Home

୭ଦିନିଆ ରିମାଣ୍ଡରେ ଗଲେ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦଙ୍କ ଭାଇ

ମୁମ୍ବାଇ,୧୮।୨: ଅଣ୍ଡରୱାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଭାଇ ଇକ୍‌ବାଲ କାସକରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ଅଧିକ ପଚରା ଉଚରା ପାଇଁ ଇକ୍‌ବାଲଙ୍କୁ ୭ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଶୁକ୍ରବାର ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କୁ…

ଭାରତୀୟ ଟିମ୍‌କୁ ଫେରିଲେ ଏହି ଘାତକ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୮।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏବେ ଟି-୨୦ ସିରିଜ ଖେଳୁଛି ଭାରତ। ଏହାପରେ ଶ୍ରୀଲଙ୍କା ବିପକ୍ଷରେ ଟି ୨୦ ଏବଂ ଟେଷ୍ଟ ସିରିଜ ଖେଳିବ ଦଳ। ଅଧିନାୟକ ଭାବେ ରୋହିତ ଶର୍ମା ନେତୃତ୍ୱ ନେବା ପରଠାରୁ ଦଳ ଭଲ ପ୍ରଦର୍ଶନ କରୁଥିବା ଦେଖାଯାଉଛି।…

ୟୁକ୍ରେନ ସହ ଉତ୍ତେଜନା ମଧ୍ୟରେ ମିସାଇଲ୍‌ ଡ୍ରିଲ କରିବ ରୁଷିଆ

ମସ୍କୋ, ୧୮।୨: ଗତ କିଛି ଦିନରୁ ୟୁକ୍ରେନ ଓ ରୁଷ ମଧ୍ୟରେ ଉତ୍ତେଜନା ଲାଗିରହିଛି। ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିପାରେ ବୋଲି ପ୍ରାୟ ସମୟରେ ଆମେରିକା ଦାବି କରିଆସୁଛି। କିନ୍ତୁ ରୁଷ ଏହାକୁ ଖଣ୍ଡନ କରିଆସୁଛି। ତେବେ ଏହି ଯୁଦ୍ଧ…

ଆର୍‌ସିବିର ନୂଆ ଅଧିନାୟକ ହେବେ ଏହି କ୍ରିକେଟର ! କିଛି ଏଭଳି…

ନୂଆଦିଲ୍ଲୀ,୧୮।୨: ଖୁବ୍‌ଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ନୂତନ ଅଧିନାୟକଙ୍କୁ ନେଇ ଘୋଷଣା ହେବ। ଗତବର୍ଷ ବିରାଟ କୋହଲି ଦଳର ଅଧିନାୟକତ୍ୱ ଛାଡ଼ି ଦେଇଥିଲେ। ଏଣୁ ଆଇପିଏଲ୍‌-୨୦୨୨ରେ ଆର୍‌ସିବି ମଙ୍ଗ କିଏ ଧରିବ ସେନେଇ ଅନେକ କ୍ରିକେଟରଙ୍କ ନାମ ଆଲୋଚନାର ପରିସରକୁ…

ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ,୧୮।୨: ପ୍ରାୟ ସମୟରେ ନିଜ ଦଳ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହୁଥିବା ଭାଜପା ଏମ୍‌ପି ବରୁଣ ଗାନ୍ଧୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଶୁକ୍ରବାର ବରୁଣ ବ୍ୟାଙ୍କ ଦୁର୍ନୀତି ଏବଂ ଆର୍ଥିକ ଅପରାଧିଙ୍କୁ ନେଇ କେନ୍ଦ୍ର…

