ଭାରତ ସର୍ବାଧିକ ସହାୟତା ଦେଇଛି: ଓ୍ବିକ୍ରମ୍ସିଂହେ
କଲମ୍ବୋ,୧୧।୪ : ଆର୍ଥିକ ଚ୍ୟାଲେଞ୍ଜକୁ ପରିଚାଳନା କରିବାରେ ଅପାରଗ ରାଜପାକ୍ସେ ସରକାର ଶ୍ରୀଲଙ୍କାକୁ ଗମ୍ଭୀର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ମଧ୍ୟକୁ ନେଇଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମ୍ସିଂହେ ରବିବାର ଅଭିଯୋଗ କରିଛନ୍ତି। ସଙ୍କଟ ସମୟରେ ଭାରତ ଶ୍ରୀଲଙ୍କାକୁ ସର୍ବାଧିକ ସହାୟତା…
ନେପାଳରେ ଆର୍ଥିକ ସଙ୍କଟ
କାଠମାଣ୍ଡୁ,୧୧।୪ (ପି.ଟି.): ଶ୍ରୀଲଙ୍କା, ପାକିସ୍ତାନ ପରେ ଏବେ ଭାରତର ଅନ୍ୟତମ ପଡ଼ୋଶୀ ନେପାଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। ସେଠାରେ ନଗଦ ମୁଦ୍ରା ସଙ୍କଟ ଏବଂ ବିଦେଶୀ ବିନିମୟ ଭଣ୍ଡାର ହ୍ରାସ ପାଇବା ପରେ ବିଦେଶରୁ ଯାନ ଓ ଅନ୍ୟାନ୍ୟ ବିଳାସପୂର୍ଣ୍ଣ…
ନିର୍ମାଣ ସରିନି, ତରବରିଆ ଉଦ୍ଘାଟନ
ନିରାକାରପୁର,୧୧ା୪(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରେ ନୂତନ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବା ବେଳେ ଏହାର ଉଦ୍ଘାଟନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯେ, ଏହି ମହାବିଦ୍ୟାଳୟ ପରିସରରେ ଓଡ଼ିଶା…
ମା’ଙ୍କର ସୁରକ୍ଷା ଜରୁରୀ
ପିଲାଟିଏ ଜନ୍ମ ହେବା ସହିତ ଉଭୟ ନବଜାତ ଶିଶୁ ଏବଂ ପ୍ରସୂତିଙ୍କ ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମା’ଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଏପ୍ରିଲ ୧୧ରେ ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ ପାଳନ କରାଯାଇଥାଏ । ଗର୍ଭାବସ୍ଥାରେ,…
ୟେଚୁରୀ କ୍ରମାଗତ ତୃତୀୟ ଥର ସାଧାରଣ ସମ୍ପାଦକ
କନ୍ନୁର,୧୧।୪: କେରଳର କନ୍ନୁରଠାରେ ରବିବାର ସିପିଆଇ(ଏମ୍)ର ୨୩ତମ ପାର୍ଟି କଂଗ୍ରେସର ଶେଷ ଦିନରେ ସୀତାରାମ ୟେଚୁରୀଙ୍କୁ କ୍ରମାଗତ ତୃତୀୟ ଥର ପାଇଁ ଦଳର ସାଧାରଣ ସମ୍ପାଦକ ନିର୍ବାଚିତ କରାଯାଇଛି। ପଶ୍ଚିମବଙ୍ଗର ବରିଷ୍ଠ ନେତା ରାମଚନ୍ଦ୍ର ଡୋମ୍ ପ୍ରଥମ ଦଳିତ ଚେହେରା ଭାବେ…
ରାହୁଲ ନିଜ ଦଳ ପାଇଁ ମୁଣ୍ଡ ଖେଳାନ୍ତୁ: ମାୟାବତୀ
ଲକ୍ଷ୍ନୌ,୧୧।୪: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ବିଏସ୍ପି ସହ ମେଣ୍ଟ କରିବା ପାଇଁ ପ୍ରସ୍ତାବ ଦେଇଥିବାବେଳେ ମାୟାବତୀ ତାହାକୁ ଏଡ଼ାଇ ଯାଇଥିଲେ ବୋଲି ରାହୁଲ ଗାନ୍ଧୀ କରିଥିବା ଅଭିଯୋଗକୁ ବିଏସ୍ପି ସୁପ୍ରିମୋ ଖଣ୍ଡନ କରିଛନ୍ତି। ଅନ୍ୟ ଦଳ ସମ୍ପର୍କରେ ଚିନ୍ତା…
ଜେଏନ୍ୟୁରେ ଏବିଭିପି-ବାମପନ୍ଥୀ ମୁହାଁମୁହିଁ
ନୂଆଦିଲ୍ଲୀ, ୧୧ା୪: ଛାତ୍ର ଅଶାନ୍ତିକୁ ନେଇ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ପୁଣି ବିବାଦ ଘେରକୁ ଆସିଛି। ରାମ ନବମୀ ଉତ୍ସବ ପାଳନବେଳେ ଆମିଷ ଭୋଜନକୁ କେନ୍ଦ୍ରକରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଛାତ୍ର ସଙ୍ଗଠନ…
ବିପଦରେ ବାଘ, ଏସ୍ଟିଏଫ୍ ଧରିଲାଣି ୨୭ ଛାଲ
ଭୁବନେଶ୍ୱର,(ବ୍ୟୁରୋ)/ଦାରିଙ୍ଗବାଡ଼ି/ବାଲିଗୁଡ଼ା, ୧୧।୪ (ଡି.ଏନ୍.ଏ): ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ବେଧଡ଼କ ଚାଲିଛି। ଯେତେ ଚଢ଼ାଉ ହେଉଛି, ସେତେ ଧରାପଡୁଛି। ବିଶେଷକରି ବାଘ ବଂଶ ପ୍ରତି ବଡ଼ ବିପଦ ଦେଖାଦେଇଛି। ବନ୍ୟଜନ୍ତୁ ଶିକାରୀଙ୍କ ବିରୋଧରେ ସ୍ବତନ୍ତ୍ର ଅଭିଯାନ ଚଳାଇଥିବା କ୍ରାଇମବ୍ରାଞ୍ଚ…
ପେସା ଶିକ୍ଷକତା, ନିଶା ଜଙ୍ଗଲ ସୁରକ୍ଷା
ଆର.ଉଦୟଗିରି,୧୧ା୪(ଡି.ଏନ୍.ଏ.): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ମଲ୍ଲିପଦର ଗାଁର ଜଣେ ବ୍ୟକ୍ତି ଶିକ୍ଷକତା କରୁଥିଲେ ମଧ୍ୟ ଜଙ୍ଗଲ ସୁରକ୍ଷା ତାଙ୍କ ନିଶା ପାଲଟିଛି। କେବଳ ସୁରକ୍ଷା ନୁହେଁ, ଜଙ୍ଗଲ ମଧ୍ୟରେ ୩୦ ଏକର ଜାଗାରେ ଥିବା ୨ ହଜାରରୁ ଊର୍ଦ୍ଧ୍ୱ…
ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଜି ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ,୧୧ା୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପୁରୀ ଗସ୍ତରେ ଆସି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଉଦ୍ଘାଟନ କରିବେ। ମୁଖ୍ୟମନ୍ତ୍ରୀ ଅପରାହ୍ନ ୫ଟାରେ ମେଡିକାଲ କଲେଜ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ରବିବାର ପୁରୀ ଜିଲାପାଳ ସମର୍ଥ ବର୍ମା…
ଗୋପରେ ପ୍ରାକୃତିକ ଗ୍ୟାସ୍, ପେଟ୍ରୋଲର ସନ୍ଧାନ: ୧୬ ଏକର ଜମିରେ ଆରମ୍ଭ ହେବ କାମ
ଗୋପ, ୧୧ା୪(ଡି.ଏନ୍.ଏ): ପୁରୀ ଜିଲା ଗୋପ ବ୍ଲକ ଅଧୀନ ଗୋପ ପଞ୍ଚାୟତର କୁଶୁପୁର ଏବଂ ମହଲପଡ଼ା ପଞ୍ଚାୟତର ଚିତ୍ରା ଗାଁରେ ପ୍ରାକୃତିକ ଗ୍ୟାସ୍ ଓ ତୈଳର ସନ୍ଧାନ ମିଳିଛି। ସାଟେଲାଇଟ ଚିତ୍ର ଏବଂ ଅଏଲ୍ ଇଣ୍ଡିଆର ସେସମିକ୍ ସର୍ଭେରୁ ଏହା ଜଣାପଡ଼ିବା…
ତଟ ସୁରକ୍ଷାରେ ଅତ୍ୟାଧୁନିକ ହେଲିକପ୍ଟର ସାମିଲ
ଭୁବନେଶ୍ୱର,୧୧।୪(ବ୍ୟୁରୋ): ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି) ପକ୍ଷରୁ ରବିବାର ପ୍ରଥମ ଆଇସିଜି ଆଡ୍ଭାନ୍ସଡ୍ ଲାଇଟ୍ ହେଲିକପ୍ଟର(ଏଏଲ୍ଏଚ୍) ଏମ୍କେ-୩ର ‘୮୩୦ ସ୍କ୍ବାଡ୍ରନ(ସିଜି)’ ଲୋକାର୍ପିତ ହୋଇଛି। ଭୁବନେଶ୍ୱର ବିମାନବନ୍ଦରସ୍ଥିତ ଆଇସିଜି ଏୟାର ଏନ୍କ୍ଲେଭ୍ଠାରେ ଆଇସିଜି ମହାନିର୍ଦ୍ଦେଶକ ଭିଏସ୍ ପଠାନିଆ, ପିଟିଏମ୍, ଟିଏମ୍ ଏହାକୁ ଲୋକାର୍ପଣ କରିବା…
Archives


