ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ହେବ ଶେଷକୃତ୍ୟ
ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଓଡ଼ିଶା ସଙ୍ଗୀତ ଜଗତର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଗୀତିକାର ପ୍ରଫୁଲ୍ଲ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସ୍ବର୍ଗତ କରଙ୍କ ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ…
ପିତାଙ୍କ ଭୁଲ୍ ଯୋଗୁ ରୋହନରୁ ହୋଇଗଲେ କେ.ଏଲ୍ ରାହୁଲ
ଭାରତୀୟ କ୍ରିକେଟର୍ କେଏଲ୍ ରାହୁଲ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଆଇପିଏଲ୍ରେ ୨୦୨୨ରେ ତାଙ୍କ ଅଧିନାୟିକତ୍ୱରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଚମତ୍କାର ପ୍ରଦର୍ଶନ କରୁଛି। ଖୁବ୍ କମ୍ ଦିନରେ ରାହୁଲ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ ଖୁବ…
ବଢୁଛି ଏଚ୍ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ର ଶୀର୍ଷରେ…
ନୂଆଦିଲ୍ଲୀ, ୧୮।୪ : ଦେଶରେ ଏଚ୍ଆଇଭି ଏଡ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି। ଏହାପଛକୁ ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ ରହିଛି। ସେହିପରି ତୃତୀୟ ସ୍ଥାନରେ ବିହାର ରହିଛି। ବିହାରରେ ଏଡ୍ସ ଆକ୍ରାନ୍ତଙକ୍କ ସଂଖ୍ୟା ୮,୦୦୦…
ଗୋରୁ ବେପାରୀଙ୍କ ଉପରେ ଓଲଟି ପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ୍: ୩ ମୃତ, ଜଣେ ଗୁରୁତର
ବିଶୋଇ,୧୮ା୪(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ. ଜାତୀୟ ରାଜପଥସ୍ଥିତ ନୂଆଗାଁ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋରୁ ନେଇ ଯାଉଥିବା ବେପାରୀଙ୍କ ଉପରେ ଟ୍ରକ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ…
୧ କୋଟି ଟଙ୍କାରେ ହନୁମାନ ପଇସା ଡିଲ୍
ଦେବଗଡ଼,୧୮ା୪(ଡି.ଏନ.ଏ.): ଦେବଗଡ ଜିଲା ପୋଲିସ ସ୍ପେଶାଲ ସ୍କ୍ବାଡ୍କୁ ପୁଣି ମିଳିଛି ସଫଳତା। ରବିବାର ବେଆଇନ ହନୁମାନ ପଇସା କାରବାରରେ ଲିପ୍ତ ୨ ଅଭିଯୁକ୍ତଙ୍କୁ ଗ୍ରାହକ ବେଶରେ କାବୁ କରିଛି ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ସମ୍ବଲପୁର ଜିଲା ନାକଟିଦେଉଳ ଥାନା…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୧୮।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୧୮୩ ରେ ପହଞ୍ଚିଛି। ଫଳରେ ଦୈନିକ…
ଆଜି ରାଜ୍ୟରୁ ୧୩ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୮ା୪(ବ୍ୟୁରୋ): ସୋମବାର ରାଜ୍ୟରୁ ୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୩୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୮ ଜଣ ଚିହ୍ନଟ ହୋଇଥିବା…
ଦକ୍ଷିଣ ଆଫ୍ରିକାରେ ହାହାକାର, ୪୪୩ ମୃତ-୪୦ ହଜାରରୁ ଅଧିକ ବେଘର…
କେପ୍ ଟାଉନ୍, ୧୮।୪ : ଦକ୍ଷିଣ ଆଫ୍ରିକା କରୋନା ବିପର୍ଯ୍ୟୟରୁ ମୁକୁଳିବାକୁ ପ୍ରୟାସ କରୁଥିବାବେଳେ ପୁଣି ଏକ ବିପଦ ଯୋଗୁ ସଙ୍କଟରେ ପଡ଼ିଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୱାଜୁଲୁ-ନାଟାଲ ପ୍ରଦେଶ ଏବଂ ଡର୍ବାନରେ ବନ୍ୟାରେ ମୃତ୍ୟୁ…
ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଯଶସ୍ବୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କରଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି। ଜଣେ ଗୀତିକାର ସଂଗୀତଜ୍ଞ ତଥା ସଙ୍ଗୀତ ନିର୍ଦ୍ଦେଶକ…
ଯୁଦ୍ଧରେ ରୁଷିଆର ପୁଣି ଜଣେ ଜେନେରାଲଙ୍କ ମୃତ୍ୟୁ, ୮ ଜେନେରାଲ-୩୪ କର୍ନେଲଙ୍କ ଜୀବନ ଗଲାଣି…
ମସ୍କୋ/କ୍ୱିଭ୍, ୧୮।୪ : ୟୁକ୍ରେନ ଯୁଦ୍ଧ ରୁଷିଆ ପାଇଁ ଏବେ ଗଳାର କଣ୍ଟା ପାଲଟିଛି। ଯୁଦ୍ଧ ଯୋଗୁ ରୁଷିଆ ସବୁଆଡୁ ପ୍ରତିରୋଧର ସମ୍ମୁଖୀନ ହେବାରେ ଲାଗିଛି। ରୁଷିଆ କେବେ ବି ଭାବି ନ ଥିଲା ଯେ ୟୁକ୍ରେନ ଏପରି ଚ୍ୟାଲେଞ୍ଜ କରିବ।…
ଅଧପନ୍ତରିଆ ଅବସ୍ଥାରେ ବିଦ୍ୟାଳୟ ଶ୍ରେଣୀଗୃହ
କୁଜଙ୍ଗ,୧୮ା୪(ଡି.ଏନ୍.ଏ.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ପଞ୍ଚାୟତର ଦାର୍ଦ୍ଦିଆ ପୋତାନଇ ଉଚ୍ଚ ବିଦ୍ୟାଳୟର ପୁରାତନ ପ୍ରାଚୀର ଓ କିଛି ଶ୍ରେଣୀ ଗୃହ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ମାତ୍ର ଏହାର ମରମତି ଓ ନବୀକରଣ ହେଉନାହିଁ। ସେହିପରି ଏଠାରେ ଖାଲିପଡ଼ିଥିବା ଶିକ୍ଷକ ପଦବୀଗୁଡ଼ିକ…
‘ଡଙ୍ଗାରେ ବିଜୁବାବୁଙ୍କ ସହ ବିତିଥିବା ମୁହୂର୍ତ୍ତ ଅଭୁଲା’
ମହାକାଳପଡ଼ା,୧୮ା୪(ଡି.ଏନ୍.ଏ.): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ରବିବାର ପାଳିତ ହୋଇଯାଇଛି। ହେଲେ ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବି ଅନେକ ଲୋକ ତାଙ୍କୁ ଝୁରୁଛନ୍ତି। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳର ନାଉରିଆ ବିଧାନ ଅଧିକାରୀ ଅନ୍ୟତମ।…

