Home

ଦିଲ୍ଲୀର ଗୋକୁଲପୁରୀରେ ଭୟଙ୍କର ଅଗ୍ନିକାଣ୍ଡ: ୭ଜୀବନ୍ତଦଗ୍ଧ

ନୂଆଦିଲ୍ଲୀ,୧୨।୩: ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତଦଗ୍ଧ ହୋଇଯାଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ…

୧୭ ଦିନରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ଲୋକେ

କ୍ୱିଭ,୧୨ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ରୁଷିଆ ସେନା ଲଗାତାର ଭାବେ ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ କରି ଚାଲିଛନ୍ତି । ଏମାନେ ୟୁକ୍ରେନର ରାଜଧାନୀ କ୍ୱିଭ ଦଖଲ ଲକ୍ଷ୍ୟର ଥିବା ବେଳେ କ୍ୱିଭ୍ ଠାରୁ…

ରୁଷିଆର ଗୁପ୍ତ ମିଶନ ଆରମ୍ଭ

କ୍ୱିଭ୍‌,୧୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୭ଦିନରେ ପହଞ୍ଚିଛି। ଏବେ ବି ଯୁଦ୍ଧ ଜାରି ରହିଥିବା ବେଳେ ରୁଷିଆ ଆକ୍ରମଣ ଯୋଗୁ ୟୁକ୍ରେନରେ ନୀରିହ ନାଗରିକଙ୍କ ମୃତ୍ୟୁ ହେଉଛି। ରୁଷୀୟ ସୈନ୍ୟଙ୍କ ଗୁଳିଗୋଳା ଓ ମିଶାଇଲ ମାଡ଼ରେ…

ୟୁକ୍ରେନ୍ ସହରର ମେୟରଙ୍କୁ ଅପହରଣ କଲା ରୁଷିଆ ସେନା, ଜେଲେନ୍‌ସ୍କି କହିଲେ ଲୋକତନ୍ତ୍ରର ହତ୍ୟା

କ୍ୱିଭ୍‌/ମସ୍କୋ/ୱାଶିଂଟନ,୧୨ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ହେଲେ ଉଭୟ ଦେଶ କେହି ନଇଁବାକୁ ପ୍ରସ୍ତୁତ ନୁହେଁ । ରୁଷିଆ ଶେଷ ପର୍ଯ୍ୟନ୍ତ ୟୁକ୍ରେନକୁ ଧ୍ୱଂସ କରିବାରେ ଲାଗିଛି । ବିଭିନ୍ନ ଦେଶର ଭିନ୍ନ ଭିନ୍ନ…

ରୁଷିଆ ଉପରେ ୟୁଟ୍ୟୁବର ଆଉ ଏକ ଆକ୍ରମଣ

ୱାଶିଂଟନ,୧୨ ।୩: ୟୁଟ୍ୟୁବ ରୁଷିଆକୁ ନେଇ ତା’ର ପ୍ରତିବନ୍ଧକକୁ ଆହୁରି କଡା କରିଦେଇଛି । ଏବେ କମ୍ପାନୀ ତତ୍କାଳ ପ୍ରଭାବ ମାଧ୍ୟମରେ ସେହି ସମସ୍ତ ଚ୍ୟାନେଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଯେଉଁଗୁଡିକ ରୁଷିଆ ଫଣ୍ଡରେ ଚାଲୁଥିଲେ । ଅର୍ଥାତ୍ ଏହି…

ଜମ୍ମୁ-କଶ୍ମୀର ଏନ୍‌କାଉଣ୍ଟର: ଜଣେ ପାକିସ୍ତାନି ସମେତ ଜୈଶର ୨ ଆତଙ୍କବାଦୀ ନିହତ

ଜମ୍ମୁ,୧୨ ।୩: ଜମ୍ମୁ-କଶ୍ମୀରର ଗନ୍ଦରବଲ ଅଞ୍ଚଳରେ ଶନିବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଅପରେଶନର କିଛି ସମୟ ପୂର୍ବରୁ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବାର ଜଣେ…

ଘାତକ ଜୀବାଣୁକୁ ନଷ୍ଟ କରିବାକୁ ୟୁକ୍ରେନକୁ ଦିଆଯାଇଥିଲା ପରାମର୍ଶ, ବୋମା ମାଡରେ ଉପୁଜିପାରେ ଭୟଙ୍କର ପରିସ୍ଥିତି: ଡବ୍ଲୁଏଚଓ

