ଏଫ୍‌ଏଟିଏଫ୍‌ର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନର ନାମ

ଇସ୍‌ଲାମାବାଦ,୧୭।୬: ପାକିସ୍ତାନକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଫ୍‌ଏଟିଏଫ୍‌ ଗ୍ରେ’ ତାଲିକାରୁ ବର୍ତ୍ତମାନ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ଶୁକ୍ରବାର ଜର୍ମାନୀର ବର୍ଲିନରେ ଚାଲିଥିବା ଏକ ବୈଠକରେ ପାକିସ୍ତାନକୁ ଗ୍ରେ’ ତାଲିକାରୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ବୈଠକର ଶେଷ ଦିନ ହୋଇଥିବା ବେଳେ ପ୍ରଥମରୁ ହିଁ ପାକିସ୍ତାନକୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଥିଲା। ତେବେ ଏହା ସମ୍ବନ୍ଧୀୟ ସମସ୍ତ ସୂଚନା ବର୍ତ୍ତମାନ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫ୍‌ଏଟିଏଫ୍‌)ର ୱେବସାଇଟରେ ଅପଡେଟ୍‌ କରାଯିବ। ଅକ୍ଟୋବରରେ ହେବାକୁ ଥିବା ଏକ ବୈଠକରେ ପାକିସ୍ତାନକୁ ଗ୍ରେ’ ତାଲିକାରୁ ହଟାଇବା ନେଇ ସରକାରୀ ଘୋଷଣା କରାଯିବ ବୋଲି ସୂଚନା ରହିଛି। ଏଫ୍‌ଏଟିଏଫ୍‌ ହେଉଛି ଏକ ସଂସ୍ଥା ଯାହା ଅନ୍ତର୍ଜାତୀୟ ସ୍ତରରେ କାମ କରେ। ଆତଙ୍କବାଦକୁ ବଢ଼ାଇବା ପାଇଁ କରାଯାଉଥିବା ଅନ୍ତର୍ଜାତୀୟ ଆର୍ଥିକ ଅପରାଧକୁ ରୋକିବା ପାଇଁ ଏହା ଚେଷ୍ଟା କରିଥାଏ। ସୂଚନା ମୁତାବକ, ମାର୍ଚ୍ଚ ୨୦୨୨ ସୁଦ୍ଧା ମୋଟ ୨୩ଟି ଦେଶ ଏହି ଗ୍ରେ’ ତାଲିକାରେ ରହିଥିଲେ। ଏଥିରେ ପାକିସ୍ତାନ, ସିରିଆ, ତୁର୍କୀ, ମିଆଁମାର, ଫିଲିପାଇନ୍ସ, ଦକ୍ଷିଣ ସୁଡାନ, ଉଗାଣ୍ଡା ଏବଂ ୟେମେନ ମଧ୍ୟ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରାଜେନିକା ଟିକା ବନ୍ଦ ନ କରିବାକୁ ଡବ୍ଲ୍ୟୁଏଚ୍‌ଓର ପରାମର୍ଶ

ନୂଆଦିଲ୍ଲୀ,୧୩।୩ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ବିକଶିତ କୋଭିଡ୍‌ ଟିକା ନେବା ପରେ କେତେଜଣଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ରିପୋର୍ଟ...

ରୁଷିଆକୁ ଚେତାବନୀ ଦେଲା ୟୁକ୍ରେନ୍‌!

କ୍ୱିଭ,୧୮ ।୪: ୟୁକ୍ରେନର ବୈଦେଶିକମନ୍ତ୍ରୀ ଦିମିତ୍ରୋ କୁଲେବା ମାରିୟୁପୋଲରେ ହୋଇଥିବା ଘଟଣାକୁ ହୃଦୟ ବିଦାରକ ଓ ଜଘନ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ସେଠାରେ...

ଘରେ ବସି ମାସକୁ ଦରମା ଲକ୍ଷେ: ୩ ବର୍ଷରେ ମିଳିବ ୩୮ ଲକ୍ଷ

ବର୍ଲିନ୍‌, ୨୯।୮: କରୋନା ମହାମାରୀ ସମୟରେ ପୁଣି ଘରେ ବସି ମାସକୁ ଲକ୍ଷେ ଟଙ୍କା ଦରମା ମିଳିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।...

ପାକିସ୍ତାନରେ ପେଟ୍ରୋଲ ୨୭୨ ଟଙ୍କା

ଇସ୍‌ଲାମାବାଦ,୧୭।୨: ଋଣ ପାଇବା ନିମନ୍ତେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)କୁ ଖୁସି କରିବା ଲାଗି ପାକିସ୍ତାନ ସରକାର ବୁଧବାର ରାତିରେ ପେଟ୍ରୋଲ ଏବଂ ଗ୍ୟାସ୍‌ ଦର ପୁଣି...

ବାଇଡେନ ପାକିସ୍ତାନକୁ ସାମରିକ ସହାୟତା ଜାରି ରଖିଛନ୍ତି, ମୁଁ ରାଷ୍ଟ୍ରପତି ହେଲେ ଶତ୍ରୁଙ୍କୁ ସହାୟତା ହେବ ବନ୍ଦ: ନିକ୍କି ହାଲେ…

ଓ୍ବାଶିଂଟନ,୨୬।୨ : ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିଜକୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ରିପବ୍ଲିକାନ ପାର୍ଟି ନେତା ନିକ୍କି ହାଲେତାଙ୍କ ନିର୍ବାଚନ ପ୍ରଚାର ପାଇଁ...

ବାଇଡେନଙ୍କ ସମସ୍ୟା ବଢ଼ିଲା, ଘରେ ୧୨ ଘଣ୍ଟା ଚଢ଼ାଉ, ୬ ଗୋପନୀୟ ଫାଇଲ ମିଳିଲା…

ଓ୍ବାଶିଂଟନ,୨୨।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ଘରୁ ଗୋପନୀୟ ଡକ୍ୟୁମେଣ୍ଟ ପାଇବା ନେଇ ତାଙ୍କର ସମସ୍ୟା କମ...

ତାଲିବାନ ନୀତି ଉପରେ ଅନ୍ତରାଷ୍ଟ୍ରୀୟ ସଙ୍ଗଠନର ରିପୋର୍ଟ, କୁହାଯାଇଛି ମହିଳାଙ୍କ ପ୍ରତି ହୋଇଛି ଭେଦଭାବପୂର୍ଣ୍ଣ ରଣନୀତି

କାବୁଲ,୨୮।୫: ତାଲିବାନର କଟ୍ଟର ପ୍ରଶାସନ ଆଫଗାନିସ୍ତାନରେ ନିଜର ଶାସନ ଜରିଆରେ ଲଗାତାର ମହିଳାଙ୍କ ଅଧିକାରର ଉଲ୍ଲଂଘନ କରି ଚାଲିଛି। ଏହାକୁ ନେଇ କିଛି ଅନ୍ତରାଷ୍ଟ୍ରୀୟ ସଙ୍ଗଠନ...

ରୁଷିଆ ଆସ ମାସିକ ୧୦ ହଜାର ରୁବେଲ ଆର୍ଥିକ ସହାୟତା ନିଅ, ୟୁକ୍ରେନ୍‌ବାସୀଙ୍କ ପାଇଁ ପୁଟିନ୍‌ଙ୍କ ଘୋଷଣା…

ମସ୍କୋ, ୨୭।୮ : ୟୁକ୍ରେନବାସୀଙ୍କ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ୍‌ ଲୋଭନୀୟ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ ୟୁକ୍ରେନବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଯେ,...

Advertisement
Archives

Model This Week