Home

୨ ଥାକିଆ ହେବ ନିଆଳି- ଓଲଟପୁର ରାସ୍ତା

ଭୁବନେଶ୍ୱର(ବ୍ୟୁରୋ)/କଣ୍ଟାପଡା,୧୭।୬(ଡି.ଏନ୍‌.ଏ.):କେନ୍ଦ୍ର ସରକାରଙ୍କ ଅଧୀନ କଟକ ଜିଲା ଓଲଟପୁରସ୍ଥିତ ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା କେନ୍ଦ୍ର ଏସ୍‌ ଭି ନିରତାରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗୁରୁବାର ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ନିର୍‌ତାରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଅବସ୍ଥାକୁ ସେ…

ଦ୍ରୁତଗତିରେ ବଢ଼ୁଛି ବ୍ଲାକ୍‌ହୋଲ୍‌: ପ୍ରତି ସେକେଣ୍ଡରେ ପୃଥିବୀ ଆକୃତିର ଗ୍ରହ ଗିଳୁଛି

କାନବେରା, ୧୭ା୬:ଏକ ଅଭୂତପୂର୍ବ ଆବିଷ୍କାର କ୍ରମେ ଅଷ୍ଟ୍ରେଲୀୟ ଜ୍ୟୋତିର୍ବିଜ୍ଞାନୀ ପ୍ରାୟ ୯ ଶହ କୋଟି ବର୍ଷର ଏକ ବ୍ଲାକ୍‌ହୋଲ ବା କୃଷ୍ଣଗର୍ତ୍ତକୁ ଠାବ କରିଛନ୍ତି। ବ୍ଲାକ୍‌ହୋଲଟି ଏତେ ଦ୍ରୁତଗତିରେ ବଢ଼ୁଛି ଯେ, ପ୍ରତି ସେକେଣ୍ଡରେ ଏହା ଗୋଟିଏ ପୃଥିବୀ ଆକାରର ଗ୍ରହକୁ…

ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ଦୂତୀ, ଶ୍ରାବଣୀ

ନୂଆଦିଲ୍ଲୀ,୧୬।୬: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ଆଥ୍‌ଲେଟିକ୍ସ ଫେଡେରେଶନ (ଏଏଫ୍‌ଆଇ) ପକ୍ଷରୁ ଗୁରୁବାର ୩୭ ଜଣିଆ ଭାରତୀୟ ଆଥ୍‌ଲେଟ୍‌ ଦଳ ଘୋଷଣା କରାଯାଇଛି। ଅଲିମ୍ପିକ୍‌ ଚାମ୍ପିୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଏହି ଦଳର ନେତୃତ୍ୱ ନେବେ। ଏହି ଦଳରେ…

ରାସ୍ତା ବିପର୍ଯ୍ୟସ୍ତ, ୭୫ ଲକ୍ଷ ପଇଠ ପାଇଁ କମ୍ପାନୀକୁ ନୋଟିସ୍‌

କେନ୍ଦୁଝର,୧୬ା୬(ସ୍ବ.ପ୍ର.): ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ତିଆରି କରାଯାଇଛି। ତେବେ ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ କରିବାରୁ ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଚାୟତ ଜାମୁଡିହାଠାରୁ ବିସ୍ତାପାଳ ପର୍ଯ୍ୟନ୍ତ ପ୍ରାୟ ୧.୪୨ କୋଟି ଟଙ୍କା ବ୍ୟୟରେ ଦୀର୍ଘ…

ଝିଅକୁ ଏମିତି ମା’ ରୂପରେ ଦେଖିବାକୁ ଚାହାନ୍ତି ଅନିଲ

ମୁମ୍ବାଇ,୧୬ା୬: ବଲିଉଡ୍‌ ଅଭିନେତା ଅନିଲ କପୁର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯୁଗ୍‌ ଯୁଗ୍‌ ଜିଓ’ର ପ୍ରମୋଶନରେ ବ୍ୟସ୍ତ ଥିବାବେଳେ ନାତୁଣୀ କି ନାତିଙ୍କୁ ସ୍ବାଗତ କରିବାକୁ ବି ଅପେକ୍ଷା କରିଛନ୍ତି। କାରଣ ଅନିଲଙ୍କ ଝିଅ ସୋନମ କପୁର ମାଆ ହେବାକୁ ଯାଉଛନ୍ତି।…

ତେଲ ଭରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଅଟୋ ଚାଳକଙ୍କ ମୃତ୍ୟୁ

କଲମ୍ବୋ,୧୬ା୬: ଶ୍ରୀଲଙ୍କା ଅତ୍ୟନ୍ତ ଖରାପ ପରସ୍ଥିତି ଦେଇ ଗତି କରୁଛି। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲିୟମ ଉତ୍ପାଦ ଦର ଆକାଶଛୁଆଁ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ଶ୍ରୀଲଙ୍କାର ଜଣେ ସାଧାରଣ ନାଗରିକ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ କିଣିବାକୁ ସକ୍ଷମ…

ଭୁଲ୍‌ ଇଞ୍ଜେକ୍‌ସନ ନେଲା ନାବାଳିକାଙ୍କ ଜୀବନ, ଅଭିଯୋଗ ଆଣିଲେ ପରିବାର ଲୋକେ

ଝାରସୁଗୁଡ଼ା ଅଫିସ,୧୬ା୬: ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକସନ ଯୋଗୁ ଜଣେ ନାବାଳିକାଙ୍କ ଜୀବନ ଯାଇଛି। ଏନେଇ ଅଭିଯୋଗ ଆଣିଛନ୍ତି ମୃତ ଝିଅର ମାଆ। ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କରିଛନ୍ତି ପରିବାରବର୍ଗ ଏବଂ ଗ୍ରାମବାସୀ। ଝାରସୁଗୁଡ଼ା ଜିଲା…

ଶତକ ହାସଲ ପରେ ମନ୍ତ୍ରୀଙ୍କ ରୋମାଣ୍ଟିକ୍‌ ଚିଠି ଭାଇରାଲ୍‌

କୋଲକତା,୧୬।୬: ରଣଜୀ ଟ୍ରଫିରେ ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ମନୋଜ ତିୱାରୀ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଆଲୁର (କର୍ନାଟକ)ରେ ମଧ୍ୟପ୍ରଦେଶ ବିପକ୍ଷ ସେମିଫାଇନାଲ ମ୍ୟାଚରେ ମନୋଜ ତିୱାରୀ ୧୦୨ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏଥିରେ ୧୨ଟି ଚୌକା ସାମିଲ ଥିଲା।…

ରାଜଧାନୀରୁ ଉଠିବ ଆଇସିସିଆର କାର୍ଯ୍ୟାଳୟ

ଭୁବନେଶ୍ୱର,୧୬ା୬(ବ୍ୟୁରୋ): ଭୁବନେଶ୍ୱରରୁ ଆଇସିସିଆର ବା ଇଣ୍ଡିଆନ କାଉନସିଲ୍‌ ଫର୍‌ କଲଚୁରାଲ ରିଲେଶନ କାର୍ଯ୍ୟାଳୟ ଉଠିଯିବ। ୨୦୧୫ରୁ ଏହି କାର୍ଯ୍ୟାଳୟ ପଳାସପଲ୍ଲୀରେ ରହିଛି। ତେବେ କେନ୍ଦ୍ର ସରକାର ହଠାତ୍‌ ଏହି କାର୍ଯ୍ୟାଳୟକୁ ଉଠାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। କୋଲକତାସ୍ଥିତ ଜୋନ କାର୍ଯ୍ୟାଳୟରେ ଭୁବନେଶ୍ୱରସ୍ଥିତ…

ମହିଳା ଏମ୍‌ପିଙ୍କ ଡ୍ରେସ୍‌ ଚିରିିଦେଲା ପୋଲିସ!

ନୂଆଦିଲ୍ଲୀ,୧୬।୬:ନ୍ୟାଶନାଲ ହେରାଲ୍ଡ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୪ ଦିନ ହେବ ପଚରାଉଚରା କରାଯାଉଛି। ଏହାକୁ ବିରୋଧ କରି କଂଗ୍ରେସ କର୍ମୀ ଓ ନେତାମାନେ ସାରା ଦେଶରେ ପ୍ରଦର୍ଶନ କରିଛନ୍ତି। ଇଡି ଅନୁସନ୍ଧାନ ଏବଂ…

‘ଆମେରିକା ଧମକକୁ ଡରିବନି ଚାଇନା’

ବେଜିଂ,୧୬ା୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀକୁ ଅଣଦେଖା କରି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ସାର୍ବଭୌମତ୍ୱ ତଥା ସୁରକ୍ଷା ପ୍ରସଙ୍ଗକୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥାବାର୍ତ୍ତା ବେଳେ ଜିନପିଙ୍ଗ କହିଛନ୍ତି, ୟୁକ୍ରେନ…

ଶରଦ ପାଓ୍ବାର ରାଷ୍ଟ୍ରପତି ହେଲେ ଦେଶରେ ବୃଦ୍ଧି ପାଇବ ଆତଙ୍କବାଦ: ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୬।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦେଶର ରାଜନୀତି ସରଗରମ ରହିଛି। ଭାଜପା ପ୍ରାର୍ଥୀ ଦେବାକୁ ଏକ ପ୍ରକାର ପ୍ରସ୍ତୁତ ଥିବାବେଳେ ବିରୋଧୀ ମିଳିତ ଭାବେ ପ୍ରାର୍ଥୀ ଦେବାକୁ ସଜବାଜ ହେଉଛନ୍ତି। ତେବେ ବିରୋଧୀଙ୍କ ପକ୍ଷରୁ ଏନସିପି ସୁପ୍ରିମୋ ଶରଦ ପାଓ୍ବାର ପ୍ରାର୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?