Home

ଯୋଗୀଙ୍କ ଦ୍ୱିତୀୟ ଇଂନିସ୍‌ର ଆରମ୍ଭ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଲକ୍ଷ୍ନୌର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଯୋଗୀଙ୍କ ୨.୦ଇଂନିସ ଆରମ୍ଭ ହୋଇଛି। ଶୁକ୍ରବାର ଅପରାହ୍ନ ୪ଟା ୧୫ରେ  ରାଜ୍ୟପାଳ ଆନନ୍ଦୀବେନ ପଟେଲ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଗୋପନୀୟତାର…

ବିଧାୟକଙ୍କ ପେନ୍‌ସନ୍‌କୁ ନେଇ ମାନ୍‌ଙ୍କ ବଡ଼ ନିଷ୍ପତ୍ତି

ଚଣ୍ଡିଗଡ଼,୨୫।୩: ଶାସନ ଭାର ସମ୍ଭାଳିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ଇତିମଧ୍ୟରେ ଶୁକ୍ରବାର ବିଧାୟକଙ୍କୁ ନେଇ ସେ ଏକ ବଡ଼ ଘୋଷଣା କରିଛନ୍ତି। ମାନ୍‌ ବିଧାୟକଙ୍କ ପେନ୍‌ସନ୍‌ କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିଛନ୍ତି।…

ରାଜ୍ୟ ସଭାରେ ହଠାତ୍‌ ଭୋ-ଭୋ ହୋଇ କାନ୍ଦିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୫।୩: ପାର୍ଲାମେଣ୍ଟର ଉଭୟ ଗୃହରେ ଆଜି ଉତ୍ତେଜନାପୂର୍ଣ୍ଣ ଥିଲା। ଶୁକ୍ରବାର ଭାଜପା ସମେତ ଅଧିକାଂଶ ଦଳ ପଶ୍ଚିମବଙ୍ଗ ବୀରଭୂମ ହିଂସାକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ଟିଏମସିକୁ ଜବାବ ମାଗିଥିଲେ। ଭାଜପା ଏମ୍‌ପି ରୂପା ଗାଙ୍ଗୁଲି ମଧ୍ୟ ରାଜ୍ୟ…

ମା ଦଣ୍ଡ କାଳୀଙ୍କ ପ୍ରସିଦ୍ଧ  ୨୧ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ 

ପୁରୁଷୋତ୍ତମ ପୁର,୨୫/୩(ଡିଏନ୍ଏ) ଗଞ୍ଜାମ ଜିଲ।ର ପ୍ରସିଦ୍ଧ ମା ଦଣ୍ଡ କାଳୀ ଙ୍କ ୨୧ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି। ଗତ ତିନି ବର୍ଷ ହେଲା ମହାମାରି କରୋନାକୁ ନେଇ ଯାତ୍ରା ବନ୍ଦ ହୋଇ ପଡିଥିବା ବେଳେ କେବଳ ପରମ୍ପରା ଅନୁସାରେ ଦେବ…

କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣା: ପଳାସପୁର ଗାଁରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌

ଚାନ୍ଦବାଲି,୨୫ା୩(ଡି.ଏନ୍‌.ଏ.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମ୍‌ବ୍ରାଞ୍ଚର ୫ ଜଣିଆ ଟିମ୍‌ ଶୁକ୍ରବାର ଚାନ୍ଦବାଲି ଥାନା ଅଧୀନସ୍ଥ ପଳାସପୁର ଗାଁକୁ ଯାଇ ପଚରାଉଚରା କରିଛନ୍ତି। ସେମାନଙ୍କ ସହିତ ଚାନ୍ଦବାଲି ଥାନାଧିକାରୀ କରୁଣାକର…

ବନ୍ଦ ହେବ କି କପିଲ ଶର୍ମା ଶୋ’

ହାସ୍ୟ ଅଭିନେତା କପିଲ ଶର୍ମା ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘କାଶ୍ମୀର ଫାଇଲ୍ସ’ର କାଷ୍ଟକୁ ପ୍ରମୋଶନ ପାଇଁ ଆମନ୍ତ୍ରଣ ନ କରିବାରୁ କପିଲଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ବଏକଟ୍‌ କପିଲ ଶର୍ମା ଶୋ’ ସୋସିଆଲ…

ମଣିଷଙ୍କ ପରି ବେଲୁନ୍‌ ଖେଳୁଛନ୍ତି କୁକୁର, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କର କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଅନେକ ଭିଡିଓ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କୁକରମାନେ ବେଲୁନ୍‌ ଖେଳୁଛନ୍ତି। ଭିଡିଓ ଦେଖିଲେ ଆପଣ…

ଗୋରଖନାଥ ମନ୍ଦିରରେ ଚଢ଼ାଗଲା ୧୧କୁଇଣ୍ଟାଲ ଲଡୁ

ଲକ୍ଷ୍ନୌ,୨୫।୩: ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୫ରେ ପୁଣି ଥରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୟୁପିରେ ଦୀର୍ଘ ୩୫ବର୍ଷ ପରେ କୌଣସି ଏକ ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଯୋଗୀ ଆଦିତ୍ୟନାଥଙ୍କ…

ବିଦେଶରେ ଦେଶୀ ଲୁକ୍‌କୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦୀର୍ଘଦିନ ଧରି ହଲିଉଡ୍‌ରେ ଦେଶର ନାଁକୁ ଉଜ୍ଜ୍ୱଳ କରି ଚାଲିଛନ୍ତି। ସେ ଦକ୍ଷିଣ ଏସୀୟ ଏକ୍ସଲେନ୍ସ ଫିଲ୍ମର ପ୍ରି-ଓସ୍କାର ଇଭେଣ୍ଟରେ ସହ-ହୋଷ୍ଟ ଭାବରେ ଆଙ୍କରିଂ କରିଥିଲେ। ପ୍ରିୟଙ୍କାଙ୍କ ପାଇଁ ଏହା ଏକ ଗର୍ବର କଥା। ଏହି…

କେଜ୍‌ରିଓ୍ବାଲ୍‌ଙ୍କୁ ଅର୍ବାନ୍‌ ନକ୍ସଲ କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨୫।୩: ଭାଜପା ନେତା ତଥା ଦଳର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଅର୍ବାନ୍‌ ନକ୍ସଲ ବୋଲି କହିଛନ୍ତି। କେଜ୍‌ରିୱାଲ ଫିଲ୍କ କଶ୍ମୀର ଫାଇଲ୍ସ ସମ୍ପର୍କରେ ଗୁରୁବାର ଦେଇଥିବା ମନ୍ତବ୍ୟ ପରେ ଅମିତ ମାଲଭିଆ ଏହା…

ଯୋଗୀ କ୍ୟାବିନେଟର ମନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶର ଇକାନା ଷ୍ଟାଡିୟମ୍‌ରେ ଶୁକ୍ରବାର ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିବେ। ତାଙ୍କ ସହିତ ୪୮ଜଣ ମନ୍ତ୍ରୀ ମଧ୍ୟ ଶପଥ ନେବେ। ତେବେ ଯୋଗୀ ସରକାରଙ୍କ ସହ ଶପଥ ନେବାକୁ ଥିବା ୫୧ଜଣ ମନ୍ତ୍ରୀଙ୍କ…

ଯୋଗୀଙ୍କ ସମେତ ୨ଉପମୁଖ୍ୟମନ୍ତ୍ରୀ, ୪୭ମନ୍ତ୍ରୀ ନେବେ ଶପଥ: ୭୦ନେତାଙ୍କ କରାଗଲା ଆରଟିପିସିଆର ଟେଷ୍ଟ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଶୁକ୍ରବାର ଅପରାହ୍ନ ୪ଟାରେ ଇକାନା ଷ୍ଟାଡିୟମ୍‌ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଯୋଗୀଙ୍କ ସମେତ ୨ଉପମୁଖ୍ୟମନ୍ତ୍ରୀ ଓ ୪୭ମନ୍ତ୍ରୀ ଶପଥ ନେବେ। ଏଥିସହ ଯୋଗୀଙ୍କ ନୂଆ କ୍ୟାବିନେଟରେ ୭ରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri