ଭାରତୀୟ ରୀତିନୀତିରେ ବିବାହ କରିବେ ଅଷ୍ଟ୍ରେଲୀୟ କ୍ରିକେଟର୍
ନୂଆଦିଲ୍ଲୀ,୧୫।୨:ଅଷ୍ଟ୍ରେଲୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଖୁବ ଶୀଘ୍ର ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଭାରତୀୟ ଯୁବତୀ ଭିନି ରମଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ତାମିଲରେ ଲେଖାଯାଇଥିବା ମ୍ୟାକ୍ସୱେଲଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ…
ଭାରତୀୟ ନାଗରିକ-ଛାତ୍ରଙ୍କୁ ୟୁକ୍ରେନ ଛାଡିବାକୁ ପରାମର୍ଶ: ଆଡଭାଇଜରି ଜାରି କଲା ଦୂତାବାସ
କାଇଭ,୧୫।୨: ୟୁକ୍ରେନ-ରୁଷ ତିକ୍ତତା ଏବେ ବୃଦ୍ଧି ପାଉଥିବା ବେଳେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ଇତିମଧ୍ୟରେ ୟୁକ୍ରେନର ରାଜଧାନୀ କାଇଭରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କୁ ବିଶେଷ କରି ଛାତ୍ରମାନଙ୍କୁ ସାମୟିକ ଭାବେ ଦେଶ ଛାଡିବାକୁ ପରାମର୍ଶ ଦେଇଛି। ମଙ୍ଗଳବାର…
ଭାବପ୍ରବଣ ହେଲେ ପନ୍ତ
ନୂଆଦିଲ୍ଲୀ,୧୫।୨: ଆଇପିଏଲ ୨୦୨୨ ମେଗା ନିଲାମରେ ଅଧିକାଂଶ ଫ୍ରାଞ୍ଚାଇଜ ସେମାନଙ୍କର ପୁରୁଣା ଖେଳାଳି କିଣିବାକୁ ଚେଷ୍ଟା କରିଥିଲେ। ଅନେକ ଦଳ ଏଥିରେ ସଫଳ ହୋଇଥିଲେ ଏବଂ ଏଥିପାଇଁ ସେମାନେ ବିପୁଳ ପରିମାଣର ଖର୍ଚ୍ଚ ମଧ୍ୟ କରିଥିଲେ। ଦୀପକ ଚହର ଏବଂ ହର୍ଷଲ…
ଚାରା ଦୁନୀତିର ଡୋରଣ୍ଡା ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ
ରାଞ୍ଚି,୧୫।୨: ଦେଶର ବହୁ ଚର୍ଚ୍ଚିତ ଚୋରା ଦୁର୍ନୀତିର ଡୋରଣ୍ଡା ମାମଲାରେ ରାଷ୍ଟୀୟ ଜନାତା ଦଳ(ଆରଜେଡି)ର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ମଙ୍ଗଳବାର ରାଞ୍ଚି ସ୍ଥିତ ସିବିଆଇର ସ୍ବତନ୍ତ୍ର କୋର୍ଟ ଲାଲୁଙ୍କ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାଞ୍ଚିର ଡୋରାଣ୍ଡା…
‘ଯୋଗୀ ଆଦିତ୍ୟନାଥ ମୋତେ ମାରିବାକୁ ଚାହୁଁଛନ୍ତି’
ଲକ୍ଷ୍ନୌ,୧୫।୨: ସୁହେଲଦେବ ଭାରତ ସମାଜ ଦଳ(ଏସ୍ବିଏସ୍ପି)ର ସଭାପତି ଓମ ପ୍ରକାଶ ରାଜଭର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଓମ ପ୍ରକାଶ ରାଜଭର କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ମୋତେ ମାରିବାକୁ ଚାହୁଁଛନ୍ତି। ଓପି ରାଜଭାର ଏକ…
ବଡ଼ ସଡ଼କ ଦୁର୍ଘଟଣା: ୪ ପୋଲିସକର୍ମୀଙ୍କ ସମେତ ଚାଲିଗଲା ୫ ଜୀବନ
ଜୟପୁର,୧୫।୨: ରାଜସ୍ଥାନର ଜୟପୁର ଜିଲାର କୋଟପୁଟଲି ଅଞ୍ଚଳରେ ସୋମବାର ବିଳମ୍ବିତରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଭାବରୁ ପୋଲିସ ଷ୍ଟେଶନ ପରିସରରେ ଥିବା ଏକ ଡିଭାଇଡର୍ ଉପରେ ଏକ ଫର୍ଚୁନର୍ କାର୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ…
ଯନ୍ତ୍ରଣା ବଖାଣିଲେ ଡ୍ରାମା କୁଇନ୍
ଅଭିନେତ୍ରୀ ରାଖୀ ସାୱନ୍ତ ତାଙ୍କ ସ୍ବାମୀ ରିତେଶଙ୍କଠାରୁ ଅଲଗା ହୋଇଛନ୍ତି। ସେମାନେ ସେମାନଙ୍କର ତିନି ବର୍ଷର ବିବାହକୁ ଭାଙ୍ଗି ଦେଇଛନ୍ତି। ଭାଲେଣ୍ଟାଇନ୍ସ ଡେ’ର ଗୋଟିଏ ଦିନ ପୂର୍ବରୁ ରବିବାର ଦିନ ରାଖୀ ରିତେଶଙ୍କଠାରୁ ଅଲଗା ହେବାର ଘୋଷଣା କରିଥିଲେ। ବିବାହ ଭାଙ୍ଗିବାପରେ…
ଭାଜପା ବିଧାୟକଙ୍କ ଧମକ: ଯେଉଁ ଲୋକ ଭାଜପା ଭୋଟ ଦେଉନାହାନ୍ତି, ତାଙ୍କର ହେବ ଏମିତି ଅବସ୍ଥା
ହାଇଦ୍ରାବାଦ୍,୧୫।୨: ଉତ୍ତର ପ୍ରଦେଶରେ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏବେ ସମସ୍ତ ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ଜଣେ ଭାଜପା ବିଧାୟକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛି। ହାଇଦ୍ରାବାଦର ଗୋଶାମହାଲ ବିଧାନସଭାର ଭାଜପା…
ଆଜି ୨୨ ଜୀବନ ନେଲା କରୋନା
ଭୁବନେଶ୍ବର,୧୫।୨:ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ମଙ୍ଗଳବାର କରୋନା ୨୨ ଜଣଙ୍କ ଜୀବନ ନେଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୨୬କୁ ବୃଦ୍ଧି…
କମୁଛି ସଂକ୍ରମଣ
ନୂଆଦିଲ୍ଲୀ,୧୫।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭ ହଜାର ୪୦୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୪୭ ଜଣଙ୍କ ମୃତ୍ୟୁ ଘଟିଛି।…
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍
ଭୁବନେଶ୍ବର,୧୫।୨: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। କେବଳ ଖୋଦ୍ଧର୍ର୍ା ଜଲାକୁ ବାଦ ଦେଲେ…
ଫେସ୍ବୁକ୍ ପୋଷ୍ଟ ମାଧ୍ୟମରେ ସମ୍ଭାବ୍ୟ ଯୁଦ୍ଧ ତାରିଖ କହିଲେ ୟୁକ୍ରେନ୍ ରାଷ୍ଟ୍ରପତି
କ୍ୱିଭ୍,୧୫।୨: ୟୁକ୍ରେନ ସଙ୍କଟ ଧୀରେ ଧୀରେ ବଢିବାରେ ଲାଗିଛି। ୟୁକ୍ରେନକୁ ଘେଣିବା ପାଇଁ ରୁଷିଆ ଆକ୍ରମଣ ପାଇଁ ୧.୩୦ଲକ୍ଷ ସେନ୍ୟ ଓ ମିସାଇଲ ପ୍ରସ୍ତୁତ କରି ରଖିଛି। ଏହି ସମୟ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ତାଙ୍କର ଏକ ଫେସବୁକ…
Archives


