣ୍ଡ ହିମାଳୟର ଚାରିପାଖରେ ଶୂନ ଡିଗ୍ରୀ ତାପମାତ୍ରାରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ଯବାନମାନେ ୧୫,୦୦୦ ଫୁଟ ଉଚ୍ଚରେ ଜଗି ରହିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ…
ନେପାଳରେ ରାଜନୈତିକ ଅସ୍ଥିରତା, ଆମେରିକା-ଚାଇନା ମୁହାଁମୁହିଁ, ପ୍ରଚଣ୍ଡଙ୍କ ଧମକ…
କାଠମାଣ୍ଡୁ,୧୭।୨ : ଭାରତର ପଡୋଶୀ ଦେଶ ନେପାଳ ପୁଣି ଥରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଏଥର ମଧ୍ୟ ନେପାଳରେ ଚାଲିଥିବା ରାଜନୈତିକ ଅଡୁଆରେ ଚାଇନା ସମ୍ପୃକ୍ତି ରହିଛି। ନେପାଳର ଶାସକ ଶେର୍ ବାହାଦୂର ଦେଓବା ସରକାରଙ୍କ ସହଭାଗୀ ଥିବା ନେପାଳର…
୯୦ ବର୍ଷ ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ରେ ଘଟିଲା ଏମିତି
ଖ୍ରୀଷ୍ଟଚର୍ଚ୍ଚ,୧୭।୨: ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଦଳ ଏକ ନିଆରା ରେକର୍ଡ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ପାଳିରେ ମାତ୍ର ୯୫ ରନ୍ ଅଲଆଉଟ୍ ହୋଇଯାଇଥିଲା। ୯୦ ବର୍ଷ ପରେ ଦକ୍ଷିଣ…
ଦିନେ କମିଲେ ପୁଣି ବଢୁଛି…
ନୂଆଦିଲ୍ଲୀ, ୧୭।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି…
ରାବି ନଦୀ ପ୍ରଦୂଷଣର ଶୀର୍ଷରେ, ୨୦୨୨ ପ୍ରଦୂଷିତ ନଦୀ ତାଲିକା…
ଲାହୋର,୧୭।୨ : ପାକିସ୍ତାନର ରାବି ନଦୀ ପୃଥିବୀର ସର୍ବାଧିକ ପ୍ରଦୂଷିତ। ୨୦୨୨ ପ୍ରଦୂଷିତ ନଦୀ ତାଲିକାରେ ରାବି ନଦୀ ଶୀର୍ଷରେ ରହିଛି। ରାବି ନଦୀର ପାଣିରେ ଅଧିକାଂଶ ବିପଜ୍ଜନକ ବ୍ୟାକ୍ଟେରିଆ ମିଳିଛି। ପୃଥିବୀର ସବୁଠାରୁ ପ୍ରଦୂଷିତ ନଦୀ ତାଲିକାରେ ଲାଟିନ ଆମେରିକୀୟ…
ଆଜି ୧୬ ଜୀବନ ନେଲା କରୋନା
ଭୁବନେଶ୍ବର,୧୭।୨:ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ମଙ୍ଗଳବାର କରୋନା ୧୬ ଜଣଙ୍କ ଜୀବନ ନେଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୬୧କୁ ବୃଦ୍ଧି…
Archives


