Home

ସୁଲୋଚନା ହେଲେ ଭୁବନେଶ୍ୱର ମେୟର

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ବିଜେଡି ହାତକୁ ଯାଇଛି ଭୁବନେଶ୍ୱର ମେୟର ପଦବୀ। ବିଜେଡିର ସୁଲୋଚନା ଦାସ ୬୧ ହଜାରରୁ ଅଧିକ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ସୁଲୋଚନା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥିନୀ ସୁନୀତି ମୁଣ୍ଡ୍‌ଙ୍କୁ ପରାଜିତ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟର ଘୋଷଣା, ସ୍ଥାପନ ହେବ ୨୧ ନୂଆ ସୈନିକ ସ୍କୁଲ…

ନୂଆଦିଲ୍ଲୀ, ୨୬।୩ : ଦେଶରେ ୨୧ ନୂଆ ସୈନିକ ସ୍କୁଲ ସ୍ଥାପନ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏସବୁ ଘରୋଇ ସ୍କୁଲ୍‌, ଏନ୍‌ଜିଓ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କାର୍ଯ୍ୟ କରିବ। ଦେଶବ୍ୟାପି ଏହି…

ମେ‘ ୯ ସୁଦ୍ଧା ଯୁଦ୍ଧ ଶେଷ ଲାଗି ଯୋଜନା !…

ମସ୍କୋ/କ୍ୱିଭ୍‌, ୨୬।୩ : ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମେ‘ ୯ ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି। ଏନେଇ ୟୁକ୍ରେନ୍‌ ଜେନେରାଲ ଷ୍ଟାଫ୍‌ ମିଳିଥିବା ଗୁପ୍ତଚର ସୂଚନା ଆଧାରରେ ଏନେଇ ଖବର କାଗଜ ଦ କ୍ୱିଭ୍‌…

ମାର୍ଚ୍ଚ ୩୧ରେ ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନ…

ନୂଆଦିଲ୍ଲୀ, ୨୬।୩ : କଂଗ୍ରେସ ପକ୍ଷରୁ ମାର୍ଚ୍ଚ ୩୧ରେ ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। କଂଗ୍ରେସର ମହାସଚିବ ଏବଂ ପ୍ରଦେଶ ମୁଖ୍ୟଙ୍କ ବୈଠକରେ ଶନିବାର ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦରଦାମ ବୃଦ୍ଧି ନେଇ…

ଅଭିନୟକୁ ଅଲ୍‌ବିଦା କହିଲେ ଅନୁପମା ଫେମ୍‌ ଏହି ଅଭିନେତ୍ରୀ

ବମ୍ବେ: ଅଭିନୟ ଜଗତକୁ ଅଲ୍‌ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ଆଧ୍ୟାତ୍ମିକ କାରଣରୁ ଟେଲିଭିଜନର ପ୍ରସିଦ୍ଧ ଧାରାବାହିକ ‘ଅନୁପମା’ ଫେମ ଅଭିନେତ୍ରୀ ନନ୍ଦିନୀ ଓରଫ ଅନଘା ଭୋସଲେ ଟେଲିଭିଜନଜଗତ ଛାଡୁଥିବା ନେଇ ଆଧିକାରିକ ଭାବେ ଘୋଷଣା କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ…

ବିଜେଡି ହାତକୁ ଗଲା ହିଞ୍ଜିଳିକାଟୁ ପୌର ପରିଷଦ

ହିଞ୍ଜିଳିକାଟୁ,୨୬ା୩(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ପୌର ପରିଷଦ ନିର୍ବାଚନରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସୁବାସ ଚନ୍ଦ୍ର ପଲେଇ ବିଜୟୀ ହୋଇଛନ୍ତି। ସେ ଭାଜପା ପ୍ରାର୍ଥୀ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ୧୬୩୪ ଭୋଟରେ ହରାଇ ଦେଇଛନ୍ତି । ବିଜୟୀ ବିଜେଡି ପ୍ରାର୍ଥୀ ପଲେଇ ୬୮୨୦ ଭୋଟ୍‌…

ଯୁଦ୍ଧରେ ୧୬,୪୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ…

କ୍ୱିଭ୍‌, ୨୬।୩ : ୟୁକ୍ରେନରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧରେ ୧୬,୪୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ଖବର କାଗଜ ଦ କ୍ୱିଭ୍‌ ଇଣ୍ଡିପେଣ୍ଡେଣ୍ଟ୍‌ ପକ୍ଷରୁ ଏହି ଦାବି କରାଯାଇଛି। ୨୪ ଫେବୃଆରୀରେ ରୁଷିଆ ୟୁକ୍ରେନ ବିରୁଦ୍ଧରେ…

ରଜନୀରାଣୀ ହେଲେ ଆନନ୍ଦପୁର ପୌରାଧ୍ୟକ୍ଷା

ଆନନ୍ଦପୁର,୨୬ା୩(ସ୍ବ.ପ୍ର.): ଆନନ୍ଦପୁର ପୌରପାଳିକାର ନୂତନ ପୌରାଧ୍ୟକ୍ଷା ଭାବେ ରଜନୀରାଣୀ ଖଟୁଆ ନିର୍ବାଚିତ ହୋଇଛନ୍ତି। ଆନନ୍ଦପୁର ପୌରପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ପୌରପରିଷଦର ମୋଟ୍‌ ୩୦୬୬୭ ଭୋଟରଙ୍କ ମଧ୍ୟରୁ ୧୧୯୭୪ ଜଣ ପୁରୁଷ ଭୋଟର…

କଂଗ୍ରେସରେ ବିବାଦ-ଦଳ ଛାଡ଼ିବା-ପରାଜୟ ସଙ୍କଟ…

ନୂଆଦିଲ୍ଲୀ, ୨୬।୩ : ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସରେ ସଙ୍କଟ ବଢ଼ିବାରେ ଲାଗିଛି। ଦଳରେ ବିବାଦ, ଦଳ ଛାଡ଼ିବା ଏବଂ ପରାଜୟକୁ ନେଇ ସ୍ଥିତି ଖରାପ ହେବାରେ ଲାଗିଛି। ଆସନ୍ତା ୧୫ ଦିନ ମଧ୍ୟରେ ଦଳର…

ନିଜ ଗଡ଼ ସୁରକ୍ଷିତ ରଖିପାରିଲେନି ପିସିସି ସଭାପତି

ଆନନ୍ଦପୁର,୨୬ା୩(ସ୍ବ.ପ୍ର.): ଆନନ୍ଦପୁର ପୌରପାଳିକାରେ କଂଗ୍ରେସର ଶୋଚନୀୟ ପରାଜୟ ବରଣ କରିଛି। ଖୋଦ୍‌ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଓ୍ବାର୍ଡ ନଂରେ କଂଗ୍ରେସର ଶୋଚନୀୟ ପରାଜୟ ହେବା ସହିତ କଂଗ୍ରେସ ଗଡ଼ ଭାବେ ପରିଚିତ ଅନ୍ୟ ଦୁଇ ଓ୍ବାର୍ଡ ୬ ନଂ ଓ…

ରାନୀ ହାତୀ ହେଲେ ଝାରସୁଗୁଡ଼ା ପୌରାଧ୍ୟକ୍ଷା

ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ପୌର ପରିଷଦ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ପୌରାଧ୍ୟକ୍ଷା ଭାବେ ବିଜେଡି ଦଳର ପ୍ରାର୍ଥିନୀ ରାନୀ ହାତୀ ବିଜୟୀ ହୋଇଛନ୍ତି। ଏଥି ମଧ୍ୟରେ ପୌରାଧ୍ୟକ୍ଷା ହାତୀ ସମୁଦାୟ ୧୩,୮୨୨ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ…

ଚାନ୍ଦବାଲି ଏନ୍‌ଏସି ହାତେଇଲା ବିଜେଡି

ଚାନ୍ଦବାଲି,୨୬ା୩(ଡି.ଏନ୍‌.ଏ.): ଚାନ୍ଦବାଲି ଏନ୍‌ଏସିରେ ମୋଟ୍‌ ୧୫ଟି କାଉନସିଲର ପଦବୀରୁ ୧୧ଟି ବିଜେଡି ହାତେଇ ଥିବା ବେଳେ ଭାଜପା ୩ଟି ଓ କଂଗ୍ରେସ ଗୋଟିଏ କାଉନସିଲର ହାତେଇଛି। ଚାନ୍ଦବାଲି ଏନ୍‌ଏସି ବିଜେଡିର ଚେୟାରପର୍ସନ ଶାନ୍ତିଲତା ସେଠୀ ୭,୮୫୬ ଖଣ୍ଡ ଭୋଟ୍‌ ହାତେଇ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri