ରାସ୍ତାକାର୍ଯ୍ୟ ନିମ୍ନମାନର ଅଭିଯୋଗ
ପିପିଲି, ୯ା୫(ସ୍ବ.ପ୍ର.): ପିପିଲି ବ୍ଲକ ଅନ୍ତର୍ଗତ ୩୧୬ ନମ୍ବର ଜାତୀୟ ରାଜପଥଠାରୁ ବୀରପୁରୁଷୋତ୍ତମପୁର ଗ୍ରାମ୍ୟ ରାସ୍ତା ଆର୍ଡି ବିଭାଗ ଅଧୀନ ୫ କିଲୋମିଟର ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ପାଇଁ ୧କୋଟି ୬୨ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତେବେ ଏହି ରାସ୍ତା…
ଚାଷ ପ୍ରତି ଭାଗଚାଷୀ ବିମୁଖ
କେନ୍ଦ୍ରାପଡ଼ା ଅଫିସ,୯ା୫: ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାରଙ୍କ କୃଷି, କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ରାଜ୍ୟର ୪୦ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ୮୦୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ…
ପେଟ ପାଇଁ ମଞ୍ଜିତ୍ କରୁଛନ୍ତି ସଂଘର୍ଷ
ମହାକାଳପଡ଼ା,୯ା୫(ଡି .ଏନ୍ .ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ରାମନଗର ଗ୍ରାମ ଉତ୍ତରପଡ଼ାରେ ମଞ୍ଜିତ୍ ମଣ୍ଡଳ (୧୦)ଙ୍କ ଘର। ସେ ପେଟକୁ ଦାନା ସଂଗ୍ରହ ପାଇଁ ସଂଘର୍ଶ କରୁଥିବା ଜଣାପଡିଛି। ଯେଉଁ ସମୟରେ ମା’ର ପଣତ କାନିରେ ମୁଣ୍ଡ ଗୁଞ୍ଜି ଭବିଷ୍ୟତର…
ଅନାହାରରେ ବୃଦ୍ଧ ସୁଦର୍ଶନ
ନୟାଗଡ଼ ଅଫିସ,୯।୫: ନୟାଗଡ଼ ବ୍ଲକ ସୁନାଲଟି ଗାଁର ସୁଦର୍ଶନ ଲେଙ୍କା(୭୦) ଅନାହାରରେ ଦିନ କାଟୁଛନ୍ତି। ଖଣ୍ଡପଡା ବ୍ଲକ ଯୋଗିଆପଲ୍ଲୀ ଘାଟିର ଠାକୁରାଣୀ ପୀଠରେ ଠାକୁରଙ୍କ ଭୋଗ ଖାଇ ୫ଦିନ ହେଲା ଜୀବନ ବଞ୍ଚାଇଛନ୍ତି। ଆଉ ମନ୍ଦିର ଚଟାଣ ଆଶ୍ରୟ ପାଲଟିଛି। ସୁଦର୍ଶନଙ୍କର…
୪୯୧ ପାନୀୟ ଜଳ ପ୍ରକଳ୍ପରୁ ୨୭୨ ଅଚଳ
ନୟାଗଡ଼ ଅଫିସ,୯।୫: ନୟାଗଡ଼ ଜିଲାରେ ପାନୀୟ ଜଳ ପ୍ରକଳ୍ପ କାହିଁକି ଫେଲ୍ ହେଉଛି ତା’ର କାରଣ ଖୋଜାଯାଉନି। ପ୍ରକଳ୍ପ ପରେ ପ୍ରକଳ୍ପ କରାଯାଇ ସରକାରୀ ଅନୁଦାନକୁ ବିକାଶ ନାଁରେ ହଡ଼ପ କରାଯାଉଛି। ଏବେ ବୃହତ୍ ପାନୀୟ ଜଳ ପ୍ରକଳ୍ପ ପାଇଁ ୧୫୦୪…
ରାଷ୍ଟ୍ରପତି ନିର୍ବାଚନ, ଏମ୍ପିଙ୍କ ଭୋଟ ମୂଲ୍ୟ ୭୦୮ରୁ ୭୦୦କୁ ହ୍ରାସ…
ନୂଆଦିଲ୍ଲୀ, ୯।୫ : ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଏମ୍ପିଙ୍କ ଭୋଟର ମୂଲ୍ୟ ୭୦୮ରୁ ୭୦୦ କୁ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି। ଏହାର କାରଣ ହେଉଛି ଜମ୍ମୁ-କଶ୍ମୀର ବିଧାନସଭା ଭଙ୍ଗ। ରାଜ୍ୟର ବିଧାୟକଙ୍କ ଭୋଟର ମୂଲ୍ୟ ଆଧାରରେ…
ନିର୍ମାଣ ହେଉନି ବଢ଼େଇପୁର ଗ୍ରାମ ରାସ୍ତା
ଆର.ଉଦୟଗିରି,୯ା୫(ଡି.ଏନ.ଏ.): ମୋହନା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ। ଏହି ବ୍ଲକର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଇଥାନ୍ତି । କିନ୍ତୁ ସ୍ଥାନୀୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଉନ୍ନତିମୂଳକ ଯୋଜନାଗୁଡିକ ବାଟବଣା ହେଉଥିବା ଦେଖିବାକୁ ମିଳୁଛି। ଏହି…
ରାଣୀପଥର ଘାଟିରେ ଜଳୁଛି ଜଙ୍ଗଲ
ଫୁଲବାଣୀ ଅଫିସ/ ବଲସକୁମ୍ପା, ୯ା୫: ଫୁଲବାଣୀ-ବୌଦ୍ଧ ଜିଲା ୧୫୭ ଜାତୀୟ ରାଜପଥ ରାଣୀପଥର ଘାଟିର ପୁରୁଣାପାଣିଠାରେ ଶାଗୁଆନ ଓ ବାଉଁଶ ଜଙ୍ଗଲ ରବିବାର ୧୦ଟାରୁ ହୁତୁ ହୁତୁ ହୋଇ ଜଳୁଛି। ରାଣୀପଥର ଫରେଷ୍ଟରଙ୍କ ଏଥିପ୍ରତି ନିଘା ନାହିଁ। ଫୁଲବାଣୀ ବନବିଭାଗ ଖଣ୍ଡ…
ଜବରଦଖଲରେ ସରକାରୀ ଜାଗା
ପଟ୍ଟାମୁଣ୍ଡାଇ,୯।୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ସରକାରୀ ଜାଗାକୁ ଜବରଦଖଲକାରୀମାନେ କବ୍ଜା କରିବାରେ ଲାଗିଛନ୍ତି। ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ବିଭାଗର ଜାଗା ଜବରଦଖଲ ହେଉଛି। ଜଳସମ୍ପଦ ବିଭାଗ ଅଧୀନରେ ଥିବା ଅନେକ ସ୍ଥାନରେ ଲୋକେ ଘର ନିର୍ମାଣ କରି ନିଜେ…
ଚାଷୀଙ୍କ କାର୍ଯ୍ୟରେ ଲାଗୁନି ବାଉଁଶ ଯୋର
ନାଉଗାଁ ,୯ା୫(ସ୍ବ.ପ୍ର.): ନାଉଗାଁ ବ୍ଲକର ବାଉଁଶ ଯୋର ଚାଷୀଙ୍କ କାମରେ ଲାଗୁନି। ଏନେଇ ସେମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଯୋର ତିରୁଣା ପଞ୍ଚାୟତ ଓ ଡାବର ପଞ୍ଚାୟତ ଦେଇ ଦେବୀନଦୀକୁ ତେଲସରା ନିକଟରେ ସଂଯୋଗ କରୁଛି।…
ରାସ୍ତାରେ ଧର୍ମୀୟ ଉତ୍ସବକୁ ମିଳିବନି ଅନୁମତି
ଝାନ୍ସି,୯।୫: ରାସ୍ତାରେ ଧର୍ମୀୟ କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ନ ଦେବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କାର୍ଯ୍ୟକ୍ରମ କେବଳ ଧର୍ମସ୍ଥଳୀ ପରିସରରେ କରାଯିବା ଆବଶ୍ୟକ ବୋଲି ଜଣେ ସରକାରୀ ମୁଖପାତ୍ର କହିଛନ୍ତି। ଲଲିତପୁର…
ନିଆଁ ଲଗାଇଥିଲେ ବିଫଳ ପ୍ରେମିକ
ଇନ୍ଦୋର,୯।୫: ଇନ୍ଦୋରର ସ୍ବର୍ଣ୍ଣବାଗ ଅଞ୍ଚଳରେ ଥିବା ଏକ ୩ ମହଲା ରେସିଡେନ୍ସିଆଲ ବିଲ୍ଡିଂରେ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ୨ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ହୋଇଥିଲେ। ଜଣେ ବିଫଳ ପ୍ରେମିକ…