ଘାତକ ଜୀବାଣୁକୁ ନଷ୍ଟ କରିବାକୁ ୟୁକ୍ରେନକୁ ଦିଆଯାଇଥିଲା ପରାମର୍ଶ, ବୋମା ମାଡରେ ଉପୁଜିପାରେ ଭୟଙ୍କର ପରିସ୍ଥିତି: ଡବ୍ଲୁଏଚଓ ଜେନେଭା,୧୨ ।୩: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ୟୁକ୍ରେନକୁ ଏହାର ଜନସ୍ୱାସ୍ଥ୍ୟ ଲାବୋରୋଟୋରୀରେ ଗଚ୍ଛିତ ଥିବା ମାରାତ୍ମକ ଜୀବାଣୁକୁ ନଷ୍ଟ କରିବାକୁ ପରାମର୍ଶ ଦେଇଛି…

ପାକ୍‌ ପାର୍ଲାମେଣ୍ଟ ଲଜ୍‌ରେ ପୋଲିସ

ଇସ୍‌ଲାମାବାଦ,୧୨ା୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଥିବାବେଳେ ଏହା ପୂର୍ବରୁ ଇସ୍‌ଲାମାବାଦ ପୋଲିସ ଗୁରୁବାର ରାତିରେ ପାର୍ଲାମେଣ୍ଟ ଲଜ୍‌ରେ ଧସେଇ ପଶି ୧୯ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ନ୍ୟାଶନାଲ ଆସେମ୍ବ୍ଲିର…

ନିରୀହଙ୍କ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି

କ୍ୱିଭ୍‌,୧୧ା୩: ରୁଷିଆର ୟୁକ୍ରେନ୍‌ ଆକ୍ରମଣରେ ନିରୀହ ନାଗରିକଙ୍କ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ରୁଷୀୟ ସୈନ୍ୟଙ୍କ ଗୁଳିଗୋଳା ଓ ମିଶାଇଲ ମାଡ଼ରେ ଅଦ୍ୟାବଧି ୫୪୯ ୟୁକ୍ରେନୀୟ ନିହତ ଓ ୯୫୭ ଆହତ ହୋଇଥିବାବେଳେ ସାଧାରଣ ଜନତାଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି ବୋଲି ଜାତିସଂଘ ମାନବାଧିକାର…

୩୮୬ ରୁଷୀୟ ଏମ୍‌ପିଙ୍କ ଉପରେ କଟକଣା ଜାରି କଲା ବ୍ରିଟେନ୍‌

ଲଣ୍ଡନ,୧୨ା୩: ବ୍ରିଟେନ୍‌ର ବୋରିସ୍‌ ଜନ୍‌ସନ୍‌ ସରକାର ଶୁକ୍ରବାର ୩୮୬ ରୁଷୀୟ ଏମ୍‌ପିଙ୍କ ବିରୋଧରେ କଟକଣା ଜାରି କରିଛନ୍ତି। ରୁଷିଆ ପାର୍ଲାମେଣ୍ଟର ନିମ୍ନ ସଦନ ଡୁମାର ଏହି ସଦସ୍ୟମାନେ ୟୁକ୍ରେନ୍‌ରୁ ଲୁହାନସ୍କ ଓ ଡୋନେସ୍କକୁ ବିଚ୍ଛିନ୍ନ କରି ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷଣା…

ରୁଷିଆ ପାଇଁ ଲଢ଼ିବେ ବିଦେଶୀ ଯୋଦ୍ଧା

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୧୨ା୩: ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ୧୬ ଦିନ ବିତିଛି। ରୁଷୀୟ ସୈନ୍ୟଙ୍କ ଘନ ଘନ ରକେଟ ମାଡ଼ରେ ରାଜଧାନୀ କ୍ୱିଭ୍‌ ସମେତ ଅନେକ ସହର ଛିନ୍‌ଛତ୍ର ହୋଇଯାଇଥିବାବେଳେ ୟୁକ୍ରେନୀୟ ସୈନ୍ୟ ମଧ୍ୟ ଆମତ୍ରକ୍ଷା ପାଇଁ ମୁହଁତୋଡ଼ ଜବାବ ଦେଉଛନ୍ତି। ୟୁକ୍ରେନ୍‌ ସେନାର…

ଦୀର୍ଘ ଦିନ ପରେ ଏକାଠି ମାଆଙ୍କ ସହ ଭୋଜନ କଲେ ମୋଦି

ଗାନ୍ଧିନଗର,୧୨ ।୩: ବିଧାନସଭା ନିର୍ବାଚନରେ ୪ ରାଜ୍ୟରେ ବିଜୟର ଧ୍ୱଜା ଉଡାଇବା ପରେ ଏବେ ଗୁଜରାଟକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ସେ ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇ ସେଠାରେ ମେଗା ରୋଡ ଶୋ’ କରିଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri