ରୋହିତ ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଲେ ଝିଅ: ଦେଖନ୍ତୁ ଭିଡିଓ
ଲଣ୍ଡନ,୨୯।୬: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏଜବାଷ୍ଟନ ଟେଷ୍ଟ ପୂର୍ବରୁ କରୋନା ସଂକ୍ରମିତ ହୋଇଛି। ରୋହିତ ଏବେ ଦଳ ଏବଂ ପରିବାର ସଦସ୍ୟଙ୍କଠାରୁ ଅଲଗା ଅଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କ ଝିଅ ସମାଇରାଙ୍କ ଏକ ଭିଡିଓ ଭାଇରାଲ ହେଉଛି।…
କାଉଡିଆଙ୍କ ପାଇଁ ୧୭୫ କ୍ୟାମ୍ପ ଲଗାଇବେ ସରକାର
ନୂଆଦିଲ୍ଲୀ,୨୯।୬: କୋଭିଡ -୧୯ ମହାମାରୀ ଯୋଗୁ ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଜୁଲାଇ ୧୪ରୁ ୨୬ଜୁଲାଇ ମଧ୍ୟରେ କାଉଡିଆ ଯାତ୍ରା ଆୟୋଜିତ ହେବ। କାଉଡିଆମାନେ ଉତ୍ତରାଖଣ୍ଡର ହରିଦ୍ୱାରରୁ ଗଙ୍ଗାଜଳ ଆଣି ନିଜ ଅଞ୍ଚଳର ଶିବ ମନ୍ଦିରରେ ଅର୍ପଣ କରିଥାନ୍ତି।…
ଉମ୍ରାନଙ୍କୁ କାହିଁକି ଦେଇଥିଲେ ଶେଷ ଓଭର? ହାର୍ଦ୍ଦିକ କହିଲେ…
ଡବଲିନ,୨୯।୬: ଭାରତ ମଙ୍ଗଳବାର ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ରୋମାଞ୍ଚକର ବିଜୟ ସହ ୨ ମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଲିନ୍ ସୁଇପ୍ କରିଛି। ଦୀପକ ହୁଦା(୧୦୪) ଏବଂ ସଞ୍ଜୁ ସାମସନ୍(୭୭)ଙ୍କ ରେକର୍ଡ ପାର୍ଟନରଶିପ୍ ଯୋଗୁ ଦଳ ୨୨୫/୭ ସ୍କୋର କରିଥିଲା।…
ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କଲେ ୬୦ ମାଓବାଦୀ
ବିଶାଖାପାଟନମ୍,୨୯।୬: ଆନ୍ଧ୍ରପ୍ରଦେଶରେ କୁଖ୍ୟାତ ମାଓବାଦୀ ଭନାଥାଲା ରାମ କୃଷ୍ଣଙ୍କୁ ଗିରଫ କରାଯିବା ପରେ ୬୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବୁଧବାର ବିଶାଖାପାଟନମ୍ ରେଞ୍ଜର ଡିଆଇଜି ଏସ୍ ହରିକୃଷ୍ଣଙ୍କ ଉପସ୍ଥିତିରେ ୬୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବର୍ତ୍ତମାନ ଏହି ସମସ୍ତ…
ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ବୁଗୁଡ଼ା,୨୯।୬(ଡି.ଏନ୍.ଏ): ଆସନ୍ତା ଜୁଲାଇ ୧ରେ ହେବାକୁ ଯାଉଥିବା ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ଗଞ୍ଜାମ ଜିଲା ବୁଗୁଡ଼ା ବଡ଼ଦାଣ୍ଡସ୍ଥ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ରଥର ଚକ ଅଖ ଯୋଗ, ବ୍ରାନ୍ଦ, ମୁହାଣ୍ଡି, ନାହାକ କୁମ୍ଭ ଓ…
ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଭାଜପାରେ ସାମିଲ ହେବା କହିବା: ଇସ୍ତଫା ଦେଲେ ପ୍ରିନ୍ସିପାଲ
ଅହମଦାବାଦ, ୨୯ା୬: ଗୁଜରାଟର ଭାବନଗର ସ୍ଥିତ ଶ୍ରୀମତୀ ଏନ୍. ସି. ଗାନ୍ଧୀ ଏବଂ ବି. ଭି. ଗାନ୍ଧୀ ମହିଳା କଳା ଓ ବାଣିଜ୍ୟ ମହାବିଦ୍ୟାଳୟର ପ୍ରିନ୍ସିପାଲ ରଞ୍ଜନ ଗୋହିଲ ଛାତ୍ରୀମାନଙ୍କୁ ଭାଜପାରେ ଯୋଗଦେବାକୁ କହି ବିବାଦରେ ଫସିଛନ୍ତି। ଚାରିଆଡ଼ୁ ସମାଲୋଚିତ ହେବା…
