Home

ବାଇକ୍‌ ଆଗରେ ସ୍ତ୍ରୀ, ପଛରେ ୩୭ ପ୍ଲାଷ୍ଟିକ୍‌ ଚେୟାର: ଫଟୋ ଦେଖି ଆନନ୍ଦ ମହିନ୍ଦ୍ରା ଆଶ୍ଚର୍ଯ୍ୟ

ଭାରତର ବିଶିଷ୍ଟ ବ୍ୟବସାୟୀ ତଥା ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ଟୁଇଟର୍‌ରେ ପ୍ରେରଣାଦାୟକ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ନିକଟରେ ସେ ଏକ ଦମ୍ପତିଙ୍କର ଏକ ଫଟୋ ଶେୟାର କରିଛନ୍ତି।…

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ: ଆଳୁ କିଲୋ ୨୦୦, ଗୋଟିଏ ଅଣ୍ଡାର ମୂଲ୍ୟ ୩୦ ଟଙ୍କା

କଲମ୍ବୋ,୩।୪: ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାର ସ୍ଥିତି ପୂରା ଦୟନୀୟ ହୋଇଯାଇଛି। ଦେଶରେ ଖାଇବାକୁ ଖାଦ୍ୟ ନାହିଁ। ପିଇବାକୁ ପାଣି ନାହିଁ। ଲୋକମାନେ ଖାଦ୍ୟ, ଇନ୍ଧନ ଏବଂ ଔଷଧ ଇତ୍ୟାଦି ମୌଳିକ ସାମଗ୍ରୀ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା…

ଏଲ୍‌ଟିଟି ଜୟନଗର ଏକ୍ସପ୍ରେସ ଲାଇନଚ୍ୟୁତ

ମୁମ୍ବାଇ,୩।୪: ମହାରାଷ୍ଟ୍ରର ନାସିକ ନିକଟରେ ଲୋକମାନ୍ୟ ତିଲକ ଟର୍ମିନିୟସ(ଏଲଟିଟି)-ଜୟନଗର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ପାଖାପାଖି ୧୦ଟି କୋଚ ଟ୍ରାକ ବାହାରକୁ ଖସିଯାଇଛି। ଦୁର୍ଘଟଣା ଯୋଗୁ କେତେକ ଟ୍ରେନ୍‌ର ଗତିପଥ ବଦଳାଯାଇଛି। ସେହିପରି କେତେକ ଟ୍ରେନ୍‌କୁ ବାତିଲ କରାଯାଇଛି। ତେବେ ଦୁର୍ଘଟଣାରେ କାହାରି…

ମା’ ହେଲେ ଭାରତୀ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସ୍ବାମୀ ହର୍ଷ ଲିମ୍ବାଚିୟା ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି। ଭାରତୀ ଏବଂ ହର୍ଷ ହର୍ଷ ଏବଂ ଭାରତୀ ମାତୃତ୍ୱ ଫଟୋଶୁଟର ଏକ…

୪ ଆତଙ୍କବାଦୀ ଗିରଫ

ଶ୍ରୀନଗର,୩।୪: ଜମ୍ମୁ:ଜମ୍ମୁକଶ୍ମୀରେ ରବିବାର ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ବାନ୍ଦିପୋରା ପୋଲିସ। ଗିରଫ ଆତଙ୍କବାଦୀମାନେ ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀମାନଙ୍କୁ ଲଜିଷ୍ଟିକ ଏବଂ ଗମାନାଗମନରେ ସହଯୋଗ କରୁଥିଲେ। ଏକ ବିଷେଶସୁତ୍ରରୁ ଖବର ପାଇ ପୁଲିସ ଆସ୍ଥାଙ୍ଗୋ ଏବଂ ବାଣ୍ଡିପୋରା ଏରିଆରେ ୩…

ସରକାର ଯିବା ପରେ ଭାରତ ବିରୋଧୀ ମନ୍ତବ୍ୟ ଦେଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୩।୪: ପାକିସ୍ତାନରେ ରାଜନୈତିକ ସଙ୍କଟ ଚାଲିଛି। ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରଣନୀତି ବିରୋଧୀଙ୍କ ସବୁ ଖେଳ ଓଲଟପାଲଟ କରିଦେଇଛି। ଫଳରେ ଶାସନକ୍ଷମତା ହାତେଇବାକୁ ସ୍ବପ୍ନ ଦେଖୁଥିବା ବିରୋଧୀଙ୍କ ଆଶା ଧୂଳିସାତ୍‌ ହୋଇଛି। ପାକିସ୍ତାନ ସଂସଦ(ନ୍ୟାସନାଲ ଆସେମ୍ବ୍ଲି)ରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ…

