ଯୁଦ୍ଧରେ ଆମେରିକା ଯୋଗଦେଲେ ଆଣବିକ ଶକ୍ତି ବ୍ୟବହାର କରିପାରନ୍ତି ପୁଟିନ୍ , ନ୍ୟୁଜ୍ ଏଜେନ୍ସି ପକ୍ଷରୁ ସୂଚନା…
ମସ୍କୋ/କ୍ୱିଭ୍, ୨୬।୨ : ୟୁକ୍ରେନ ଉପରେ ଆକ୍ରମଣର ତୃତୀୟ ଦିନ ବିତିଛି। ରୁଷିଆ ଦାବି କରିଛି ଯେ ଆକ୍ରମଣରେ ୟୁକ୍ରେନର ୮୦୦ ସାମରିକ ଶିବିର ଧ୍ୱଂସ ହୋଇଛି। ସେଥିମଧ୍ୟରେ ୧୪ ଟି ସାମରିକ ଏୟାରଫିଲ୍ଡ, ୧୯ ଟି କମାଣ୍ଡ ପୋଷ୍ଟ, ୧୪…
ସବୁକିଛି ଯୋଜନା ଅନୁସାରେ ହୁଏନା
ବମ୍ବେ: ଆହତ ହୋଇଛନ୍ତି ଅଭିନେତ୍ରୀ ରୁବିନା ଦିଲେକ। ତାଙ୍କର ବାମ କାନ୍ଧରେ ଆଘାତ ଲାଗିଛି। ନିଜର ସୋସିଆଲ ଆକାଉଣ୍ଟରେ ଫଟୋ ଶେୟାର କରି ରୁବିନା ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ତାଙ୍କ ପଛ ପଟ ବାମ କାନ୍ଧରେ ହିଲିଂ ଟେପ୍ ଲଗାଯାଇଛି। ନିଜର…
କେସିଙ୍ଗାର ୧ ନଂ ଜୋନ୍ରେ ବିଜେଡି ଆଗୁଆ
କେସିଙ୍ଗା,୨୬ା୨(ଡି.ଏନ୍.ଏ.): କଳାହାଣ୍ଡି କେସିଙ୍ଗା ବ୍ଲକର ୧ ନଂ ଜୋନ୍ରେ ଶନିବାର ଭୋଟ୍ ଗଣତି ଆରମ୍ଭ ହୋଇଛି। ଏହି ଗଣତିରେ ବିଜେଡି ପ୍ରାର୍ଥିନୀ ଦୀପାଞ୍ଜଳି ସାହୁ ୩୧୬୫ ଭୋଟ୍ ପାଇଥିବା ବେଳେ ଭାଜପାର ନମିତାରାଣୀ ସାହୁ ୧୩୧୦ ଭୋଟ ପାଇଛନ୍ତି। କଂଗ୍ରେସରୁ ରାଜେଶ୍ୱରୀ…
ଚାଲିଛି ଗଣତି: ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଆଗରେ ବିଜେଡି
ବରଗଡ଼ ଅଫିସ,୨୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି । ତେବେ ନିର୍ବାଚନ ମଇଦାନକୁ ପୁଣି ପ୍ରାର୍ଥିଭାବେ ଓହ୍ଲାଇଥିବା ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଏବଂ ଗୀତାଞ୍ଜଳି ପୁଟା ଏପର୍ଯ୍ୟନ୍ତ ନିକଟତମ…
ସୁପର୍ଟେକ୍ ଟୁଇନ୍ ଟାଓ୍ବାର ଧ୍ୱଂସ ପାଇଁ ଲାଗିବ କେତେ ବିସ୍ଫୋରକ, ବିଚାରବିମର୍ଷ ଆରମ୍ଭ…
ନୋଏଡା, ୨୬।୨ : ଦିଲ୍ଲୀ ଏନସିଆର୍ର ନୋଏଡାର ସେକ୍ଟର ୯୩-ଏ’ଠାରେ ଥିବା ସୁପର୍ଟେକ୍ ଟୁଇନ୍ ଟାଓ୍ବାର ଧ୍ୱଂସ ପାଇଁ ବିଚାର ବିମର୍ଷ ଜାରି ରହିଛି। ଏଥିପାଇଁ କେତେ ପରିମାଣର ବିସ୍ଫୋରକ ଲାଗିବ ତାହାର ହିସାବ ଲାଗି ଦକ୍ଷିଣ ଆଫ୍ରିକାରୁ ସ୍ବତନ୍ତ୍ର ଇଞ୍ଜିନିୟର…
ଏବେ ଏଷ୍ଟୋନିଆ-ଲାଟିଭିଆ-ଲିଥୋନିଆ ଉପରେ ପୁଟିନ୍ଙ୍କ ନଜର…
ମସ୍କୋ/ଓ୍ବାଶିଂଟନ, ୨୬।୨ : ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ତେବେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ କେବଳ ଏତିକିରେ ସନ୍ତୁଷ୍ଟ ହେବେ ନାହିଁ। ଅଗାମୀ ଦିନରେ ଏଷ୍ଟୋନିଆ, ଲାଟିଭିଆ ଏବଂ ଲିଥୋନିଆ ଉପରେ ପୁଟିନ୍ଙ୍କ ନଜର ରହିଛି। ସେ ଯୋଜନାବଦ୍ଧ…
କୋବ୍ରା ଓ୍ବାରିୟର୍ସ ଅଭ୍ୟାସରେ ଯୋଗ ଦେବନି ଭାରତୀୟ ବାୟୁସେନା…
ନୂଆଦିଲ୍ଲୀ, ୨୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ରକ୍ତାକ୍ତ ଯୁଦ୍ଧ ମଧ୍ୟରେ ଭାରତ ବ୍ରିଟେନରେ ହେବାକୁ ଥିବା କୋବ୍ରା ୱାରିୟର୍ସ ଅଭ୍ୟାସ ୨୦୨୨ରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛି। ବ୍ରିଟେନରେ ଆୟୋଜିତ ହେବାକୁ ଥିବା କୋବ୍ରା ୱାରିୟର୍ସ ସାମରିକ…
୨୧୯ ଭାରତୀୟଙ୍କୁ ନେଇ ରୋମାନିୟାରୁ ଭାରତ ବାହାରିଲା ପ୍ରଥମ ବିମାନ
ନୂଆଦିଲ୍ଲୀ,୨୬ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରୁ ରୋମାନିୟା ଚାଲିଆସିଥିବା ୨୧୯ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର ପ୍ରଥମ ବିମାନ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଶନିବାର ସକାଳେ ବିମାନଟି ରୋମାନିୟାରେ ପହଞ୍ଚି…
ୟୁକ୍ରେନ୍କୁ ଆମେରିକା ସମେତ ୨୮ ଦେଶର ଆର୍ଥିକ ସହାୟତା…
କ୍ୱିଭ୍,୨୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ୟୁକ୍ରେନରେ ବିନାଶର ଚାଣ୍ଡବ ଜାରି ରହିଛି। ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଏହି ସମୟରେ ଅନେକ ଦେଶ ୟୁକ୍ରେନକୁ ସହାୟତା ପ୍ରଦାନ କରିଛନ୍ତି। ଆମେରିକା, ବ୍ରିଟେନ…
ଟ୍ୟାଙ୍କରକୁ ଅଟକାଇବା ପାଇଁ ବ୍ରିଜ୍ ସହିତ ନିଜକୁ ଉଡ଼ାଇଦେଲେ ୟୁକ୍ରେନର ସାହସିକ ଯବାନ
କ୍ୱିଭ,୨୬।୨: ରୁଷିଆର ସୈନ୍ୟଙ୍କ ଆକ୍ରମଣ ମଧ୍ୟରେ ଜଣେ ୟୁକ୍ରେନ ସୈନ୍ୟଙ୍କ ସାହସିକତାର ଖବର ସାମ୍ନାକୁ ଆସିଛି। ଏହି ଯବାନ ରୁଷିଆର ଟ୍ୟାଙ୍କରକୁ ଅଟକାଇବା ପାଇଁ ବ୍ରିଜ ସମେତ ନିଜକୁ ବୋମାରେ ଉଡାଇଦେଇଥିବା ସୂଚନା ମିଳିଛି। ଯୁଦ୍ଧରେ ପ୍ରାଣ ହରାଇଥିବା ୟୁକ୍ରେନର ଏହି…
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍…
ନୂଆଦିଲ୍ଲୀ, ୨୬।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୧୨ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୧୧ ହଜାର ୪୯୯ରେ ପହଞ୍ଚିଛି।…
ଆଜି ଖେଳାଯିବ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି, କିଭଳି ଦେଖିବେ…
ନୂଆଦିଲ୍ଲୀ,୨୬।୨: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମୁକାବିଲା ଶନିବାର ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମ୍ୟାଚ୍। ସିରିଜର ପ୍ରଥମ ମ୍ୟାଚ୍ରେ ଭାରତୀୟ ଟିମ୍ ଶ୍ରୀଲଙ୍କାକୁ ୬୨ ରନ୍ରେ…
Archives


