Home

ଯୁବକଙ୍କ ପ୍ରାଣ ନେଲା ହାତୀ

ବାରିପଦା ଅଫିସ,୨୦ା୬: ରାଜ୍ୟ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ରବିବାର ରାତିରେ ପୁଣି ଜଣେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ହେଲେ ଦୀଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା (୩୮)। ଗାଁ ଦୋକାନରୁ ଚା’…

କନ୍ୟା ବେଶରେ ସଜେଇ ହେଲେ ଶେହନାଜ

ବିଗ୍‌ବସ୍‌-୧୩ର ପ୍ରତିଯୋଗୀ ଶେହନାଜ ଗିଲ୍‌ଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତାଙ୍କ ସୁନ୍ଦରତା ଏବଂ ତାଙ୍କ ଚୁଲବୁଲି ଅନ୍ଦାଜରେ ଲକ୍ଷ ଲକ୍ଷ ଫ୍ୟାନ ଫିଦା। କେବଳ ସେତିକି ନୁହେଁ,ତାଙ୍କ କଥା କହିବା ଶୈଳୀ ସମସ୍ତଙ୍କୁ କରେ ଆଟ୍ରାକ୍ଟ। ବିଗ ବସ-୧୩ରୁ ରତାରାତି…

କମ୍‌ ବର୍ଷା ଯୋଗୁ ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ,୨୦ା୬: କମ୍‌ ବର୍ଷା ଯୋଗୁ ଜଗତ୍‌ସିଂହପୁର ଜିଲାର ଚାଷୀ ଚିନ୍ତାରେ ପଡିଛନ୍ତି। କାରଣ ବର୍ଷା ହେଲେ ରଜ ପରେ ଚାଷୀ ବିଲରେ ବିହନ ବୁଣିବା କଥା। ବିଳମ୍ବ କଲେ ଅଗଷ୍ଟ ବେଳକୁ ପୋକ ଲାଗିବା ସମ୍ଭାବନା ଅଧିକ। ତେଣୁ ସାମାନ୍ୟ…

ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗକୁ ମିଳୁନି ଋଣ

କେନ୍ଦ୍ରାପଡ଼ା ଅଫିସ/ ପଟ୍ଟାମୁଣ୍ଡାଇ,୨୦ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବହିରାଗତ ଶିଳ୍ପ ଉପତ୍ାଦ ଅର୍ଥ ଅଞ୍ଚଳକୁ ବିକଶିତ କରେ। ଏଥିତ୍ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ପାଇଁ ପ୍ରତ୍ୟେକ ଜିଲାରେ ପ୍ରଧାନମନ୍ତ୍ରୀ…

ରାମ ମନ୍ଦିର ଦାନ ମଧ୍ୟରୁ ୨୨ କୋଟି ଟଙ୍କାର ଚେକ୍‌ ବାଉନ୍ସ୍‌…

ଅଯୋଧ୍ୟା, ୨୦।୬ : ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ପରିଚାଳିତ ପାଣ୍ଠି ସଂଗ୍ରହ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୫୪୫୭.୯୪ କୋଟି ଟଙ୍କା ସଂଗ୍ରୃହୀତ ହୋଇଛି । ସମ୍ପ୍ରତି ଦାନ ପରିମାଣର ଏକ ହିସାବର ପରୀକ୍ଷାମୂଳକ ରିପୋର୍ଟ ବାହାରିଛି। ଏହା…

ଫିଲ୍ମ ‘ଶାବାଶ ମିଠୁ’ର ଟ୍ରେଲର ରିଲିଜ୍‌

ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ‘ମିତାଲି ରାଜ’ଙ୍କ ବାୟୋପିକ ‘ଶାବାଶ ମିଠୁ’ର ଟ୍ରେଲର ମୁକ୍ତିଲାଭ କରିଛି। ଭାରତୀୟ ମହିଳା ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ହୋଇଛି। ଏହି ଫିଲ୍ମରେ ଅଭିନେତ୍ରୀ…

ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଜବତ

ବିନିକା,୨୦ା୬(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ଥାନା ବାଉଁଶୁଣି ଡୁଗୁମାଳି ଜଙ୍ଗଲରୁ ସୋମବାର ଭୋର୍‌ରୁ ୨୨ ବର୍ଷୀୟ ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ କରିଛି ବିନିକା ପୋଲିସ। ସୂଚନାନୁଯାୟୀ, ମୃତ ଯୁବକ ଜଣକ ହେଉଛନ୍ତି ବାଉଁଶୁଣି ଗ୍ରାମର ନେତ୍ର ଭୋଇଙ୍କ ପୁଅ…

କେବେ ଏମିତି ଘଟିବ ଭାବି ନ ଥିଲି, କାହିଁକି ଏପରି କହିଲେ ଦ୍ରାବିଡ

ବେଙ୍ଗାଲୁରୁ,୨୦।୬: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡ ପ୍ରାୟ ୮ ମାସ ପୂରଣ କରିଛନ୍ତି। ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ସିରିଜର ପଞ୍ଚମ ତଥା ଅନ୍ତିମ ଟି -୨୦ ମ୍ୟାଚ ପୂର୍ବରୁ ରାହୁଲ ଦ୍ରାବିଡ ଟିମ…

ପାଳିତ ମା’ଙ୍କ ପାଖରୁ ଉଦ୍ଧାର ହେଲେ ନାବାଳିକା

ଭୁବନେଶ୍ୱର,୨୦।୬(ବ୍ୟୁରୋ): ୯ ବର୍ଷୀୟା ନାବାଳିକାକୁ ନେଇ ପାଳିତ ଦମ୍ପତି ଓ ଜନ୍ମିତ ମା’ବାପାଙ୍କ ମଧ୍ୟରେ ଲାଗିଥିବା ବିବାଦର ଅନ୍ତ ଘଟିବାକୁ ଯାଇଛି। ୪ ଦିନର କସରତ ପରେ ଶେଷରେ ଚାଇଲ୍ଡ ଲାଇନ୍‌ ଓ ପୋଲିସର ମିଳିତ ଉଦ୍ୟମରେ ଉକ୍ତ ନାବାଳିକାଙ୍କୁ ରବିବାର…

ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୨୦ା୬: ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଭୁବନେଶ୍ୱର ହେଡ୍‌ କ୍ୱାର୍ଟରରେ ଥିବା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ୍‌ଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ସୋମବାର ସକାଳୁ ଚଢ଼ାଉ…

ରାଜ୍ୟରେ ବଢୁଛି କରୋନା: ଆଜି ୪୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟରୁ ସୋମବାର ୪୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୮୯୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୭ ଜଣ ଚିହ୍ନଟ ହୋଇଥିବା…

୮୦ ହଜାର ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୦।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?