୪ ହଜାର ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ଶହେରୁ କମ୍…
ନୂଆଦିଲ୍ଲୀ, ୧୨।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୪ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୩ ହଜାର ୬୧୪…
ଆଇପିଏଲ୍ ଖେଳିବାକୁ ମନା କରିଦେଲେ ଏହି କ୍ରିକେଟର, ବଦଳରେ ଫିଞ୍ଚଙ୍କୁ ଆଣିଲା…
ନୂଆଦିଲ୍ଲୀ,୧୨।୩: ଆଇପିଏଲ ଖେଳିବେ ନାହିଁ ବୋଲି ମନା କଲେ ଆଉ ଜଣେ ଜଣେ ଇଂଲଣ୍ଡ ଖେଳାଳି। ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ କରୋନା ଜନିତ ବାୟୋ ବବଲ୍ସ କାରଣରୁ ଆଇପିଏଲ୍ ଖେଳିବାକୁ ମନା କରିଦେଇଛନ୍ତି। ତାଙ୍କୁ କେକେଆର୍ ଚଳିତ ବର୍ଷ କିଣିଥିଲା।…
କୋହଲିଙ୍କ ଉପରେ ଖେଳପ୍ରେମୀଙ୍କ ନଜର
ବେଙ୍ଗାଲୁରୁ,୧୨।୩: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶନିବାରଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ। ଏହି ଦିବାରାତ୍ର ମ୍ୟାଚ୍ ଫ୍ଲଡଲାଇଟ୍ରେ ଖେଳାଯିବ। ତେବେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟକୁ ମାତ୍ର ୩ ଦିନରେ ଜିତିନେଇଥିବା ଟିମ୍ ଇଣ୍ଡିଆ…
କୌଣସି ଟିଭି ବିତର୍କରେ ଭାଗ ନେବେନି ବିଏସ୍ପି ମୁଖପାତ୍ର
ଲକ୍ଷ୍ନୌ,୧୨।୩: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍ପି ସୁପ୍ରିମୋ ମାୟାବତୀ ଗଣମାଧ୍ୟମ ଉପରେ ଜାତିଗତ ମନୋଭାବ ଆପଣାଉଥିବାର ଅଭିଯୋଗ କରିଛନ୍ତି। ଏଣୁ ବର୍ତ୍ତମାନଠାରୁ ତାଙ୍କ ଦଳର କୌଣସି ମୁଖପାତ୍ର ଟିଭି ଚ୍ୟାନେଲ ବିତର୍କରେ ଭାଗ ନେବେ ନାହିଁ ବୋଲି ମାୟାବତୀ…
ଜେଲ୍ରେ ତାଲିମ ଦେଉଛନ୍ତି ରେସଲର୍ ସୁଶୀଲ
ନୂଆଦିଲ୍ଲୀ,୧୨।୩: ହତ୍ୟା ଅଭିଯୋଗରେ ତିହାର ଜେଲ୍ରେ ବନ୍ଦୀ ଥିବା ଅଲମ୍ପିଆନ ସୁଶୀଲ କୁମାର କଏଦୀଙ୍କୁ ଫିଟ୍ନେସ ଓ ରେସଲିଂ ତାଲିମ ଦେଉଛନ୍ତି। ଏଥିପାଇଁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ଅନୁମତି ଦେଇଥିବା ଜଣାପଡ଼ିଛି। ଅଧିକାରୀଙ୍କ ଅନୁଯାୟୀ, ବର୍ତ୍ତମାନ ୬ରୁ ୭ଜଣ କଏଦୀ ସୁଶୀଲଙ୍କଠାରୁ…
୨୬ ଜୁନରେ ପାଳନ କରାଯାଇଥାଏ ଶ୍ରେୟା ଘୋଷାଲ ଡେ’
ମୁମ୍ବାଇ: ନିଜର ସୁରିଲା ସ୍ୱରରେ ଶ୍ରୋତାଙ୍କୁ ମତୁଆଲା କରୁଥିବା ବଙ୍ଗିୟ ଲଳନା ଶ୍ରେୟା ଘୋଷାଲ ଆଜି ପାଳନ କରୁଛନ୍ତି ତାଙ୍କ ଜନ୍ମଦିନ । ୧୨ ମାର୍ଚ୍ଚ ୧୯୮୪ରେ ପଶ୍ଚିମବଙ୍ଗର ବେହରାମପୁରରେ ଜନ୍ମ ନେଇଥିଲେ ଶ୍ରେୟା । ପିଲାଟିବେଳୁ ସଙ୍ଗିତ ପ୍ରତି ରୁଚି…
ଇଭିଏମ୍, ବାଲଟରେ ମଧ୍ୟ କେଶବ ପଛରେ
ଲକ୍ଷ୍ନୌ,୧୨।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ୨୭୩ ଆସନ ହାସଲ କରି ସରକାର ଗଢ଼ିବାକୁ ଯାଉଛି। ଇତିମଧ୍ୟରେ ଭାଜପାକୁ ଏକ ବଡ଼ ଝଟ୍କା ଲାଗିଛି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ନିଜ ଗଡ଼ରେ ହିଁ ପରାଜୟର ସାମ୍ନା କରିବାକୁ ପଡ଼ିଛି। କୋଶାମ୍ବି…
ହୋଲି ପରେ ଶପଥ ଗ୍ରହଣ
ଲକ୍ଷ୍ନୌ,୧୨ ।୩: ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ବହୁମତରେ ବିଜୟ ଲାଭ କରିଛି । ଏହାସହ ମୁଖ୍ୟମନ୍ତ୍ରୀ ଥିବା ଯୋଗୀ ଆଦିତ୍ୟନାଥ ଏହାକୁ ନେଇ କିଛି ରେକର୍ଡ କରିଛନ୍ତି । ୩୭ ବର୍ଷ ପରେ…
ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ-ଆଜମ
ଲକ୍ଷ୍ନୌ,୧୨।୩: ଚଳିତ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତ ସହ ସଂଖ୍ୟାଗରିଷ୍ଠତାରେ ଭାଜପା ଐତିହାସିକ ବିଜୟ ଲାଭ କରିଛି। ପୁଣି ଥରେ ରାଜ୍ୟରେ ସରକାର ଗଢ଼ିବ ଭାଜପା। କିନ୍ତୁ ସମାଜବାଦୀ ପାର୍ଟି(ଏସ୍ପି)ର ମୁୁଖ୍ୟ ଅଖିଳେଶ ଯାଦବଙ୍କୁ କ୍ଷମତାକୁ ଫେରିବା ପାଇଁ ପୁଣି…
ଫେସ୍ବୁକ୍, ଟୁଇଟର ପରେ ଇନ୍ଷ୍ଟାଗ୍ରାମରେ ପ୍ରତିବନ୍ଧକ ଲଗାଇଲା ରୁଷିଆ
ମସ୍କୋ,୧୨।୩: ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଲଗାତର ଭାବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଡ଼ା ପ୍ରତିବନ୍ଧକ ଲଗାଉଛି। ଇତିମଧ୍ୟରେ ଫେସ୍ବୁକ୍ ଓ ଟୁଇଟରରେ ପରେ ଏବେ ରୁଷିଆ ଇନ୍ଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇ ଏହାକୁ ବ୍ଲକ…
ବ୍ରୋଭାରୀରେ ରୁଷିଆର ଏୟାର ଷ୍ଟ୍ରାଇକ୍
କ୍ୱିଭ୍,୧୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୭ଦିନରେ ପହଞ୍ଚିଥିବା ବେଳେ ଏବେ ବି ଯୁଦ୍ଧ ଜାରି ରହିଛି। ରୁଷୀୟ ସୈନ୍ୟମାନେ ୟୁକ୍ରେନର ରାଜଧାନୀ କ୍ୱିଭ୍କୁ କବ୍ଜା କରିବା ଲାଗି ରୁଷିଆ ସୈନ୍ୟ ତିନି ପାର୍ଶ୍ୱରୁ ଘେରି ରହିଛନ୍ତି।…
ଆମେରିକା ପଠାଇଲା ୧୨ହଜାର ସୈନ୍ୟ
ଓ୍ବାଶିଂଟନ୍,୧୨।୩: ୧୭ଦିନ ହେଲାଣି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ କ୍ୱିଭ୍କୁ କବ୍ଜା କରିବା ଲାଗି ରୁଷୀୟ ସୈନ୍ୟଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ସକାଳେ ରାଜଧାନୀରେ ରୁଷିଆ ସୈନ୍ୟମାନେ ଲଗାତର ବୋମା ମାଡ଼ କରିଛନ୍ତି।…
Archives