ସନ୍ନି ଲିଓନ୍‌ଙ୍କୁ ବି ଛାଡ଼ିଲେନି: ପ୍ୟାନ୍‌ କାର୍ଡ ବ୍ୟବହାର କରି ନେଇଗଲେ…

ବମ୍ବେ: ଅନ୍‌ଲାଇନ୍‌ ଠକାମୀର ଶିକାର ହୋଇଛନ୍ତି ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନ। ତାଙ୍କର ପ୍ୟାନ୍‌ କାର୍ଡ ବ୍ୟବହାର କରି କେହି ଋଣ ଉଠାଇଥିବା ଜାଣିବାକୁ ପାଇଛନ୍ତି ସେ। ଏଣୁ ତାଙ୍କ ସିବିଲ ସ୍କୋର ଖରାପ ହୋଇଯାଇଛି। ଟୁଇଟରରେ ଏନେଇ ସୂଚନା…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୧ଟା ସୁଦ୍ଧା ୬୫% ମତଦାନ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଶୁକ୍ରବାର ସକାଳ ୭ଟାରୁ ୬୮ ବ୍ଲକର ୨୦୪୩୬ ବୁଥ୍‌ରେ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିଥିଲା। ତେବେ ଅପରାହ୍ନ ୧ଟା ସୁଦ୍ଧା ଆସିଥିବା ରିପୋର୍ଟ…

ରାଜ୍ୟରେ ହଟିଲା ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି। ଦୀର୍ଘ ଦିନ ପରେ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳକୁ ଖସିଛି। କରୋନା ପ୍ରକୋପ କମିବାରୁ ରାଜ୍ୟ ସରକାର ପୂର୍ବରୁ ଲାଗିଥିବା କେତେକ କଟକଣାକୁ କୋହଳ କରିଛନ୍ତି। ଇତିମଧ୍ୟରେ ଶୁକ୍ରବାର ରାଜ୍ୟର…

ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସା

ବାଲେଶ୍ୱର ଅଫିସ,୧୮ା୨: ବାଲେଶ୍ୱର ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଛି । ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାମୁହିଁ। ସ୍ଥାନୀୟ ଆଦିବାସୀ ସାହିରେ ଲାଇଟ୍‌ ଲଗାଇବାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ। ଉଭୟ ଗୋଷ୍ଠୀର…

ଟାର୍ଗେଟ ନ ଆସିବାରୁ ଧାନ ଉଠୁନି

ନିରାକାରପୁର,୧୮ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଧାନକିଣାରେ ଅବ୍ୟବସ୍ଥା ଲାଗି ରହିଛି। ଚାଷୀ ଖରା, ଶୀତ କାକରରେ ମଣ୍ଡିରେ ଧାନ ଧରି ବସିରହିଛି, କିନ୍ତୁ ଧାନ କିଣାଯାଉନାହିଁ। ବିଭିନ୍ନ ଆଳ ଦେଖାଇ ମିଲର୍ସ ଧାନ ଉଠାଉ ନାହାନ୍ତି। ଟୋକନ ଅବଧି ଶେଷ ହେବାକୁ ବସିଥିବା…

ପରଲୋକରେ ଗୀତିକାର ରାଜନାରାୟଣ ବିସାରିଆ

ନୂଆଦିଲ୍ଲୀ,୧୮।୨: ବରିଷ୍ଠ ହିନ୍ଦୀ କବି, ଗୀତିକାର, ନାଟ୍ୟକାର ତଥା ପ୍ରସାରଣକାରୀ ରାଜନାରାୟଣ ବିସାରିଆଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ହୃଦଘାତ ଯୋଗୁ ଗତ କିଛି ଦିନରୁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

ମାର୍ଶାଘାଇରେ ପୂର୍ବାହ୍ନ ସୁଦ୍ଧା ୧୬ ପ୍ରତିଶତ ମତଦାନ

ଡେରାବିଶ,୧୮ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ମାର୍ଶାଘାଇ ବ୍ଲକରେ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରେ ଆରମ୍ଭ ହୋଇଥିବା ଏହି ମତଦାନ ପାଇଁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ବିଭିନ୍ନ ବୁଥ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri