Home

‘ଗୁଡ୍‌ ମର୍ନିଂ’ କହି ଟ୍ରୋଲ୍‌ ହେଲେ ବିଗ୍‌-ବି

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ। ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ଏବଂ ବ୍ଲଗ ସାହାଯ୍ୟରେ ସେ ନିଜ ପ୍ରଶଂସକଙ୍କ ସହ ଯୋଗାଯୋଗରେ ରହିବାକୁ ଚେଷ୍ଟା କରନ୍ତି। ବେଳେବେଳେ ବିଗ୍‌-ବି ଏମିତି କିଛି ପୋଷ୍ଟ କରନ୍ତି, ଯାହାକୁ ନେଇ…

ବୃଦ୍ଧା ମା’ଙ୍କୁ ପିଟିପିଟି ମାରିଦେଲେ ପୁଅ

ଛେଣ୍ଡିପଦା,୧୬ା୫(ସ୍ବ.ପ୍ର.)): ଟଙ୍କା ନ ଦେବାରୁ ନିଜର ଜନ୍ମକଲା ବୃଦ୍ଧା ମା’କୁ ପିଟିପିଟି ମାରିଦେଇଛନ୍ତି ପୁଅ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲା ଛେଣ୍ତିପଦା ଥାନା ବାଗଡ଼ିଆ ବିଟ୍‌ହାଉସ ନିକଟସ୍ଥ ଦେହୁରୀ ସାହି ଗ୍ରାମରେ। ମୃତକ ଜଣଙ୍କ ହେଲେ ଅବସରପ୍ରାପ୍ତ…

ଚିନ୍ତାରେ ଏକଛତ୍ରବାଦୀ ଶାସକ କିମ

ପ୍ୟୋଙ୍ଗୟଙ୍ଗ,୧୬।୫: ଉତ୍ତର କୋରିଆରେ କରୋନା ଦ୍ରୁତ ଗତିରେ ମାଡିଚାଲିଛି। କରୋନା ବୃଦ୍ଧି ହେତୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଚିନ୍ତାରେ ପଡିଯାଇଛନ୍ତି। କରୋନା ମଧ୍ୟରେ କିମ ଲୋକଙ୍କୁ ଔଷଧ ଯୋଗାଇବାରେ ବିଫଳ ହୋଇଥିବାରୁ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି। ଔଷଧ ଯୋଗାଣକୁ…

ଆକାଶରୁ ଖସୁଛି ରହସ୍ୟମୟ ବଲ୍‌, ଲୋକେ ଆତଙ୍କିତ…

ଅହମଦାବାଦ, ୧୬।୫ : ଗୁଜରାଟର ବହୁ ଗାଁରେ ଏବେ ଆତଙ୍କ ଖେଳି ଯାଇଛି। ଏସବୁ ଗାଁରେ ଆକାଶରୁ ରହସ୍ୟମୟ ବଲ ଆକୃତିର ପଦାର୍ଥ ଖସୁଛି। ଇତିମଧ୍ୟରେ ୫ ଟି ଜିଲାରେ ଏଭଳି ପଦାର୍ଥ ଆକାଶରୁ ଖସିଛି। କିଛି ଦିନ ତଳେ ବଡୋଦରାର…

ଦରମା ନୁହେଁ, କର୍ମଚାରୀଙ୍କୁ ‘ସୁନା’ ଦେଉଛି ଏହି କମ୍ପାନୀ

ପ୍ରତ୍ୟେକ କମ୍ପାନୀର ନିଜସ୍ବ ନୀତି ରହିଛି। କମ୍ପାନୀ କିପରି ଏହାର କର୍ମଚାରୀଙ୍କ ଯତ୍ନ ନେବ ସେ ସମ୍ପର୍କରେ ସ୍ଥିର କରିଥାଏ। କିଛି କମ୍ପାନୀ କର୍ମଚାରୀଙ୍କୁ ବୋନସ, ଛୁଟିଦିନ ଅଫର୍‌ କିମ୍ବା ଖାଦ୍ୟ ଏବଂ ମାର୍କେଟିଂ କୁପନ ଦିଅନ୍ତି, ଆଉ କିଛି କମ୍ପାନୀ…

ଚାର୍‌ ଧାମ୍‌ ଯାତ୍ରା, ୧୩ ଦିନରେ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ…

ଡେରାଡୁନ୍‌, ୧୬।୫ : ଉତ୍ତରାଖଣ୍ଡରେ ଚାର୍‌ ଧାମ୍‌ ଯାତ୍ରା ଆରମ୍ଭରୁ ଇତିମଧ୍ୟରେ ଗତ ୧୩ ଦିନ ମଧ୍ୟରେ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଶୈଲଜା ଭଟ୍ଟ କହିଛନ୍ତି ଯେ ଏହି ସବୁ ମୃତ୍ୟୁର କାରଣ…

ବୁଦ୍ଧଙ୍କ ଜନ୍ମସ୍ଥାନରେ ପହଞ୍ଚିଲେ ମୋଦି

କାଠମାଣ୍ଡୁ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଯାଇଛନ୍ତି। ସେ ଲୁମ୍ବିନୀରେ ପହଞ୍ଚିବା ପରେ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଛନ୍ତି। ବୁଦ୍ଧ ପୂର୍ଣ୍ଣିମା…

ଜୀବିତ ଥାଇ ମୃତ୍ୟୁ ଭୋଜନ ଦେଲେ ମହିଳା

ଚଣ୍ଡିଗଡ,୧୬।୫: ହରିୟାଣାର ଫତେହାବାଦ ଜିଲାର ଜଣେ ବୃଦ୍ଧ ମହିଳା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଗଞ୍ଜ-ଚିନ୍ଦଡ ନିବାସୀ ୮୦ ବର୍ଷୀୟା ଚାୱଲି ଦେବୀ ଗୋଶାଳା ପାଇଁ ୨.୫ କୋଟି ଟଙ୍କା ମୂଲ୍ୟର ୧୨଼ ଏକର ଜମି ଦାନ ଦେଇଛନ୍ତି। କେବଳ…

ଡେଙ୍ଗୁର କାରଣ ଓ ନିରାକରଣ

ଡେଙ୍ଗୁ ହେଉଛି ଏକ ମଶାବାହିତ ଭୂତାଣୁଜନିତ ରୋଗ। ଏହା ସଂକ୍ରମିତ ମାଈ ଏଡିଶ ମଶା ସୁସ୍ଥ ଲୋକକୁ କାମୁଡିବା ଦ୍ୱାରା ବ୍ୟାପିଥାଏ। ସଂକ୍ରମିତ ମଶା କାମୁଡ଼ିବାର ପ୍ରାୟ ୪-୭ ଦିନ ମଧ୍ୟରେ ଡେଙ୍ଗୁର ଲକ୍ଷଣାବଳୀ ପ୍ରକାଶ ପାଇଥାଏ। ଏଡିଶ ମଶାର ଭୂତାଣୁ…

କେବେ ନିଜ ମାତାପିତାଙ୍କୁ ଭେଟି ନ ଥିଲେ ଆଣ୍ଡ୍ର୍ୟୁ ସାଇମଣ୍ଡସ

କାନବେରା,୧୬।୫:ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଜଗତରେ ଶୋକର ଛାୟା ଖେଳିଯାଇଛି। କ୍ରିକେଟ୍‌ରେ ସାଇମଣ୍ଡସ ଅନେକ ବଡ଼ ସଫଳତା ହାସଲ କରିଥିଲେ।…

ନିଜ ଘର ଛାଡ଼ି କଶ୍ମୀରୀ ପଣ୍ଡିତ ଯିବେ ନାହିଁ, ଏଠି ତାଙ୍କର ସମାନ ଅଧିକାର…

ଶ୍ରୀନଗର, ୧୬।୫ : ଜମ୍ମୁ-କଶ୍ମୀର କଶ୍ମୀରୀ ପଣ୍ଡିତମାନଙ୍କର ଘର। ସେମାନେ ଏହାକୁ ଛାଡ଼ି ଯିବେ ନାହିଁ। ଏଡି ତାଙ୍କର ଅନ୍ୟ ସମ୍ପ୍ରଦାୟଙ୍କ ଭଳି ସମାନ ଅଧିକାର ରହିଛି ବୋଲି ପିପୁଲସ୍‌ ଆଲାଏନ୍ସ ଫର୍‌ ଗୁପକାର ଡିକ୍ଲାରେଶନ (ପିଏଜିଡି)ର ମୁଖପାତ୍ର ଏମ୍‌.ଓ୍ବାଇ. ତାରିଗାମି…

ସୁରକ୍ଷିତ ଜିଲାରେ କଶ୍ମୀରୀ ପଣ୍ଡିତଙ୍କ ପୋଷ୍ଟିଂ ହେବ, ଉପରାଜ୍ୟପାଳଙ୍କ ନିଷ୍ପତ୍ତି…

ଶ୍ରୀନଗର, ୧୬।୫ : ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କାଶ୍ମୀରୀ ପଣ୍ଡିତ ସରକାରୀ କର୍ମଚାରୀଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ୟାକେଜ ଅନୁଯାୟୀ ରାଜ୍ୟର ସରକାରୀ ବିଭାଗରେ ନିଯୁକ୍ତ କାଶ୍ମୀରୀ ପଣ୍ଡିତମାନଙ୍କୁ ସୁରକ୍ଷିତ ଜିଲାରେ ପୋଷ୍ଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?