ନୂଆ ଇନିଂସ ଆରମ୍ଭ କରିବେ ଶାହରୁଖଙ୍କ ପୁଅ

ବଲିଉଡ୍‌ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ବଲିଉଡ୍‌ରେ କେବେ ଡେବ୍ୟୁ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଖୁବ୍‌ଶୀଘ୍ର ସେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। କିନ୍ତୁ ଜଣେ ଅଭିନେତା ଭାବରେ ନୁହେଁ, ଜଣେ ନିର୍ଦ୍ଦେଶକ ଭାବରେ ସେ ନଜର ଆସିବେ। ସେ ଆମାଜନ ପ୍ରାଇମ ଭିଡିଓର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ନିର୍ଦ୍ଦେଶକ ତଥା ଲେଖକ ଭାବରେ କାର୍ଯ୍ୟ କରିବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ପ୍ରୋଜେକ୍ଟର ଶୁଟିଂ ଆରମ୍ଭ ହେବ। ଥରେ ଶାହାରୁଖ ଏକ ସାକ୍ଷାତକାରରେ କହିଥିଲେ ଆର୍ଯ୍ୟନଙ୍କ ଆଗ୍ରହ ଅଭିନୟ ପ୍ରତି ନୁହେଁ ବରଂ, ଲେଖା କ୍ଷେତ୍ରରେ ଅଛି। ଆର୍ଯ୍ୟାନ୍‌ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗରେ କୋଲକାତା ନାଇଟ ରାଇଡର୍ସର ଦାୟିତ୍ୱ ଗ୍ରହଣ କରିସାରିଛନ୍ତି। ତାଙ୍କୁ ଆଇପିଏଲ ନିଲାମ ସମୟରେ ଦେଖିବାକୁ ମିଳିଥିଲା। ଏହା ପରେ ସେ ଆଇପିଏଲ ମ୍ୟାଚ ସମୟରେ ଷ୍ଟାଡିୟମରେ ମଧ୍ୟ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପଜିଟିଭ୍‌ ଚିହ୍ନଟ ହେଲେ ଏହି ଅଭିନେତ୍ରୀ: ନ ଡ଼ରି କହିଲେ ‘ମାସେ ପରେ କରିବି ପ୍ଲାଜମା ଦାନ’

ବମ୍ବେ: ଭାରତରେ ଆତଙ୍କ ଖେଳାଉଛି କରୋନାର ଦ୍ୱିତୀୟ ଲହର। କେବଳ ଯେ ସାଧାରଣଜନତା ତାହା ନୁହେଁ ସେଲିବ୍ରିଟିମାନେ ମଧ୍ୟ ସାବଧାନତା ସତ୍ତ୍ୱେ ମହାମାରୀର ଶିକାର ପାଲଟୁଛନ୍ତି।...

ଭଲ ବେଳା ଆସିଛି

ଶ୍ରଦ୍ଧା କପୁରଙ୍କ ପାଇଁ ଏବେ ଭଲ ବେଳା ଆସିଛି। ଚଳିତବର୍ଷ ଏ ପର୍ଯ୍ୟନ୍ତ ତାଙ୍କ ଅଭିନୀତ ତିନୋଟି ସିନେମା ‘ଶାହୋ’, ‘ଚିତ୍ତଚୋର’ ଏବଂ ‘ବାଗୀ-୩’ ପରଦା...

ସ୍ବାମୀଙ୍କ କଥା ପଚରାଯିବାରୁ ରାଗିଗଲେ ଶିଳ୍ପା: କହିଲେ…

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟକ୍ତିଗତ ଜୀବନରେ ସବୁକିଛି ଠିକ୍‌ ଚାଲିନାହିଁ। ଯେବେଠୁ ସ୍ବାମୀ ରାଜ କୁନ୍ଦ୍ରା ବୋଲ୍ଡ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହୋଇ...

୩ ମାସ ପରେ ଡ୍ରଗ୍ସ ମାମଲାରେ ରିଆଙ୍କ ଭାଇଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨।୧୨: ବଲିଉଡ୍‌ର ଭେଟେରାନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡ଼ିତ ଥିବା ଡଗ୍ସ ମାମଲାରେ ଏନ୍‌ସିବି ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଜାଣନ୍ତୁ ‘ସାବାସ ମିଠୁ’ର ବଜେଟକୁ ନେଇ କ’ଣ କହିଲେ ତାପସୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ତାଙ୍କର ନୂଆ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଭାରତୀୟ ମହିଳା କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପ୍ଟେନ ମିତାଲି...

ଗର୍ଭାବସ୍ଥାରେ ଶୁଟିଂ କରିଛନ୍ତି ଏହିସବୁ ଅଭିନେତ୍ରୀ: ତେବେ ଜଣଙ୍କର ହୋଇଥିଲା ମିସ୍‌କ୍ୟାରେଜ୍‌

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବେ ନିଜର ଗର୍ଭାବସ୍ଥା ଉପଭୋଗ କରୁଛନ୍ତି। ବର୍ତ୍ତମାନ ତାଙ୍କର ୬ ମାସ ଚାଲିଛି। ଏହାରି ମଧ୍ୟରେ ସେ ଫିଲ୍ମ ଶୁଟିଂ...

୯ ବର୍ଷରେ ୧୫ ଫିଲ୍ମରେ କାମ କରିଛନ୍ତି ଆଲିଆ: ଏବେ ଏତିକି କୋଟିର ମାଲିକାଣୀ

ମହେଶ ଭଟ୍ଟ ଏବଂ ସୋନୀ ରାଜଦାନଙ୍କ ସାନ ଝିଅ ଆଲିଆ ଭଟ୍ଟ ଇତିମଧ୍ୟରେ ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୫ ମାର୍ଚ୍ଚ, ୧୯୯୩ରେ ମୁମ୍ବାଇରେ ଜନ୍ମଗ୍ରହଣ...

ଦୀପିକାଙ୍କ ବଡିଗାର୍ଡଙ୍କ ବାର୍ଷିକ ଦରମା ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ସେଲିବ୍ରେଟିମାନେ ବ୍ୟକ୍ତିଗତ ବଡିଗାର୍ଡ ରଖିଥାନ୍ତି। ବିଭିନ୍ନ ସ୍ଥାନକୁ ଗଲେ ସେମାନେ ବଡିଗାର୍ଡଙ୍କୁ ସାଙ୍ଗରେ ନେଇ ଯାନ୍ତି। ସଲମାନ ଖାନଙ୍କ ବଡିଗାର୍ଡ ଶେରା, ଅମିତାଭ ବଚ୍ଚନଙ୍କ...

Advertisement
Archives

Model This Week