ପୁଟିନ୍ଙ୍କୁ ଆତଙ୍କବାଦୀ କହିଲେ ଜେଲେନସ୍କି…
କ୍ୱିଭ୍, ୨୯।୬ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଜୁନ ୨୭ରେ, ରୁଷିଆର କ୍ଷେପଣାସ୍ତ୍ରଗୁଡ଼ିକ ୟୁକ୍ରେନର କ୍ରେମେନଚୁକ ସହରର ଏକ ଶପିଂ ସେଣ୍ଟରକୁ ଧ୍ୱଂସ କରିଦେଇଥିଲା। ଯେତେବେଳେ ସେଠାରେ ଶତାଧିକ ଲୋକ ଥିଲେ। ଏହି ଆକ୍ରମଣରେ ୧୮ ଜଣଙ୍କର…
ବନ୍ୟାରେ ଭୁଶୁଡ଼ିଗଲା ୨ମହଲା ବିଶିଷ୍ଟ ପୋଲିସ ଷ୍ଟେଶନ
ଗୁଆହାଟି,୨୯।୬: ଗତ କିଛି ଦିନରୁ ଆସାମରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ବିତ୍ପାତ ଦେଖାଦେଇଛି। ଦେଶର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ହେତୁ ଅନେକ ଅଟ୍ଟାଳିକା ନଷ୍ଟ ହେବା ସହ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ବନ୍ୟା ଯୋଗୁ ୨୧ଲକ୍ଷରୁ…
ଭାଜପା କର୍ମୀଙ୍କୁ କାହିଁକି ଚାକିରି ଦେବି ? ଅଗ୍ନିପଥ ଯୋଜନା ନେଇ ମମତାଙ୍କ ଉତ୍ତର…
କୋଲକାତା, ୨୯।୬ : ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ବିରୋଧ ଜାରି ରହିଛି। ଏହି ଯୋଜନା ବିରୋଧରେ ବିରୋଧୀ ଦଳ ନିରନ୍ତର ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଏନେଇ ଘେରିବା ଆରମ୍ଭ…
ଗଳାକାଟି ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ…
ବିଜାପୁର, ୨୯।୬ : ଛତିଶଗଡର ବିଜାପୁର ଜିଲାରେ ମାଓବାଦୀ ବର୍ବର କାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ ଏକ ମାଓପ୍ରବଣ ଗାଁର ସରପଞ୍ଚଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି। ପୋଲିସ ଇନଫରମର ସନ୍ଦେହରେ ମାଓବାଦୀମାନେ ଏହି ଘଟଣା ଘଟାଇ ଛନ୍ତି। ୧୨ରୁ…
ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଆସାମ ବନ୍ୟାପୀଡ଼ିତଙ୍କୁ ୫୧ଲକ୍ଷ ଟଙ୍କା ସହାୟତା
ଗୁଆହାଟୀ,୨୯।୬: ଆସାମର ଗୁଆହାଟୀର ଟ୍ରାଡିସନ୍ ବ୍ଲୁ ହୋଟେଲରେ ଗତ ସପ୍ତାହରୁ ଡେରା ପକାଇଥିବା ମହାରାଷ୍ଟ୍ରର ବିଦ୍ରୋହୀ ଶିବସେନା ବିଧାୟକମାନେ ରାଜ୍ୟର ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ୫୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏନେଇ ବୁଧବାର ବିଦ୍ରୋହୀ ବିଧାୟକଙ୍କ ମୁଖପାତ୍ର…
ଉଦୟପୁର ହତ୍ୟାକାଣ୍ଡରେ ପାକିସ୍ତାନୀ ସଂଗଠନ ସମ୍ପୃକ୍ତି ନେଇ ତଦନ୍ତ ଜାରି, ୩୨ ଅନ୍ଲାଇନ୍ ପାଠ୍ୟକ୍ରମରେ ଜେହାଦୀ ତାଲିମ୍ …
ନୂଆଦିଲ୍ଲୀ, ୨୯।୬ : ଉଦୟପୁର ହତ୍ୟାକାଣ୍ଡର ପାକିସ୍ତାନୀ ସଂଗଠନର ସମ୍ପୃକ୍ତି ଏବେ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଟେଲର କହ୍ନେୟାଙ୍କ ଗଳା କାଟିଥିବା ଉଭୟ ଅଭିଯୁକ୍ତ ପାକିସ୍ତାନର ଦାୱତ-ଇ-ଇସଲାମି ସଂଗଠନ ସହ ଜଡିତ ଥିଲେ। ଏହି ସଂଗଠନ ୧୦୦ରୁ ଅଧିକ ଦେଶରେ…