ସ୍ବାମୀଙ୍କ ପରେ ଦେଶକୁ ଚାମ୍ପିଅନ୍‌ କଲେ ସ୍ତ୍ରୀ

ଖ୍ରୀଷ୍ଟଚର୍ଚ୍ଚ,୩।୪: ମହିଳା ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ୭ମଥର ପାଇଁ ଟାଇଟେଲ୍‌ ଜିତିଛି। ବିଜୟ ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅଷ୍ଟ୍ରେଲୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଆଲିସା ହେଲିଙ୍କୁ ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି…

ଖୁବ୍‌ କମ ବୟସରେ କୋଟି କୋଟି ସମ୍ପତିର ମାଲିକାଣୀ ଆଲିଆ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଲଗାତର ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଚାଲିଛନ୍ତି। ତାଙ୍କ ଅଭିନୀତ ଗାଙ୍ଗୁବାଇ କାଠିଆୱାଡି ସୁପରହିଟ୍‌ ହେବାପରେ ଏବେ ‘ଆର୍‌ଆର୍‌ଆର୍‌’ ଫିଲ୍ମ ମଧ୍ୟ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏହି ୨ଟି ଫିଲ୍ମ ଦେଖିବା…

ପୁଣି ରିମାଣ୍ଡରେ ଯିବେ ଶର୍ମିଷ୍ଠା, ଝୁନା

ଭୁବନେଶ୍ୱର,୩ା୪(ବ୍ୟୁରୋ): କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ୩ଦିନିଆ ରିମାଣ୍ଡ ଅନୁମତି ମିଳିଛି। ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି। ୫ ଦିନିଆ ରିମାଣ୍ଡ ନେଇ ଆବେଦନ କରାଯାଇଥିବା ବେଳେ ୩ଦିନିଆ ରିମାଣ୍ଡ ନେଇ କୋର୍ଟ ଅନୁମତି…

ଟ୍ରେନରେ ଚୁମ୍ବନ ଦେବା ପଡିଲା ମହଙ୍ଗା

ମୁମ୍ବାଇ,୩।୪:ଟ୍ରେନ୍‌ରେ ଯୁବତୀଙ୍କୁ ଚୁମ୍ବନ ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଏଥିପାଇଁ ତାଙ୍କୁ କୋର୍ଟ ତାଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦିଓ ଏହି ମାମଲାରେ…

ଫିଲ୍ମ ଷ୍ଟାଇଲ୍‌ରେ ଲୁଟିନେଲ ଏଲ୍‌ଇଡି ବୋଝେଇ ଟ୍ରକ୍‌

ଖୋର୍ଦ୍ଧା ଅଫିସ,୩ା୪: ଫିଲ୍ମ ଷ୍ଟାଇଲରେ ଦୁର୍ବୃତ୍ତ ଲୁଟି ନେଇଛନ୍ତି ଏଲ୍‌ଇଡି ଟିଭି ବୋଝେଇ ଟ୍ରକ୍‌। ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏଲ୍‌ଇଡି ଟିଭି ବୋଝେଇ ଟ୍ରକ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ ।…

ବିବାହ ପୂର୍ବରୁ ପିତା ହୋଇଥିଲେ ଇମ୍ରାନ, କୋର୍ଟ ରାୟ ପରେ ବି ଏକଥାକୁ ଅସ୍ବୀକାର

ଇସଲାମାବାଦ,୩ା୪: ବିବାଦ ପ୍ରାୟ ପ୍ରତ୍ୟେକ ରାଜନେତାଙ୍କ ଜୀବନର ଏକ ଅଂଶ। ଏମାନଙ୍କ ମଧ୍ୟରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ହେଉଛନ୍ତି ଜଣେ। ଇମ୍ରାନଙ୍କ ବିରୋଧରେ ନାନା କଥା ଉଠିଛି। ଇମ୍ରାନଙ୍କ ପ୍ରେମ ତାଲିକାରେ ବଲିଉଡ୍‌ ଅଭିନେତ୍ରୀମାନଙ୍କ ଠାରୁ ଦୁନିଆର ସବୁଠାରୁ ଧନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri