Home

ପଞ୍ଚାୟତ ନିର୍ବାଚନର ପ୍ରଥମ ଫଳାଫଳ: ସୋରଡ଼ାର ୬୩ ନଂ ଜୋନ୍‌ରେ ବାଜି ମାରିଲା ବିଜେଡି

ସୋରଡ଼ା,୨୬ା୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନ ଗଣତିର ପ୍ରଥମ ଦିନରେ ଫଳାଫଳ ଆସିଛି। ଗଞ୍ଜାମ ଜିଲା ସୋରଡ଼ାର ୬୩ ନମ୍ବର ଜୋନ୍‌ର ବିଜେଡି ପ୍ରାର୍ଥୀ ସମରେନ୍ଦ୍ର କୁମାର ସାହୁ ବିଜୟୀ ହୋଇଛନ୍ତି। ବିଜେଡି ୬୩ ନମ୍ବର ଜୋନରେ ୨୯୪୪ ଖଣ୍ଡ ଭୋଟ୍‌ ପାଇଥିବାବେଳେ ଭାଜପା…

ଫିନ୍‌ଲାଣ୍ଡ-ସ୍ବିଡ଼େନ୍‌କୁ ଧମକ, ନାଟୋରେ ସାମିଲ ହେଲେ ସାମରିକ ମିଶନ ପାଇଁ ପ୍ରସ୍ତୁତ ରୁହ…

ମସ୍କୋ, ୨୬।୨ : ରୁଷିଆ ଏବେ ଫିନ୍‌ଲାଣ୍ଡ ଏବଂ ସ୍ବିଡ଼େନ୍‌କୁ ଧମକ ଦେଇଛି। ନାଟୋରେ ସାମିଲ ହେଲେ ସାମରିକ ମିଶନ ପାଇଁ ପ୍ରସ୍ତୁତ ରହିବାକୁ ପ୍ରସ୍ତୁତ ରହିବାକୁ ରୁଷିଆ ଚେତାବନୀ ଦେଇଛି। ରୁଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରବକ୍ତା ମାରିଆ ଜଖାରୋଓ୍ବା…

ରିୟାଲିଟି ଶୋ’ରେ ଅଧିକ ଫି’ ଚାର୍ଜ କରୁଛନ୍ତି ଏହି କପଲ

ମୁମ୍ବାଇ: ଟିଭି ଏବଂ ଫିଲ୍ମ ଜଗତର ସେଲିବ୍ରିଟିମାନେ ସେମାନଙ୍କ ସାଥୀମାନଙ୍କ ସହିତ ରିୟାଲିଟି ଶୋ’ସ୍ମାର୍ଟ ଯୋଡ଼ି’ର ମଞ୍ଚରେ ନଜର ଆସିବେ। ଆଜି ଅର୍ଥାତ୍‌ ୨୬ ଫେବୃୟାରୀରୁ ଷ୍ଟାର୍‌ ପ୍ଲସରେ ଏହି ଶୋ’ ପ୍ରଦର୍ଶିତ ହେବ। ଶୋ’ରେ ସେମାନଙ୍କର ପ୍ରିୟ କପଲଙ୍କୁ ଦେଖିବାକୁ…

ଆରମ୍ଭ ହେଲା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି

ଭୁବନେଶ୍ୱର,୨୬।୨: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି। ଭାରତର ଉଭୟ ପୁରୁଷ ଓ ମହିଳା ଟିମ୍‌ ସ୍ପେନକୁ ଭେଟିଛି। ମହିଳା ମ୍ୟାଚ୍‌ ଶନିବାର ସଂଧ୍ୟା ୫ଟାରୁ ଆରମ୍ଭ ହୋଇଥିବାବେଳେ ଏବଂ ପୁରୁଷ ମ୍ୟାଚ୍‌ ରାତି ୭ଟା ୩୦ରେ ଆରମ୍ଭ…

ରୁଷିଆ ମିଡ଼ିଆର ଦାବି, ପଳାୟନ କରିଛନ୍ତି ଜେଲେନସ୍କି !…

ମସ୍କୋ, ୨୬।୨ : ୟୁକ୍ରେନ୍‌ ରୁଷିଆ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ମିଡ଼ିଆ ପକ୍ଷରୁ ଦାବି କରାଯାଇଛି ଯେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରାଜଧାନୀ କ୍ୱିଭ୍‌ ଛାଡ଼ି ପଳାୟନ କରିଛନ୍ତି। ତେବେ ଏହାକୁ ନେଇ ଭ୍ରମ…

କଂଗ୍ରେସ ପାଣ୍ଡବ-ଭାଜପା କୌରବ, କହିଲେ ରାହୁଲ…

ଦ୍ୱାରକା, ୨୬।୨ : ଗୁଜରାଟର ଦ୍ୱାରକାଠାରେ କଂଗ୍ରେସ ପକ୍ଷରୁ ଆୟୋଜିିତ ଚିନ୍ତନ ଶିବିରରେ ରାହୁଲ ଗାନ୍ଧୀ ଯୋଗଦେଇ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଭାଜପା ଜାଣିଶୁଣି କଂଗ୍ରେସକର୍ମୀଙ୍କୁ ନିଜ ଆଡ଼କୁ କରିବାରେ ଲାଗିଛି। ତେବେ ସତ୍ୟଯୁଦ୍ଧରେ କଂଗ୍ରେସ ପାଣ୍ଡବ…

ଟି୨୦ ସିରିଜରୁ ବାଦ୍‌ ପଡ଼ିଲେ ଏହି ଧୂରନ୍ଧର, ତରବରିଆ ଭାବେ ଏଭଳି ନିଷ୍ପତ୍ତି ନେଲା ବୋର୍ଡ

ଧର୍ମଶାଳା,୨୬।୨: ଆଘାତ ସମସ୍ୟାକୁ ନେଇ ଶ୍ରୀଲଙ୍କା ବିପକ୍ଷ ଅବଶିଷ୍ଟ ଦୁଇଟି ଟି-୨୦ ମୁକାବିଲାରୁ ବାଦ ପଡ଼ିଛନ୍ତି ଭାରତୀୟ ଓପନର୍‌ ଋତୁରାଜ ଗାୟକଓ୍ବାଡ। ଫଳରେ ତରବରିଆ ଭାବେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ସାମିଲ କରାଯାଇଥିବା ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି। ଏହି…

ବୀରମହାରାଜପୁର ୧ ନଂ ଜୋନ୍‌ରେ କଂଗ୍ରେସ ଆଗରେ

ଅମରପାଲି,୨୬ା୨(ଡି.ଏନ୍‌.ଏ.): ଶନିବାର ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ଭୋଟ ଗଣତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ୧ ନଂ. ଜୋନ୍‌ରେ ଚତୁର୍ଥ ରାଉଣ୍ଡ ପରେ କଂଗ୍ରେସର ଲବ କୁମାର ସାହୁ ବିଜେଡିର ରଞ୍ଜିତ ରଥଙ୍କ ଠାରୁ ୬୬ଖଣ୍ଡ ଭୋଟ ଆଗରେ ରହିଛନ୍ତି।…

ବୃଦ୍ଧାଙ୍କୁ ଶହ ଶହ ଯୁବକ ପଠାଉଛନ୍ତି ଚିଠି, କରୁଛନ୍ତି ପ୍ରେମ ନିବେଦନ

ଆଜିର ସମୟରେ ଲୋକମାନେ ଫିଟ୍‌ନେସ ରହିବା ପାଇଁ ବହୁତ କିଛି ଉପାୟ ଅବଲମ୍ବନ କରୁଛନ୍ତି। ସେମାନଙ୍କର ଓ୍ବାର୍କଆଉଟ ରୁଟିନକୁ ନେଇ ବେଶ୍‌ ସଚେତନ ରହୁଛନ୍ତି। ଏପରି ପରିସ୍ଥିତିରେ ଲଣ୍ଡନସ୍ଥିତ ଫିଟ୍‌ନେସ କୋଚ୍‌ ସନ୍‌ସାଇନ୍‌ଙ୍କ ପ୍ରକୃତ ବୟସ ଲୋକଙ୍କ ସହ ଶେୟାର କରିଛନ୍ତି।…

ଶୁକ୍ର ଗ୍ରହ ଅଭିଯାନରେ ସଙ୍କଟ, ଆମେରିକାକୁ ହଟାଇ ଚାଇନାକୁ ସୁଯୋଗ ଦେଇପାରେ ରୁଷିଆ…

ମସ୍କୋ, ୨୬।୨ : ରୁଷିଆ ୟକ୍ରେନ୍‌ ଯୁଦ୍ଧ ଯୋଗୁ ଶୁକ୍ର ଗ୍ରହ ଅଭିଯାନରେ ସଙ୍କଟ ଦେଖାଦେଇଛି। ରୁଷିଆର ସ୍ପେସ ଏଜେନ୍ସିର ମୁଖ୍ୟ ଶନିବାର କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ମିଳିତ ମହାକାଶ ପ୍ରକଳ୍ପ ଉପରେ ପ୍ରଭାବ ପକାଇବ। ସେ କହିଛନ୍ତି ଯେ…

ୟୁରୋପର ଦ୍ୱିତୀୟ ସର୍ବବୃହତ, ହେଲେ ସବୁଠାରୁ ଗରିବ ଦେଶ ୟୁକ୍ରେନ; କିଛି ଏଭଳି ତାର ଇତିହାସ

କ୍ୱିଭ୍‌,୨୬।୨: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷିଆ। ଆକାଶମାର୍ଗରୁ ତୁହାକୁ ତୁହା କ୍ଷେପଣାସ୍ତ୍ର ଓ ରକେଟ ମାଡରେ ଧ୍ୱସ୍ତବିଧ୍ୱସ୍ତ ହେଉଛି ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର। ତେବେ ଆକ୍ରମଣ ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନକୁ ଏକ ନକଲି…

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଖୁବ୍‌ ବଢ଼ିଗଲା ଏହି ବଙ୍କରର ଦାମ୍‌, ଜାଣନ୍ତୁ କାହିଁକି

ଆଜିକାଲି ସମଗ୍ର ବିଶ୍ୱବାସୀଙ୍କ ଧ୍ୟାନ ରୁଷିଆ ଏବଂ ୟୁକ୍ରେନ ଉପରେ ରହିଛି। ଏହି ଦେଶ ଦୁଇଟି ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତୃତୀୟ ବିଶ୍ୱଯୁଦ୍ଧ କୁହାଯାଉଛି। ଏହି ଯୁଦ୍ଧ ସମଗ୍ର ବିଶ୍ୱକୁ କିପରି ପ୍ରଭାବିତ କରିବ ସେ ବିଷୟରେ ଯଦିଓ କିଛି ସ୍ପଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri