Home

କେରଳ ଜେଲ୍‌ରେ କରୋନା ବିସ୍ଫୋରଣ…

ଥିରୁଭାନନ୍ତପୁରମ୍‌୍‌, ୨୨।୧ : କେରଳର ଥିରୁଭାନନ୍ତପୁରମ୍‌ଠାରେ ଥିବା ପୂଜାପୁରା କେନ୍ଦ୍ରୀୟ ଜେଲ୍‌ରେ କରୋନା ବିସ୍ଫୋରଣ ଘଟିଛି। ଜେଲର ୨୬୨ କଏଦୀଙ୍କ ନମୁନା ରିପୋର୍ଟ କରୋନା ପଜିିଟିଭ୍‌ ଆସିଛି। ଜେଲର ୯୩୬ କଏଦୀଙ୍କ ନମୁନା ପରୀକ୍ଷା କରାଯାଇଥିଲା। ନମୁନା ରିପୋର୍ଟ ଆସିବା ପରେ…

ଜାପାନରେ ଭୂକମ୍ପ, ୧୦ରୁ ଊର୍ଦ୍ଧ୍ୱ ଆହତ

ଟୋକିଓ,୨୨ା୧: ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମ ଜାପାନରେ ହୋଇଥିବା ଭୂକମ୍ପ ସମସ୍ତଙ୍କୁ ଥରାଇ ଦେଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୪ ରେକର୍ଡ କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁ ୧୦ ଜଣ ଆହତ ହୋଇଛନ୍ତି। ଜାପାନ ପାଣିପାଗ ବିଭାଗର ସୂଚନାନୁଯାୟୀ,…

ଶୋପିଆନ୍‌ରେ ଏନ୍‌କାଉଣ୍ଟର, ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର, ୨୨।୧ : ଜମ୍ମୁ-କଶ୍ମୀରର ଶୋପିଆନ୍‌ରେ ସର୍ଚ୍ଚ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। କାଲବିକ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମଗ୍ର ଅଞ୍ଚଳରେ ଘେରାବନ୍ଦୀ…

ଜଣେ ବ୍ୟକ୍ତି ଏକାସାଙ୍ଗରେ ଘରକୁ ନେଇ ଆସିଲେ ୧୦୦ରୁ ଅଧିକ ସାପ, ଆଉ ତା’ ପରେ…

ଓ୍ବାଶିଂଟନ,୨୨ା୧: ଆମେରିକାର ମ୍ୟାରିଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାକାର ଜଣେ ବ୍ୟକ୍ତି ଘରକୁ ଏକାସାଙ୍ଗରେ ୧୦୦ରୁ ଅଧିକ ସାପ ନେଇଆସିଥିଲେ। ଏହି ଘଟଣା ଗତ ୧୯ ତାରିଖରେ ହୋଇଥିଲା। ଏନେଇ ପଡ଼ୋଶୀମାନେ ପ୍ରଥମେ ଜାଣି ପାରି ନ ଥିଲେ।…

ବିବାଦୀୟ ରାୟ, ୨୮ ଦିନର ଶିଶୁକୁ ସ୍ତନ୍ୟପାନ କରାଇବା ଲାଗି ମା’ଙ୍କର ଜାମିନ୍‌ ଆବେଦନ ନାମଞ୍ଜୁର…

ଗୁରୁଗ୍ରାମ୍‌, ୨୨।୧ : ସ୍ତନ୍ୟପାନ ଶିଶୁର ଅଧିକାର। ତେବେ ଜଣେ ୨୮ ଦିନର ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଲାଗି ଗୁରୁଗ୍ରାମ୍‌ କୋର୍ଟ ମା’ଙ୍କର ଜାମିନ୍‌ ଆବେଦନ ନାମଞ୍ଜୁର କରିଛନ୍ତି। ମା’ଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିବା ଦର୍ଶାଇ କୋର୍ଟ ଏଭଳି…

ବଦଳିଲା ନିୟମ, ଆକ୍ରାନ୍ତ ହେବାର ୩ ମାସ ପରେ ନେବାକୁ ପଡ଼ିବ ଟିକା…

ନୂଆଦିଲ୍ଲୀ, ୨୨।୧ : ଏବେ ଟିକା ନେବା ନେଇ କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କର ରିପୋର୍ଟ ନେଗେଟିଭ୍‌ ଆସିବାର ୩ ମାସ ପରେ ଏଣିକି ଟିକା ଦିଆଯିବ। ଏହି ନିୟମ ପ୍ରଥମ, ଦ୍ୱିତୀୟ ଡୋଜ୍‌…

ଚରଣଜିତ ସିଂ, ହନି ଓ ମନିର କମ୍ବିନେଶନ: ଅକାଳି ଦଳ

ଚଣ୍ଡିଗଡ଼,୨୨ ।୧: ଅକାଳି ଦଳ ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସମ୍ପର୍କିୟଙ୍କ ଘରେ ଇଡିର ରେଡ ସମୟରେ ମିଳିଥିବା କୋଟି କୋଟି ଟଙ୍କାକୁ ନେଇ ଖୁବ୍ ବର୍ଷିଛି । ଅକାଳି ଦଳ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଚନ୍ନି…

ଗତ ୪ ବର୍ଷ ମଧ୍ୟରେ ସବୁ ପରିବାରକୁ ମିଳିଛି ଶୌଚାଳୟ, ସବୁ ଗାଁରେ ପହଞ୍ଚିଛି ବିଜୁଳି: ମୋଦି

ନୂଆଦିଲ୍ଲୀ,୨୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଭିନ୍ନ ଜିଲାର ଜିଲାଧିକାରୀଙ୍କ ସହ ଭିଡିଓ କନଫରେନସିଂ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ମୋଦି କହିଛନ୍ତି ଗତ ୪ ବର୍ଷ ମଧ୍ୟରେ ପ୍ରାୟ ସମସ୍ତ ଆଶାୟୀ ଜିଲାରେ ଧନ-ଜନ ଖାତା…

ବିଦେଶ ଫେରନ୍ତା ଏବେ ରହିବେ ହୋମ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୨୨ ।୧: କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭାରତ ସରକାର ବିଦେଶ ଯାତ୍ରୀଙ୍କ ପାଇଁ କୋୱିନ ଆପରେ ବଡ ପରିବର୍ତ୍ତନ କରିଛନ୍ତି । ଶନିବାରଠାରୁ ବିଦେଶରୁ ଫେରୁଥିବା ଯାତ୍ରୀମାନଙ୍କୁ ସରକାରୀ ଆଇସୋଲେଶନ ବ୍ୟବସ୍ଥାରେ ରଖିବା ଅନିର୍ବାର୍ଯ୍ୟ ହେବନାହିଁ । ସଂକ୍ରମିତ…

ଓମିକ୍ରନରେ ଶେଷ ହେବ ନାହିଁ କରୋନା ସଂକ୍ରମଣ, ଆଗକୁ ଆସିବ ନୂଆ ଭାରିଏଣ୍ଟ!

ନୂଆଦିଲ୍ଲୀ,୨୨ ।୧: ଦ ଲ୍ୟାସେଟର ଏକ ଗବେଷଣା ଅନୁଯାୟୀ, କରୋନା ମହାମାରୀ ଶୀଘ୍ର ଶେଷ ହୋଇଯିବ । ହେଲେ ଭାଇରସର ସଂକ୍ରମଣ ଜାରି ରହିବ । ଗବେଷଣା ଦାବି କରିଛି କି ଓମିକ୍ରନ ସଂକ୍ରମଣ ପରେ କୋଭିଡ ୧୯ ସଂକ୍ରମଣ ପୁଣିଥରେ…

ମର୍ମନ୍ତୁଦ ଦୁର୍ଘଟଣା: ଗଲା ୫ ଜୀବନ

ସୋନପୁର,୨୨।୧(ନି.ପ୍ର): ସୁବର୍ଣ୍ଣପୁର ଜିଲା ସୋନପୁର ମହାନଦୀ ସେତୁ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବଲେରୋ ଏବଂ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇ ୫ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଗୁରୁତର ଆହତ…

୧୬୧ କୋଟି ଲୋକଙ୍କୁ ଦିଆ ଗଲାଣି କରୋନା ଭ୍ୟାକ୍ସିନ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୨ ।୧: ଦେଶରେ ଏପର୍ଯ୍ୟନ୍ତ ୧୬୧.୦୫ କୋଟି ଲୋକଙ୍କୁ କରୋନା ଭ୍ୟାକ୍ସିନ ଦିଆ ସରିଥିବା ସୂଚନା ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୁକ୍ରବାର ଏହି ସୂଚନା ଦେଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri