ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରସ୍ତୁତି ନେଇ ଜିଲାପାଳଙ୍କୁ ଚିଠି
ଭୁବନେଶ୍ୱର,୧୨।୨(ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖଇ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଅଙ୍ଗନବା କେନ୍ଦ୍ର ଗୁଡ଼ିକ ଖୋଲିବ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ…
ଧାଓ୍ବନଙ୍କୁ ମିଳିଲା ପଞ୍ଚମ ଆଇପିଏଲ୍ ଟିମ୍: ଜାଣନ୍ତୁ କେତେରେ ହେଲେ ବିକ୍ରି
ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୧୫ ସଂସ୍କରଣର ମେଗା ଅକ୍ସନ ଶନିବାର ଆରମ୍ଭ ହୋଇଛି। ଅକ୍ସନର ପ୍ରଥମ ଦିନରେ ପ୍ରଥମ ଖେଳାଳି ଭାବେ ନିଲାମ ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ଓପନର୍ ଶିଖର ଧାଓ୍ବନ। ତାଙ୍କୁ ପଞ୍ଜାବ କିଙ୍ଗ୍ସ ୮.୨୫ କୋଟି…
ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଅଲ୍-ବଦରର ୩ ଆତଙ୍କବାଦୀ ଗିରଫ
ଶ୍ରୀନଗର,୧୨।୨: ଜମ୍ମୁ-କଶ୍ମୀରର ସୋପୋରେ ଜିଲାର ଡାଙ୍ଗିୱାଚା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଡାଙ୍ଗିୱାଚା ଅଞ୍ଚଳରୁ ଅଲ୍-ବଦରର ୩ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଏହି ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ନଗଦ ଟଙ୍କା ଜବତ କରାଯାଇଛି। ସୂଚନାଯୋଗ୍ୟ, ଡାଙ୍ଗିୱାଚା…
ଏଲ୍ଏସିରେ ସାମ୍ପ୍ରତିକ ପରିସ୍ଥିତି ପାଇଁ ଚାଇନା ଦାୟୀ: ଏସ୍ ଜୟଶଙ୍କର
ମେଲବର୍ନ,୧୨।୨: ଏଲ୍ଏସିରେ ବର୍ତ୍ତମାନର ସାମ୍ପ୍ରତିକ ପରିସ୍ଥିତି ପାଇଁ ଭାରତ ଚାଇନାକୁ ଦାୟୀ କରିଛି। ସୀମାନ୍ତରେ ସାମୂହିକ ସୈନ୍ୟଙ୍କ ପାଇଁ ହୋଇଥିବା ଲିଖିତ ଚୁକ୍ତିନାମାକୁ ଚାଇନା ପକ୍ଷରୁ ପ୍ରଥମେ ଅବମାନନା କରାଯାଇଛି। ଯେଉଁଥିପାଇଁ ଏଲ୍ଏସିରେ ଏଭଳି ପରିସ୍ଥିତି ଉପୁଜିଛି ବୋଲି ବର୍ହିବ୍ୟାପାର ମନ୍ତ୍ରୀ…
ଆପତ୍ତିଜନକ ପୋଷ୍ଟ ଶେୟାର କରି ୨ ପୋଲିସ କର୍ମଚାରୀ ନିଲମ୍ବିତ
ଜୟପୁର,୧୨।୨: କର୍ନାଟକର ହିଜାବ ଝଡ଼ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୋସିଆଲ ମିଡିଆରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଇତିମଧ୍ୟରେ ହିଜାବ ସହ ଜଡିତ ଏକ ଆପତ୍ତିଜନକ ପୋଷ୍ଟକୁ ସୋସିଆଲ ମିଡିଆରେ ଶେୟାର କରିବା ମାମଲାରେ ୨ଜଣ ପୋଲିସ…
ପରିବାରଲୋକଙ୍କୁ ଭିସା ମିଳିଲାନି, ଏକୁଟିଆ ରାଜସ୍ଥାନ ଆସି ବିବାହ କଲେ ବିଦେଶୀ କନ୍ୟା
ନୂଆଦିଲ୍ଲୀ: ରାଜସ୍ଥାନର ସିକରର ପିପ୍ରାଲି ରୋଡ୍ ଅଞ୍ଚଳରେ ଜଣେ ଦେଶୀ ବର ଏବଂ ବିଦେଶୀ କନ୍ୟାଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କନ୍ୟାଙ୍କ ଘର କାଜାଖସ୍ତାନର ହୋଇଥିବା ବେଳେ ବରଙ୍କ ଘର ସିକରରେ । ବେଶ୍ ଧୁମ୍ଧାମ୍ରେ ଏହି ବିବାହ…
ଦେଶରେ ସାମାନ୍ୟ କମିଲା ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟାରେ ୫୦ହଜାରରୁ ଉର୍ଦ୍ଧ୍ୱ ଚିହ୍ନଟ, ୮୦୪ ମୃତ
ନୂଆଦିଲ୍ଲୀ,୧୨।୨: ଦେଶରେ କରୋନା ମହାମାରୀର ପ୍ରକୋପ ଧିରେ ଧିରେ କମୁଥିବା ବେଳେ କରୋନା ଗ୍ରାଫ୍ ତଳକୁ ଖସିଛି। ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଅପେକ୍ଷା ଶନିବାର କମ୍ ରହିଛି। ଶୁକ୍ରବାର ଦେଶରେ ୫୮ହଜାର ୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ…
ଯୁଦ୍ଧ ପାଇଁ ସୈନ୍ୟ ପଠାଇଲା ଆମେରିକା
ଓ୍ବାଶିଂଟନ୍,୧୨।୨: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଏବେ ସାଂଘାତିକ ରୂପ ନେବାରେ ଲାଗିଛି। ଯୁଦ୍ଧ ପରିସ୍ଥିତି ଉପୁଜିବା ଆଶଙ୍କାରେ ୟୁକ୍ରେନ ନିକଟରେ ଥିବା ନାଟୋ ଦେଶରେ ଆମେରିକା ନିଜର ଆହୁରି ସୈନ୍ୟ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ଆମେରିକାର…
ଭାରତୀୟ ସେନା ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ମିଳି ନ ଥିଲା ଏନ୍ଓସି: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୨।୨: ବଲିଉଡ୍ରେ ଦେଶର ସେନା ଓ ଯବାନଙ୍କୁ ନେଇ ଅନେକ ଫିଲ୍ମ ତିଆରି କରାଯାଇଛି। ଆଉ ଏଭଳି ଫିଲ୍ମଗୁଡ଼ିକୁ ବଲିଉଡ୍ ପ୍ରଥମେ ଆଗ୍ରାଧିକାର ଦେଉଥିବା ବେଳେ ଦର୍ଶକ ମଧ୍ୟ ଏହାକୁ ବେଶ୍ ପସନ୍ଦ କରିଥାନ୍ତି। କିନ୍ତୁ ଜାଣିଛନ୍ତି କି, ଚଳିତ ଥର…
ଥରିଲା ଉତ୍ତରାଖଣ୍ଡ
ଡେରାଡୁନ,୧୨।୨: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଶନିବାର ସକାଳେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଉତ୍ତରକାଶୀରୁ ୩୯ କିଲୋମିଟର ଦୂରରେ ରହିଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…
ରାଜ୍ୟରେ ସୋମବାରରୁ ଖୋଲିବ ସମସ୍ତ ସ୍କୁଲ
ଲକ୍ଷ୍ନୌ,୧୨।୨: ଉତ୍ତରପ୍ରଦେଶରେ କରୋନା ପ୍ରକୋପ କମିବାରେ ଲାଗିିଛି। ତେଣୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଥରେ ରାଜ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୧୪ ତଥା ସୋମବାରରୁ ରାଜ୍ୟରେ ନର୍ସରୀ କ୍ଲାସଠାରୁ ଆରମ୍ଭ କରି ସମସ୍ତ…
ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ
ନୂଆଦିଲ୍ଲୀ,୧୨ା୨ପି.ଟି.): ସାଧାରଣ ବଜେଟ ଓ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପରେ ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଜାନୁୟାରୀ ୩୧ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହୋଇଥିଲା ଏବଂ…
Archives


